ଚେନ୍ନାଇ: ଗୋଟିଏ ମଞ୍ଚରେ ଏକଜୁଟ୍ ହୋଇଛନ୍ତି ତାମିଲ୍ ଇଣ୍ଡଷ୍ଟ୍ରିର ସମସ୍ତ ସୁପରଷ୍ଟାର। ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତ, କମଲ ହସନ୍, ବିକ୍ରମ, ଧନୁଷ, ସଙ୍ଗୀତ ନିର୍ଦ୍ଦେଶକ ଇଲିଅରାଜା ସମେତ ଅନେକ ତାମିଲ କଳାକାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାବେରୀ ନଦୀ ମ୍ୟାନେଜ୍ମେଣ୍ଟ୍ ବୋର୍ଡ ଗଠନ ଦାବିରେ ଚେନ୍ନାଇରେ ଏମାନେ ଆନ୍ଦୋଳନକୁ ଓହ୍ଲାଇଇଛନ୍ତି। ଯଥା ଶୀଘ୍ର କାବେରୀ ନଦୀ ମ୍ୟାନେଜ୍ମେଣ୍ଟ୍ ବୋର୍ଡ ଗଠନ ଲାଗି ଦାବି କରିଛନ୍ତି ଏହି ସୁପରଷ୍ଟାର। କିଛି ଦିନ ତଳେ ଡିଏମ୍କେ ବନ୍ଦ ଡାକରା ଦେଇଥିବା […]
ନୂଆଦିଲ୍ଲୀ: ପିଲାମାନଙ୍କ ପ୍ରତି ପିତାମାତାଙ୍କର ଭଲପାଇବା ସବୁବେଳେ ଅତୁଟ ରହିଥାଏ। ଦୁନିଆରେ ବାପା-ମା’ଙ୍କ ଭଳି ଭଲପାଇବା ଆଉ ସେହ୍ନ କେଉଁଠୁ ବି ମିଳିନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ପିତା ଦୀର୍ଘ ୨୪ ବର୍ଷ ଧରି ତାଙ୍କର ହଜିଯାଇଥିବା ଝିଅକୁ ଖୋଜୁଥିଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ଏହି ଘଟଣା ସତ୍ୟ ବୋଲି ଜଣାପଡ଼ିଛି। ତେବେ ପଢ଼ନ୍ତୁ ପୂରା ଘଟଣା… ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଚାଇନାର ଚେଙ୍ଗ୍ଦୁ ସହରର। ୱାଙ୍ଗ ମିଙ୍ଗ୍କିଙ୍ଗ୍ […]
ମୁମ୍ବାଇ: ଆଇପିଏଲ ସିଜିନ୍ ଇଲେଭେନ୍ର ଉଦ୍ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗ୍ସର ଚମତ୍କାର ପ୍ରଦର୍ଶନ।ମୁମ୍ବାଇ ୱାଙ୍ଖଡେ ଷ୍ଟାଡ଼ିୟମ୍ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। । ଚେନ୍ନାଇ ବିଜୟର ମୁଖ୍ୟ ଭୂମିକା ନେଇଥିଲେ ଡ୍ୱେନ ବ୍ରାଭୋ। ସେ ଧୂଆଁଧାର ୬୮ ରନ୍ କରିଥିଲେ। ଟସ୍ ଜିତି ଚେନ୍ନାଇ ମୁମ୍ୱାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରଥମେ ଆସିଥିଲେ ଅଧିନାୟକ […]
Actor #SalmanKhan reaches Jodhpur Airport. #BlackBuckPoachingCase pic.twitter.com/RgsRFwrdfc — ANI (@ANI) 7 April 2018
ଯୋଧପୁର : ଅଭିନେତା ସଲମାନ ଖାନ୍ ଜେଲ୍ରୁ ଖଲାସ୍ ହେଲେ। ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଆଜି ଅପରାହ୍ନ ୩ଟା ବେଳେ ତାଙ୍କୁ ଜାମିନ ମିଳିଥିଲା। ଯୋଧପୁର ସେସନ୍ସ କୋର୍ଟରେ ଆଜି ଜାମିନ ଆବେଦନ ଶୁଣାଣି କରି ସନ୍ଧ୍ୟାରେ ସଲମାନ୍ ଜେଲ୍ରୁ ମୁକୁଳିବେ ବୋଲି କୋର୍ଟ କହିଥିଲେ। ତେବେ ସମସ୍ତ ପ୍ରକାର କାଗଜପତ୍ର କୋର୍ଟରେ ହାଜର କରାଯିବା ପରେ ସଲମାନ୍ ସନ୍ଧ୍ୟା ୫ଟା ୩୦ରେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍ରୁ ମୁକୁଳିଛନ୍ତି। ଏ ନେଇ ଏଏନ୍ଆଇ […]
ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଠକେଇ ମାମଲାର ସିବିଆଇର ଖୋଳତାଡ ଜାରି ରହିଛି। କେଉଁ ଉପାୟରେ, କିଭଳି ଠକେଇ କଲେ ନିରବ ମୋଦି ଓ ମେହୁଲ ଚୋକସି, ସେନେଇ ସିବିଆଇ ଅନୁସନ୍ଧାନ ଜାରି ରଖିଛି। ଠକେଇ ସମୟରେ ଆରବିଆଇର ପଲିସି କଣ ଥିଲା, ସେନେଇ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ.ଆର ଖାନଙ୍କୁ ସିବିଆଇ ପଚରାଉଚରା କରିଛି। ଅଭିଯୁକ୍ତ ନିରବ ମୋଦିଙ୍କୁ ଯେଉଁ ସମୟରେ ଏଲଓୟୁ ଜାରି ହୋଇଥିଲା, ସେତେବେଳେ ଆରବିଆଇର ପଲିସି କଣ ଥିଲା, […]