• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

corn-3
ମକା ଶରୀର ପାଇଁ କେତେ ଉପକାରୀ ? ଜାଣନ୍ତି କି ?

ମକା ଖାଇବାକୁ ଛୋଟ ଠାରୁ ବଡ଼ ସମସ୍ତେ ପସନ୍ଦ କରିଥାନ୍ତି। ବର୍ଷା ଦିନେ ଏହାକୁ ଖାଇବାର ମଜା ଟିକେ ନିଆରା ଲାଗିଥାଏ। ମକା ପୋଡ଼ା ହେଉ ବା  ସିଝା ଉଭୟ ପାଟିକୁ ଖୁବ୍‌ ସ୍ୱାଦିଷ୍ଟ ଲାଗିଥାଏ। ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ମକା ଯେ କେବଳ ଖାଇବାକୁ ଭଲ ଲାଗେ ତାହା ନୁହେଁ, ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । ଆସନ୍ତୁ ଜାଣିବା ମକା ଖାଇଲେ କ’ଣ କଣ ଉପକାର ମିଳିଥାଏ। ୧- ମକାରେ ପ୍ରଚୁର […]

deepika padukone and ranveer singh
ସତରେ କ’ଣ ବିବାହ କରିବେ ଦୀପିକା ଓ ରଣବୀର!

ମୁମ୍ବାଇ: ବିରାଟ-ଅନୁଷ୍କାଙ୍କ ବିବାହ ପରେ ଯେଉଁ ସେଲିବ୍ରେଟିଙ୍କ ବିବାହ ପାଇଁ ସମେସ୍ତ ଚାହିଁ ରହିଛନ୍ତି ସେ ହେଲେ ଦୀପିକା ପାଦୁକୋନ୍ ଓ ରଣବୀର ସିଂଙ୍କ ବିବାହ। ମିଳିଥିବା ସୂଚନା ଯଦି ସତ ହୋଇଥାଏ ତେବେ ଖୁବ୍ ଶୀଘ୍ର ବଲିଉଡ଼ର ଏହି ପାୱାର କପଲ୍‌ଙ୍କ ଘରେ ଶାହାନାଇ ବାଜିବ। ପୂର୍ବରୁ ଦୀପିକା-ରଣବୀରଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାହା କେବେ ସତରେ ପରିଣତ ହୋଇନାହିଁ। ପୁଣିଥରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର […]

10th
CBSE ପ୍ରଶ୍ନପତ୍ର ଲିକ୍ ମାମଲା : ଏପ୍ରିଲ ୨୫ରେ ହେବ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶାରେ ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। ଦିଲ୍ଲୀ ଓ ହରିୟାଣା ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଆଉ ଥରେ ହେବ ନାହିଁ ଦଶମ ଶ୍ରେଣୀ ଗଣିତ ପରୀକ୍ଷା। ତେବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ CBSE ଦ୍ୱାଦଶ ଶ୍ରେଣୀର ପୁନଃ ପରୀକ୍ଷା ସାରା ଦେଶରେ ହେବ। ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହା ଘୋଷଣା ହୋଇଛି। ଏପ୍ରିଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ବିଷୟରେ ସାରା ଦେଶରେ ପୁଣି ପରୀକ୍ଷା ହେବ। […]

cbse qus paper leak
CBSE ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ପୋଲିସ୍‌ର ଛାନ୍‌ଭିନ୍‌

ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ ପୋଲିସ SITର ଜାରି ରହିଛି ଛାନଭିନ୍। CBSE ପରୀକ୍ଷା ନିୟନ୍ତ୍ରକଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍। ପ୍ରଶ୍ନପତ୍ର ପିଛା ଛାତ୍ରଛାତ୍ରୀଙ୍କ ଠାରୁ ୩୫ ହଜାର ଟଙ୍କା ଲେଖାଏଁ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ CBSE କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ। ମାମଲାରେ ଗତକାଲି ପ୍ରାୟ ୨୫ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ। […]

urvashi
ହୋଟେଲ୍ ରୁମ୍ ବୁକ୍ କରିବା ପାଇଁ ବଲିଉଡ଼ ଅଭିନେତ୍ରୀଙ୍କ ନାଁରେ ନକଲି ଆଧାର କାର୍ଡ଼

ମୁମ୍ବାଇ: ନକଲି ଆଧାର କାର୍ଡ଼ ବ୍ୟବହାର କରି ହୋଟେଲରେ ରୁମ୍‌ ବୁକ୍‌ କରିବା ମହଙ୍ଗା ପଡ଼ିଲା। ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ନାଁରେ ନକଲି ଆଧାର କାର୍ଡ଼ ପ୍ରସ୍ତୁତ କରି ଏକ ପଞ୍ଚ ତାରକା ହୋଟଲରେ ରୁମ୍‌ ବୁକ୍‌ କରିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ  ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଏହି ପୂରା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଉର୍ବଶୀ କୌଣସି ଏକ ଇଭେଣ୍ଟରେ ଯୋଗଦାନ […]

indian post
ଡାକ ବିଭାଗ ଆରମ୍ଭ କଲା Cool EMS ସେବା

ଭାରତୀୟ ଡାକ ବିଭାଗ Cool EMS  ସେବା ଆରମ୍ଭ କରିଛି।  ଏହା ଜାପାନ – ଭାରତ ମଧ୍ୟରେ ଏକମାତ୍ର ସେବା, ଯାହା ଦ୍ୱାରା ଭାରତୀୟମାନେ  ବ୍ୟକ୍ତିଗତ ବ୍ୟବହାର ପାଇଁ ଖାଦ୍ୟ ସାମଗ୍ରୀ ଆମଦାନି କରିପାରିବେ। Cool EMS  ସେବା ସେବା ଜରିଆରେ ଭାରତୀୟମାନେ, ଜାପାନ୍‌ରୁ ଯେଉଁ ଉତ୍ପାଦ ଆମଦାନି ପାଇଁ ଆମ ଦେଶରେ ଅନୁମତି ଅଛି, କେବଳ ସେଭଳି ଉତ୍ପାଦ ମଗାଇ ପାରିବେ। ପ୍ରାଥମିକ ଭାବେ କେବଳ ଦିଲ୍ଲୀରେ ଏହି ସେବା ଉପଲବ୍ଧ ହେବ। ଖାଦ୍ୟ ଉତ୍ପାଦଗୁଡ଼ିକର […]