ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତାର ଉଗ୍ର ରୂପ ଧାରଣ କରିଛି। ମହାମାରୀ କୋଭିଡ୍କୁ କିପରି ସାଧାରଣ ଲୋକ ପ୍ରତିହତ କରିବେ, ଏନେଇ ନେଇ ଦେଶର ୪ ପ୍ରଖ୍ୟାତ ଡାକ୍ତର ଆଲୋଚନା କରିଛନ୍ତି। ଆଲୋଚନାରେ ଦିଲ୍ଲୀ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସାମିଲ ହୋଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ନରେଶ ତ୍ରେହାନ, AIIMSର ଔଷଧ ବିଭାଗ ମୁଖ୍ୟ ଡକ୍ଟର ନବନୀତ ୱିଗ୍ ମଧ୍ୟ ସାମିଲ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ମଧ୍ୟ […]
ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନ୍ର ଦର ଘୋଷଣା କଲା ଏହାର ନିର୍ମାତା କଂପାନୀ ଭାରତ ବାୟୋଟେକ୍। କୋଭାକ୍ସିନ୍ ଟିକାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୬ ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହ ବିଦେଶ ରପ୍ତାନୀ ପାଇଁ ଡୋଜ୍ ପିଛା ଦର ୧୫ରୁ ୨୦ ଡଲାର୍ ରଖିଛି ଭାରତ୍ ବାୟୋଟେକ୍। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ […]
ନୂଆଦିଲ୍ଲୀ: ବିଦେଶରୁ ଆମଦାନୀ ହେବ କରୋନା ଟିକା। କରୋନା ଟିକା ଆମଦାନୀ ନେଇ ପଥ ସୁଗମ କଲା କେନ୍ଦ୍ର। ଆମଦାନୀ ହେବାକୁ ଥିବା ଟିକା ଉପରୁ ସୀମା ଶୁଳ୍କ ଛାଡ଼ ହେବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩ ମାସ ପାଇଁ ଟିକା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼ ନିଷ୍ପତ୍ତି ନିଆଯାଇଛି। ଅକ୍ସିଜେନ ଅଭାବ ଓ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ […]
ଅଗର ମାଲୱା: କରୋନାର ଦ୍ୱିତୀୟ ଲହରୀ ସାରା ଦେଶରେ ଉଗ୍ର ରୂପ ଧାରଣ କଲାଣି। ମହାମାରୀକୁ ଦମନ କରିବା ପାଇଁ ଦେଶର ପ୍ରତିଷ୍ଠିତ ଫାର୍ମା କମ୍ପାନୀମାନେ ଦିନରାତି ଏକ କରିଦେଇଛନ୍ତି। କିନ୍ତୁ ଦେଶର କିଛି ଏମିତି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରାମଦାସ ଅଠୱାଲେଙ୍କ ‘ଗୋ କରୋନା ଗୋ’ ପରେ ଏବେ ଆଉ ଏକ ସ୍ଲୋଗାନ୍ ଚର୍ଚ୍ଚାକୁ ଆସିଛି। କରୋନାକୁ ତଡ଼ିବା ପାଇଁ ଏବେ ଚର୍ଚ୍ଚା ହୋଇଛି ‘ଭାଗ୍ କରୋନା […]
ନୂଆଦିଲ୍ଲୀ: ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା ହୋଇଛି। କୋଭିସିଲଡ ଟିକା ପାଇଁ ଦର ଧାର୍ଯ୍ୟ କଲା ସେରମ। ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ୍ ପିଛା ଦର ୪ଶହ ଟଙ୍କା। ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ୍ ୬ଶହ ଟଙ୍କା ଧାର୍ଯ୍ୟ ହୋଇଛି। ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା କରାଯାଇଛି। ଟିକା ଦର ନେଇ ସେରମ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ଅନ୍ୟ ଦେଶ ତୁଳନାରେ ତାଙ୍କ […]
ନୂଆଦିଲ୍ଲୀ: କରୋନା ଟିକା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩ ହଜାର କୋଟି ଓ ଭାରତ ବାଓଟେକ୍କୁ ୧୫ଶହ କୋଟି ଟଙ୍କା ଆଗୁଆ ଦିଆଯିବ। ଏଥିପାଇଁ ଆଗତ ଏକ ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ମଂଜୁରୀ ମିଳିଛି। ଜେନେରାଲ ଫାଇନାନସ ନିୟମାନୁଯାୟୀ, ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଏଭଳି ଟଙ୍କା ଆଗୁଆ ଦିଆଯାଇପାରିବ ନାହିଁ କିନ୍ତୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇ ଆଗୁଆ ଟଙ୍କା […]
ନୂଆଦିଲ୍ଲୀ: ଦିନକରେ ଦେଶରେ କରୋନା ନେଲା ୨୦୨୩ ଜଣଙ୍କ ଜୀବନ। ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୯୫ ହଜାର ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି ପାଇଛି। ସେହିପରି ଆଜିର କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍- ୨୧,୫୭,୫୩୮; ସୁସ୍ଥ ହେଲେଣି- ୧,୩୨,୭୬,୦୩୯ ଏଯାବତ ଦେଶରେ ୧୩,୦୧,୧୯,୩୧୦ ଡୋଜ୍ […]
ୱାଶିଂଟନ୍: ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ହତ୍ୟା ଘଟଣାରେ ପୂର୍ବତନ ମିନେପଲିସ୍ ପୋଲିସ ଅଫିସର ଡେରେକ ଚୌଭିନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪୫ବର୍ଷ ବୟସ୍କ ଡେରେକ ଚୌଭିନଙ୍କୁ ତିନିଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତାକାଲି ଦଣ୍ଡାଦେଶ ଘୋଷଣା କରାଯିବ। ସେପଟେ ଆମେରିକା ପୋଲିସ ଅଫିସର ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସେ ଟ୍ବିଟ୍ କରିଛନ୍ତି, ଏହି ଶୁଣାଣି ପରେ ଜର୍ଜ ଆମ ନିକଟକୁ ଫେରି ଆସିବେ […]
ନୂଆଦିଲ୍ଲୀ: ଟିକା ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର। ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ମିଳିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟମାନେ କିଣିପାରିବେ କରୋନା ଟିକା। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇବେ।ବାକି ୫୦ ପ୍ରତିଶତ ଟିକା ରାଜ୍ୟମାନଙ୍କୁ ଉତ୍ପାଦକ ଦେଇପାରିବେ। ଟିକାକରଣ ନେଇ ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ […]
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। Former PM Manmohan Singh tests positive for COVID19, admitted to AIIMS Trauma Centre in Delhi: AIIMS Official (file photo) pic.twitter.com/zZtbd6POWd — ANI (@ANI) April 19, 2021
ନୂଆଦିଲ୍ଲୀ: ୬ ଦିନିଆ ଲକଡାଉନ୍ ଘୋଷଣା ହେଉ ହେଉ ମଦ ଦୋକାନରେ ଦେଖିବାକୁ ମିଳିଛି। ପ୍ରବଳ ଗହଳି ଦିଲ୍ଲୀରେ ଥିବା ବିଭିନ୍ନ ମଦ ଦୋକାନରେ ଲୋକେ ପ୍ରବଳ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଉପୁଜିଛି ମଦ ଦୋକାନରୁ ପେଟି ପେଟି ମଦ ବୋହି ନେଇଛନ୍ତି ଲୋକେ। ଲକ୍ଡାଉନ୍ ଘୋଷଣା ହେବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ମଦ ନେବା ପାଇଁ କେତେକ ସ୍ଥାନରେ ଲୋକେ ଦୀର୍ଘ ସମୟ ଧରି ଲାଇନ୍ରେ ଛିଡ଼ା ହୋଇଥିବା […]
ଫୁଲବାଣୀ: ସମୁଦ୍ର ପତନ ଠାରୁ ପ୍ରାୟ ୪ ହଜାର ଫୁଟ ଉଚ୍ଛରେ ଏବଂ ଓଡ଼ିଶାର କେନ୍ଦ୍ରସ୍ଥଳୀରେ ରହିଛି କନ୍ଧମାଳ ଜିଲ୍ଲା। ପର୍ବତ ଘେରା ଏହି ଜିଲ୍ଲାରେ ଚାଷ ଜମି ଅପେକ୍ଷା ବହୁ ଢିପ ଜମି ରହିଛି ।ଏହା ସହିତ ଜମିକୁ ଜଳସେଚନର ବିଶେଷ ସୁବିଧା ଆଜି ପର୍ଯ୍ୟନ୍ତ ହୋଇପାରିନି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ବିଭିନ୍ନ ଉପାୟରେ ଢିପ ଜମିକୁ ଏମାନେ କରିଛନ୍ତି ଜଳସେଚିତ। ଆଉ ପାଣି ମିଳିଯିବା ପରେ ଫସଲ ଅମଳ କରି ଭଲ ଦି ପଇସା […]
କଟକ: ଇଏ ହେଉଛନ୍ତି ୟଙ୍ଗ ଟିଙ୍କର୍ ଟିମ୍। ରାଜ୍ୟ ର ବିଭିନ୍ନ ସ୍ଥାନରୁ ବଛା ଯାଇଥିବା ଏହି 19 ବର୍ଷରୁ କମ୍ ଯୁବ ବୈଜ୍ଞାନିକମାନେ ଟିମ୍ ଲିଡର ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଆମେରିକାର ମହାକାଶ ଗବେଷଣା ଅନୁସନ୍ଧାନ କେନ୍ଦ୍ର ନାସା ପାଇଁ ପ୍ରସ୍ତୁତ କରିଛନ୍ତି ଏକ ରୋବର୍ଟ। ଏହି ୧୦ ଜଣିଆ ଟିମ ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜ ପାଇଁ ଏହି ରୋବୋଟ୍ ଟିକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ପୁରା ଦିନ ରାତି ଏକ କରି ଏହି […]
କରୋନା ଯେତିକି ରହସ୍ୟ, କୋଭିଡ୍ ଭୂତାଣୁକୁ ନେଇ ହେଉଥିବା ଗବେଷଣା ମଧ୍ୟ ସେତିକି ଉତ୍କଣ୍ଠାପୂର୍ଣ୍ଣ। ଚୀନ୍ର ଉହାନ୍ରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭୂତାଣୁକୁ ନେଇ ଆରମ୍ଭରୁ ଗବେଷଣା ଚାଲିଛି। ଅନେକ ସମୟରେ ଗବେଷକମାନେ ଏନେଇ ତଥ୍ୟ ଓ ସୂଚନା ଦେଉଛନ୍ତି। ଇତି ମଧ୍ୟରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସୂର୍ଯ୍ୟ କିରଣ କମାଉଛି କରୋନା ମୃତ୍ୟୁ ହାର। ଆମେରକୀୟ ଗବେଷକମାନେ ଏଭଳି ତଥ୍ୟ ରଖିଛନ୍ତି। ସୂର୍ଯ୍ୟ କିରଣରୁ ନିର୍ଗତ ଶକ୍ତି ଅନେକ ରୋଗରୁ ରକ୍ଷା କରିଥାଏ […]
ଏ ପୃଥିବୀ ବଡ଼ ବିଚିତ୍ର। ପ୍ରକୃତିର ପରିବର୍ତ୍ତନ ହେଉ ଅବା ଦୈବ ଶକ୍ତି ହେଉ, ଏଠି ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳେ ଆଉ ଚକିତ କଲା ପରି କଥା ଶୁଣିବାକୁ ପଡେ। ଗାଈରୁ ଛେଳି ଜନ୍ମ ନେବା, କୁକୁଡ଼ା ଅଣ୍ଡା ବଦଳରେ ପକ୍ଷୀ ଛୁଆ ଜନ୍ମ କରିବା, ଏମିତି ଚକିତ କରିଦେବା ପରି କଥା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। କିନ୍ତୁ ଏହାର ବିଜ୍ଞାନ ଭିତ୍ତି ସତ୍ୟତା ଏବେ ରହସ୍ୟ ଘେରରେ ରହିଛି। ତେବେ […]
ଭୁବନେଶ୍ୱର: ଏଣିକି ନିଜ ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର। ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ ମିଳିବ। ଦଶମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲରେ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ନିରୀକ୍ଷକମାନେ ସ୍କୁଲରେ କ୍ୟାମ୍ପ କରି ସାର୍ଟିଫିକେଟ ଦେବେ। ସାର୍ଟିଫିକେଟ ବଣ୍ଟା ବେଳେ ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ଉପସ୍ଥିତ ରହିବେ। ଖରାଛୁଟି ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ […]
ଛତିଶଗଡ଼ ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍। ଓଡ଼ିଶା ଆସୁଥିବା ଟ୍ରେନ୍ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କଲାନି ରେଳ ମନ୍ତ୍ରାଳୟ। ମୁଖ୍ୟ ଶାସନ ସଚିବଙ୍କ ଚିଠିର ଉତ୍ତର ରଖିଲା ରେଳ ମନ୍ତ୍ରାଳୟ। ଛତିଶଗଡ଼ରୁ ଆସୁଥିବା ଟ୍ରେନ୍କୁ ନିୟନ୍ତ୍ରିତ କରାଯିବନି। ମାର୍ଚ୍ଚ ୨୩ ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ଅନୁସାରେ ରେଳ ସେବା ଚାଲୁ ରହିବ। ରେଳ ଷ୍ଟେସନ୍ରେ ଚେକିଂ ଓ ଟେଷ୍ଟିଂ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ଲାଗି ଚିଠିରେ ପରାମର୍ଶ […]
ମୁମ୍ବାଇ: ଥମିଯାଇଥିବା କରୋନା ତାର ପୁଣି ଉଗ୍ର ରୂପ ଧାରଣ କଲାଣି। ମହାମାରୀର ଦ୍ୱିତୀୟ ଲହର୍ ରାଜ୍ୟକୁ ରାଜ୍ୟ ଡେଇଁ ଡେଇଁ ଚାଲିଛି। ଏହି ଅଦୃଶ୍ୟ ଶକ୍ତି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୁଣି ମୁଣ୍ଡବିନ୍ଧାର କାରଣ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାପ୍ରକଟ କରିଛି। ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଲୋକଙ୍କୁ ସଚେତନ କରାଉଛନ୍ତି। ତଥାପି ବୋଲ ମାନୁନି କରୋନା। ପ୍ରତିଦିନ ଦେଶରୁ ଲକ୍ଷେରୁ ଅଧିକ […]
ଆଜିକାଲି ମଦ ପିଇବା ଗୋଟିଏ ସାଧାରଣ କଥା ହୋଇଗଲାଣି। ପାର୍ଟି ହେଉ ଅବା ଯେକୌଣସି ଉତ୍ସବରେ ସେଲିବ୍ରେସନ୍ କରିବାକୁ ମଦର ଆସର ଜମେ। କିନ୍ତୁ ଅନେକ ଲୋକ ମାତ୍ରାଧିକ ମଦ୍ୟପାନ କରିସାରିବା ପରେ ନିଜର ସତ୍ତା ହରାଇ ହରାଇ ବସନ୍ତି। ଏପରିକି କିଛି ଅପରାଧିକ କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ହେଲେ ଅନେକ ଲୋକ ମଦ ପିଇସାରିବା ପରେ ନିଜର ସତ୍ତା ହରାଇବସନ୍ତି କିନ୍ତୁ ଜ୍ଞାନ ବଢିଯାଏ। ନିଜ ପାଖରେ ବସିଥିବା ଲୋକଙ୍କୁ ଇଂରାଜୀରେ କଥାବାର୍ତ୍ତା କରିବା […]
ବିଜାପୁର: ୪ ଦିନ ହେଲାଣି ମାଓ କବ୍ଜାରେ CRPF କୋବ୍ରା ୟୁନିଟ୍ ଯବାନ ରାକେଶ୍ୱର ସିଂ ମାନହସ୍। ମାଓ କ୍ୟାମ୍ପରୁ ଇଏ ତାଙ୍କରି ପ୍ରଥମ ଫଟୋ, ଯାହାକୁ ଜାରି କରିଛନ୍ତି ନକ୍ସଲ। ହେଲେ ନକ୍ସଲଙ୍କ ଦାବି ମୁତାବକ ସରକାର ତାଙ୍କୁ ମୁକୁଳାଇବା ପାଇଁ କାହାକୁ ମଧ୍ୟସ୍ଥ କରୁଛନ୍ତି କିମ୍ବା ଅନ୍ୟ କେଉଁ ପଦକ୍ଷେପ ନେଉଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। କେବଳ, ଛତିଶଗଡ଼ ସରକାର ଜଣେ ସମାଜସେବୀଙ୍କୁ ମଧ୍ୟସ୍ଥ ଭାବେ ପଠାଇବା ଲାଗି ଯୋଜନା କରୁଥିବା ସୂଚନା ମିଳିଛି। […]
ନୂଆଦିଲ୍ଲୀ: କାର୍ଯ୍ୟସ୍ଥଳୀରେ ଟିକାକରଣକୁ ଅନୁମତି ଦେଲେ କେନ୍ଦ୍ର ସରକାର। ୧୦୦ ଜଣରୁ ଅଧିକ ହିତାଧିକାରୀ ଥିଲେ କାର୍ଯ୍ୟସ୍ଥଳୀରେ ଟିକା ଦିଆଯାଇପାରିବ। ଏପ୍ରିଲ ୧୧ ସୁଦ୍ଧା କାର୍ଯ୍ୟସ୍ଥଳୀରେ ଟିକାକରଣ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର କହିଛନ୍ତି, ଯେଉଁ ଅଫିସରେ ୧୦୦ରୁ ଅଧିକ ହିତାଧିକାରୀ ଥିବେ, ସେଠାରେ ହିଁ ଟିକାକରଣ ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ହିଁ ଟିକା ଦିଆଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର […]
ନୂଆଦିଲ୍ଲୀ: ମହାମାରୀର ଦ୍ୱିତୀୟ ଲହର ଭିତରେ ସବୁ ବର୍ଗର ଲୋକଙ୍କୁ ଟିକା ନେବାକୁ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜେଶ ଭୂଷଣ କହିଛନ୍ତି ଯେ ଟିକାକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟସେବାର ସୁରକ୍ଷା। ଏହି ଦୁଇଟି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଲୋକଙ୍କୁ ଟିକା ଦିଆଯାଉଛି। ଯେଉଁମାନେ ଚାହୁଁଛନ୍ତି ସେମାନଙ୍କୁ ନୁହେଁ, ବରଂ ଯେଉଁମାନଙ୍କ ଆବଶ୍ୟକ ସେମାନଙ୍କୁ ଟିକା ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି […]
ବିଜାପୁର: ଛତିଶଗଡ଼ ବିଜାପୁରରେ ସୁରକ୍ଷା କର୍ମୀ- ମାଓବାଦୀ ମୁହାଁମୁହିଁ ଘଟଣାରେ ମାଓବାଦୀଙ୍କ ପକ୍ଷରୁ ପ୍ରବକ୍ତା ବିକଳ୍ପଙ୍କ ପ୍ରେସ ରିଲିଜ୍ ଜାରି ହୋଇଛି। ଜଣେ ଯବାନଙ୍କୁ ସେମାନେ ବନ୍ଧକ ରଖିଥିବା ମାଓବାଦୀ ସ୍ବୀକାର କରିଛନ୍ତି। ପ୍ରତି ଆକ୍ରମଣରେ ସେମାନଙ୍କର ୪ ସାଥୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି। ବନ୍ଧକ ଯବାନଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥ ଦେବାକୁ ମଧ୍ୟ କହିଛନ୍ତି। ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି। ମଧ୍ୟସ୍ଥଙ୍କ ଜରିଆରେ ଆଲୋଚନା ପରେ ବନ୍ଧକଙ୍କୁ […]
ନୂଆଦିଲ୍ଲୀ: ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍ବେଗଜନକ। ଏକଥା କହିଛନ୍ତି ରାଜେଶ ଭୂଷଣ। କରୋନା ସ୍ଥିତି ନେଇ ସେ କହିଛନ୍ତି ଯେ ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍ବେଗଜନକ। ୭ ଜିଲ୍ଲା ମହାରାଷ୍ଟ୍ରର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀର ଗୋଟିଏ ଲେଖାଏଁ ଜିଲ୍ଲା ରହିଛି। ଦେଶର ମୋଟ ଆକ୍ଟିଭ କେସ୍ ୫୮% ମହାରାଷ୍ଟ୍ରରେ ରହିଛି। ମୋଟ ମୃତ୍ୟୁର ୩୪% କେବଳ ମହାରାଷ୍ଟ୍ରର। ମହାରାଷ୍ଟ୍ରରେ RTPCR ଟେଷ୍ଟ ୭୦%କୁ ବଢ଼ାଇବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ଛତିଶଗଡ଼ […]