• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

test
କୋଭିଡ୍ ଭୂତାଣୁର ମେଡିସିନ ବାହାର କରିବ ଭାରତ! କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: କୋଭିଡ୍-୧୯ ଭୂତାଣୁ ଚିକିତ୍ସା ନେଇ କ୍ଲିନିକାଲ ଟ୍ରାଏଲ ଆରମ୍ଭ। ଦେଶର ପ୍ରମୁଖ ୧୦ଟି  ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଏହି ପରୀକ୍ଷା ଆରମ୍ଭ ହେବ। ଆସନ୍ତା ଜୁଲାଇ କିମ୍ବା ଅଗଷ୍ଟ ମାସ ମଧ୍ୟରେ ଏହି ପରୀକ୍ଷଣ ଶେଷ ହେବ ବୋଲି ଅନୁମାନ କରାଯାଉଛି। କୋଭିଡ-୧୯ ଭୂତାଣୁର କବଳରୁ ରକ୍ଷା ପାଇବାକୁ ଫାଭିପିରାଭିର ନାମକ ଏକ ଔଷଧର ପରୀକ୍ଷା ଆରମ୍ଭ କରିଛି ଗ୍ଲେନମାର୍କ। କରୋନା ଭାଇରସ ଭୂତାଣୁର ମୁକାବିଲା ପାଇଁ ଏହି ଔଷଧକୁ ପରୀକ୍ଷଣ କରିବାକୁ ଗତ […]

ration
ରାସନ୍ କାର୍ଡ ସହିତ ଆଧାର ନମ୍ବର ଲିଙ୍କ୍‌ ଅବଧି ବଢିଲା

ନୂଆଦିଲ୍ଲୀ: ସବୁ ରାସନ୍ କାର୍ଡ ସହିତ ଆଧାର ନମ୍ବରକୁ ଲିଙ୍କ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆସନ୍ତା ସେପଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ସମୟ ପର୍ଯ୍ୟନ୍ତ ଆଧାର ନମ୍ବର ଲିଙ୍କ କରି ନ ଥିବା କୈଣସି ହିତାଧିକାରୀଙ୍କୁ ସେମାନଙ୍କ କୋଟାର ଖାଦ୍ୟ ଶସ୍ୟରୁ ବଞ୍ଚିତ କରାଯିବ ନାହିଁ। ଏ ନେଇ ସ୍ପଷ୍ଟ କରିଛି ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ। ଆଧାର ନମ୍ବର ସହ ଲିଙ୍କ କରି […]

india
ଦିନକରେ ଦେଶରେ ୪୨୦୦ କରୋନା ପଜିଟିଭ ଚିହ୍ନଟ, ମହାରାଷ୍ଟ୍ରରେ ବଢୁଛି ମୃତ୍ୟୁ ସଂଖ୍ୟା

ଦେଶରେ ୨ ହଜାର ୨ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା। କୋଭିଡ୍ ୧୯ରେ ଆଜି ସୁଦ୍ଧା ଭାରତରେ ମୋଟ୍ ୨ ହଜାର ୨ ଶହ ୬ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସେହିଭଳି ଆକ୍ରାନ୍ତ ସଂଖ୍ୟା ୬୭ ହଜାର ପାର ହୋଇଛି। ୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଛନ୍ତି ୪୨ ଶହରୁ ଅଧିକ ଲୋକ। ଏପଟେ ଦିନକରେ ୧ ହଜାର ୫୫୦ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୩୧.୧୫ […]

cm-pack
ଦେଶରେ ଲକଡାଉନ୍‌ ଅବଧି ବଢାଇବାକୁ ଦାବି, ଟ୍ରେନ୍‌ ଓ ବିମାନ ଚଳାଚଳକୁ ବିରୋଧ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।  ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା ହୋଇଥିଲା। ତେବେ ଟ୍ରେନ୍, ବିମାନ ଚଳାଚଳକୁ ନେଇ କିଛି ରାଜ୍ୟ ବିରୋଧ କରିଥିବାବେଳେ ଲକ୍‌ଡାଉନ ବଢାଇବା ନେଇ ଦାବି କରାଯାଇଛି। ଆଜିର ବୈଠକରେ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଳି ପଡିଥିଲା। କରୋନା ସଂକଟକୁ ନେଇ କେନ୍ଦ୍ର ରାଜନୀତି କରୁଥିବା ଓ ରାଜ୍ୟଙ୍କ ଭିତରେ ବାଛବିଚାର କରୁଥିବା ମମତା ଅଭିଯୋଗ କରିଥିବା […]

om-ahawan
କରୋନା ମୁକାବିଲା: ଗ୍ରାମାଞ୍ଚଳ ପ୍ରତି ଅଧିକ ଧ୍ୟାନ ଦେବାକୁ ମୋଦିଙ୍କ ଆହ୍ୱାନ

ଭୁବନେଶ୍ୱର: କୋଭିଡ୍ ସଙ୍କଟ ସତ୍ତ୍ୱେ ଦେଶର ଅଧିକାଶ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଗତିଶୀଳ ହେବାରେ ଲାଗିଛି। ତେବେ କୋଭିଡ୍ ବିରୋଧୀ ଲଢେଇକୁ ଏଣିକି ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭି଼ଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏହି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ ସଙ୍କଟରୁ ଗ୍ରାମାଞ୍ଚଳକୁ ଯେଭଳି ମୁକ୍ତ ରଖାଯିବ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚମ ଭର୍ଚୁଆଲ୍ ଆଲୋଚନା ବେଳେ […]

coved12
ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର। କରୋନା ଆକ୍ରାନ୍ତ ଆରୋଗ୍ୟ ହାର ୩୧.୧୫%କୁ ବୃଦ୍ଧି ହୋଇଥିବା ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ଏପର୍ଯ୍ୟନ୍ତ ଦେଶରେ ୬୭ ହଜାର ୧୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପ୍ରାୟ ୨୧ ହଜାର ସୁସ୍ଥ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୫୫୯ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ସେପଟେ ବିଭିନ୍ନ ରାଜ୍ୟରେ ଫସିଥିବା […]

cyclone yaas
ବାତ୍ୟାର ନାଁ କେମିତି ହୁଏ?

ଉପକୂଳ ମୁହାଁ ବାତ୍ୟା ୟାସ୍‌। ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା। ତେବେ ଆପଣଙ୍କ ମନରେ ସାଧାରଣ ଭାବରେ ପ୍ରଶ୍ନ ଉଙ୍କି ମାରୁଥିବ ଏହି ବାତ୍ୟାର ସୃଷ୍ଟି ସମୁଦ୍ରରେ କେମିତି ସୃଷ୍ଟି ହୁଏ ଓ ତାହାର ନାମକରଣ କେମିତି ହୁଏ?

Modi
ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ  ମଧ୍ୟ ଉପସ୍ଥିତ ଥିଲେ

coronavirus in odisha
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୭୪୧ କରୋନା ଆକ୍ରାନ୍ତଙ୍କ ଗଲା ପ୍ରାଣ

ଦେଶରେ କମୁଛି ସଂକ୍ରମଣ। ଆଜି ମୋଟ୍‌ ୩୭୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନାଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୯୯ ହଜାର ୨୬୬କୁ ବୃଦ୍ଧି ପାଇଛି।

modig
ବାତ୍ୟାକୁ ନେଇ ଆଜି ସମୀକ୍ଷା କରିବେ ମୋଦି

ଏହି ବାତ୍ୟା ୨୬ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି

corona
ଶ୍ମଶାନକୁ ନିତିଦିନ ଆସୁଛି ୧୩୦ ରୁ ଅଧିକ ଶବ: ସଂସ୍କାର ପାଇଁ ଅସହାୟତା ପ୍ରକାଶ କଲେଣି ମଶାଣୀ ବନ୍ଧୁ

ସାରା ଦେଶରେ କରୋନା ମହାମାରୀ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି। ଦିନକୁ ଦିନ ଭୟଙ୍କର ଭାବରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ଶ୍ମଶାନରେ ଶବ ସଂସ୍କାର କରିବାକୁ ଅସହାୟ ମନେ କଲେଣି ମଶାଣୀ ବନ୍ଧୁ।

Cyeclone
ଏତେ ସତର୍କ ପରେ ବି ସମୁଦ୍ରରେ କେମିତି ଫସିଲେ କର୍ମଚାରୀ?

ସମୁଦ୍ରରେ ସେନାର ମେଗା ସର୍ଚ ଅପରେସନ। ସାମୁଦ୍ରିକ ଝଡ଼ ତାଉତେ ପ୍ରଭାବରେ ବୁଡି ଯାଇଥିବା ଭାସମାନ ଆଶ୍ରୟସ୍ଥଳୀ ବା ବାର୍ଜରେ ଥିବା ONGC କର୍ମଚାରୀଙ୍କୁ ଠାବ ଲାଗି ଅହରହ ଉଦ୍ୟମ ଅପରେସନରେ ସାମିଲ ହୋଇଛନ୍ତି ନୌସେନାର ମାଳମାଳ ଯୁଦ୍ଧ ଜାହାଜ