• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

vote star
ପ୍ରଥମ ଥର ଭୋଟ୍‌ ଦେବାକୁ ଯାଉଛନ୍ତି ଏହି ଷ୍ଟାର କିଡ଼ସ୍‌

ମୁମ୍ୱାଇ :  ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଭାରତରେ ଏବେ ନିର୍ବାଚନୀ ମାହୋଲ ସରଗରମ ଅଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆହୁରି ବହୁ ସ୍ଥାନରେ ଏହା ଅନୁଷ୍ଠିତ ହେବ। ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ କରିବା ନିମନ୍ତେ ନୂଆ ଭୋଟରମାନେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇବେ। ନିର୍ବାଚନ ଆୟୋଗଙ୍କ ମୁତାବକ, ଚଳିତ ଥର ପ୍ରାୟ  ୮ କୋଟି ୪୩ ଲକ୍ଷ ମତଦାତା ପ୍ରଥମ ଥର ଲାଗି ନିଜ ମତଦାନ ସାବ୍ୟସ୍ତ କରିବେ। ଅଧିକ ସଂଖ୍ୟକ […]

voting-
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ମତଦାନ

ଚେନ୍ନାଇ : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାମିଲନାଡୁର ୩୮ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଏଥିସହ ୧୮ଟି ବିଧାନସଭା ପାଇଁ ଉପନିର୍ବାଚନ ହେଉଛି। ଦିନ ୧ଟା ସୁଦ୍ଧା ୩୯.୪୨ ପ୍ରତିଶତ ଭୋଟିଂ ହୋଇଛି। ସେଣ୍ଟ୍ରାଲ ଚେନ୍ନାଇରେ ସବୁଠାରୁ କମ୍ ୨୨.୮ ପ୍ରତିଶତ ମତଦାନ ହୋଇଛି। ତାମିଲନାଡୁରେ ଏଆଇଏଡିଏମ୍‌କେ, ବିଜେପି, ପିଏମ୍‌କେ ମଧ୍ୟରେ ମେଣ୍ଟ ହୋଇଥିବା ବେଳେ କଂଗ୍ରେସ ଓ ଡିଏମକେ ମଧ୍ୟରେ ମେଣ୍ଟ ହୋଇଛି। ମତଦାନ ପୂର୍ବରୁ ଭେଲୋର ଲୋକସଭା ଆସନରେ ବିପୁଳ ପରିମାଣର […]

ipl
ଆଜି ହାଇଦ୍ରାବାଦ୍- ଚେନ୍ନାଇ ମୁକାବିଲା

ହାଇଦ୍ରାବାଦ୍‌ :  ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗସ୍। ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ ରହିଥିବାବେଳେ ହାଇଦ୍ରାବାଦ ୩ଟି ବିଜୟ ଓ ୪ଟି ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଶୀର୍ଷ ୪ଟି ସ୍ଥାନରେ ସ୍ଥାନ ରଖିବାକୁ ହେଲେ ସନରାଇଜର୍ସ ହାଇଦ୍ରାବାଦକୁ ଏହି ମ୍ୟାଚ୍ ନିଶ୍ଚିତ ଜିତିବାକୁ ପଡିବ। ସେପଟେ ଚେନ୍ନାଇର ଖେଳାଳି ଭଲ ଫର୍ମରେ ରହିଥିବା ବେଳେ ଏହି ମ୍ୟାଚରେ କଡ଼ା ଟକ୍କର […]

rain
କାଳବୈଶାଖୀ ଆଶଙ୍କା

ନୂଆଦିଲ୍ଲୀ : ଭାରତର ପଶ୍ଚିମାଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଭାରତରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କୁଆପଥର ବର୍ଷା ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଓଡ଼ିଶା ସହ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଜମ୍ମୁ ଓ କାଶ୍ମୀର, ହରିଆଣା, ପଂଜାବରେ କାଳବୈଶାଖୀର […]