• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

police commissioner
ଦ୍ୱିତୀୟ ଶ୍ରେଣୀର ଛାତ୍ର ହେଲେ ଗୋଟିଏ ଦିନ ପାଇଁ ପୋଲିସ କମିଶନର

ହାଇଦ୍ରାବାଦ: ଦ୍ୱିତୀୟ ଶ୍ରେଣୀର ଛାତ୍ର ଗୋଟିଏ ଦିନ ପାଇଁ ପୋଲିସ କମିଶନର ହୋଇ ଏବେ ଚର୍ଚ୍ଚାରେ। ମାତ୍ର ଦିନକ ପାଇଁ ହାଇଦ୍ରାବାଦ ପୋଲିସ କମିଶନର ଭାବେ  ଗତକାଲି ପୋଲିସ କମିଶନରଙ୍କ ଚୌକିରେ ବସିଥିଲେ ହାଇଦ୍ରାବାଦର ଛାତ୍ର ଡି.ଇଶାନ। ବୁଧବାର ସକାଳେ ଇଶାନ କମିଶନରଙ୍କ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା।  ଫ୍ରେଣ୍ଡ୍‌ଲି ପୋଲିସିଂ ଓ ଅଧିକ ସତର୍କତା ପାଇଁ ସିସିଟିଭି କ୍ୟାମେରା ଉପରେ ଗୁରୁତ୍ୱ ରହିବ […]

parliament
୨୩ ଦିନର ଦରମା ଓ ଭତ୍ତା ନେବେନି ଏନ୍‌ଡ଼ିଏ ସାଂସଦ

ନୂଆଦିଲ୍ଲୀ: ଶାସକ ବିଜେପି ନେତୃତ୍ୱ ଏନ୍‌ଡ଼ିଏ  ସାଂସଦମାନେ ସେମାନଙ୍କର ୨୩ ଦିନର ଦରମା ଓ ଭତ୍ତା ନେବେନି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟରେ ସଂସଦରେ କୌଣସି କାର୍ଯ୍ୟ ହୋଇପାରିନି, ଏକପ୍ରକାର ଗୃହ ଅଚଳ ହୋଇରହିଲା। ଏପରିକି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବାକୁ ଥିବା ବେଳେ ଗୃହ କାର୍ଯ୍ୟ ସୁରୁଖୁରରେ କରିବାକୁ ଦେଲାନି କଂଗ୍ରେସ। ଫଳରେ ଜନସାଧାରଣଙ୍କ ଟଙ୍କାକୁ ସାଂସଦମାନେ ଦରମା ଆକାରରେ […]

play
ଆଜି ଠାରୁ ଆରମ୍ଭ ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଭାରତରୁ ଭାଗନେଉଛନ୍ତି ୨୨୭ ଖେଳାଳି, ଓଡ଼ିଶାରୁ ୮

ଭୁବନେଶ୍ୱର/ଗୋଲ୍ଡ କୋଷ୍ଟ : ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆଜିଠୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା। ଆଜି ଏହାର ରଙ୍ଗାରଙ୍ଗ ଉଦଘାଟନୀ ସମାରୋହ। ଆସନ୍ତାକାଲିଠୁ ଆରମ୍ଭ ହେବ ଇଭେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉଦଘାଟନୀ ସମାରୋହରେ ଭାରତ ତରଫରୁ ପତାକା ଧରିବେ ବ୍ୟାଡମିଣ୍ଟନ କୁଇନ୍ ପି.ଭି ସିନ୍ଧୁ। ଚଳିତ ବର୍ଷ ଭାରତରୁ ୨୨୭ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାରୁ ୮ ଜଣ ଭାଗ ନେଉଛନ୍ତି। ଓଡ଼ିଶାରୁ ପୁରୁଷ ହକିରେ ଅମିତ୍ ରୋହିଦାସ […]

ranveer-dipika
ପୁଣି ରଣବୀର କପୁର ଓ ଦୀପିକା ପାଦୁକୋନ୍‌ଙ୍କୁ ଏକାଠି ଦେଖିବେ ଦର୍ଶକ

ମୁମ୍ବାଇ : ସିନେ ଦର୍ଶକଙ୍କ ପାଇଁ ଖୁସି ଖବର। ପୁଣି ଏକାଠି ହେବେ ରଣବୀର କପୁର ଓ ଦୀପିକା ପାଦୁକୋନ୍‌। ଏକଥା ଶୁଣିଲା ବେଳକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ! ଆପଣଙ୍କ ମନରେ ଅନେକ ପ୍ରଶ୍ନ ବି ଆସୁଥିବ? କାରଣ ଦୁହେଁ ଏବେ ପରସ୍ପରର ମୁହଁ ଦେଖିବାକୁ ବି ପସନ୍ଦ କରୁନାହାନ୍ତି। ସେମାନେ ପୁଣି କେମିତି ଏକାଠି ହେବେ? ବିଶ୍ୱାସ ହେଉ ନ ଥିଲେ ବି କଥାଟା ସତ। ତେବେ କୌଣସି ଫିଲ୍ମରେ ନୁହେଁ, ଏକ ଫ୍ୟାସନ ଶୋ’ରେ […]

hyderabad
ଅସହାୟ ବୃଦ୍ଧାଙ୍କୁ ଜଣେ ଟ୍ରାଫିକ୍‌ ପୋଲିସ ନିଜ ହାତରେ ଖୁଆଇ ଦେଉଥିବା ଫଟୋ ଭାଇରାଲ୍

This gesture of Kukatpally traffic PS Home Guard B.Gopal (1275) towards a homeless woman by feeding her at JNTU shakes the heart @cpcybd @cyberabadpolice @TelanganaDGP @TelanganaCMO pic.twitter.com/tL7VO7Vt5J — Harsha Bhargavi (@pandiribhargavi) 1 April 2018

soa-gate (1)
ପ୍ରକାଶ ପାଇଲା ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା: ଟପ୍‌ ୧୦୦ରେ ଓଡ଼ିଶାର ୪

ନୂଆଦିଲ୍ଲୀ: କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା NIRF ବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମ୍ୱାର୍କ ‌ଆଜି ପ୍ରକାଶ ପାଇଛି। ଏଥିରେ ବିଶ୍ୱ ବିଦ୍ୟାଳୟ, କଲେଜ୍, ଇଞ୍ଜିନିୟରିଂ, ମ୍ୟାନେଜ୍‌ମେଣ୍ଟ, ମେଡିକାଲ, ଆର୍କିଟେକ୍ଚର, ଫାର୍ମାସୀ, ଲ ଏବଂ ସାମଗ୍ରିକ ବା ଓଭର-ଅଲ୍, ଏମିତି ୯ଟି ବର୍ଗରେ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀର ମିରଣ୍ଡା ହାଉସ୍ ଶ୍ରେଷ୍ଠ କଲେଜ୍ ବିବେଚିତ ହୋଇଛନ୍ତି। ଓଭର-ଅଲ୍ ରେଟିଂରେ IIT […]

smruti
‘ଫେକ୍ ନ୍ୟୁଜ୍’ ମାମଲାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟ୍ୱିଟ୍ : ପିସିଆଇ ଓ ଏନ୍‌ବିଏ ସବୁ ନିଷ୍ପତ୍ତି ନେବ

PIB Accreditation Guidelines asking Press Council of India & News Broadcasters Association to define & act against ‘fake news’ have generated debate. Several journalists & organisations have reached out giving positive suggestions regarding the same. 1/2 — Smriti Z Irani (@smritiirani) 3 April 2018

amitabh
ଅସୁସ୍ଥ ଥିବା ସତ୍ତ୍ୱେ ଅମିତାଭ ବଚ୍ଚନ ଗାଇଲେ ଗୀତ : ଟ୍ୱିଟ୍ କରି ପ୍ରଶଂସକଙ୍କୁ ଜଣାଇଲେ

T 2762 – The world of music knows no boundaries and no rest, despite late hours and medical procedures .. #102NotOut .. there is an additional song now .. I mean .. how can Production push a non singer to these limits .. BAADDUUMMBAAAA ???? pic.twitter.com/szB8Wa41jC — Amitabh Bachchan (@SrBachchan) 2 April 2018

coconut-1
ଜାଣନ୍ତୁ ନଡ଼ିଆ ପାଣିର ଉପକାରିତା

ନଡ଼ିଆ ପାଣିର ସ୍ୱାଦ ଭାରି ମିଠା। ଏହା ଆମ ଶରୀର ପାଇଁ ଖୁବ୍ ହିତକାରକ। ଏହାକୁ ଛୋଟ ଠାରୁ ବଡ଼ ସବୁ ବୟସ୍କର ଲୋକେ ପସନ୍ଦ କରିଥାନ୍ତି। ବର୍ଷର ସବୁ ସମୟରେ ଏହାର ଆବଶ୍ୟକତା ଥାଏ। ହେଲେ ଖରା ଦିନେ ଏହାର ଚାହିଦା ଖୁବ୍ ବଢ଼ିଯାଇଥାଏ। ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ – ୧ -ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ । ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ । […]

radar image
ରାଡାର ଇମେଜ୍ ଉପସ୍ଥାପନ କରି ପ୍ରମାଣ ଦେଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ :  ବାଲାକୋଟ୍ କାର୍ଯ୍ୟାନୁଷ୍ଠାନର ପରବର୍ତ୍ତୀ ଛକାପଞ୍ଝା ବେଳେ ପାକିସ୍ତାନର F-16କୁ ଖସାଇଥିଲେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ରାଡାର ଇମେଜ୍ ଉପସ୍ଥାପନ କରି ଆଜି ଏହାର ପ୍ରମାଣ ଦେଇଛି ଭାରତୀୟ ବାୟୁସେନା। ଏଲଓସିରେ ନିୟୋଜିତ ଆଓ୍ୱାକ୍ସ ରାଡାର ଦ୍ୱାରା ଉତ୍ତୋଳିତ ଚିତ୍ରରୁ ଏହାର  ସ୍ପଷ୍ଟ ପ୍ରମାଣ ମିଳିଥିବା ଏୟାର ଭାଇସ ମାର୍ଶାଲ RGK କପୁର କହିଛନ୍ତି। ଗତ ଫେବ୍ରୁଆରୀ ୨୭ ତାରିଖରେ ଏଲଓସିରେ ପାକ୍ ବାୟୁସେନାର ଏକ F-16 ବିମାନକୁ ଭାରତୀୟ ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ […]