• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ladakh
ପିପି-୧୪ ନିକଟରେ ପୁଣି ଚୀନ ସେନାର କ୍ୟାମ୍ପ, ଠୁଳ କରୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ପୁଣି ଚୀନ ତାର ଅସଲ ରୂପ ଦେଖାଇଛି।  ଗୋଟେପଟେ ସୀମାନ୍ତରେ ଉତ୍ତେଜନା ହ୍ରାସ କରିବା ପାଇଁ  ଆଲୋଚନା କରୁଥିବାବେଳେ ଅନ୍ୟପଟେ ସେନାର ଛାଉଣୀ କରିଛି। ଏଲଏସିର ଗଲଓ୍ୱାନ ଘାଟିରେ ଚୀନ ବହୁ ସଂଖ୍ୟାରେ ସେନା ଛାଉଣୀ କରିଥିବା ସୂଚନା ମିଳିଛି। ସାଟେଲାଇଟ୍ ଚିତ୍ର ଅନୁସାରେ ପାଟ୍ରୋଲ ପଏଣ୍ଟ ୧୪ ନିକଟରେ ଚୀନ ସେନାର କ୍ୟାମ୍ପ କରି ରହିଥିବା ସହ ରାସ୍ତା ମଧ୍ୟ ତିଆରି କରି ସାରିଛି। ସେହିପରି ସୀମା ଆରପାଖରେ ଚୀନ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର […]

nirmala
ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ

ନୂଆଦିଲ୍ଲୀ:ଆୟକର ଦାତାଙ୍କ ପାଇଁ ଖୁସି ଖବର। ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହିି ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି । ଅନ୍ୟପକ୍ଷରେ ଆଧାର […]

terrorist
ସୀମାରେ ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିପାତ

ଜମ୍ମୁ-କାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ଜାରି ରହିଛି ସେନାର ଆତଙ୍କୀ ନିପାତ ଅଭିଯାନ। ଉତ୍ତର କାଶ୍ମୀରର ସୋପୋର ହର୍ଦ୍ଦସିଭା ଗ୍ରାମରେ ଆତଙ୍କବାଦୀଙ୍କ ଗତିବିଧି ନେଇ ପୋଲିସ ସୂଚନା ମିଳିବା ପରେ ଅପରେସନ ଆରମ୍ଭ କରିଛି ସୁରକ୍ଷାବଳ । ଉଭୟ ସେନା ଏବଂ ସିଆରପିଏଫ୍ ପକ୍ଷରୁ ଏହି ଅପରେସନକୁ ରୂପ ଦିଆଯାଉଛି । ବର୍ତ୍ତମାନ ଉଭୟ ପଟୁ ବଡ଼ ଧରଣର ଗୁଳିମାଡ଼ ହେଉଥିବା ଜଣାପଡ଼ିଛି । ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ପ୍ରଥମେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା […]

coronavirus
ବିଶ୍ୱରେ ୨୪ ଘଣ୍ଟାରେ ୫ ହଜାର ଜୀବନ ନେଲା କରୋନା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷେ ମେଡିସିନ ବା ଭାକ୍ସିନ ବାହାରି ପାରି ନ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡୁଛି। ଗତ ୨୪ ଘଣ୍ଟାରେ ବିଶ୍ୱରେ କରୋନାରେ ୫ ହଜାରରୁ ଅଧିକ ଜଣକ ଜୀବନ ଯାଇଛି । ସେହିପରି ବିଶ୍ୱରେ ଗୋଟିଏ ଦିନରେ ଲକ୍ଷେ ୭୯ ହଜାର ୭୭୭ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ବିଶ୍ୱରେ ମୃତକଙ୍କ ସଂଖ୍ୟା ୪ […]

ganesh
ପ୍ରଭୁ ଶ୍ରୀ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୬ ତାରିଖ, ବୁଧବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

sambit patra
କଂଗ୍ରେସ ଅମଳରେ ଦେଶ ହରାଇଛି ୭୮,୦୦୦ ବର୍ଗ କି.ମି. ଜମି

ନୂଆଦିଲ୍ଲୀ: କଂଗ୍ରେସ ସରକାର ଅମଳରେ ଭାରତ ହରାଇଛି ୭୮ ହଜାର ବର୍ଗ କିଲୋମିଟର ଜମି । ଚୀନ୍ ଏବଂ ପାକିସ୍ତାନକୁ ତତ୍କାଳୀନ ସରକାର ଏହି ଜମି ଦେଇ ଦେଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛି ବିଜେପି । ଭାରତ-ଚୀନ୍ ସୀମା ବିବାଦ ଲାଗି ରହିଥିବା ବେଳେ ବିଜେପି ଏହି ବଡ଼ ଅଭିଯୋଗ ଆଣିଛି । ସୀମା ବିବାଦକୁ ନେଇ ଭାରତ-ଚୀନ୍ ମଧ୍ୟରେ ସ୍ଥିତି ଉଦବେଗଜନକ ଥିବା ବେଳେ କଂଗ୍ରେସ ଓ ବିଜେପି ଏହାକୁ ନେଇ ବାକ୍ ଯୁଦ୍ଧ […]

brain
ବ୍ରେନ୍‌ ଶାର୍ପ ହେବ, ମେମୋରି ପାୱାର ବଢିବ-ଖାଆନ୍ତୁ ଏସବୁ ଜିନିଷ

ଆଜିକାଲି ପିଲାଙ୍କ ପାଠପଢା ପାଇଁ ସବୁ ବାପା-ମା’ ବ୍ୟସ୍ତ। ପିଲା ଯେପରି ୧୦୦ ପ୍ରତିଶତ  ନମ୍ବର ରଖିବ ସେଥିପାଇଁ ଅଭିଭାବକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏଥିପାଇଁ ପିଲାକୁ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରଖିବାକୁ ପଡ଼ିବ। ତେଣୁ କେମିତି  ସନ୍ତାନର ବ୍ରେନ୍‌ ସାର୍ପ ଏବଂ  ମେମୋରି ପାୱାର ବଢାଇବା ପାଇଁ ପିଲାର ଖାଦ୍ୟ ପ୍ରତି ପ୍ରତ୍ୟେକ ବାପା-ମା’ଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଖାଲି ପିଲା ନୁହେଁ, ବୟସ ଅନୁସାରେ ମଣିଷର ସ୍ମୃତିଶକ୍ତି ହ୍ରାସ ପାଇଥାଏ। […]

earth
ମେକ୍ସିକୋରେ ବଡ ଧରଣର ଭୂକମ୍ପ, ୪ ମୃତ

ମେକ୍ସିକୋ ସିଟି: ଦକ୍ଷିଣ ମେକ୍ସିକୋର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବ ଶହଶହ ମାଇଲ ଦୂରରେ ଥିବା ମେକ୍ସିକୋ ସିଟିରେ ଏହାର ପ୍ରଭାବ ଅନୁଭତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୫ ବୋଲି ଜଣାଯାଇଛି। ଏହାର ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ପ୍ରାଣ ବିକଳରେ ସଡକ ଉପରକୁ ଚାଲି ଆସିଥିଲେ। ଏଯାଏ ଭୂକମ୍ପ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ […]