• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

deepika
ଖୁବ୍‌ ଶୀଘ୍ର ବିବାହ ତାରିଖ ଘୋଷଣା କରିବେ ଦୀପିକା! ଦେଲେ ଏମିତି କିଛି ସଙ୍କେତ...

ମୁମ୍ବାଇ: ଦୀପିକା ପାଦୁକୋନ୍‌ ଓ ରଣବୀର ସିଂ ବଲିଉଡ୍‌ ସେଲେବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯିଏକି ଚଳିତ ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଉଭୟଙ୍କ ରିଲେସନ୍‌ସିପ୍‌କୁ ନେଇ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ି ଚଳିତ ବର୍ଷ ନଭେମ୍ବରରେ ବିବାହ କରିପାରନ୍ତି। ଏପରିକି ସେମାନଙ୍କ ମ୍ୟାରେଜ୍‌ ଭେନ୍ୟୁ ମଧ୍ୟ ସ୍ଥିର ହୋଇଯାଇଛି। ଯାହାକୁ ନେଇ ସୋଶାଲ୍‌ ମିଡିଆରେ ଅନେକ ଖବର ଶୁଣିବାକୁ ମିଳୁଛି। କିନ୍ତୁ ଏସବୁକୁ ନେଇ ଦୀପିକା ଓ […]

Jain Monk Tarun Sagar
ଜୈନ ମୁନି ତରୁଣ ସାଗରଙ୍କ ପରଲୋକ

ନୂଆଦିଲ୍ଲୀ: ଜୈନ ମୁନି ତରୁଣ ସାଗରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ଦିଲ୍ଲୀର ରାଧାପୁରୀ ଜୈନ ମନ୍ଦିରରେ ଆଜି ଭୋର୍‌ ୩ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣ୍ଡିସ୍‌ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଏଥିପାଇଁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଜୈନ ମୁନି ତରୁଣ ସାଗରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବହୁ […]

ipl
ହାଇଦ୍ରାବାଦକୁ ହରାଇଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

ନୂଆଦିଲ୍ଲୀ: ଗତକାଲି ଆଇପିଏଲରେ ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସନ୍‌ ରଇଜର୍ସ ହାଇଦ୍ରାବାଦ ୨୦ ଓଭରରରେ ୪ ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଦିନାୟକ ଡେଭଡ ୱାର୍ଣ୍ଣର ସର୍ବାଧିକ ୭୦ ରନ୍ କରିଥିବା ବେଳେ ଅଲରାଉଣ୍ଡର ବିଜୟ ଶଙ୍କର ୨୬ ରନ୍ କରିଥିଲେ। ଯବାବରେ ପଞ୍ଜାବ ୧୯ ଓଭର ୫ଟି ବଲରେ ୪ ୱିକେଟ୍ […]

bread
ବିନା ଅଣ୍ଡାରେ ତିଆରି କରନ୍ତୁ ବ୍ରେଡ୍‌ ଅମ୍‌ଲେଟ୍‌

ସକାଳ ଜଳଖିଆରେ ହେଉ ବା ପିଲାଙ୍କ ଟିଫିନ୍‌ ପାଇଁ ସବୁବେଳେ ଆମେ ସୁସ୍ଥ ଓ ଅଳ୍ପ ସମୟ ମଧ୍ୟରେ ହୋଇପାରୁଥିବା ଖାଦ୍ୟ ପସନ୍ଦ କରିଥାଉ। ସେଥିପାଇଁ ବ୍ରେଡ୍‌କୁ ଆମେ ଏକ ସ୍ୱ୍ୟାସ୍ଥ୍ୟକର ଖାଦ୍ୟ ଭାବେ ଖାଇଥାଉ। ଅଧିକାଂଶ ଲୋକ ବ୍ରେଡ୍‌ ସହ ଜାମ୍‌ କିମ୍ବା ବଟର୍‌ ଲଗାଇ ଏହାକୁ ଖାଇଥାନ୍ତି। ଏହି ବ୍ରେଡ୍‌କୁ ଆହୁରି ସୁସ୍ୱାଦୁ କରିବା ପାଇଁ ପ୍ରସ୍ତୁତ କରନ୍ତୁ ବିନା ଅଣ୍ଡାରେ ବ୍ରେଡ୍‌ ଅମ୍‌ଲେଟ୍‌। ଯାହା ଖାଲି କମ୍‌ ସମୟରେ ହୋଇନଥାଏ ସୁସ୍ୱାଦୁ ମଧ୍ୟ […]

exam
GATE 2019 ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଗେଟ୍‌ (Graduate Aptitude Test in Engineering) ୨୦୧୯ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଯାଇ ଆପ୍ଲିକେସନ୍‌ ଫର୍ମ ପୂରଣ କରିପାରିବେ। ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାର ଶେଷ ତାରିଖ ନଭେମ୍ବର ୧୬। ସେହିପରି ଆଡ୍‌ମିଟ୍‌ କାର୍ଡ ୨୦୧୯ ମସିହା ଜାନୁଆରୀ ୪ରେ ଉପଲ୍ଲବ୍ଧ ହେବ। ୨୦୧୯ ମସିହା ଫେବୁଆରୀ ୨, ୩, ୯ ଓ ୧୦ ତାରିଖରେ GATE 2019 ପରୀକ୍ଷା ଅନୁଷ୍ଠିତ […]