• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pakuk
ଆସୁଛି ଆଉ ଏକ ବାତ୍ୟା

ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍‌ ସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ ଭୟଙ୍କର ରୂପ ନେଇଛି। ଏହାର ନାଁ ‘ପାବୁକ’ ରଖାଯାଇଛି। ଏହା ଏବେ ଆହୁରି ଭୟଙ୍କର ରୂପ ନେଇ ଜାନୁଆରୀ ୫ ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିବ। ଏହା ଠାରୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୬ ଜାନୁଆରୀ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ସମଗ୍ର ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ପହଞ୍ଚିବ। ସେଠାରୁ ଏହା ଗତି ପରିବର୍ତ୍ତନ କରି ଜାନୁଆରୀ ୭ କିମ୍ବା […]

rajya sabha
ଆଜିଠାରୁ ପୁଣି ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ : ଆଜିଠାରୁ ପୁଣି ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ। ତେବେ ନଜର ରହିଛି ରାଜ୍ୟସଭା ଉପରେ। ଆଜି ରାଜ୍ୟସଭାରେ ଆସିପାରେ ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ୍ ତଲାକ ବିଲ୍। ସେପଟେ କିନ୍ତୁ ଆଜି ଅଧିବେଶନ ଆରମ୍ଭ ହେବା ପରେ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା। ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହ  ଦୁଇଥର ମୁଲତବୀ କରିବାକୁ ପଡିଥିଲା। ଗତ ସୋମବାର ଦିନ ଏହି ବିଲ୍ ଉପସ୍ଥାପନ ଲାଗି ସରକାର ଚେଷ୍ଟା କରିଥିଲେ। କିନ୍ତୁ କଂଗ୍ରେସ ସହିତ […]

jnu
ପାହାଡ଼ରୁ ଖସିପଡିଲେ ରିସର୍ଚ୍ଚ ସହାୟକ

ନୂଆଦିଲ୍ଲୀ : ଦିଲ୍ଲୀର ଜେଏନୟୁ କ୍ୟାମ୍ପସ ପରିସରରେ ଥିବା ପାହାଡ଼ ଚଢୁଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ନାଁ ପ୍ରବୀଣ ତିୱାରୀ। ସେ ଜେଏନୟୁରେ ରିସର୍ଚ୍ଚ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ପ୍ରବୀଣ ବିନା କୌଣସି ସୁରକ୍ଷା ଉପକରଣରେ ପାହାଡ଼ ଚଢୁଥିଲେ। ଏପରିକି ଏହି ଦୃଶ୍ୟର ରେକର୍ଡିଂ କରିବା ପାଇଁ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ। କିନ୍ତୁ ପାହାଡ଼ ଚଢୁଥିବା ବେଳେ ହଠାତ୍ ତାଙ୍କ ପାଦ ଖସି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲେ […]

ujjala
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୬ କୋଟି ହିତାଧିକାରୀ ସାମିଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୬ କୋଟିତମ ହିତାଧିକାରୀଙ୍କୁ ଏଲ୍‌ପିଜି ସିଲିଣ୍ଡର ପ୍ରଦାନ କରିଥିଲେ। ଉତ୍ସବରେ ପୌରୋହିତ୍ୟ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ଜଣେ ହେଲେ ଗରିବ ମହିଳାଙ୍କୁ ଉଜ୍ଜ୍ୱଳାରୁ ବଞ୍ଚିତ କରାଯିବନି। ଗ୍ୟାସ୍ ନେଉଥିବା ମହିଳାଙ୍କ ମଧ୍ୟରୁ ୮୦ ପ୍ରତିଶତ ରିଫିଲିଂ କରୁଛନ୍ତି ବୋଲି ଧର୍ମେନ୍ଦ୍ର […]

gb
ଭାଲେଣ୍ଟାଇନ୍ସ ଡେ’ରେ ପରଦାକୁ ଆସିଲା ବଲିଉଡ୍ ଫିଲ୍ମ ‘ଗଲି ବୟ’

ମୁମ୍ବାଇ: ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଆଜି ପରଦାକୁ ଆସିଛି ରଣବୀର ସିଂ ଏବଂ ଆଲିଆ ଭଟ୍ଟ ଷ୍ଟାରର୍ ବଲିଉଡ୍ ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂଙ୍କୁ ଏକ ଭିନ୍ନ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ଏହି ପିଲ୍ମରେ ରଣବୀର ଜଣେ ଷ୍ଟ୍ରିଟ୍ ରାପର୍‌ ଭାବେ ନଜର ଆସିଛନ୍ତି। ରଣବୀରଙ୍କ ସହ ଆଲିଆ ଭଟ୍ଟ ମଧ୍ୟ ଏହି ଫିଲ୍ମରେ ଅଛନ୍ତି। ଏହି ଫିଲ୍ମର ଅନେକ ଗୀତକୁ ରଣବୀର ନିଜ ଭଏସ୍‌ରେ […]