• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Times-of-India
ଦୁଇ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସକ୍ରିୟ ଥିବା ଦୁଇଜଣ ଜୈସ-ଏ- ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍।ଏଥିସହିତ ୧୨ ଜଣଙ୍କୁ ଅଟକ ରଖିଛି। ଗିରଫ ଦୁଇ ଜଣେ ହେଲେ ଆକିବ ଅହମ୍ମଦ ମଲ୍ଲିକ ଓ ଅନ୍ୟଜଣେ ଶାହନୱାଜ ତେଲି। ଉଭୟ କଶ୍ମୀର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ସହ ଜୀବନ୍ତ ଗୁଳି ଜବତ କରାଯାଇଛି। ଆକିବ୍ ପୁଲୱାମାରେ ରହୁଥିବା ବେଳେ ଓ ଶାହନୱାଜ ତେଲିର ଘର କୁଲଗାମରେ ବୋଲି ଜଣାପଡ଼ିଛି। ଯୁବପିଢ଼ିଙ୍କୁ ଆତଙ୍କବାଦୀ […]

lpg cylindar
କମିଲା ଏଲ୍‌ପିଜି ସିଲିଣ୍ଡର ଦର; ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଉଭୟ ନନ୍‌ ସବ୍‌ସିଡି ଓ ସବ୍‌ସିଡି ଏଲ୍‌ପିଜି ସିଲଣ୍ଡରର ଦର ହ୍ରାସ କରିଛନ୍ତି। ଗତକାଲି କେନ୍ଦ୍ର ସରକାର ଏଭଳି ଦର ହ୍ରାସ କରିଛନ୍ତି। ସବ୍‌ସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର ପିଛା ୫.୯୧ ଟଙ୍କା ହ୍ରାସ ପାଇଥିବା ବେଳେ ନନ୍‌ ସବ୍‌ସିଡି ଗ୍ୟାସ୍‌ ପିଛା ୧୨୦.୫୦ ଟଙ୍କା ହ୍ରାସ ପାଇଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି। ପରିବର୍ତ୍ତିତ ଦର ଅନୁଯାୟୀ, ଆଜିଠାରୁ ୧୪.୨ କେଜିର ସବ୍‌ସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡରର ଦର […]

pm modi
ବଦଳିଲା ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜର ୩ ଦ୍ୱୀପର ନାମ

ପୋର୍ଟ ବ୍ଲେୟାର: ବଦଳିଲା ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜର ୩ଟି ଦ୍ୱୀପର ନାଁ। ଆଣ୍ଡାମାନ୍‌ ଓ ନିକୋବର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ୩ଟି ଦ୍ୱୀପର ନାଁ ବଦଳାଇ ନୂଆ ନାମକରଣ କରିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ କରିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ୩ଟି ଦ୍ୱୀପର ନୂତନ ନାମ ଦିଆଯାଇଛି।। ଏଠାରେ ଥିବା ରସ୍‌ ଆଇଲ୍ୟାଣ୍ଡର ନାମ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ’, ନୀଲ୍‌ […]

cold
ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ

ନୂଆଦିଲ୍ଲୀ : ଆଜି ବି ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ। ଘନ କୁହୁଡ଼ି ସାଙ୍ଗକୁ ଥଣ୍ଡାର ପ୍ରଭାବ ଅସ୍ତବ୍ୟସ୍ତ କରିଛି ଲୋକଙ୍କୁ। ଲଗାତାର ଚାରି ଦିନ ଧରି ଦିଲ୍ଲୀରେ ଥଣ୍ଡା ସାଙ୍ଗକୁ ପ୍ରଦୂଷଣ ମାତ୍ରା ବଢ଼ିଛି। ଯାହା ପରିସ୍ଥିତିକୁ ଅଧିକ ସଙ୍ଗୀନ କରିଛି। ଗତ କିଛି ଦିନ ଧରି ଦିଲ୍ଲୀରେ ବିମାନ ସେବା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି। ସେହିପରି ଘନ କୁହୁଡ଼ି ଯୋଗୁ ୩ ଶହରୁ ଅଧିକ ଟ୍ରେନ୍‌କୁ ବାତିଲ କରାଯାଇଛି। ଦିଲ୍ଲୀ […]

nitin
ଏବେ ପାକିସ୍ତାନକୁ ପାଣି ବନ୍ଦ

ନୂଆଦିଲ୍ଲୀ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବା ପରେ ଭାରତ ତାର ଆଭିମୁଖ୍ୟକୁ ଆହୁରି କଠୋର କରିଛି। Under the leadership of Hon’ble PM Sri @narendramodi ji, Our Govt. has decided to stop our share of water which used to flow to Pakistan. We will divert water from Eastern rivers and supply it to our people […]

raj
ଫିଲ୍ମ ନିର୍ମାତା ରାଜକୁମାର ବର୍ଜାତ୍ୟାଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଟ ଫିଲ୍ମ ନିର୍ମାତା ରାଜକୁମାର ବର୍ଜାତ୍ୟାଙ୍କ ପରଲୋକ ହୋଇଛି। ସେ ହେଉଛନ୍ତି ପ୍ରସିଦ୍ଧ ରାଜଶ୍ରୀ ପ୍ରଡକ୍ସନର ମାଲିକ। ଆଜି ସକାଳେ ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ରାଜକୁମାରଙ୍କ ପରଲୋକ ହୋଇଛି। ରାଜକୁମାରଙ୍କ ପୁଅ ହେଉଛନ୍ତି ସୁରଜ ବର୍ଜାତ୍ୟା, ଯିଏ କି ଜଣେ ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ। ରାଜକୁମାରଙ୍କ ପ୍ରଡକସନ ହାଉସ୍, ହମ୍ ଆପକେ ହୈ କୌନ୍‌, ହମ୍ ସାଥ୍ ସାଥ୍ ହେ, ବିବାହ, ପ୍ରେମ ରତନ ଧନ ପାୟୋ ପରି ଲୋକପ୍ରିୟ ଫିଲ୍ନ […]

tr
ଆସିଲା ଫିଲ୍ମ ‘କେଶରୀ’ର ଟ୍ରେଲର୍

ମୁମ୍ବାଇ: ବହୁଚର୍ଚ୍ଚିତ କେଶରୀ ଫିଲ୍ମର ଟ୍ରେଲର୍ ରିଲିଜ୍‌ ହୋଇଛି। ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଶିଖ୍ ଓ ଆଫ୍‌ଗାନମାନଙ୍କ ଯୁଦ୍ଧ ଉପରେ ପର୍ଯ୍ୟବସିତ। ସରାଗ୍ରହୀ ଯୁଦ୍ଧରେ ମାତ୍ର ୨୧ ଜଣ ଶିଖ୍ ଅସୀମ ବୀରତ୍ୱ ଓ ସାହସ ଦେଖାଇ ୧୦ ହଜାର ଆଫ୍‌ଗାନଙ୍କ ସହିତ ଯୁଦ୍ଧ କରିଥିଲେ। କିପରି ଶିଖ୍‌ମାନେନେ ଆଫ୍‌ଗାନ୍‌ଙ୍କୁ ମୁକାବିଲା କରିଥିଲେ ତାହା ଟ୍ରେଲର୍‌ଲେ ଦେଖାଯାଇଛି। ଖଣ୍ଡା ଚାଳନାରେ ଅପୂର୍ବ ରଣକୌଶଳ ଏଥିରେ ପ୍ରଦର୍ଶିତ ହୋଇଛି। ତା’ ଛଡ଼ା ସଂଳାପ ମଧ୍ୟ ଲୋକଙ୍କୁ […]

sp
ଏସ୍‌ପି ଓ ବିଏସ୍‌ପି ମଧ୍ୟରେ ଆସନ ବୁଝାମଣାର ଚିତ୍ର ସ୍ପଷ୍ଟ

ଲକ୍ଷ୍ନୌ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଆସନ ବୁଝାମଣାର ଚିତ୍ର ସ୍ପଷ୍ଟ ହୋଇଛି। କେଉଁ ଦଳ କେଉଁ ଆସନରେ ଲଢ଼ିବେ, ତାହା ମିଳିତ ଭାବେ ସେମାନେ ଘୋଷଣା କରିଛନ୍ତି। ବହୁ ଜନ ସମାଜପାର୍ଟି ୩୮ ଟି ଆସନରେ ଲଢ଼ିବ ଓ ସମାଜବାଦୀ ପାର୍ଟି ୩୭ଟି ଆସନରେ ଲଢ଼ିବ। କଂଗ୍ରେସ ପାଇଁ ଆମେଥି ଓ ରାଏବରେଲି ଆସନ ଛଡ଼ା ଯାଇଥିବା ବେଳେ ବାକି ୩ଟି ଆସନ […]

pm-3
ଦକ୍ଷିଣ କୋରିଆରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ସିଓଲ୍‌ରେ ୟୋନସେଲ୍ ୟୁନିଭରସିଟିରେ ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେଠାକାର ରାଷ୍ଟ୍ରପତି ମୁନ୍-ଜାଏ-ଇନ୍ ଓ ମିଳିତ ଜାତିଂସଘର ପୂର୍ବତନ ମହାସଚିବ ବାନ୍ କି ମୁନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି  ଅବସରରେ ମହାତ୍ମା ଗାନ୍ଧିଙ୍କ ଆଦର୍ଶକୁ ମନେପକାଇ ମୋଦି କହିଛନ୍ତି, ବିଶ୍ୱ ଏବେ ଦୁଇଟି ସମସ୍ୟାରେ ଜର୍ଜିରିତ, ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ। ମହାତ୍ମା ଗାନ୍ଧିଙ୍କ […]

Moneycontrol
ବଢ଼ିବ ଇପିଏଫ୍‌ ସୁଧ ହାର

ନୂଆଦିଲ୍ଲୀ: ବଢ଼ିବ ଇପିଏଫ୍‌ ସୁଧ ହାର। ୨୦୧୮-୧୯ରେ ଏହି ସୁଧ ହାରକୁ ଆଠ ଦଶମିକ ଛଅ ପାଞ୍ଚ ପ୍ରତିଶତ ରଖିବାକୁ ଇପିଏଫ୍‌ଓର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟି ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ଏହି ସୁଧ ହାର ଆଠ ଦଶମିକ ପାଞ୍ଚ ପାଞ୍ଚ ପ୍ରତିଶତ ଥିଲା। ତେବେ ସୁଧ ହାର ବଢ଼ିବା ପରେ ୬ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ ବୋଲି ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର କହିଛନ୍ତି। ବର୍ତ୍ତମାନ ଇପିଏଫ୍‌ଓର ଏହି ନିଷ୍ପତ୍ତିକୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟକୁ […]

bdf
ଗୁରୁବାର ଠାରୁ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍‌ ମ୍ୟାଚ୍

କଟକ: ଗୁରୁବାରଠାରୁ କଟକରେ ଆରମ୍ଭ ହେବ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ। ଗ୍ରୁପ ‘ଡି’ର ସମସ୍ତ ମ୍ୟାଚ୍‌ ଏଠାରେ ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବେ ଓଡ଼ିଶା ସମେତ ୮ଟି ଦଳ। ରଣଜୀ ସିଜନରେ ଭଲ ପ୍ରଦର୍ଶନ ପରେ, ଟିମ୍ ଓଡ଼ିଶା ଟି-ଟ୍ୱେଣ୍ଟିରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି। ବାରବାଟୀ ଓ ଡ୍ରିମ୍‌ସ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ଏହା ପୂର୍ବରୁ ଯୋରଦାର ଅଭ୍ୟାସ ଚାଲିଛି। […]

vaBK
ପୁଞ୍ଜି ଆବଶ୍ୟକତା ପୂରଣ ପାଇଁ ୧୨ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ପାଇବେ ୪୮,୨୩୯ କୋଟି ପୁଞ୍ଜି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶର ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ କେନ୍ଦ୍ର ସରକାର ୪୮,୨୩୯ କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ଯୋଜନା ଏବଂ ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ଏତେ ପରିମାଣର ଅର୍ଥ ପ୍ରଦାନ କରିବେ। ବୁଧବାର ଆର୍ଥିକ ସେବା ସଚିବ ରାଜୀବ କୁମାର ଏହା କହିଛନ୍ତି। ସୂଚନା ଅନୁସାରେ କର୍ପୋରେଶନ ବ୍ୟାଙ୍କକୁ ୯,୦୮୬ କୋଟି ଟଙ୍କା, ଆଲ୍ଲାହାବାଦ୍ ବ୍ୟାଙ୍କକୁ ୬,୮୯୬ କୋଟି ଟଙ୍କା ପ୍ରଦାନ କରାଯବି। ସେହିଭଳି ୪,୬୩୮ କୋଟି ବ୍ୟାଙ୍କ […]

sc-2
୨୬ରେ ଅଯୋଧ୍ୟା ଜମି ବିବାଦର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଆସନ୍ତା ୨୬ ତାରିଖରେ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରୀ ୨୯ରେ ହେବାର ଥିଲା। କିନ୍ତୁ ସାମ୍ବିଧାନିକ ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ଏସ୍‌ଏ ବୋବଡେ ଛୁଟିରେ ଚାଲି ଯାଇଥିବାରୁ ଏହାର ଶୁଣାଣି ଘୁଞ୍ଚି ଯାଇଥିଲା। ଆଜି ମିଳିଥିବା ସୂଚନା ଅନୁସାରେ, ଛୁଟିରେ ଥିବା ଜଷ୍ଟିସ୍‌ ବୋବଡେ […]

isis
ଧରାପଡ଼ିଲା ଆଇଏସ୍‌ଆଇଏସ୍‌ର ଷଡ଼ଯନ୍ତ୍ର, ବିସ୍ଫୋରକ ସାମଗ୍ରୀ ସହିତ ୧୦ ଗିରଫ

ନୂଆଦିଲ୍ଲୀ: ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ହୋଇଛି। ଆତଙ୍କବାଦୀ ସଂସ୍ଥା ଆଇ ଏସ୍ଆଇଏସ୍‌ର ନୂଆ ରୂପ ଭାବେ ‘ହରକତ୍ ଉଲ୍ ହର୍ବ ଏ ଇସ୍ଲାମ’ ସଂଠଗନ ଚଳାଉଥିବା ସୁରାକ ପାଇବା ପରେ ଏନ୍ଆଇଏ ପକ୍ଷରୁ  ଛଢ଼ଉ କରାଯାଇଛି। ଏନ୍‌ଆଇଏ ତ୍ତରପ୍ରଦେଶ ଓ ଦିଲ୍ଲୀର ୧୭ଟି ଅଞ୍ଚଳରେ ଚଢ଼ଉ କରି ୧୦ ଜଣଙ୍କୁ ଗିରଫ୍‌ କରିଛି। ଏଥିସହିତ ୭.୫ ଲକ୍ଷର ନଗଦ ଟଙ୍କା, ୧୦୦ଟି ମୋବାଇଲ୍‌ ଫୋନ୍‌, ୧୩୫ ସିମ୍‌କାର୍ଡ, ଲ୍ୟାପ୍‌ଟପ୍‌ ଏବଂ […]

kumar
ସୁଟ୍ ଆଉଟ୍ ଥିୟୋରୀକୁ ନେଇ ପ୍ରତିକ୍ରିୟା ରଖିଲେ କୁମାରସ୍ୱାମୀ

ବେଙ୍ଗାଲୁରୁ: ସୁଟ୍ ଆଉଟ୍ ଥିୟୋରୀକୁ ନେଇ ଜୋରଦାର ବିରୋଧ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। କର୍ମୀଙ୍କ ମୃତ୍ୟୁକୁ ନେଇ ଭାବବିହ୍ୱଳ ହୋଇ ସେ ଏପରି କହିଥିବା ସ୍ପଷ୍ଟ କରିଛନ୍ତି। ଏକ ସ୍ୱାଭାବିକ ପ୍ରକ୍ରିୟାରେ ସେ ନିଜ ସହଯୋଗୀ ସହ ଏହି କଥାବାର୍ତ୍ତା ହୋଇଥିବା କହିଛନ୍ତି। ଅଯଥାରେ ଏହାକୁ ବିବାଦୀୟ କରାଯାଉଥିବା କହିଛନ୍ତି କୁମାରସ୍ୱାମୀ। ସେପଟେ ଆଜି ବି ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି। ଗତକାଲି ଦଳୀୟ କର୍ମୀଙ୍କ […]

akli
ତେଜିଲା ରାଜୀବ ଗାନ୍ଧିଙ୍କ ଭାରତ ରତ୍ନ ଫେରାଇବା ଦାବି

ନୂଆଦିଲ୍ଲୀ: ଗତକାଲି ଲୁଧିଆନାରେ ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ କଳାବୋଳି ଅସମ୍ମାନ କରିବା ପରେ ଏବେ ଦିଲ୍ଲୀରେ ବିକ୍ଷୋଭ କରିଛି ଅକାଳୀ ଦଳ। ନୂଆଦିଲ୍ଲୀ ରାଜୀବ ଚୌକରେ ଦଳର କର୍ମୀ ଏବଂ ୧୯୮୪ ଶିଖ ଦଙ୍ଗା ପୀଡ଼ିତ ପରିବାର ପକ୍ଷରୁ ବିରୋଧ ହୋଇଛି। କର୍ମୀମାନେ ରାଜୀବ ଚୌକରେ ଥିବା ବିଭିନ୍ନ ବୋର୍ଡରେ କଳା ବୋଳିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ବିରୋଧରେ ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି। ସ୍ୱର୍ଗତ ରାଜୀବଙ୍କୁ ମିଳିଥିବା ଭାରତ ରତ୍ନ ସମ୍ମାନକୁ […]