• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

susant
ଭାଇକୁ ଅନ୍ତିମ ବିଦାୟ ଦେଇ ଅଶ୍ରୁଳ ବାର୍ତ୍ତା ଦେଲେ ସୁଶାନ୍ତଙ୍କ ଭଉଣୀ

ନୂଆଦିଲ୍ଲୀ: ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ପରେ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ନିଜ ଫେସବୁକ୍ ଆକାଉଣ୍ଟରେ ଘରେ ପ୍ରାର୍ଥନା କରୁଥିବା ସମସ୍ତଙ୍କ ଫଟୋ ସେୟାର କରିଛନ୍ତି। ସୁଶାନ୍ତଙ୍କ ଭଉଣୀ ମଧ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେବା ସହ ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଅଶ୍ରୁଳ ବାର୍ତ୍ତା ଦେଇଛନ୍ତି।  ସୁଶାନ୍ତଙ୍କ ଭଉଣୀ କିର୍ତ୍ତୀଙ୍କ ଏହି ବାର୍ତ୍ତା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । । ବଲିଉଡ ଅଭିନେତା ନାନା ପାଟେକର […]

dadana-dukha
କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ଗତ କିଛି ମାସ ପୂର୍ବରୁ ସାରା ଭାରତରେ, ପ୍ରତିଟି ରାଜ୍ୟରେ ଏବଂ ପ୍ରତିଟି ଗାଁ ଗାଁରେ ଦାଦନ ଦୁଃଖର କରୁଣ କାହାଣୀକୁ ନେଇ ଚର୍ଚ୍ଚା ଚାଲିଥିଲା। କେଉଁଠି ଲୋକେ ଚାଲି ଚାଲି ପ୍ରାଣ ହରାଉଥିଲେ ତ ଆଉ କିଏ ଅଖିଆ ଅପିଆ ଭୋକ ବିକଳରେ… ହେଲେ କୁଆଡ଼େ ଗଲା ସେ ପ୍ରସଙ୍ଗ? ଦାଦନ ଦୁଃଖର କରୁଣ କାହାଣୀ ଏବଂ ଏହାର ସମସ୍ୟାର କ’ଣ ସମାଧାନ ହୋଇଗଲା? ନା କୌଣସି ମତେ ଏଭଳି ଏକ ସାମାଜିକ-ରାଜନୈତିକ ଓ ଅର୍ଥନୈତିକ […]

jawan
ବରଫ ମଝିରେ ଜନ୍ମଦିନ ପାଳିଲେ ଯବାନ, ଭାଇରାଲ ହେଲା ଭାବପ୍ରବଣ ଭିଡିଓ

ନୂଆଦିଲ୍ଲୀ:  ଆଜିକାଲି ସୋସିଆଲ ମିଡିଆରେ ବରଫ ମଝିରେ ଠିଆ ହୋଇଥିବା ଆମ ଯବାନଙ୍କର ଏକ ଭିଡିଓ ବେଶ ଭାଇରାଲ ହୋଇଛି।  ଯବାନଙ୍କ ଏହି ଭିଡିଓ ଦେଖିଲେ ଆପଣ ବି ଭାବପ୍ରବଣ ହୋଇଯିବେ । ଆଇପିଏସ୍ ପଙ୍କଜ ନୈନ ଏହି ଭିଡିଓକୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଜୁନ୍ ୨୯ରେ ସେୟାର କରିଛନ୍ତି।  ସେ କ୍ୟାପସନରେ ଲେଖିଛନ୍ତି, ପ୍ରତ୍ୟେକ ଇଚ୍ଛାକୁ ଏମାନେ ନିଜ ହୃଦୟରେ ଚାପି ରଖନ୍ତି ଏବଂ ପ୍ରତ୍ୟେକ ଚିନ୍ତା, ସମସ୍ୟାକୁ ଧୂଆଁ ପରି ଉଡ଼ାଇ ଦିଅନ୍ତି। ଜନ୍ମଦିନ […]

Modi-speech-696x392
‘ନଭେମ୍ବର ଯାଏ ମାଗଣାରେ ମିଳିବ ଚାଉଳ/ଗହମ’

ନୂଆଦିଲ୍ଲୀ:କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୬ଷ୍ଠଥର ପାଇଁ ଦେଶବାସୀଙ୍କୁ ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। କରୋନା ମୁକାବିଲା ସମନ୍ଧିତ ସୂଚନା ଦେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ- କରୋନା ସହ ଲଢେଇ କରି କରି ଆମେ ଅନଲକ୍‌-୨ରେ ପ୍ରବେଶ କଲୁଣି। ଏଥି ସହ ଆମେ ସର୍ଦ୍ଦି ମୌସୁମୀରେ ମଧ୍ୟ ପ୍ରବେଶ କଲୁଣି। ତେଣୁ ସମସ୍ତଙ୍କୁ ନିଜ ସ୍ୱସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ନିବେଦନ କରିଥିଲେ ମୋଦି। କରୋନା ମୃତ୍ୟୁ ସଂଖ୍ୟା ତୁଳନା କରିଲେ ଆମର ସ୍ଥିତି […]

mobile
ଓଡ଼ିଶା ବଜାରରେ ଅଗ୍ରଣୀ ସ୍ଥିତିରେ ଜିଓ : ଟ୍ରାଇ

ଭୁବନେଶ୍ୱର: ଓଡ଼ିଶା ବଜାରରେ ସମ୍ପୂର୍ଣ୍ଣ ଅଗ୍ରଣୀ ଥିବା ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବ୍ରୁଆରିରେ ରିଲାଏନ୍ସ ଜିଓ ଓଡ଼ିଶାରେ ଦୁଇ ଲକ୍ଷ ତେୟାଳିଶ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ।୨୦୨୦ ଫେବ୍ରୁଆରି ୨୯ ସୁଦ୍ଧା ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୧ କୋଟି ୨୩ ଲକ୍ଷରୁ […]

food
ଉତ୍ତମ ଭୋଜନ ସହ ନୂତନ ବସ୍ତ୍ର ପିନ୍ଧି ପାରନ୍ତି

ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୨ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

amir
ଅଭିନେତା ଅମିର ଖାନ୍‌ଙ୍କ କାର୍ଯ୍ୟାଳୟରେ ପଶିଲା କରୋନା

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନଙ୍କ କାର୍ଯ୍ୟାଳୟରେ ପଶିଲା କରୋନା। ଅମିରଙ୍କ କାର୍ଯ୍ୟାଳୟର କେତେକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟିନରେ ରଖାଯାଇଥିବା ଅମିର ନିଜେ ମିଡିଆକୁ ସୂଚନା ଦେଇ କହିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ଅମିର କହିଛନ୍ତି, ‘ମୋର କିଛି ଷ୍ଟାଫଙ୍କ ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି। ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। BMC କର୍ମଚାରୀମାନେ ସେମାନଙ୍କୁ  ସମସ୍ତ ମେଡିକାଲ ସୁବିଧା ଯୋଗାଇ ଦେଉଛନ୍ତି।’ ମ୍ୟୁନିସିପାଲ କର୍ମଚାରୀଙ୍କ ନିଷ୍ଠା […]

marriage-1
ବିବାହ ଭୋଜିରୁ ବ୍ୟାପିଲା କରୋନା, ବାହାଘର ପରଦିନ ବର ମୃତ, ଏବେ ୧୧୧ ସଂକ୍ରମିତ

ପାଟନା: ବିହାରରେ ଏକ ବିବାହ ସମାରୋହ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାକୁ ଆହୁରି ବଢାଇ ଦେଇଛି। ଏହି  ବିବାହ ଉତ୍ସବରେ ଯୋଗ ଦେଇଥିବା ଅଧିକାଂଶ ଲୋକ ସଂକ୍ରମିତ ହୋଇଥିବା ଦେଖା ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିବାହ ସମାରୋହରେ ଯୋଗ ଦେଇଥିବା ୩୬୯ ଜଣଙ୍କର ଅନୁସନ୍ଧାନ କରାଯାଇଛି। ସେଥିମଧ୍ୟରୁ ୧୧୧  କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ପାଟନାର ପାଲିଗଂଜଠାରେ ଅନୁଷ୍ଠିତ ଏହି ବିବାହର ଠିକ ପରଦିନ ବରର ମୃତ୍ୟୁ ହୋଇଥିଲା |ପରେ ପରୀକ୍ଷାରୁ ଜଣାପଡ଼ିଥିଲା, […]

delhi
ଦିଲ୍ଲୀରେ କମିଲା କରୋନା ଆକ୍ରାନ୍ତଙ୍କ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ଆଖିରୁ ନିଦ ହଜାଇ ଦେଇଥିବାବେଳେ ମିଳିଛି ଏକ ଆଶ୍ୱସ୍ତିର ଖବର।  ଦିଲ୍ଲୀରେ ନୂଆ କରୋନା ଜୀବାଣୁ ସଂକ୍ରମଣ କ୍ଷେତ୍ରରେ ଏକ ବଡ଼ ହ୍ରାସ ଘଟିଛି। ନୂତନ ମାମଲା ସଂଖ୍ୟା ବର୍ତ୍ତମାନ ପ୍ରାୟ ଦୁଇ ହଜାର ଥିବାବେଳେ ଜୁନ୍ ୨୩ ରେ ଏହା ପ୍ରାୟ ୪ ହଜାର (୩୯୪୭ ) ଥିଲା। ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୦୪୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ, କେନ୍ଦ୍ର ଗୃହ […]

swine flue
ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

ୱାଶିଂଟନ: ଚୀନର ଉହାନ ସହରରୁ ଉତ୍ପତି ଲାଭ କରିଥିବା କରୋନା ଭାଇରସ୍ ସହିତ ଏବେ ସାରା ବିଶ୍ୱ ଲଢୁଛି। ଏପରି ସମୟରେ ଆଉ ଏକ ଖରାପ ଖବର ଆସିଛି  ଚୀନ୍‌ରୁ । ୨୦୦୯ ରେ ସାରା ବିଶ୍ୱରେ ଏମିତି ଆତଙ୍କ ସୃଷ୍ଟି କରିଥିବା ସ୍ୱାଇନ୍‌ ଫ୍ଲୁର ଆଉ ନୂଆ ଫର୍ମ ପୁଣି ଚୀନ୍‌ରେ ଦେଖିବାକୁ ମିଳିଛି।  ଏହି ଜୀବାଣୁ କେବଳ H1N1 ଠାରୁ ଖାଲି ଅଧିକ ଶକ୍ତିଶାଳୀ ନୁହେଁ, ବରଂ ଯେ କୌଣସି ପରିବେଶରେ ଶୀଘ୍ର ବିସ୍ତାର […]

taj
ମୁମ୍ବାଇ ତାଜ୍‌ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ: ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ  ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା। କେହି ଜଣେ କଲ କରି ତାଜ ହୋଟେଲ ପ୍ରତି ଆତଙ୍କୀ ଭୟ ଥିବା ଧମକ ଦେଇଥିଲେ। ଏହି ଘଟଣା ପରେ ପରେ ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ  କଡାକଡି କରି ଦିଆଯାଇଛି। ତାଜ୍‌ ହୋଟେଲର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ସାଢେ ୧୨ଟା ସମୟରେ ଏହି କଲ ଆସିଥିଲା। କଲ୍‌ ପାକିସ୍ତାନରୁ ଆସିଥିବା ଜଣାଯାଇଛି। ଫୋନ୍‌ରେ ଏହି ହୋଟେଲକୁ […]

soeb
ସୁଶାନ୍ତଙ୍କ ମୃତ୍ୟୁ ନେଇ ସଲମାନଙ୍କୁ ଟାର୍ଗେଟ କରିବାରୁ ଏମିତି କହିଲେ ପାକ୍ କ୍ରିକେଟର୍ ଶୋଏବ ଅଖତାର୍‌

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସମସ୍ତେ ଦୁଃଖିତ। ସମସ୍ତେ ନିଜ ନିଜ ଉପାୟରେ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ସୁଶାନ୍ତଙ୍କ ସ୍ମୃତିକୁ ମନେ ପକାଉଛନ୍ତି। ଏହି ଏହି ତାଲିକାରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର। ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ନେଇ ମତ ରଖିଛନ୍ତି। ଭିଡିଓରେ ସେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶୋଏବ କହିଥିଲେ, ୨୦୧୬ରେ ସେ ସୁଶାନ୍ତଙ୍କୁ ଭେଟିଥିଲେ। […]