• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

cabinate
ପୁଲୱାମା ଆକ୍ରମଣ: ଚାଲିଛି କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ଆଜି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି। ଆତଙ୍କବାଦୀ ଆକ୍ରମଣ ପରେ କ’ଣ ହେବ ଭାରତର ଆଭିମୁଖ୍ୟ। କ’ଣ ହେବ ଆଗାମୀ ରଣନୀତି ସେ ନେଇ ଏହି ବୈଠକରେ ଆଲୋଚନା ହେବ। ଗୃହ ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ବୈଠକରେ ଯୋଗ ଦେଇଛନ୍ତି। ସେହିପର […]

ARUN
ସିସିଏସ୍ ବୈଠକରେ ଯୋଗଦେବେ ଜେଟ୍‌ଲୀ ଓ ନିର୍ମଳା ସୀତାରମଣ !

ନୂଆଦିଲ୍ଲୀ: ଅସୁସ୍ଥ ହୋଇ ଆମେରିକାରେ ଚିକିତ୍ସା ହେଉଥିବା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ପୁଣିଥରେ ତାଙ୍କ ଦାୟିତ୍ୱକୁ ଫେରିବେ। ପୁଲ୍‌ୱାମା ଆକ୍ରମଣରେ ସୁରକ୍ଷା ବ୍ୟବସ୍ଥା ନେଇ ଆଜି ହେବାକୁ ଥିବା ସିସିଏସ୍ (କ୍ୟାବିନେଟ୍ କମିଟି ଅନ୍‌ ସିକ୍ୟୁରିଟି) ବୈଠକରେ ସେ ଯୋଗଦେବ ବୋଲି ଜଣାପଡ଼ିଛି। ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସ୍ୱଡେନ୍‌ ଗସ୍ତରୁ ଫେରିଛନ୍ତି। ଆଜି ସେ ମଧ୍ୟ ଏହି ସିସିଏସ୍‌ ବୈଠକରେ ଯୋଗଦେବେ। ଗତକାଲି ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ୪୦ ଭାରତୀୟ ଯବାନ ସହିଦ […]

modi
ପୁଲୱାମା ଆକ୍ରମଣକୁ ନିନ୍ଦା କଲା ସାରା ବିଶ୍ୱ

ଶ୍ରୀନଗର: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା। ଆକ୍ରମଣ ନେଇ କଡ଼ା ନିନ୍ଦା କରିଛି ଜାତିସଂଘ। ହମଲାରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଭାରତ ସରକାରଙ୍କ ପ୍ରତି ମଧ୍ୟ ସମବେଦନା ଜଣାଇଛି। ଏଥିସହିତ ଆକ୍ରମଣରେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛି ଜାତିସଂଘ। Israel’s Ambassador to India, Ron Malka: Israel strongly condemns the terror attack in Pulwama&stands by our Indian friends during this difficult hour. […]

rajnath
ଆତଙ୍କବାଦୀ ଅକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାର ତଦନ୍ତ କରିବ ନ୍ୟାସନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି-ଏନ୍‌ଆଇଏ। ଏଥିପାଇଁ ଏନ୍‌ଆଇଏର ୧୨ ଜଣିଆ ଟିମ୍‌ ଆଜି ଘଟଣାସ୍ଥଳରେ ପହଞ୍ଚିବ। ଏଥିସହ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଯାଇ ସ୍ଥିତିର ସମୀକ୍ଷା କରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ। ଆଜି କ୍ୟାବିନେଟ୍ ସୁରକ୍ଷା ସମିତିର ବୈଠକ ମଧ୍ୟ ହେବ। ଗତକାଲି ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ୍ କରି ହୋଇଥିବା ଏହି ଆକ୍ରମଣରେ  […]

kash
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମା ଜିଲ୍ଲା ଅବନ୍ତିପୋରାରେ ସିଆରପିଏଫ୍ ଯବାନଙ୍କୁ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଦେଶର ଘଟଣାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ବହୁ ବ୍ୟକ୍ତି କଡ଼ା ଭାଷାରେ ନିନ୍ଦା କରିଛନ୍ତି। Strongly condemn the terrorist attack in Pulwama, J&K. Thoughts and prayers with the families of martyrs and wishing an early recovery to those injured. The entire nation stands […]

aus
ପର୍ଥ ଟେଷ୍ଟରେ ‌ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ

ପର୍ଥ : ପର୍ଥ ଟେଷ୍ଟରେ ହାରିଲା ଭାରତ। ୨୮୭ ରନ୍ ଟାର୍ଗେଟ୍‌କୁ ପିଛା କରି ୧୪୬ ରନ୍‌ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ। ଆଜି ଖେଳ ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ଭାରତ ୧୪୦ ରନ୍‌ରେ ଅଲଆଉଟ ହୋଇଯାଇଥିଲେ। ଆଜି ୧୧୨ ରନ୍‌ରୁ ଖେଳ ଆରମ୍ଭ କରିଥିବା ଭାରତ ମାତ୍ର ୨୮ ରନ୍‌ରେ ୫ଟି ଓ୍ୱିକେଟ୍ ହରାଇଥିଲା। ଏହି ପରାଜୟ ସହ ସିରିଜ୍ ୧-୧ରେ ବରାବର ହୋଇଛି। ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୨୬ ରନ୍‌ କରିଥିବାବେଳେ ଭାରତ […]

indiatoday
ଚିହ୍ନଟ ହେଲା ୪୦ ଯବାନଙ୍କ ହତ୍ୟାକାରୀ

ଶ୍ରୀନଗର: ଆତ୍ମଘାତୀ ଆକ୍ରମଣ ଘଟାଇ ଥିବା ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି। ସେ ହେଉଛି, ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ ଆଦିଲ୍ ଅହମ୍ମଦ ଦର। ଅଦିଲ୍ ଆକ୍ରମଣରେ ବ୍ୟବହୃତ ଗାଡ଼ି ଚଳାଉଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ଆକ୍ରମଣ ପୂର୍ବରୁ ଅଦିଲ୍ ଏକ ଭିଡିଓ ପ୍ରସ୍ତୁତ କରିଥିଲା, ଯେଉଁଥିରେ ତାକୁ କେମିତି ଆକ୍ରମଣ ପାଇଁ କୁହାଯାଇଥିଲା ସେଇ କଥା କହିଛି ଆଦିଲ୍। ଏହି ଆକ୍ରମଣ ପରେ ଜୈଶ ପକ୍ଷରୁ ଉକ୍ତ ଭିଡିଓ ସହ ତା’ର ଫଟୋ ସାର୍ବଜନୀନ କରାଯାଇଛି। ଜାରି […]

sssss
ଆଜୀବନ କାରାଦଣ୍ଡ ପରେ କଂଗ୍ରେସ୍‌ରୁ ଇସ୍ତଫା ଦେଲେ ସଜ୍ଜନ

ନୂଆ ଦିଲ୍ଲୀ :୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇବା ପରେ କଂଗ୍ରେସର ବରିଷ୍ଠ ନେତା ସଜ୍ଜନ କୁମାର, କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ ସଜ୍ଜନ କୁମାର ଆଜି ସକାଳେ ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ସଜ୍ଜନ ଲେଖିଛନ୍ତି, ‘ମାନନୀୟ ଦିଲ୍ଲୀ ହାଇକୋର୍ଟ ମୋ ବିରୁଦ୍ଧରେ ଦେଇଥିବା ରାୟ ଆଧାରରେ ମୁଁ କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି’। […]

sonu nigam
ପୁଣି ବିବାଦରେ ସୋନୁ ନିଗମ, କହିଲେ- ମୁଁ ହେଲେ ପାକିସ୍ତାନରେ ଜନ୍ମ ହୋଇଥାନ୍ତି !

ମୁମ୍ବାଇ: ବିବାଦ ଘେରରେ ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଖାଲି ବିବାଦକୁ ଆସି ନାହାନ୍ତି, ଫ୍ୟାନ୍ସମାନେ ତାଙ୍କ ଉପରେ ପ୍ରବଳ ଅସନ୍ତୁଷ୍ଟ ବି ହୋଇଛନ୍ତି। ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷତକାର ଦେଇ ସୋନୁ କହିଛନ୍ତି- ‘ବେଳେବେଳେ ମୁଁ ଅନୁଭବ କରେ, ମୁଁ ପାକିସ୍ତାନରେ ଜନ୍ମ ହୋଇଥିଲେ ଭଲ ହେଇଥାନ୍ତା। ଅନ୍ତତଃ ମତେ ଭାରତରୁ ଅଫର୍‌ ମିଳିଥାନ୍ତା।’ ସୋନୁଙ୍କର ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ସେ କହିଛନ୍ତି ଯେ, […]

bhupesh
ମଧ୍ୟପ୍ରଦେଶ ପରେ ଛତିଶଗଡ଼ରେ କୃଷି ଋଣ ଛାଡ୍‌ ନେଇ ଘୋଷଣା

ରାୟପୁର: ୩ଟି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଠନ ପରେ କଂଗ୍ରେସ ଏବେ ପ୍ରତିଶ୍ରୁତି ପାଳନରେ ଲାଗି ପଡ଼ିଛି। ପ୍ରଥମେ ମଧ୍ୟପ୍ରଦେଶରେ କୃଷି ଋଣ ଛାଡ୍‌ କରିବା ପରେ ଏବେ ଛତିଶଗଡ଼ରେ କୃଷି ଋଣ ଛାଡ୍‌ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ ସୋମବାର ଘୋଷଣା କରିଛନ୍ତି। କୃଷି ଋଣ ଛାଡ୍‌ ନେଇ ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରାଯିବ ବୋଲି ସେ କହିଛନ୍ତି। କୋଅପ୍‌ରେଟିଭ୍‌ ବ୍ୟାଙ୍କ୍‌ ଓ ଛତିଶଗଡ଼ ଗ୍ରାମୀଣ ବ୍ୟାଙ୍କ୍‌ର  ପ୍ରାୟ ୧୬ […]

kashmir
ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ; ୩୦ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମା ଜିଲ୍ଲା ଅବନ୍ତିପୋରାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ବଡ଼ ଧରଣର ବିସ୍ଫୋରଣରେ ୩୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି। ଏହି ବିସ୍‌ଫୋରଣରେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଅପରାହ୍ନରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସିଆର୍ପିଏଫ୍ ଯବାନମାନେ ଯାଉଥିବାବେଳେ ଲେଥପୋରା ପାଖରେ ବିସ୍ଫୋରଣ ହୋଇଥିଲା। ଏଥିରେ ସିଆରପିଏଫ୍ ଯବାନ ଯାଉଥିବା ଗୋଟିଏ ଗାଡ଼ି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ବିସ୍ଫୋରଣ ପରେ ଆତଙ୍କବାଦୀମାନେ […]

hospital
ମୁମ୍ବାଇ ଅନ୍ଧେରୀ ସ୍ଥିତ ESIC ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ଅନ୍ଧେରୀସ୍ଥିତ ESIC କାମଗର ହସ୍ପିଟାଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପୋଡି ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଏକ ୬ ମାସର ଶିଶୁ ରହିଛି ବୋଲି ପୁଲିସ୍‌ କହିଛି। ଅଗ୍ନିକାଣ୍ଡରେ ୧୪୦ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ହସ୍ପିଟାଲରେ […]

KUMAR
କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ୧୯୮୪ ମସିହାରେ ଶିଖ୍‌ ବିରୋଧୀ ଦଙ୍ଗା ଘଟଣାରେ ଜଡ଼ିତ ଏକ ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଜି କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏଥିସହ କୋର୍ଟ ସଜ୍ଜନଙ୍କୁ ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ପଣ ସହ ଦିଲ୍ଲୀ ଛାଡ଼ି ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ ୩ଟି ରାଜ୍ୟରେ କଂଗ୍ରେସର ବିଜୟ ପରେ ଆଜି ଶପଥପାଠ […]

gujjar
୬ ଦିନର ଆନ୍ଦୋଳନ ପରେ ମିଳିଲା ସଂରକ୍ଷଣ

ଜୟପୁର: ୬ ଦିନର ଆନ୍ଦୋଳନ ପରେ ମିଳିଲା ସଂରକ୍ଷଣ। ରାଜସ୍ଥାନର ଗୁଜ୍ଜର୍ ସମ୍ପଦ୍ରାୟଙ୍କୁ ମିଳିଛି ୫ ପ୍ରତିଶତ ସଂରକ୍ଷଣ। ଆଜି ଏନେଇ ଆଗତ ଗୁଜ୍ଜର୍ ସଂରକ୍ଷଣ ବିଲ୍‌କୁ ବିଧିବଦ୍ଧ ଭାବେ ରାଜସ୍ଥାନ ବିଧାନସଭାରେ ମଞ୍ଜୁରୀ ମିଳିଛି। ଏଣିକି ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ ସରକାରୀ ଯୋଜନାରେ ଗୁଜ୍ଜରଙ୍କୁ ଅଧିକ ଲାଭ ମିଳିବ। କେବଳ ଗୁଜ୍ଜର ନୁହେଁ ଆଉ ଚାରିଟି ସମ୍ପ୍ରଦାୟକୁ ମଧ୍ୟ ସଂରକ୍ଷଣ ପାଇଁ ବିଲକୁ ମଞ୍ଜୁରୀ ମିଳିଛି। ଏହାସହ ଆର୍ଥିକ ଦୁର୍ବଳ ଥିବା ଉଚ୍ଚ ଜାତିର […]