ଥିରୁଭନନ୍ଥପୁରମ: ହିନ୍ଦୁ ନେତ୍ରୀ କେ. ପି. ଶଶିକଳାଙ୍କ ଗିରଫ ପ୍ରତିବାଦରେ ପରମ୍ପରାବାଦୀମାନେ କେରଳ ବନ୍ଦ ଡାକରା ଦେଇଛନ୍ତି। ଫଳରେ ସବରିମାଳାର ପ୍ରବେଶ ପଥ ନିଲକଲ, ପାମ୍ବା ଓ ଅନ୍ୟାନ୍ୟ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପରମ୍ପରାବାଦୀମାନେ ପିକେଟିଂ କରି ଦୋକାନବଜାର ବନ୍ଦ କରିଛନ୍ତି। ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ କୌଣସି ଭେଦଭାବ ରହିବ ନାହିଁ। ସବୁ ବୟସ ବର୍ଗର ମହିଳା ମନ୍ଦିରରେ ପ୍ରବେଶ କରିବା ସହିତ ସେମାନେ କିପରି ସ୍ୱାମୀ ଆୟପ୍ପାଙ୍କ ଦର୍ଶନ କରିବେ ସେ […]
ମୁମ୍ବାଇ: ବିଶିଷ୍ଟ ଥିଏଟର୍ ଆର୍ଟିଷ୍ଟ ତଥା ଆଡ୍ ଫିଲ୍ମ ନିର୍ମାତା ଏଲିକ୍ ପଦମସୀଙ୍କ ଆଜି ୯୦ ବର୍ଷରେ ମୁମ୍ବାଇରେ ମୃତ୍ୟୁ ହୋଇଛି। ୧୯୮୨ରେ ‘ଗାନ୍ଧି’ ଡ୍ରାମାରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ଏହାସହ ପଦମସୀ ବହୁ ଆଡ୍ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ଦି ଲିରିଲ୍ ଗାର୍ଲ, ଚେରୀ ଚାର୍ଲି ସୁ ବ୍ରସ୍, ହମାରା ବଜାଜ୍ ଏବଂ ଏମ୍ଆର୍ଏଫ୍ ମସଲ୍ସ ମ୍ୟାନ୍ ଭଳି ଆଡ୍ ଫିଲ୍ମ […]
-ତାପସ ରଂଜନ ବେହେରା ମହାଭାରତ ଯୁଦ୍ଧର ଦୁଇ ମହାନ୍ ଯୋଦ୍ଧା ହେଉଛନ୍ତି କର୍ଣ୍ଣ ଏବଂ ଅର୍ଜୁନ। ଉଭୟ ଥିଲେ କୌନ୍ତେୟ, ଉଭୟ ବେଶ୍ ପରାକ୍ରମୀ ଥିଲେ। କର୍ଣ୍ଣ କୌରବଙ୍କ ପକ୍ଷରେ ଥିଲା ବେଳେ ଅର୍ଜୁନ ପାଣ୍ଡବଙ୍କ ପକ୍ଷରେ ଥିଲେ। ତେବେ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ଅଧିକ ପାରଙ୍ଗମ ଥିଲେ, ଆସନ୍ତୁ ଜାଣିବା। ଅର୍ଜୁନଙ୍କ ପାଖରେ ‘ଗାଣ୍ଡିବ’ ଧନୁ ଥିବା ଯୋଗୁ ତାଙ୍କୁ ‘ଗାଣ୍ଡିବଧାରୀ’ କୁହାଯାଏ । ଠିକ୍ ସେହିପରି କର୍ଣ୍ଣଙ୍କ ପାଖରେ ମଧ୍ୟ ଏକ ଅଦ୍ଭୁତ ଧନୁ […]
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ପ୍ରବେଶ ସୂଚନା ମିଳିବା ପରେ ଦିଲ୍ଲୀ ଏବଂ ପଞ୍ଜାବରେ ହାଇ ଆଲର୍ଟ ଜାରି ହୋଇଛି। ସିସିଟିଭି ଫୁଟେଜ୍କୁ ନଜରରେ ରଖି ପଞ୍ଜାବ ପୁଲିସ୍ ଆକ୍ସନ୍ ମୁଡ୍ରେ ରହିଛି। ପୁଲିସ୍ ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଜାକିର୍ ମୁସାର ପୋଷ୍ଟର୍ ଲଗାଇଛି। ଏହି ପୋଷ୍ଟର୍ରେ ମୁସାର ୪ଟି ଫଟୋକୁ ଦର୍ଶାଯାଇଛି। ଏଥିସହିତ ଲୋକମାନେ ଆତଙ୍କିତ ନ ହୋଇ ସଚେତନ ରହିବାକୁ ପୁଲିସ୍ ପରାମର୍ଶ ମଧ୍ୟ ଦେଇଛି। କୌଣସି ଅପରିଚିତ କିମ୍ବା ସନ୍ଦିଗ୍ଧ ବ୍ୟକ୍ତି ନଜର ଆସିଲେ ସଙ୍ଗେ […]
ଆମେ ସକାଳୁ ଉଠି ପ୍ରଥମେ ବ୍ରଶ୍ କରିଥାଉ। କିନ୍ତୁ ଆପଣ ଜାଣି ନଥିବେ ଏହି କୋଲ୍ଗେଟ୍ ଆମର ଦାନ୍ତ ସଫା କରିବା ସହ ଆଉ କଣ କଣ ସଫା କରିବାରେ ସାହାଯ୍ୟ କରେ। ତେବେ ପଢ଼ନ୍ତୁ କୋଲଗେଟ୍କୁ କିପରି ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ ୧.ଆପଣଙ୍କ ନଖ ଯଦି ହଳଦିଆ ହୋଇଯାଇଛି ତାହାଲେ ଆପଣ କୋଲଗେଟ୍ ଲଗାଇ ନଖ ସଫା କରିପାରିବେ। ୨.ଆପଣ କୋଲଗେଟ୍କୁ ବ୍ୟବହାର କରି ଚସମା କାଚ, ଆଇନା ,ମୋବାଇଲ୍ ସ୍କ୍ରିନ୍, ଗାଡ଼ି […]
ଲକ୍ଷ୍ନୌ: ଦିଲ୍ଲୀ ସଫଦରଜଙ୍ଗରୁ ଟ୍ରାଏଲ୍ ରନ୍ ପାଇଁ ଗଡ଼ିଥିବା ଦେଶର ପ୍ରଥମ ଇଞ୍ଜିନ୍ ବିହୀନ ରେଳଗାଡ଼ି ଟ୍ରେନ୍-୧୮ ଉତ୍ତରପ୍ରଦେଶ ମୁରାଦାବାଦ୍ରେ ପହଞ୍ଚିଛି। ଆର୍ଡିଏସ୍ଓ ଟିମ୍ ମଧ୍ୟ ଟ୍ରେନ୍ ସହ ରହିଛନ୍ତି। ମୁରାଦାବାଦ୍ରେ ଟ୍ରେନ୍ ପହଞ୍ଚିବା ପରେ ଏହାକୁ ଟିକ୍ନିକ୍ ଯାଞ୍ଚ କରାଯାଇଛି। ଏହାର ଗତି ଏବଂ ଯାନ୍ତ୍ରିକ ପରିସ୍ଥିତିକୁ ଯାଞ୍ଚ କରାଯାଇଛି। ଚେନ୍ନାଇ ଆଇସିଏଫ୍ରେ ନିର୍ମାଣ ହୋଇଥିବା ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଘଣ୍ଟାକୁ ୧୬୦ କିଲୋମିଟର୍ ବେଗରେ ଗତି […]
ନୂଆଦିଲ୍ଲୀ: ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି। ଆଜି ରାଷ୍ଟ୍ରପତି ଭବନରେ ବିରାଟ କୋହିଲିଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ମହିଳା ଭାରତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ବି ମିଳିଛି ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନ। ପୁରସ୍କାର ବିଜେତାଙ୍କୁ ମେଡାଲ ସହ ସାଢ଼େ ୭ ଲକ୍ଷ ଟଙ୍କା ମିଳିଛି। ଏହାସହ ଦେଶର ଶ୍ରେଷ୍ଟ ୨୦ ଜଣ ଖେଳାଳୀଙ୍କୁ ଚଳିତ ଥରର ଅର୍ଜୁନ ପୁରସ୍କାରରେ […]
ନୂଆଦିଲ୍ଲୀ: ‘ମୁଁ ଭାରତକୁ ଭଲ ପାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋ ଶୁଭେଚ୍ଛା ଜଣାଇବେ’। ଆଜି ଏପରି କିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଜାତିସଂଘର ୭୩ତମ ସାଧାରଣ ପରିଷଦ ବୈଠକ ପୂର୍ବରୁ ମୋଦିଙ୍କୁ ଏପରି ଶୁଭେଚ୍ଛା ଜଣାଇଛନ୍ତି ଟ୍ରମ୍ପ। ଆଜି UNGA ରେ ଯୋଗ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘରେ ଆୟୋଜିତ ନେଲ୍ସନ୍ ମଣ୍ଡେଲା ଶାନ୍ତି ସମ୍ମିଳନୀରେ ଯୋଗ ଦେଇଛନ୍ତି […]
ନୂଆଦିଲ୍ଲୀ: ଆଧାରକାର୍ଡର ବାଧ୍ୟତାମୂଳକ ମାମଲାରେ ଆସନ୍ତାକାଲି ରାୟ ପ୍ରକାଶ ପାଇବ। ସୁପ୍ରିମକୋର୍ଟଙ୍କ ଗଠିତ ସାମ୍ବାଧାନିକ ଖଣ୍ଡପୀଠ ଏନେଇ ଚୂଡ଼ାନ୍ତ ରାୟ ଶୁଣାଇବେ। ବିଭିନ୍ନ ସରକାରୀ ଏବଂ ଲୋକାଭିମୁଖୀ ଯୋଜନାରେ ଆଧାର ଲିଙ୍କ୍ ବାଧ୍ୟତାମୂଳକକୁ ନେଇ ଅଦାଲତ ରାୟ ଶୁଣାଇବେ। କେନ୍ଦ୍ର ସରକାର ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଏହା ସହିତ ଆଧାର ସଂଯୋଗର ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହାକୁ ବିଭିନ୍ନ ସଂଗଠନ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ତେଣୁ ଗତ ମାର୍ଚ୍ଚରେ ମାମଲାର […]
ନୂଆଦିଲ୍ଲୀ: ଦାଗୀ ନେତା ନିର୍ବାଚନ ଲଢ଼ି ପାରିବେ କି ନାହିଁ, ଏନେଇ ସୁପ୍ରିମ୍କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି। ଏ ସମ୍ପର୍କରେ ପାର୍ଲାମେଣ୍ଟ ନିଷ୍ପତ୍ତି ନେଉ ବୋଲି କୋର୍ଟ ଜଣାଇଛନ୍ତି। ନିର୍ବାଚନ ଲଢ଼ିବାକୁଥିବା ପ୍ରାର୍ଥୀ ତାଙ୍କ ନାଁରେ ବିଚାରାଧିନ ଥିବା ଅପରାଧିକ ମାମଲାର ସମସ୍ତ ତଥ୍ୟ ଦଳକୁ ଦେବା ସହ ଏହା ଦଳୀୟ ୱେବ୍ସାଇଟ୍ରେ ମଧ୍ୟ ରହିବ। […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ପତ୍ନୀ କାଜୋଲ୍ଙ୍କ ଫୋନ୍ ନମ୍ବର ସୋଶାଲ୍ ମିଡିଆରେ ଶେୟାର କଲେ ଅଭିନେତା ଅଜୟ ଦେବ୍ଗନ୍। ତେବେ ଏମିତି କିଛି ଘଟଣାକୁ ନେଇ ସମସ୍ତେ ଆଚମ୍ବିତ ହେବା ସହ କେହି ବି ଏତେ ଶୀଘ୍ର ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି। ଗତକାଲି ଅଜୟ ତାଙ୍କ ଟ୍ୱିଟର ପେଜ୍ରେ କାଜୋଲଙ୍କ ହ୍ୱାଟସ୍ଆପ୍ ନମ୍ବର ଶେୟାର କରି ଏକ ପୋଷ୍ଟରେ ଲେଖିଥିଲେ ‘କାଜୋଲ୍ ବର୍ତ୍ତମାନ ଭାରତରେ ନାହାନ୍ତି। ତାଙ୍କ ସହ ହ୍ୱାଟସ୍ଆପ୍ ନମ୍ବରରେ କଥା ହୋଇପାରିବେ’। […]
ନୂଆଦିଲ୍ଲୀ: ଟ୍ରେକିଂ ପାଇଁ ଯାଇଥିବା ବେଳେ ଆଇଆଇଟି ଛାତ୍ରଛାତ୍ରୀ ନିଖୋଜ । ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଲାହୁଲ୍ ଓ ସ୍ପିତି ଜିଲ୍ଲାର ପାର୍ବତ୍ୟାଞ୍ଚଳକୁ ଟ୍ରେକିଂ ପାଇ ଯାଇଥିବା ବେଳେ ରୁର୍କିର ୩୫ଜଣ ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ୪୫ଜଣ ଲୋକ ନିଖୋଜ ହୋଇଛନ୍ତି। ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହେବା ଫଳରେ ସେମାନେ ନିଖୋଜ ହୋଇଥିବା ଜଣାପଡ଼ିଛି। ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ବର୍ଷାକୁ ଦୃଷ୍ଟିରେ ରଖି […]
ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଦେଶ ଛାଡ଼ି ଫେରାର ହେଲେ ଆଉ ଜଣେ ବ୍ୟବସାୟୀ। ବ୍ୟାଙ୍କ୍ରୁ କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଫେରାର୍ ହୋଇଯାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ନିତିନ୍ ସନ୍ଦେସରାଙ୍କ ନାଁ ସାମିଲ୍ ହୋଇଛି। ସେ ଷ୍ଟର୍ଲିଂ ବାୟୋଟିକ୍ର ମାଲିକ। ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଠକି ନିତିନ୍ ଦେଶ ଛାଡ଼ି ନାଇଜେରିଆ ଚାଲି ଯାଇଥିବା କୁହାଯାଉଛି। ତେବେ ନିତିନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନାଇଜେରିଆ ପଳାଇଥିବା […]
ମୁମ୍ବାଇ: ଶିଳ୍ପା ସେଟ୍ଟୀ ସିଡନୀରୁ ମେଲବୋର୍ଣ୍ଣ ଯାତ୍ରା କରୁଥିବା ସମୟରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ଏହାର ପୂରା ଘଟଣାକ୍ରମ ସେ ସୋଶାଲ ସାଇଟ୍ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସହ ଖରାପ ବ୍ୟବହାର କରାଯାଇଥିଲା। କେବଳ ଏହା ମଧ୍ୟ ନୁହେଁ ତାଙ୍କୁ ବର୍ଣ୍ଣବୈଷମ୍ୟର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। ଏହି ଘଟଣା ପରେ ଶିଳ୍ପା ବହୁତ ଦୁଃଖୀ ହୋଇଯାଇଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି ଯେ ତାଙ୍କ ବ୍ୟାଗକୁ ବହୁତ ବଡ଼ ବୋଲି କହି […]