• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ndrf
ଆଇଇଡି ବିସ୍ଫୋରଣରେ ୪ ଯବାନ ସହିଦ

ରାୟପୁର: ଛତିଶଗଡ଼ରେ ମାଓ ହମଲା ଆଇଇଡି ବିସ୍ଫୋରଣରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି।  ଓଡ଼ିଆ ଯବାନ ଜଣକ ହେଲେ ବି. ଏମ୍. ବେହେରା। ସେ ସିଆରପିଏଫ୍ ୧୬୮ ବାଟାଲିୟନରେ ଡ୍ରାଇଭର୍‌ ଭାବେ କାର୍ଯ୍ୟରତ ଥିଲେ। ଅନ୍ୟ ଯବାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଏବଂ ପଶ୍ଚିମବଙ୍ଗର ଜଣେ ଅଛନ୍ତି। ଆଇଇଡି ବିସ୍ଫୋରଣରେ ଅନ୍ୟ ୨ ଯବାନ ଗୁରୁତର ଅଛନ୍ତି। ସେମାନଙ୍କୁ ହେଲିକପ୍ଟର୍‌ରେ ଉଦ୍ଧାର କରାଯାଇ […]

delhi cm
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହିତ ୧୧ଜଣ ବିଧାୟକଙ୍କୁ ସମନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚାରଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍‌ଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଓ ୧୧ଜଣ ବିଧାୟକଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମଙ୍ଗବାର ସମନ୍ ଜାରି କରିଛନ୍ତି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ସମସ୍ତେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୁଲିସ୍‌ କୋର୍ଟଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍‌ଙ୍କ ସହ ୧୧ଜଣ ବିଧାୟକଙ୍କୁ ଦାୟୀ କରାଯାଇଛି। ୩୦୦୦ପୃଷ୍ଟାର ଚାର୍ଜସିଟ୍‌ରେ […]

rahul-gandhi-courts-arrest-congress-759
ସିବିଆଇ ବ୍ୟାପାରରେ କେନ୍ଦ୍ରର ହସ୍ତକ୍ଷେପ ବିରୋଧରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ସିବିଆଇ ବ୍ୟାପାରରେ କେନ୍ଦ୍ରର ହସ୍ତକ୍ଷେପକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦରେ ଦେଶବ୍ୟାପୀ ସିବିଆଇ ଅଫିସ୍ ଆଗରେ ଧାରଣା ଦେଇଛି ଦଳ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟରେ ହସ୍ତକ୍ଷେପ ବେଆଇନ କହିବା ସହିତ ସିବିଆଇର ନିରପେକ୍ଷତାକୁ କବର ଦେବା ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏ ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ଏଥିସହ ବିଭିନ୍ନ ରାଜ୍ୟରେ ଥିବା […]

nirmala sitaraman
ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ଦୁଇ ଗିରଫ

ପିଠୋରାଗଡ଼: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଉତ୍ତରାଖଣ୍ଡ ପୁଲିସ୍‌ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ନିଶାରେ ଚୁର୍‌ ଥିବା ପୁଲିସ୍‌ କହିଛି। ସୋମବାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉତ୍ତରାଖଣ୍ଡର ଦାରଚୁଲା ଟାଉନ୍‌ ଗସ୍ତରେ ଯାଇଥିଲେ। ଗିରଫ ଦୁଇଜଣ ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍ ମାଧ୍ୟମରେ ନିର୍ମଳାଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ଯୋଜନା କରୁଥିଲେ। ରବିବାର ସକାଳ ପ୍ରାୟ ସାଢ଼େ ୯ ବେଳେ ପୁଲିସ୍‌ ଏ ବିଷୟରେ ଜାଣିବା ପରେ ଅପରାଧୀଙ୍କୁ […]

phone
‘Samsung Galaxy note 9’ରେ ତ୍ରୁଟି, ମହିଳାଙ୍କ ପର୍ସ ଭିତରେ ଜଳିଗଲା ଫୋନ୍

ନୂଆଦିଲ୍ଲୀ: ଗତମାସରେ ଲଞ୍ଚ୍‌ ହୋଇଥିଲା ସାମସଙ୍ଗ୍‌ର Samsung Galaxy note 9 ସ୍ମାର୍ଟ୍‌ ଫୋନ୍‌। 4000mAhର ଦମ୍‌ଦାର୍‌ ବ୍ୟାଟେରୀ ପାୱାର୍‌ ସହିତ ମୋବାଇଲଟି ଖୁବ୍‌ ସୁରକ୍ଷିତ ବୋଲି କମ୍ପାନୀର ସିଇଓ ଡିଜେ କୋହ କହିଥିଲେ। ତେଣୁ ଗ୍ରାହକମାନେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ। କିନ୍ତୁ ଏହାର ମାସକ ପରେ ସାମ୍‌ସଙ୍ଗ୍‌ର ଏହି ଦାମୀ ମୋବାଇଲ୍‌ରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି। ମୋବାଇଲ୍‌ଟି ଲଙ୍ଗ୍‌ ଆଇସ୍‌ଲ୍ୟାଣ୍ଡ୍‌ର ଡାଏନି ଚୁଙ୍ଗ୍‌ ନାମକ ଜଣେ ମହିଳାଙ୍କ […]

nageswara 2
ସିବିଆଇ ମୁଖ୍ୟ ଦାୟିତ୍ୱ ସମ୍ଭାଳିଲେ ଓଡ଼ିଶା କ୍ୟାଡର୍‌ ଆଇପିଏସ୍ ଅଧିକାରୀ

ନୂଆଦିଲ୍ଲୀ: ଓଡ଼ିଶା କ୍ୟାଡର୍‌ ଆଇପିଏସ୍ ଅଧିକାରୀ ଏମ୍. ନାଗେଶ୍ୱର ରାଓଙ୍କୁ ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ମିଳିଛି। ଏବେ ସେ ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଳାଇବେ। ପୂର୍ବରୁ ସେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଥିଲେ। ସିବିଆଇର ଦୁଇ ବରିଷ୍ଠ ଅଧିକାରୀ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇ ଦେଇଛନ୍ତି। ଏହି ଦୁଇ ଅଧିକାରୀଙ୍କ ମଧ୍ୟରେ କିଛି ଦିନ ହେଲା ତୀବ୍ର ବିବାଦ ଲାଗିଥିଲା। ଏପରିକି ଲାଞ୍ଚ […]

mosquto
ମଶା ଦାଉରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ କିଛି ଘରୋଇ ଉପାୟ

ବର୍ଷା ଦିନ ଆରମ୍ଭ ହେଲେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଯାଏ। ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ  ଚିକନ୍‌ଗୁନିଆ ଓ ମ୍ୟାଲେରିଆ ଭଳି ମାରାତ୍ମକ ଜ୍ୱର ହୋଇଥାଏ। ଏଥିପାଇଁ ଡାକ୍ତର ଘରେ ମଶା ଧୂପ ବ୍ୟବହାର କରିବା ସହିତ ମଶାରି ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ମଶା ଧୂପ କିମ୍ବା ଫାଷ୍ଚଗାର୍ଡ ବ୍ୟବହାର କରିବା ଦ୍ୱାରା ସେଥିରେ ଥିବା କେମିକଲ୍‌ ଶରୀରକୁ କ୍ଷତି ପହଞ୍ଚାଇ ଥାଏ। ଫଳରେ ଶରୀର ସୁସ୍ଥ ହେବା ବଦଳରେ ଅଧିକ ଖରାପ ହୋଇଯାଏ। କିନ୍ତୁ […]