• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

vlcsnap-error637
ଡିଏମ୍‌କେର ସଭାପତି ଦାୟିତ୍ୱ ନେଲେ ଏମ୍‌.କେ.ଷ୍ଟାଲିନ୍

ନୂଆଦିଲ୍ଲୀ: ଦୀର୍ଘ ୪୯ ବର୍ଷ ପରେ ଡିଏମକେକୁ ମିଳିଲା ନୂଅା ମୁଖିଅା। ଦଳର ନୂଅା ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ଏମ୍‌.କେ.ଷ୍ଟାଲିନ୍। ଅାଜି ଦଳର ସାଧାରଣ ପରିଷଦ ବୈଠକରେ ଷ୍ଟାଲିନ୍‌ଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ଗତ ରବିବାର ଏଥିପାଇଁ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲ। ଏକମାତ୍ର ପ୍ରର୍ଥୀ ଭାବେ ନୋମିନେସସନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏମ୍. କରୁଣାନିଧିଙ୍କ ପୁତ୍ର ୬୫ ବର୍ଷୀୟ ଷ୍ଟାଲିନ୍‌ ୨୦୧୭ରୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ […]

varvara
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲା; ବିପ୍ଳବୀ କବି ଭରଭରା ରାଓ ଗିରଫ

ହାଇଦ୍ରାବାଦ/ ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ‘ଷଡ଼ଯନ୍ତ୍ର’ ଅଭିଯୋଗରେ ପୁଣେ ପୁଲିସ୍‌ ଆଜି ପ୍ରଖ୍ୟାତ ବିପ୍ଳବୀ କବି ତଥା ମାଓ ଚିନ୍ତକ ଭରଭରା ରାଓଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଭରଭରାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ସାମ୍ବାଦିକ, ଜଣେ ପ୍ରଫେସର ଅଛନ୍ତି। ମାଓବାଦୀ ମାନଙ୍କ ସହ ଲିଙ୍କ ଥିବା ଅଭିଯୋଗରେ ପୁଣେ ପୁଲିସ ଅାଜି ଦିଲ୍ଲୀ, ଫରିଦାବାଦ, ଗୋଅା, ମୁମ୍ବାଇ, ରାଞ୍ଚି, ହାଇଦ୍ରାବାଦରେ ଚଢଉ କରିଥିଲା। ପୁଣେ […]

tajindar
କ୍ୟାନ୍ସର ପୀଡ଼ିତ ବାପାଙ୍କୁ ସ୍ୱର୍ଣ୍ଣ ପଦକ ଉତ୍ସର୍ଗ କଲେ ଏହି ଆଥ୍‌ଲେଟ୍‌

ନୂଆଦିଲ୍ଲୀ: କ୍ୟାନ୍ସର୍‌ ସହ ଯୁଝୁଥିବା ମୋ ବାପା କହିଥିଲେ, “ ତୁମେ ଆଗକୁ ବଢ଼, ଯାହା ହେବ ଦେଖାଯିବ” ଏଥିପାଇଁ ଏସିଆନ ଗେମ୍ସର ଏହି ଗୋଲ୍ଡ ମେଡାଲ ମୋ ପିତା ଓ ମୋ ପରିବାରକୁ ସମର୍ପିତ। ଏସିଆନ୍‌ ଗେମ୍ସରେ ଶଟ୍‌ଫୁଟ୍‌ରେ ସ୍ୱର୍ଣ୍ଣ ଜିତିବା ପରେ ଏହା ଥିଲା ଭାରତୀୟ ଆଥ୍‌ଲେଟ ତଜିନ୍ଦର ସିଂ ପାଲ୍‌ଙ୍କ ମନର କଥା। ଏକ ଇଣ୍ଟରଭିୟୁରେ ସେ ତାଙ୍କ ଖେଳ ଜୀବନ ସହ ଜଡ଼ିତ ଅନେକ କଥା ସାମ୍ନାକୁ ଆଣିଛନ୍ତି। ଗୋଲ୍ଡ ମେଡାଲକୁ […]

hirakud
ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା

ସମ୍ବଲପୁର: ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଆଜି ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୨୫ଟି ଗେଟ୍ ଖୋଲାଯିବାକୁ ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ଏନେଇ ମହାନଦୀ ଅବବାହିକା ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଆଲର୍ଟ ଜାରି କରିଛନ୍ତି। ୨୫ ଗେଟ୍‌ରେ ହୀରାକୁଦରୁ ୪ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବ। ଆବଶ୍ୟକ ହେଲେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ୩୦ତାରିଖ ସକାଳ ସୁଦ୍ଧା ଏହା ବୃଦ୍ଧି ପାଇ […]

IPL-123
ଆଜି ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌ରେ ରାଜସ୍ଥାନ ରୋୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର ହେବ। ରାତି ୮ଟାରେ ଜୟପୁରରେ ଏହି ମ୍ୟାଚ୍ ଖେଳାଯିବ।  

job
ଦଶମ ପାସ୍‌ ପିଲାଙ୍କ ପାଇଁ ୧୮ ହଜାରୁ ଅଧିକ ସରକାରୀ ପଦବୀ ଖାଲି, ତୁରନ୍ତ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ସରକାରୀ ଚାକିରି ପାଇବା ପାଇଁ ଏକ ଭଲ ସୁଯୋଗ ଆଣିଛନ୍ତି ହରିୟାଣା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ। ଗ୍ରୁପ୍‌ ଡି’ର ବିଭିନ୍ନ ପଦବୀ ଲାଗି ହରିୟାଣା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦବୀ ଲାଗି ୧୮ ହଜାର ୨୧୮ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇ ନିଯୁକ୍ତି ଦିଆଯିବ। ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୯ ରୁ ଆରମ୍ଭ ହେବ। ସେପ୍ଟେମ୍ବର ୧୮ ଆବେଦନର […]

ipl
ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଦମଦାର ବିଜୟ

ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଦମଦାର ବିଜୟ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସାମ୍ କୁରାନ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ୧୪ରନରେ ଦିଲ୍ଲୀକୁ ପରାସ୍ତ କରିଛି। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍‌ ହରାଇ ୧୬୬ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଡେଭିଡ ମିଲର ୪୩ ରନ୍‌ ଓ ସର୍ଫରାଜ ଖାନ୍ ୩୯ ରନ୍‌ କରଥିଲେ। ଦିଲ୍ଲୀ ପକ୍ଷରୁ ନେପାଳୀ ସ୍ପିନର ସନ୍ଦୀପ ଲାମିଚାନେ ୨୭ ରନ୍‌ ଦେଇ ୨ଟି […]

tato
୧୭ ବର୍ଷର ଝିଅକୁ ନିର୍ଯାତନା; ଦୁଇ ମାସ କାଳ ଦୁଷ୍କର୍ମ, ଦେହସାରା ଟାଟୁ ବନାଇଲେ ଅଭିଯୁକ୍ତ

ରବାଟ୍(ମରକ୍ଖୋ): ମାନବିକତାର ସବୁ ସୀମାକୁ ଭୁଲିଯାଇ ମଣିଷ କେତେ ଯେ ନୃଶଂସ ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଏମିତି ଏକ ଦେହଥରା ଘଟଣା ଘଟିଛି ମରୋକ୍କୋର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହିତ। ମରୋକୋର ଆଞ୍ଚଳିକ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହୋଇଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହେବା ସହ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଖ‍ବର ମୁତାବକ, ଜଣେ ୧୭ ବର୍ଷର ଝିଅକୁ ୧୩ ଜଣ ଦୁର୍ବୃତ୍ତ ଦୁଇ […]

parineet
ପରିଣୀତିଙ୍କ ଡ୍ରେସ୍‌କୁ ନେଇ ସୋଶାଲ୍‌ ମିଡିଆରେ ଝଡ଼

ମୁମ୍ବାଇ: ବିଲିଉଡ୍‌ର ବହୁ ପ୍ରତିକ୍ଷୀତ ସିନେମା ‘ନମସ୍ତେ ଲଣ୍ଡନ’ର ପ୍ରମୋଶନ ଜୋରଦାର ଚାଲିଛି। ଏହି ରୋମାଣ୍ଟିକ କମେଡି ଫିଲ୍ମରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଅର୍ଜୁନ କପୁର ନଜର ଆସିବେ। ଫିଲ୍ମର ପ୍ରମୋଶନକୁ ନେଇ ଉଭୟ ବେଶ୍‌ ଉତ୍ସାହିତ ଅଛନ୍ତି। ଫିଲ୍ମ ନିର୍ମାତାଙ୍କ ସହ ହିରୋ ହିରୋଇନ ସୋଶାଲ୍‌ ମିଡିଆରେ ମଧ୍ୟ ସିନେମାର ପ୍ରମୋଶନ କରୁଛନ୍ତି। କିନ୍ତୁ ଏହାରି ଭିତରେ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରମୋଶନ୍‌ ବେଳେ ପିନ୍ଧିଥିବା ବଡି ହଗିଙ୍ଗ୍‌ ଡ୍ରେସ୍‌କୁ ନେଇ ସୋଶାଲ୍‌ ମିଡିଆରେ […]