• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

corona
କରୋନାକୁ ନେଇ ଆସିଲା ନୂଆ ଲକ୍ଷଣ

ନୂଆଦିଲ୍ଲୀ: କରୋନାର ନୂଆ ଲକ୍ଷଣ। ଯଦି ହଠାତ ଜଣେ ଗନ୍ଧ କିମ୍ବା ସ୍ୱାଦ ବାରି ପାରୁନାହାନ୍ତି, ତାହେଲେ ତାହା କରୋନାର ଲକ୍ଷଣ ବୋଲି ଧରାଯିବ। କରୋନାର ୮ଟି ଲକ୍ଷଣ ଭିତରୁ ଏହା ବି ଏକ ଲକ୍ଷଣ ଭାବେ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଡକ୍ୟୁମେଣ୍ଟରେ ସାମିଲ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏପଟେ ଦେଶରେ ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୧ ହଜାର ୪୫୮ ନୂଆ ଆକ୍ରାନ୍ତ। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]

Kangana Ranaut
ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ପାଦଦେବେ, ହୋଷ୍ଟ୍ ସାଜିବେ କଙ୍ଗନା

କଙ୍ଗନା କେବଳ ଏକ OTT ଡେବ୍ୟୁ କରିବାକୁ ଯାଉନାହାଁନ୍ତି ବରଂ ପ୍ରଥମ ଥର ପାଇଁ ଶୋ’ର ହୋଷ୍ଟ ହେବାକୁ ଯାଉଛନ୍ତି। ଶୋ’ର ହୋଷ୍ଟ ଭାବରେ କଙ୍ଗନା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ।

death
ଏନକାଉଣ୍ଟରରେ ଆଉ ୪ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ। ଜାମ୍ମୁ ଓ କାଶ୍ମୀର ସୋପିଆନ ଜିଲ୍ଲା ପିନଜୋରା ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ହିଜାବୁଲ୍ ମୁଜାହିଦ୍ଦିନର ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସ ଓ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ପିନଜୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ। ପରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ […]

sonu
ଉଦ୍ଧବଙ୍କୁ କାହିଁକି ଭେଟିଲେ ସୋନୁ ସୁଦ୍?

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍। ଗତକାଲି ରାତିରେ ମୁମ୍ବାଇ ସ୍ଥିତ ଠାକରେଙ୍କ ମାତୁଶ୍ରୀରେ ଆଲୋଚନା ହୋଇଛି। ସୋନୁ ସୁଦଙ୍କୁ ସମାଲୋଚନା କରିବା ସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ବୋଲି ଗତକାଲି ହିଁ କହିଥିଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ଏହାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସୋନୁଙ୍କ ଆଲୋଚନାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଅଧିକ ବଢ଼ିଛି। ମୁଖ୍ୟତଃ ସୋନୁଙ୍କ ସହ ଠାକ୍‌ରେ କଣ କଥାବାର୍ତ୍ତା […]