• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

missing leady
‘ଯାହାକୁ ମାରିଦିଆଯାଇଥିଲା’ ସିଏ ପ୍ରେମିକକୁ ବାହା ହୋଇ ଦିଲ୍ଲୀରେ ରହୁଛି

ଲକ୍ଷ୍ନୌ: ‘ଯାହାକୁ ମାରିଦିଆଯାଇଥିଲା’ ସିଏ ପ୍ରେମିକକୁ ବାହା ହୋଇ ଦିଲ୍ଲୀରେ ରହୁଛି । ଏହା ଏମିତି ଏକ ରୋଚକ ଖବର ଯାହା ଆପଣ ବିଶ୍ୱାସ କରିବେ ନାହିଁ। କିନ୍ତୁ ଘଟଣା ଶତ ପ୍ରତିଶତ ସତ୍ୟ। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ। ଶାଶୁଘରୁ ଜଣେ ମହିଳା ତାଙ୍କ ପ୍ରେମିକ ସାଙ୍ଗରେ ଗାଏବ ହୋଇଗଲେ। ଯାହାର  କେହି ଟେର ବି ପାଇଲେ ନାହିଁ। ଏମିତି କି ମହିଳାଙ୍କ ବାପା ମା ମଧ୍ୟ ଜାଣିପାରିଲେ ନାହିଁ। ତେଣୁ […]

ipl
ଆଇପିଏଲ୍ ଲଢ଼େଇ: ଆରସିବିକୁ ହରାଇ ଦିଲ୍ଲୀ ବିଜୟୀ, ରାଜସ୍ଥାନକୁ ହରାଇ ମ୍ୟାଚ୍‌ ଜିତିଲା କେକେଆର୍‌

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଜାରି ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପରାଜୟ ଧାରା। ରବିବାର ଆଇପିଏଲରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆରସିବିକୁ ୪ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ପ୍ରଥମେ  ବ୍ୟାଟିଂ କରି  ରୟାଲ୍ସ ଚାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ  ୮ ୱିକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିଥଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୬ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ୨୧  ରନ୍‌ ଦେଇ ୪ଟି ୱିକେଟ୍ ନେଇଥିବା […]

ginger-turmeric-tea
ଓଜନ କମାଇବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ସବୁ ଜିନିଷରେ ତିଆରି ପାନୀୟ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅନ୍ୟକ ଲୋକ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ହଜମ ସମସ୍ୟା ଯୋଗୁ ମଧ୍ୟ ଓଜନ ବଢ଼ିଥାଏ। ଅଦା, ହଳଦୀ,ମହୁ ଇତ୍ୟାଦି ହଜମ ସମସ୍ୟା ଦୂର କରିବା ସହିତ ଓଜନ ମଧ୍ୟ କମାଇଥାଏ। ତେବେ ଆପଣ ଓଜନ କମାଇବାକୁ ଚାହୁଁଥିଲେ ଏହି ସବୁ ଜିନିଷରେ ପାନୀୟ ପ୍ରସ୍ତୁତ କରି ସକାଳେ ଖାଲି ପେଟରେ ପିଅନ୍ତୁ। ପଢ଼ନ୍ତୁ ଏହି […]

abortion
ଆଜିର ଅନୁଚିନ୍ତା: ହରିବାବୁ କରିଥିଲେ ଏହି ଭୁଲ୍‌, ସାରା ଜୀବନ ପଶ୍ଚାତାପ କଲେ

-ଓମ୍‌ପ୍ରକାଶ ସାହୁ ମଣିଷ ଜୀବନ ସାରା ବହୁତ ଭୁଲ୍‌ କରିଥାଏ। ହେଲେ ଗୋଟିଏ ଗୋଟିଏ ଭୁଲ୍‌ ପାଇଁ ସାରା ଜୀବନ ପସ୍ତାଇବାକୁ ପଡ଼ିଥାଏ। ଭୁଲ୍‌ ଠିକ୍‌ ବିଚାର କରିବାର ଶକ୍ତି ମଣିଷର ଥିବାରୁ ତାକୁ ସବୁଠୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ। ତଥାପି ମଣିଷ ଏମିତି ଭୁଲ୍‌ ପରେ ଭୁଲ୍ କରି ଚାଲିଛି। ମଣିଷ ଜନ୍ମ ଦୁର୍ଲଭ। ଅନ୍ତତଃ କାହାର କିଛି କ୍ଷତି କରିବା, କାହାକୁ ଠକିବା ପୂର୍ବରୁ, କିଛି ଅନ୍ୟାୟ ଅନୀତି କରିବା ପୂର୍ବରୁ ଦୁଇ […]

Representational
ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ପୁଲିସ୍‌ ଅଫିସରଙ୍କ ପରିବାର

ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ପୁଲିସ୍‌ ଅଫିସରଙ୍କ ପରିବାର। ଗତକାଲି ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଆତଙ୍କବାଦୀମାନେ ପୁଲିସ୍‌ କର୍ମଚାରୀଙ୍କ ପରିବାରର ୫ଜଣ ସଦସ୍ୟଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ପୁଲୱାମା, ଅନନ୍ତନାଗ ଓ କୁଲ୍‌ଗାମ୍‌ ଜିଲ୍ଲାରେ ରହୁଥିବା ପୁଲିସ୍‌ କର୍ମଚାରୀଙ୍କ ଘର ଭିତରକୁ ପ୍ରବେଶ କରି ସେମାନଙ୍କ ପରିବାର ଲୋକଙ୍କୁ ଅପହରଣ କରିଥିଲେ। ଅପହରଣ ହୋଇଥିବା ପରିବାର ଲୋକଙ୍କ ମଧ୍ୟରେ ଜଣେ ପୁଲିସ୍‌ ଅଫିସରଙ୍କ ଭାଇ ଓ ଅନ୍ୟ ଜଣେ […]