• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

covaxin
ଭାରତୀୟ ଭ୍ୟାକ୍ସିନ୍‌କୁ ଚୀନ ହ୍ୟାକର୍‌ଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ସିରମ ଇନ୍‌ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍‌କୁ ଚୀନ ହ୍ୟାକର୍‌ଙ୍କ ଟାର୍ଗେଟ। କୋଭିଡ୍ ଭ୍ୟାକ୍ସିନ ପ୍ରସ୍ତୁତକାରୀ ଦୁଇ ସଂସ୍ଥାକୁ ଚୀନ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହ୍ୟାକିଂ ଗ୍ରୁପ କିଛି ସପ୍ତାହ ହେଲା ଟାର୍ଗେଟ କରୁଥିବା ସୂଚନା ମିଳିଛି। ସଂସ୍ଥାର ଆଇଟି ସିଷ୍ଟମକୁ ସିଧା ଟାର୍ଗେଟ କରାଯାଉଛି ବୋଲି ସାଇବର ଇଣ୍ଟେଲିଜେନ୍ସ ଫାର୍ମ- ସାଇଫାର୍ମ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଥିବା ଜଣାପଡ଼ିଛି। ଭାରତ ବିଶ୍ୱର ଅନେକ ଦେଶକୁ କୋଭିଡ୍ ଭ୍ୟାକ୍ସିନ ଯୋଗାଉଛି। ଚୀନ ମଧ୍ୟ ଏହି […]

wife-KO
ସ୍ୱାମୀକୁ ଭ୍ୟାନ୍‌ରେ ବାନ୍ଧି ଘୋଷାରି ଘୋଷାରି ନେଲା ସ୍ତ୍ରୀ

ସୁରତ: ସ୍ୱାମୀର ନିର୍ଯାତନା କେତେ ବା ସହିବ ସ୍ତ୍ରୀ? ସୀମା ପାର ହେବାରୁ ସ୍ୱାମୀକୁ ପାନେ ଦେବ ବୋଲି ସ୍ତ୍ରୀ ଭାବିଲା। ଆଉ ଶେଷରେ ଦେଲା ପେଟେଣ୍ଟ ମେଡିସିନ୍। ସ୍ୱାମୀକୁ ଭ୍ୟାନ୍‌ରେ ବାନ୍ଧି ଘୋଷାରି ଘୋଷାରି ନେଇଛି ସ୍ତ୍ରୀ। ନିଜ ଭାଇ ସହାୟତାରେ ସ୍ତ୍ରୀ ଜଣକ ସ୍ୱାମୀକୁ ଏହି ଶାସ୍ତି ଦେଇଛି। ଗୁଜରାଟ ସୁରତ କୃଷ୍ଣନଗର ଅଞ୍ଚଳର ଏ ଘଟଣା। ପ୍ରାୟ ୬ଶହ ମିଟର ପର୍ଯ୍ୟନ୍ତ ସ୍ୱାମୀକୁ ଗାଡିରେ ଘୋଷାରି ନେବା ପରେ ସ୍ଥାନୀୟ ଲୋକେ ଦେଖିଥିଲେ। […]

250-vaccine
କରୋନା ଟିକା ଡୋଜ୍ ପିଛା କେନ୍ଦ୍ର ଦେବ ୨୫୦ ଟଙ୍କା

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲରେ ଟିକା ଦର କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି। ଟିକା ଡୋଜ୍ ପିଛା କେନ୍ଦ୍ର ୨୫୦ ଟଙ୍କା ଦର ରଖିଥିବା ANI ସୂତ୍ରରୁ ସୂଚନା ଦିଆଯାଇଛି।  ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ଧାର୍ଯ୍ୟ କରଯାଇଥିବା ସୂଚନା ଦିଆଯାଇଛି। ତେବେ ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ଘରୋଇ କେନ୍ଦ୍ରରେ ଟିକା ଦେବା ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ୩/୪ ଦିନ ମଧ୍ୟରେ […]

savarkar (2)
ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକର: ଆଜି ପୁଣ୍ୟତିଥି

ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ, ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ, ସେତେବେଳେ ସାବରକର କହିଥିଲେ- “୫୦ ବର୍ଷର କାରାଦଣ୍ଡାଦେଶ ଦେଇ ଇଂରେଜ ସରକାର ହିନ୍ଦୁ ମାନଙ୍କର ପୁନର୍ଜନ୍ମର ସିଦ୍ଧାନ୍ତକୁ ସ୍ୱୀକାର କରିନେଇଛନ୍ତି।” ସେଇ ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକରଙ୍କ ଆଜି ପୁଣ୍ୟତିଥି। ଆଲେଖ୍ୟ-ଦେବଦତ୍ତ ରଥ କଳାପାଣି ସଜ୍ଜା ଏବଂ ଅମାନବୀୟ ନିର୍ଯାତନା ମହାରାଷ୍ଟ୍ରର ନାସିକ […]

lockdown
କାୟା ମେଲାଉଛି କରୋନା: ମାର୍ଚ୍ଚ ପାଇଁ ଗାଇଡ୍‌ଲାଇନ୍ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପୁଣି ବେକାବୁ ହେବାକୁ ବସିଲାଣି କରୋନା ! ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀର , ଏହି ୧୦ ରାଜ୍ୟରେ ପୁଣି ନିୟନ୍ତ୍ରଣ ବାହାରକୁ କରୋନା ଯାଇପାରେ। ସଂକ୍ରମଣ ରୋକିବାକୁ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ ନିୟୋଜିତ ହୋଇଛି। ଇତି ମଧ୍ୟରେ କରୋନା ଯୋଗୁଁ ମାର୍ଚ୍ଚ ମାସ ପାଇଁ କେନ୍ଦ୍ର ଗାଇଡଲାଇନ ଜାରି କରିଛି। କଣ୍ଟେନମେଣ୍ଟ, ସର୍ଭେଲାନ୍ସ […]

DGP Rajesh Das
ବରିଷ୍ଠ ଓଡ଼ିଆ IPSଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ତାମିଲନାଡୁରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ଆଇପିଏସ୍‌ଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆସିଛି। ଏହି ଅଭିଯୋଗର ତଦନ୍ତ ଉଚ୍ଚସ୍ତରୀୟ କମିଟି କରିବ। ୬ ଜଣିଆ ଏହି କମିଟିର ତାମିଲନାଡୁର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜୟଶ୍ରୀ ରଘୁନନ୍ଦନ ନେତୃତ୍ୱ ନେବେ।ତାମିଲନାଡୁ ଆଇନ ଶୃଙ୍ଖଳା ବିଭାଗର ସ୍ପେଶାଲ ପୋଲିସ ଡିଜି ଥିବା ରାଜେଶ ଦାସଙ୍କ ବିରୋଧରେ ଜଣେ ମହିଳା ଆଇପିଏସ୍ ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ନିକଟରେ ମୁଖ୍ୟମନ୍ତ୍ରୀ ଇ. କେ. ପଲାନିସ୍ୱାମୀଙ୍କ ବିଭିନ୍ନ କେନ୍ଦ୍ରୀୟ […]

Lotery-KO
୧୦୦ ଟଙ୍କାର ଲଟେରୀ ଟିକେଟ କାଟି କୋଟିପତି ହେଲେ ଗୃହିଣୀ

ଅମୃତସର: ଗୋଟିଏ ସୁଯୋଗ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଜଣେ ଗରିବ ପରିବାର ରାତାରାତି କୋଟିପତି ହୋଇଗଲେ। କଟାଟା ଶୁଣିବା ପରେ ଯେକେହି ବି ଚକିତ ହୋଇଯିବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ। ଜଣେ ଗୃହିଣୀ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରି ରାତାରାତି ଧନର ପାହାଡ଼ ଉପରେ ଠିଆ ହୋଇଛନ୍ତି। ହଜାରେ କି ଲକ୍ଷେ ଟଙ୍କା ନୁହେଁ କୋଟିଏ ଟଙ୍କା ସେ ହାସଲ କରିଛନ୍ତି। ୧୦୦ ଟଙ୍କାର ଲଟେରୀ ଟିକେଟ୍ କାଟି ମହିଳା ୧ […]

ind-vs-eng
ଅହମ୍ମଦାବାଦରେ ଭାରତୀୟ ସ୍ପିନରଙ୍କ ରାଜୁତି: ୧୦ ୱିକେଟ୍‌ରେ ଭାରତ ବିଜୟୀ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ କରିଛି। ଅହମ୍ମଦାବାଦ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି। ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ବ୍ୟାକଫୁଟକୁ ଭାରତ ଠେଲି ଦେଇଛି। ଏଠାରେ ଖେଳାଯାଇଥିବା ତୃତୀୟ ଦିବାରାଷ୍ଟ୍ର ଟେଷ୍ଟରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଦ୍ୱିତୀୟ ଇନିଂସରେ ଇଂଲିଶ ବ୍ୟାଟ୍ସମ୍ୟାନମାନେ ପୁଣିଥରେ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରି ମାତ୍ର ୮୧ ରନରେ ଅଲଆଉଟ୍ ହୋଇଥିଲା। ଏଥିସହ ଭାରତ ଆଗରେ ମାତ୍ର ୪୯ […]

Fasi-KO
ରାଜକ୍ଷମା ଆବେଦନ କଲେ ସବନମ୍‌, ବଞ୍ଚିବା ପାଇଁ ଏବେ ଆଉ ୨ଟି ରାସ୍ତା !

ଲକ୍ଷ୍ନୌ: ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଉତ୍ତର ପ୍ରଦେଶ ଆମରୋହର ସବନମ୍ ରାଜକ୍ଷମା ଆବେଦନ କରିଛନ୍ତି। ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ପାଖରେ ସବନମ୍ କ୍ଷମା ପ୍ରାର୍ଥନା କରିଛନ୍ତି। ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ ଖାରଜ ହୋଇଛି। ସବନମ୍‌ଙ୍କ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ ସେ ପୁଣି ଥରେ ଏହାକୁ ଘୁଞ୍ଚାଇବା ଆବେଦନ କରିଛନ୍ତି। ବହୁଚର୍ଚ୍ଚିତ ଅମ୍ରୋହା ହତ୍ୟାକାଣ୍ଡର ଦୋଷୀଙ୍କୁ ଚରମ ଶାସ୍ତି। ୧୦ ମାସର […]

chris
IPL ନିଲାମ: କ୍ରିସ୍‌ ମୋରିସ୍ ସବୁଠୁ ଦାମୀ ଖେଳାଳି

ଚେନ୍ନାଇ: ଚେନ୍ନାଇରେ ୨୦୨୧ ଆଇପିଏଲ ସଂସ୍କରଣ ପାଇଁ ନିଲାମ ଆରମ୍ଭ ହୋଇଛି। ୨୦୨୧ ଆଇପିଏଲ୍ ନିଲାମରେ ସବୁଠାରୁ ଦାମି କ୍ରିକେଟର ହୋଇଛନ୍ତି କ୍ରିସ ମୋରିସ। ତାଙ୍କୁ ୧୬ କୋଟି ୨୫ ଲକ୍ଷରେ ରାଜସ୍ଥାନ ରୟାଲ୍ସ କିଣିଛି। ଦ୍ୱିତୀୟ ସର୍ବାଧିକ ନିଲାମି କାଇଲ୍ ଜେମିସନଙ୍କ ନାଁରେ ଲାଗିଛି। ତାଙ୍କୁ ବାଙ୍ଗାଲୋର ଟିମ୍ ୧୫ କୋଟିରେ କିଣିଛି। ତୃତୀୟ ସ୍ଥାନରେ ଗ୍ଲେନ ମ୍ୟାକ୍ସୱଲ ଅଛନ୍ତି। ତାଙ୍କୁ ମଧ୍ୟ ବାଙ୍ଗାଲୋର ଟିମ୍ କିଣିଛି। ମ୍ୟାକ୍ସେଓ୍ୱଲଙ୍କ ଦାମ ରହିଛି ୧୪ କୋଟି ୨୫ […]

tank
LACରୁ ସେନା ପ୍ରତ୍ୟାହାର କଲେ ଉଭୟ ଭାରତ ଓ ଚୀନ୍

ଭୁବନେଶ୍ୱର: LACରୁ ଉଭୟ ଭାରତ ଓ ଚୀନ୍ ସେନା ପ୍ରତ୍ୟାହାର କରିଛନ୍ତି। ପୂର୍ବ ଲଦାଖରୁ ସେନା ଓ ଯୁଦ୍ଧ ଟ୍ୟାଙ୍କ୍ ପ୍ରତ୍ୟାହାର କରି ନେଇଛନ୍ତି ଉଭୟ ଦେଶ। ପ୍ୟାଙ୍ଗଗଙ୍ଗ୍ ହ୍ରଦ କୂଳରୁ ସମର ସଜ୍ଜା ପାଇଁ ପ୍ରସ୍ତୁତ ହେଉଥିବା ଉଭୟ ଦେଶର ସୈନିକ ଓ ଯୁଦ୍ଧ ଟ୍ୟାଙ୍କକୁ ଖାଲି କରିଛନ୍ତି ଦୁଇ ଦେଶର ସେନା ବାହିନୀ। ଏ ନେଇ ଆଜି ଭାରତୀୟ ସେନା ପକ୍ଷରୁ ପୂର୍ବ ଲଦାଖ ଅନ୍ତର୍ଗତ ଦକ୍ଷିଣ ପ୍ୟାଙ୍ଗଗଙ୍ଗର ନୂଆ ଫଟୋ ଓ ଭିଡିଓ […]

Jio-broadband
୨୫ ପ୍ରମୁଖ ସହରରେ ଜିଓଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ

ଭୁବନେଶ୍ୱର: ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ଏବେ ରାଜ୍ୟର ୨୫ଟି ପ୍ରମୁଖ ନଗର ଓ ସହରରେ ସେବା ପ୍ରଦାନ ଆରମ୍ଭ କରିଛିି। ନିକଟରେ ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ ହେବା ସହିତ ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, […]

Fastag
କାଲି ମଧ୍ୟରାତ୍ରିରୁ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ନିଷ୍ପତ୍ତିକୁ ପ୍ରାୟ ଦେଢ଼ମାସ ଗଡ଼ାଇବା ପରେ ଆସନ୍ତାକାଲି ମଧ୍ୟରାତ୍ରିରୁ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ ହେବ। ରାଜ୍ୟର ଟୋଲ୍‌ଗେଟ୍‌ ଗୁଡ଼ିକରେ ମଧ୍ୟରାତ୍ରିରୁ ଏହି ନିୟମକୁ କଡ଼ାକଡ଼ି କରାଯିବ। ଫାସଟ୍ୟାଗ୍ ନଥିଲେ ଗାଡ଼ି ଚାଳକ ପୂର୍ବ ନିଷ୍ପତ୍ତି ମୂତାବକ ଦୁଇ ଗୁଣା ଟୋଲ୍ ଫି ଗଣିବେ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ଫକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍‌ଟ୍ୟାଗ୍ ନିୟମ ଲାଗୁ କରିବାକୁ କେନ୍ଦ୍ର ସରକାର […]

ajit-doval
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବଢିଲା ସୁରକ୍ଷା

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷା ବଢିଲା। କାରଣ, ଡୋଭାଲ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ, NSA ଅଜିତ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରିଛି। ପାକିସ୍ତାନ ସୋପିଆନ୍ ବାସିନ୍ଦା ଜୈସ ଆତଙ୍କବାଦୀ ହିଦାୟତୁଲ୍ଲା ମଲ୍ଲିକଙ୍କୁ ସୁରକ୍ଷା କର୍ମୀ ଫେବ୍ରୁଆରୀ ୬ ତାରିଖରେ ଜମ୍ମୁର ଅନନ୍ତନାଗରୁ ଗିରଫ କରିଥିଲେ। ସୁରକ୍ଷାକର୍ମୀ ତାଠାରୁ ଡୋଭାଲଙ୍କ ଅଫିସ ସମ୍ପର୍କିତ ଏକ ଭିଡିଓ ପାଇଥିଲେ। ଏହି ଭିଡିଓରେ ଆତଙ୍କବାଦୀ, […]

hele
ଅଳକାନଦୀ ସେପଟେ ଏବେବି ଯୋଗାଯୋଗ ବିଛିନ୍ନ

ଚମୋଲି: ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟଙ୍କରୀ ହିମସ୍ଖଳନ ଶହ ଶହ ଲୋକଙ୍କ ଘର ଉଜାଡ଼ି ଦେଇଛି। ତପୋବନ ଜଳ ପ୍ରକଳ୍ପ ନିକଟ ଓ ଅବବାହିକାରେ ବସବାସ କରୁଥିବା ଲୋକେ ସର୍ବସ୍ୱ ହରାଇଛନ୍ତି। କିଛି ଲୋକଙ୍କ ପାଖରେ ଘର ଖଣ୍ଡିଏ ବଞ୍ଚି ଯାଇଛି। କିନ୍ତୁ ତାହା ବି ଏବେ ବିପଦଜନକ ଅବସ୍ଥାରେ। ପରିବାରର ସଦସ୍ୟ ନିଖୋଜ ହୋଇଛନ୍ତି, ଚାଷ ଜମି ନଷ୍ଟ ହୋଇଛି, ଗୃହପାଳିତ ପଶୁଙ୍କ ବି ପତ୍ତା ମିଳୁନି। ଗତ ରବିବାରଠୁ ଏବେ ଯାଏଁ ନା ଘରେ ରୋଷେଇ […]

finger
ପାଙ୍ଗଙ୍ଗ ତଟରୁ ହଟିବେ ଭାରତ ଓ ଚୀନ୍ ସୈନ୍ୟ !

ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା: ପାଙ୍ଗଙ୍ଗ ତଟରୁ ପ୍ରତ୍ୟାହାର ହେବେ ଭାରତ ଓ ଚୀନ୍ ସୈନ୍ୟ #India

lccc
୨୧ରୁ ଆରମ୍ଭ ହେବ ଅଣ୍ଡର-୧୪ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ପ୍ରଥମଥର ଲାଗି ଏହି ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। କୁନି କୁନି ପିଲାଙ୍କୁ ଖେଳାଯିବାକୁଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୧ ତାରିଖରୁ LLCC ଗ୍ରାଉଣ୍ଡରେ ଖେଳାଯିବ। ଏ ନେଇ ଆଜି LLCC ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ କଟକ ଓ ଭୁବନେଶ୍ୱରର ବଛା ବଛା […]

disaster
୮ ବର୍ଷ ତଳର କାଳ ମୁହୂର୍ତ୍ତ ମନେ ପକାଇଦେଲା ଚମୋଲି ବିପର୍ଯ୍ୟୟ

ଚାମୋଲି: ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ହିମନଦୀ ବା ଗ୍ଲେସିଅର୍ ଫାଟି ଚମୋଲି ଜିଲ୍ଲା ଯୋଶୀମଠ ଅଞ୍ଚଳ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ BRO ନିର୍ମିତ ଯୋଶୀମଠ-ମଲାରୀ ପୋଲ ବି ଧୋଇଯାଇଛି। ସବୁଠୁ ଚିନ୍ତାଜନକ କଥା ହେଉଛି, ଜାତୀୟ ରାଜପଥ ଓ ଟନେଲ୍ ନିର୍ମାଣରେ ନିୟୋଜିତ ଶହେରୁ ଦେଢ଼ଶହ ଶ୍ରମିକ ନିଖୋଜ ଅଛନ୍ତି। ତେଣୁ ମୃତାହତ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଗ୍ଲେସିଅର୍ ଫାଟି ଚମୋଲିରେ ୨ଟି ନଦୀବନ୍ଧ କ୍ଷତିଗ୍ରସ୍ତ ହେବା […]

vietnaam
ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍?

ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍? ଭିଏତ୍‌ନାମ ସୀମା ନିକଟରେ ଚୀନ୍ ନିଜର ଏକ ସରଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି। ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟୁଇଟ୍ କରିବା ପରେ, ଚୀନ୍‌ର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଏତନାମ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନ୍‌ଟି ପ୍ରଦେଶରେ ଏହି ମିଜାଇଲ୍ ବେସ୍ ତିଆରି […]

OTV-KHABAR-CHASI
ଚାଷୀ ଆନ୍ଦୋଳନକୁ ନେଇ ମୁହାଁମୁହିଁ ହେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ସରକାରଙ୍କୁ ଚ୍ୟାଲେଞ୍ଜ ଦେବାକୁ ପୁଣି ଚାଷୀଙ୍କ ସଜବାଜ ଆରମ୍ଭ ହୋଇଯାଇଛି। ୬ ତାରିଖରେ ଦେଶବ୍ୟାପୀ ରାଜପଥ ଅବରୋଧ ଲାଗି ବଡ଼ ଧରଣର ଆୟୋଜନ ହେଉଛି। ଆଉ ଏଣେ ସେମାନଙ୍କ ବାଟ ଓଗାଳିବାକୁ ବି ଦିଲ୍ଲୀ ପୋଲିସ ନିଜକୁ ପ୍ରସ୍ତୁତ କରୁଛି। ଗତ ୨୯ରେ ୟୁପିର ମୁଜାଫରନଗର ପରେ ଗତକାଲି ହରିୟାଣାର ଜିନ୍ଦରେ ଅନୁଷ୍ଠିତ ହୋଇଥିଲା ଚାଷୀ ମହାପଞ୍ଚାୟତ। ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଭାରତୀୟ କିଷାନ ୟୁନିୟନ ନେତା ରାକେଶ ସିଂହ ଟିକାୟତ ଏଥିରେ ସାମିଲ […]

marrrriage
ସଫଳ ହେଲା ୧୨ ବର୍ଷର ସ୍ୱପ୍ନ ! ସମୁଦ୍ର ଭିତରେ ହେଲା ବାହାଘର

ଚେନ୍ନାଇ: ବାହାଘର ଭଳି ଜୀବନର ବଡ଼ ପର୍ବକୁ ସ୍ମରଣୀୟ କରିବା ଲାଗି କାହିଁ କେତେ ଆୟୋଜନ ହୋଇଥାଏ। ତାମିଲନାଡୁ ଚେନ୍ନାଇର ସଫ୍ଟେଓ୍ୱର ଇଞ୍ଜିନିଅର ଭି. ଚିନ୍ନାଦୁରାଇ ଏବଂ ଏସ୍. ଶ୍ୱେତା ନିଜ ଜୀବନର ଏହି ବଡ଼ ପର୍ବକୁ ନିଆରା ଢଙ୍ଗରେ ପାଳିଛନ୍ତି। ଦୁହେଁ ପାଣି ଭିତରେ ବିବାହ କରିଛନ୍ତି। ଚେନ୍ନାଇଠାରୁ ଅଳ୍ପ ଦୂର ନିଲାନକରାଇର ବଙ୍ଗୋପସାଗରରେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ବିବାହ ସଂପନ୍ନ ହୋଇଛି। ଫେବ୍ରୁଆରି ୧ ତାରିଖ ସକାଳେ ଶୁଭ ମୁହୂର୍ତ୍ତ ଦେଖି ଚିନ୍ନାଦୁରାଇ ଓ […]

baeee
ଗାଜିପୁର ସୀମାରେ ତିଆରି ହେଲା ବିଶାଳ କଂକ୍ରିଟ୍ ପାଚେରି

ନୂଆଦିଲ୍ଲୀ: ଆସନ୍ତା ୬ରେ ଦେଶବ୍ୟାପୀ ଚକାଜାମ୍‌ କରିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛି। କୌଣସି ଅଘଟଣକୁ ଲକ୍ଷ୍ୟ ରଖି ଦିଲ୍ଲୀ ଗାଜିପୁର ସୀମାରେ ପୋଲିସର କଡ଼ା ପହରା ଦେଉଛି। କଂକ୍ରିଟ ବ୍ୟାରିକେଡ୍ ଓ୍ୱାଲ ବିଚ୍ ରାସ୍ତାରେ ପକାଯାଇଛି। କଣ୍ଟା ଲାଗିଥିବା ପ୍ଲେଟ କଣ୍ଟା ତାର ବି ପୋଲିସ୍ ବିଛାଇଛି। ଦିଲ୍ଲୀ ଭିତରକୁ ଚାଷୀଙ୍କ ପ୍ରବେଶ ରୋକିବା ଲାଗି ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି। ଉତ୍ତରପ୍ରଦେଶ ପୋଲିସ ସୀମାକୁ ସିଲ କରିଛି। ସେହିପରି ଦିଲ୍ଲୀ-ହରିଆଣା ସିଙ୍ଘୁ […]

cbse
ଆସିଲା CBSE ବୋର୍ଡ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ନେଇ କେନ୍ଦ୍ର ସରକାର ସୂଚୀ ପ୍ରକାଶ କରିଛନ୍ତି। CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଟ୍ୱିଟ୍ କରିଛନ୍ତି। ପ୍ରକାଶିତ ସୂଚୀ ଅନୁସାରେ ମେ ୪ରୁ ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ।ମେ ୪ରେ ଓଡ଼ିଆ ବିଷୟରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ମେ ୪ରେ ଇଂଲିଶରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ। […]