• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pak international
ଭୁଲରେ ସୀମା ପାର କରିଥିବା ପାକ୍ ନାଗରିକଙ୍କୁ ମୁକ୍ତ କଲା ଭାରତ

ଇସଲାମାବାଦ: ସଦ୍‌ଭାବନାର ନିଦର୍ଶନ ସ୍ୱରୂପ ଭାରତ ଦୁଇ ପାକ୍ ନାଗରିକଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଗତ ୧୧ ବର୍ଷ ତଳେ ବିଏସ୍‌ଏଫ୍ ଦ୍ୱାରା ଗିରଫ ହୋଇଥିଲେ । ବିଏସ୍‌ଏଫ ଦ୍ୱାରା ଗିରଫ ହୋଇଥିବା ଏହି ପାକିସ୍ତାନୀ ନାଗରିକ ହେଉଛନ୍ତି ମହମ୍ମଦ ୟାସିନ୍ ଓ ସଇନ୍ ଖାଁ । ୟାସିନ୍ ୧୧ ବର୍ଷ ପରେ ତା’ଙ୍କ ଘରକୁ ଫେରିଛନ୍ତି । ୨୦୦୭ ମସିହାରେ ଭୁଲରେ ସେ ଭାରତ ସୀମା ଭିତରକୁ ପଶି ଆସିଥିବାବେଳେ ବିଏଏସଫ […]

army
ମେଜରଙ୍କ ପତ୍ନୀଙ୍କ ହତ୍ୟା ମାମଲାରେ ଆଉ ଜଣେ ମେଜର୍ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ମେଜରଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହେଲେ ଆଉ ଜଣେ ମେଜର୍। ଅଭିଯୁକ୍ତ ମେଜର୍ ନିଖିଲ ହାଣ୍ଡୱାଙ୍କୁ ଉତ୍ତରପ୍ରଦେଶ ମିରଟ୍ଟରୁ ଗିରଫ କରିଛି ପୋଲିସ। ଗତକାଲି ଦିଲ୍ଲୀର ବ୍ରାର୍ ସ୍କୋୟାର ନିକଟରେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପ୍ରଥମରୁ ଏହା ଏକ ଦୁର୍ଘଟଣା ପରି ଲାଗୁଥିଲେ ମଧ୍ୟ ପରେ ଜଣାପଡ଼ିଲା ଯେ, ତାଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ା ଯାଇଛି। ଘଟଣାରେ ଅମିତ ଓ ଶୈଳଜାଙ୍କ […]

Ranveer-Bajirao-Mastani-
ଚର୍ଚ୍ଚାରେ ରଣବୀର - ଦୀପିକା ବାହାଘର ତାରିଖ; କେବେ ବାଜିବ ସାହାନାଇ ?

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାହାଘର ଆଉ ବେଶୀ ବିଳମ୍ବ ନୁହେଁ । ଖୁବ୍‌ ଶୀଘ୍ର ରିଲ୍ ଲାଇଫ୍‌ର ଏହି ହିଟ୍ ଯୋଡ଼ି ଏବେ ରିୟଲ ଲାଇଫ୍‌ରେ ବାନ୍ଧି ହେବାକୁ ଯାଉଛନ୍ତି । ଯାହା ଶୁଣାଯାଉଛି, ବିବାହ ତାରିଖ ମଧ୍ୟ ପକ୍କା ହୋଇସାରିଲାଣି । ତେବେ ଗଣମାଧ୍ୟମ ଚର୍ଚ୍ଚାରୁ ଦୂରେଇ ରହିବାକୁ ଉଭୟ ପରିବାର ତାରିଖକୁ ଗୋପନ ରଖିଛନ୍ତି । କିନ୍ତୁ ଦୀପିକା ଯେହେତୁ ନୂଆ ପ୍ରୋଜେକ୍ଟ ସାଇନ୍ କରିବା […]

anti sex bed in tokyo olympics
ଏଥର ଟୋକିଓ ଅଲମ୍ପିକରେ ଖେଳାଳିଙ୍କ ପାଇଁ ଆଣ୍ଟି ସେକ୍ସ ବେଡ୍‌

ଏଥର ଅଲମ୍ପିକର ଖେଳାଳିଙ୍କ ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ଧରଣର ବେଡ୍‌। ଆକ୍ଟି ସେକ୍ସ ବେଡ୍‌। କ’ଣ ଏହି ଆଣ୍ଟି ସେକ୍ସ ବେଡ୍‌ ? କେଉଁଥିରେ ଏହା ତିଆରି ହୋଇଛି ?

Neha Dhupia
ପୁଣି ମା’ ହେବେ ନେହା, ସୋସିଆଲ୍ ମିଡିଆରେ ଦେଲେ ଖବର

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ନେହା ଧୁପିଆ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।

team
ପୁଣେ ଟେଷ୍ଟରେ ଟିମ୍ ଇଣ୍ଡିଆର ବିରାଟ ବିଜୟ

ପୁଣେ  : ପୁଣେ ଟେଷ୍ଟରେ ଭାରତର ବିରାଟ ବିଜୟ। ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ୍ ଓ ୧୩୭ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୧୮୯ ରନ୍‌ରେ ଅଲ୍ ଆଉଟ୍ ହୋଇଛି। ଏହି ଇନିଂସରେ ରବିନ୍ଦ୍ର ଜାଡେଜା ଓ ଉମେଶ ଯାଦବ ୩ଟି ୱିକେଟ୍‌ ନେଇଥିବା ବେଳେ ଅଶ୍ୱିନ୍‌ଙ୍କୁ ମିଳିଛି ଦୁଇଟି ୱିକେଟ୍। ପୁଣେ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ୬୦୧ ରନ୍‌ର ବିଶାଳ ସ୍କୋର ଦେଇଥିଲା ଟିମ୍ ଇଣ୍ଡିଆ […]

sunny
ସନ୍ନି ଦେଓଲ ଓ କରିସ୍ମା କପୁର ନିର୍ଦ୍ଦୋଷରେ ଖଲାସ

ଜୟପୁର : ଦୀର୍ଘ ୨୨ ବର୍ଷ ତଳ ମାମଲାର ଅନ୍ତ ଘଟିଛି। ଆଜି ବିଜେପି ସାଂସଦ ସନ୍ନି ଦେଓଲ ଓ ଅଭିନେତ୍ରୀ କରିସ୍ମା କପୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବେଆଇନ୍‌ ଭାବେ ଫିଲ୍ମ ଶୁଟିଂ ବେଳେ ଏକ ଦ୍ରୁତଗାମୀ ଟ୍ରେନର ଜରୁରିକାଳୀନ ଚେନ୍‌ ପୁଲିଂ କରିଥିବା ଅଭିଯୋଗରେ ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ରାଜସ୍ଥାନର ଏକ ରେଳବାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଉଭୟ ସେଲିବ୍ରିଟି ସେସନ୍ସ କୋର୍ଟରେ […]

test
ପୁଣେ ଟେଷ୍ଟ , ଦକ୍ଷିଣ ଆଫ୍ରିକାକୁ ୨୭୫ ରନରେ ରୋକିଲା ଭାରତ

ପୁଣେ: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନକୁ ଆଧାର କରି ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୭୫ ରନରେ ଅଲଆଉଟ୍ ହୋଇଛି। ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୬୦୧ ରନ୍ ଘୋଷଣା କରିଥିଲା। ଫଳରେ ଭାରତ ଭାରତ ୩୨୬ ରନର ଅଗ୍ରଣୀ ହାସଲ କରିଛି। ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର ନିରାଶ କରିଥିବା ବେଳେ ଶେଷଭାଗରେ ଭର୍ନନ୍ ଫିଲାଣ୍ଡର୍ ଓ କେଶବ ମହାରାଜ ଶତକୀୟ ଭାଗୀଦାରୀ କରି ନିଜ […]

hotel3
ଆକାଶରେ ବସି ଖାଇବାକୁ ଇଚ୍ଛା ଅଛି କି ? ଏହି ହୋଟେଲ୍‌ ଏମିତି ସୁବିଧା ଦେଉଛି

ନୋଏଡ଼ା : ନୋଏଡ଼ାରେ ଏମିତି ଏକ ହୋଟେଲ୍‌ ଖୋଲିଛି , ଯାହାକି ଏଠି ଖାଇବାର ମଜା ନିଆରା। ଲୋକେ ମଧ୍ୟ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବହୁତ ପସନ୍ଦ କରିଛନ୍ତି। ଏହି ହୋଟେଲ୍‌ ଲୋକମାନଙ୍କୁ ଭୂମି ଠାରୁ ୧୬୦ ଫୁଟ ଉଚ୍ଚରେ ଖାଦ୍ୟ ଖାଇବାକୁ ଦେଉଛି।  ଦୁଃସାହସିକତା କାର୍ଯ୍ୟକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଏହି ହୋଟେଲ୍‌ଟି ଏବେ ଖୁବ୍‌  ଲୋକପ୍ରିୟ ପାଲଟିଛି। ଯେଉଁ ଲୋକମାନେ ଏବେ ସୁଧା ସ୍ଲାଇଡିଂ ଓ ସୁଇଙ୍ଗରେ ଆନନ୍ଦ ଉପଭୋଗ କରିଥିଲେ, ସେମାନେ […]

yoga
୧୫ ମିନିଟ୍‌ର ଆସନ ବିଭିନ୍ନ ସମସ୍ୟାର ଉପଶମକାରୀ ...

 ଦିନକୁ ଦିନ ମଣିଷ ଯନ୍ତ୍ରମାନବ ପାଲଟିଗଲାଣି। ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ସମୟ ପାଉନି। ଫଳରେ ନାନା ଶାରୀରିକ ସମସ୍ୟା ଦେଖାଦେଉଛି।  ଆଉ ଏହାପରେ ପ୍ରତିକାର କଥା ଚିନ୍ତା କରୁଛି । ଆଜିକାଲି ମେଦବୃଦ୍ଧି , ଗ୍ୟାସ,  ଜଙ୍ଘ , ନିତମ୍ୱ ଓ ଅଣ୍ଟା ଆଦିରେ ଚର୍ବି ବଢ଼ିବା , ଅମ୍ଲପିତ୍ତ ଓ ମେଦବୃଦ୍ଧି  ପ୍ରଭୃତି ସମସ୍ୟା ଦେଖାଦେଉଛି। ଆଉ ଏହା ଆମର ବେପରୁଆ ଦୈନିକ ଜୀବନଶୈଳୀ ଯୋଗୁଁ ହିଁ  ଘଟୁଛି। […]

modi
ମୋଦିଙ୍କର କରୁଥିଲେ ଅପପ୍ରଚାର : ପାକ୍‌ ସୋଶାଲ ମିଡିଆ ଗ୍ରୁପ୍‌ର ପର୍ଦ୍ଦାଫାସ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ପକ୍ଷରୁ ସୋଶାଲ ମିଡିଆରେ କରାଯାଉଥିବା ଅପପ୍ରଚାରର ପର୍ଦ୍ଦାଫାସ ହୋଇଛି। ଆଜି ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅନଔପଚାରିକ ଆଲୋଚନା ହୋଇଛି। ଏହି ସମ୍ପର୍କର ସେତୁ ଗଠନ ହେବା ପୂର୍ବରୁ ଆଜି ସକାଳୁ ସୋଶାଲ ମିଡିଆରେ ମୋଦି ବିରୋଧୀ ପ୍ରଚାର ଆରମ୍ଭ ହୋଇଥିଲା। ହ୍ୟାଶଟ୍ୟାଗ ମୋଦି ଗୋ-ବ୍ୟାକ୍‌(#Modigoback) ଟ୍ରେଡିଂ କରିଥିଲା। ଏହାପରେ ସରକାରୀ ସ୍ତରରେ ଛାନଭିନ୍‌ କରାଯାଇଥିଲା। ଛାନଭିନ୍‌ ସମୟରେ ଏହି ସୋଶାଲ […]

du
ନିଜ ରେକର୍ଡ ନିଜେ ଭାଙ୍ଗିଲେ

ରାଞ୍ଚି : ରାଞ୍ଚିରେ ଚାଲିଥିବା ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଶାର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ୧୦୦ ମିଟରରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ୧୦୦ ମିଟରରେ ଜାତୀୟ ରେକର୍ଡ ୧୧.୨୬ ସେକେଣ୍ଡ ଥିଲା। କିନ୍ତୁ ଶୁକ୍ରବାର ଦୂତୀ ୧୧.୨୨ ସେକେଣ୍ଡରେ ୧୦୦ ମିଟର୍ ଅତିକ୍ରମ କରି ଏହି ରେକର୍ଡକୁ ପଛରେ ପକାଇଛନ୍ତି। ମହିଳା ୧୦୦ ମିଟରରେ ପୂର୍ବ ଜାତୀୟ ରେକର୍ଡ ଉଭୟ ଦୂତୀ ଓ ରଚିତା ମିସ୍ତ୍ରୀ (୧୧.୨୬ ସେକେଣ୍ଡ)ଙ୍କ ନାଁରେ ଥିଲା। ଏହି […]