• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sc
ଚାକିରି ଅବଧି ୬ ମାସରୁ କମ୍‌ ଥିଲେ ଡିଜିପି ହୋଇପାରିବେନି ଆଇପିଏସ୍: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପୁଲିସ୍ ଡିଜି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟଗୁଡ଼ିକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅବସର ସମୟ ୬ ମାସରୁ କମ୍ ଥିଲେ ଜଣେ ଆଇପିଏସ୍ ଡିଜିପି ହୋଇପାରିବେନି ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡିଜିପି ହେବା ପାଇଁ ତାଙ୍କ କାର୍ଯ୍ୟକାଳ ଅତି କମ୍‌ରେ ୬ ମାସରୁ ଅଧିକ ଥିବା ଦରକାର ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, […]

RAVI
ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ରାଜ୍ୟ ଭାବେ ଘୋଷଣା ପାଇଁ ଦାବି

ନୂଆଦିଲ୍ଲୀ: ନିର୍ବାଚନ ବେଳେ ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ରାଜ୍ୟ ଭାବେ ଘୋଷଣା କରିବାକୁ ବିଜେପି ଦାବି କରିଛି। ଏନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କୁ ଭେଟି ଏହି ଦାବି କରିଛି। ଏଥିସହିତ ପଶ୍ଚିମବଙ୍ଗର ପ୍ରତି ବୁଥ୍‌ରେ କେନ୍ଦ୍ରୀୟ ସୁରକ୍ଷା କର୍ମୀ ନିୟୋଜନ ପାଇଁ ମଧ୍ୟ ଦାବି କରିଛି ବିଜେପି। ନିର୍ବାଚନ କମିଶନଙ୍କୁ ଭେଟି ଫେରିବା ପରେ ବିଜେପି ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, “ଅବାଧ ଓ ନିରପେକ୍ଷ […]

indianlooknews
ଦୁଇ ଅଲିମ୍ପିଆନଙ୍କ ମଧ୍ୟରେ ହେବ ଟକ୍କର୍

ଜୟପୁର: ରାଜସ୍ଥାନର ଗ୍ରାମାଞ୍ଚଳ ସଂସଦୀୟ ସିଟ୍‌ରେ ଏବେ ଦୁଇ ଅଲିମ୍ପିଆନଙ୍କ ମଧ୍ୟରେ ନିର୍ବାଚନୀ ଟକ୍କର୍‌ ଦେଖିବାକୁ ମିଳିବା। ବିଜେପିର ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ଡିସ୍‌କସ୍‌ ଥ୍ରୋ ଚାମ୍ପିୟାନ କ୍ରିଷ୍ଣା ପୁନିଆ। କଂଗ୍ରେସ ଟିକେଟ୍‌ରେ ରାଜ୍‌ଙ୍କୁ ଟକ୍କର ଦେବେ ପୁନିଆ। କଂଗ୍ରେସ ପକ୍ଷରୁ ସୋମବାର ଜାରି ହୋଇଥିବା ୯ ଜଣିଆ ଲିଷ୍ଟରେ ପୁନିଆଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ତଥା ଅଲିମ୍ପିକ ମେଡାଲିଷ୍ଟ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ବିରୋଧରେ ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। […]

bjp1
ନିର୍ବାଚନୀ ଇସ୍ତାହାରରେ ସୁନେଲୀ ସ୍ୱପ୍ନ ଦେଖାଇଲା କଂଗ୍ରେସ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ନିର୍ବାଚନୀ ଇସ୍ତାହାରରେ ଜନତାଙ୍କୁ ସୁନେଲୀ ସ୍ୱପ୍ନ ଦେଖାଇଛି ଦଳ। ଏଥିରେ ନିଯୁକ୍ତି, ଚାଷୀ ଓ ଚାଷ ସମସ୍ୟା ଏବଂ ନାରୀ ସୁରକ୍ଷା ଭଳି ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। କଂଗ୍ରେସର ଇସ୍ତାହାରରେ କ’ଣ କ’ଣ  ରହିଛି ପଏଣ୍ଟରେ ଜାଣନ୍ତୁ- ୧. ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଲାଗି ‘ନ୍ୟାୟ ଯୋଜନା’ ଲାଗୁ କରିବାକୁ ଇସ୍ତାହାରରେ କହିଛି ଦଳ। ଏହା ଅନ୍ତର୍ଗତ ୨୦ ପ୍ରତିଶତ ଗରିବ […]

f2
ଆନ୍ଧ୍ରରେ ଓଡ଼ିଆ ପିଠାମିଠାର ସ୍ୱାଦ

ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣାରେ ଓଡ଼ିଆ ପିଠାମିଠାର ସ୍ୱାଦ ଚାଖିଛନ୍ତି ଅନ୍ଧ୍ରବାସୀ। ୮୪ତମ ଉତ୍କଳ ଦିବସ ଅବସରରେ ଦଶପଲ୍ଲା ହିଲ୍ସ ନିକଟ ଜଗନ୍ନାଥ ମନ୍ଦିରରେ ଆୟୋଜନ ହୋଇଥିଲା ଉତ୍କଳ ଦିବସ। ଏହି ଅବସରରେ ଆୟୋଜିତ ଗୋଇଥିବା ଓଡ଼ିଆ ଫୁଡ୍ ଫେଷ୍ଟିଭାଲ୍  ଉତ୍ସବରେ ଓଡ଼ିଶାର ଅନେକ ପାରମ୍ପରିକ ପିଠା ଓ ମିଠାର ଝଲକ ଦେଖିବାକୁ ମିଳିଥିଲା। ମଣ୍ଡା, କାକରା, ପୋଡ଼ପିଠା ସହ ଘୁଗୁନି, ଦହିବରା ଓ ମୁଢ଼ି ଘୁଗୁନିର ମଜା ନେଇଥିଲେ ଦର୍ଶକ।  ଏହାସହ ରସଗୋଲା, ଛେନାପୋଡ଼ […]