ସମ୍ବଲପୁର : ପୁଣି ଫାଟିଲା ମୋବାଇଲ ବ୍ୟାଟେରୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଡନସନାଡିହି ଗାଁରେ ଘଟିଛି ଏହି ଅଘଟଣ । ଗାଁରେ ଦୁଷ୍ମନ୍ତ ଖର୍ସେଲ୍ ମୋବାଇଲ ବ୍ୟାଟେରୀ କାଢ଼ି ଚାର୍ଜ କଲା ବେଳେ ବିସ୍ଫୋରଣ ହୋଇଥିଲା। ଫଳରେ ସେ ଗୁରୁତର ଅାହତ ହୋଇଛନ୍ତି। ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି।
ପୁଣି ଗୁରୁବାର ପୂର୍ବାହ୍ନ୧୨ଟାରେ Jio.comରେ jio phone 2ର ସେଲ୍ ଆରମ୍ଭ ହୋଇଛି । ପାଖାପାଖି ୨ ସପ୍ତାହର ବ୍ୟବଧାନ ପରେ ଏହି jio phone 2ର ଫ୍ଲାଶ୍ ସେଲ୍ କରାଯାଇଛି । ପ୍ରଥମ ସେଲ୍ କିଛି ମିନିଟ୍ରେ ସରିଯାଇଥିଲା। ଏହି ସମୟରେ ଅନେକ ୟୁଜରଙ୍କୁ ‘page under maintenance’ ର ମେସେଜ୍ ମିଳିଥିଲା। jio phone 2ର ଦାମ୍ ଗତ ମାସର ଶେଷ ଭାଗରେ ଭାରତୀୟ ବଜାରକୁ ଆସିଛି ଏହି ସ୍ମାର୍ଟ୍ ଫୋନ୍ jio phone […]
ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍ ହେବ। ପୂର୍ବରୁ ୫ ତାରିଖରେ ଫିଲ୍ମର ରିଲିଜ୍ କରାଯିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀକୁ ନେଇ ହୋଇଥିବା ଏହି ଫିଲ୍ମର ରିଲିଜ୍ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ସାନି ଆବେଦନ ହୋଇଥିଲା। ଏସମ୍ପର୍କିତ ମାମଲାର ଶୁଣାଣି ଏପ୍ରିଲ ୮ରେ ହେବ। ତେବେ ଶୁଣାଣି ପୂର୍ବରୁ ଫିଲ୍ମ ନିର୍ମାତା ପୁଣି ଥରେ ରିଲିଜ୍ ତାରିଖ […]
ନୂଆଦିଲ୍ଲୀ: ହାତ ଧରିଲେ ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି ସେ କଂଗ୍ରେସ ଶିବିରରେ ଯୋଗ ଦେଇଛନ୍ତି। କଂଗ୍ରେସରେ ସାମିଲ ହେବା ପରେ ଶତ୍ରୁଘ୍ନଙ୍କୁ ଦଳ ବିହାରର ପାଟନା ସାହିବ ଲୋକସଭା ଆସନ ପାଇଁ ଟିକେଟ୍ ଦେଇପାରେ। ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ରାହୁଲ ଗାନ୍ଧିଙ୍କୁ ଭେଟି ଶତ୍ରୁଘ୍ନ ଆଲୋଚନା କରିଥିଲେ। ବହୁ ଦିନ ଧରି ବିଦ୍ରୋହୀ ସାଜିଥିବା ଶତ୍ରୁଘ୍ନଙ୍କୁ ଚଳିତବର୍ଷ […]
– ଓମ୍ପ୍ରକାଶ ସାହୁ ଈଶ୍ୱର ସବୁଠି ବିଦ୍ୟମାନ। ତାଙ୍କୁ ଦେଖିହୁଏ ନାହିଁ । କିନ୍ତୁ ଅନୁଭବ କରିହୁଏ। ତେଣୁ ବିଶ୍ୱାସେ ମିଳନ୍ତି ହରି ବୋଲି କୁହାଯାଏ। ଅର୍ଥାତ୍ ମଣିଷ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ନିକଟରେ ସମର୍ପିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରିପାରିବ ନାହିଁ । ଈଶ୍ୱରୀୟ ସତ୍ତା ଅନୁଭବ କରିବାର ତୃଷ୍ଣା ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ କିଛି ବି ସମ୍ଭବ ନୁହେଁ। ବିନା ବିଶ୍ୱାସରେ ମନ୍ତ୍ର […]
ଭଦ୍ରକ : ଯୁବକଙ୍କ କାଠଫାଳିଅା ଅାକ୍ରମଣରେ ଦମ୍ପତି ମୃତ। ଝିଅ ଗୁରୁତର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମାଳବାଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାରୁ ତ୍ରିଲୋଚନ ସେନାପତି ନାମକ ଯୁବକ ଗାଁର ସୁଧାକର ବିଶ୍ୱାଳଙ୍କ ପରିବାର ଉପରେ ଅାକ୍ରମଣ କରିଥିଲେ। ଏକ କାଠ ଫାଳିଅାରେ ତ୍ରିଲୋଚନ ସୁଧାକର, ତାଙ୍କ ପତ୍ନୀ ସର ବିଶ୍ୱାଳ ଓ ଝିଅକୁ ଅାକ୍ରମଣ କରିଥିଲା। ଘଟଣାସ୍ଥଳରେ ସର ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ସୁଧାକରଙ୍କୁ ଚାନ୍ଦବାଲି ମେଡିକାଲ ନିଅାଯିବା […]