• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sena
ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିହତ

କଶ୍ମୀର : ପୁଲଓ୍ୱାମା ଆକ୍ରମଣ ପରେ କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀଙ୍କ ସଫେଇ କରିବା ପାଇଁ ସେନାର ଅପରେସନ ଅଲଆଉଟ ଜାରି ରହିଛି। ଆଜି ଜମ୍ମୁ ଓ କଶ୍ମୀରର କ୍ରାଲଗୁଣ୍ଡ ହଣ୍ଡଓ୍ୱାର ଅଞ୍ଚଳରେ ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ କ୍ରାଲଗୁଣ୍ଡ ହଣ୍ଡଓ୍ୱାର ଅଞ୍ଚଳରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। […]

rahul
ରାଫେଲ ଦୁର୍ନୀତି ଅଭିଯୋଗ ନେଇ ପୁଣି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ଅଭିଯୋଗ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ରାଫେଲ ଫାଇଲ ଗାଏବର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପାଇଁ କହୁଥିବା ବେଳେ ୩୦ହଜାର କୋଟି ଟଙ୍କାର ଘୋଟାଲାକୁ ନେଇ ସରକାର ଚୁପ୍‌ ରହିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ରାଫେଲ ଚୁକ୍ତି ବେଳେ ସମାନ୍ତରାଳ ବୁଝାମଣା ହୋଇଥିଲେ ମଧ୍ୟ ତା ଉପରେ ତଦନ୍ତ ହେଉ ନାହିଁ। ଏହାସହ କୌଣସି ପ୍ରକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

dalchini
ଡାଇବେଟିସ୍‌ରୁ ଉପଶମ ଚାହୁଁଛନ୍ତି କି? କ୍ଷୀରରେ ଏହି ମସଲା ମିଶାଇ ପିଅନ୍ତୁ

ଆମ ରୋଷେଇ ଘରେ ଏମିତି ଅନେକ ମସଲା ରହିଛି, ଯେଉଁଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି। କିନ୍ତୁ ଜାଣିଛନ୍ତି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଏହି ସବୁ ମସଲା ମଧ୍ୟରୁ ଡାଲଚିନି ହେଉଛି ଅନ୍ୟତମ। ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି। ଆଉ ଡାଲଚିନିର ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇଲେ, ଏହାର ଉପକାରିତା ଦୁଇ ଗୁଣା ବଢ଼ିଯାଏ। ଏବେ ଆସନ୍ତୁ ଜାଣିବା, ଡାଲିଚିନି ଗୁଣ୍ଡକୁ କ୍ଷୀର ସହ ମିଶାଇ ପିଇଲେ ଶରୀରକୁ କି କି […]

bjp
ସଭା ମଧ୍ୟରେ ସାଂସଦ-ବିଧାୟକ ପିଟାପିଟି

ନୂଆଦିଲ୍ଲୀ : ସଭା ମଧ୍ୟରେ ବିଧାୟକଙ୍କୁ ଜୋତାରେ ପିଟିଲେ ସାଂସଦ। ଆଉ ବିଧାୟକ ବି ସାଂସଦଙ୍କୁ ଉତ୍ତମ ମଧ୍ୟମ ଦେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସନ୍ଥ କବିର ନଗର ଜିଲ୍ଲାରେ। ଉଭୟ ସାଂସଦ ଓ ବିଧାୟକ ବିଜେପି ଦଳର। ଜିଲ୍ଲା ଆକ୍ସନ ପ୍ଲାନ କମିଟି ବୈଠକ ଚାଲିଥିବା ବେଳେ ଶିଳାନ୍ୟାସ ଫଳକରେ ଉଭୟଙ୍କ ନାଁ କେଉଁଠି ରହିବ ତାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ […]

twinkle
ଅକ୍ଷୟଙ୍କୁ ମାରି ଦେବାକୁ ଧମକ ଦେଲେ ପତ୍ନୀ ଟ୍ୱିଙ୍କିଲ୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର ସବୁବେଳେ ନିଜର ଭିନ୍ନ ଅନ୍ଦାଜ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ନିଜ ଫିଲ୍ମର ଚରିତ୍ର ପାଇଁ ହେଉକି କେତେବେଳେ ଅନ୍ୟ କୌଣସି କାରଣ ପାଇଁ ହେଉ। ଏବେ କିନ୍ତୁ ସେ ଦୁଇଟି ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ କାରଣ ହେଉଛି ଏକ ନୂଆ ପ୍ଲାଟ୍‌ଫର୍ମରେ ପାଦ ଦେବା ଓ ଅନ୍ୟଟି ପତ୍ନୀ ଟ୍ୱିଙ୍କିଲ୍‌ ଖାନାଙ୍କ ଠାରୁ ମିଳିଥିବା ଧମକ୍‌। ତେବେ ଚାଲନ୍ତୁ ଜାଣିବା କ’ଣ […]

Rohi Machha Desi Biryani
ଆଜି ଘରେ ତିଆରି କରନ୍ତୁ ରୋହୀ ମାଛ ଦେଶୀ ବିରିୟାନୀ

ଆପଣ ହାଇଦ୍ରାବାଦୀ ବିରିୟାନି, ଚିକେନ୍‌ ବିରିୟାନୀ, ମଟନ ବିରିୟାନି ଓ ଭେଜ୍‌ ବିରିୟାନୀ ଆଦି ନିଶ୍ଚୟ ଖାଇଥିବେ। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। କିନ୍ତୁ ଆପଣ କେବେ ରୋହୀ ମାଛ ତିଆରି ଦେଶୀ ବିରିୟାନୀ ଖାଇଛନ୍ତି କି? ଏହି ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଅନ୍ୟ ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଠାରୁ ଟିକେ ଭିନ୍ନ। ଆଉ ସ୍ୱାଦରେ ମଧ୍ୟ ଏହା ଅଲଗା ହୋଇଥାଏ। ତେବେ ଆଜି ହିଁ ଏହି ଭିନ୍ନ ସ୍ୱାଦର ବିରିୟାନୀ […]

mahanadi
ମହାନଦୀ ଜଳ ବିବାଦ ମାମଲା ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ

ନୂଆଦିଲ୍ଲୀ (ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଆଜି ନୂଆଦିଲ୍ଲୀରେ ବୈଠକ ବସିବ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏହି ଆଲୋଚନା ଦ୍ୱିତୀୟ ଥର ପାଇଁ ହେବ। ଗତ ୨୫ ତାରିଖରେ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବାରୁ ପୁଣି ଥରେ ଉଭୟ ରାଜ୍ୟ ଏକାଠି ବସି ଏନେଇ ଆଲୋଚନା କରିବେ। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡିବାକୁ ହେବ, ସେ ସମ୍ପର୍କରେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ […]

inia
ଦ୍ୱିତୀୟ ଦିନିକିଆ ଜିତି ସିରିଜ୍‌ ୨-୦ରେ ଆଗୁଆ ଭାରତ

ନାଗପୁର: ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ଓ ଶେଷ ଓଭର୍‌ରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଶାଣିତ ବୋଲିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ଦିନିକିଆରେ ଏହା ଟିମ୍‌ ଇଣ୍ଡିଆର ୫୦୦ତମ ବିଜୟ। ଜାମଥାର ଭିସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ବିରାଟ (୧୧୬)ଙ୍କ ଶତକୀୟ ଇନିଂସ୍ ସତ୍ତ୍ୱେ […]

train
ଚଳନ୍ତା ଟ୍ରେନ୍‌ରେ ନିଆଁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଜାମସେଦପୁର ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ୨ଟା ବେଳେ ଟ୍ରେନଟି ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାଦେଇ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ତେବେ ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। କିନ୍ତୁ ଅଗ୍ନିକାଣ୍ଡରେ ଟ୍ରେନର ପ୍ୟାଣ୍ଟ୍ରି କାର ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଯଶବନ୍ତପୁର-ଟାଟାନଗର ସୁପରଫାଷ୍ଟ ଏକ୍ସପ୍ରେସଟି ରାଜମନ୍ଦ୍ରୀ ନିକଟରେ ଥିବା ବେଳେ ଏହାର ପ୍ୟାଣ୍ଟ୍ରି ବଗିରେ ପ୍ରଥମେ […]

dba
ସେନା ପୋଷାକ ପିନ୍ଧି ସମାଲୋଚିତ ହେବାପରେ ମତ ରଖିଲେ ଦିଲ୍ଲୀ ବିଜେପି ସଭାପତି

ନୂଆଦିଲ୍ଲୀ: ଦଳୀୟ ଶୋଭାଯାତ୍ରାରେ ସେନା ପୋଷାକ ଭଳି ପୋଷାକ ପିନ୍ଧିବାକୁ ନେଇ ସମାଲୋଚନାର ଶିକାର ପରେ ନିଜର ମତ ରଖିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ। ସେ କହିଛନ୍ତି, ଦେଶ ପ୍ରତି ଭକ୍ତି ଓ ସେନାକୁ ନେଇ ଗର୍ବ ଅନୁଭବ କରୁଥିବାରୁ ବେଳେବେଳେ ଏଭଳି ପୋଷାକ ପିନ୍ଧିଥାନ୍ତି। ଦେଶବାସୀ ମଧ୍ୟ ଏଭଳି ପୋଷାକ ପିନ୍ଧିବା ଉଚ୍ଚିତ୍ ବୋଲି ସେ କହିଛନ୍ତି। ଶନିବାର ଦିନ ଦିଲ୍ଲୀରେ ବିଜେପିର ଏକ ରାଲିରେ ସେନା ପୋଷାକ ପିନ୍ଧି ମନୋଜ ପରିକ୍ରମା […]

f
ଜିଏସ୍‌ପି ରାଷ୍ଟ ସମୂହ ତାଲିକାରୁ ବାଦ୍ ପଡ଼ିଲା ଭାରତ ଓ ତୁର୍କୀ

ନୂଆଦିଲ୍ଲୀ: ଆମେରିକାର ଜିଏସ୍‌ପି ରାଷ୍ଟ ସମୂହ ତାଲିକାରୁ ବାଦ୍ ପଡ଼ିଲା ଭାରତ। ଭାରତୀୟ ବଜାରରେ ଆମେରିକୀୟ ସାମଗ୍ରୀକୁ ଅବାଧ ପ୍ରବେଶ ନେଇ କଟକଣା ହେତୁ ଟ୍ରମ୍ପ ପ୍ରଶାସନ ଭାରତକୁ ଏହି ତାଲିକାରୁ ବାଦ୍ ଦେଇଛି। ଆମେରିକା ପ୍ରତିନିଧି ସଭାରେ ଏନେଇ ତଥ୍ୟ ରଖି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ଓ ତୁର୍କୀକୁ ଜିଏସ୍‌ପି ବା ଗ୍ଲୋବାଲାଇଜ୍‌ଡ୍ ସିଷ୍ଟମ୍‌ ଅଫ୍ ପ୍ରିଫରେନ୍‌ସ ନେସନ ତାଲିକାରୁ ଏହି ଦୁଇ ଦେଶକୁ ହଟାଯାଇଛି। ଭାରତୀୟ ବଜାରରେ ଆମେରିକାର ଉତ୍ପାଦକୁ […]

nanwab
ଜଳପଥରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ୨୬-୧୧ ମୁମ୍ବାଇ ଆକ୍ରମଣ ଭଳି ଜଳପଥରେ ଆସି ଆକ୍ରମଣ କରିପାରନ୍ତି ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀ। ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ନୌସେନା ମୁଖ୍ୟ ଆଡ୍‌ମିରାଲ ସୁନୀଲ ଲାନ୍‌ୱା। ଏନେଇ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଗୁଇନ୍ଦା ସୂଚନା ଆଧାରରେ ସେ କହିଛନ୍ତି। ସମୁଦ୍ର ପଥରେ ଆକ୍ରମଣ କରିପାରନ୍ତି ପାକିସ୍ତାନୀ ଆତଙ୍କବାଦୀ। ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ବି ଦିଆଯାଉଛି। ଗୁଇନ୍ଦା ସୂଚନା ଆଧାରରେ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡ୍‌ମିରାଲ୍ ସୁନୀଲ ଲାନ୍‌ୱା। ଆତଙ୍କବାଦୀ […]

nSYD
ବିଶ୍ୱ ସମୁଦାୟର ଚାପ ପରେ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପାକିସ୍ତାନ

ଇସ୍‌ଲାମାବାଦ: ଚାରିଆଡ଼ୁ ଚାପ ପଡ଼ିବା ପରେ ଶେଷରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗରେ ୪୪ଜଣଙ୍କୁ ଅଟକ ରଖାଯାଇଥିବା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାରର ଦୁଇଜଣ ନିକଟ ସମ୍ପର୍କୀୟ ମୁଫତି ଅବଦୁର ଓ ହମାଦ ଆଝାର ସାମିଲ ଅଛନ୍ତି। ମୁଫତି ଅବଦୁର ଓ ହମାଦ ଆଝାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ […]

Untitled-1
ବାଲାକୋଟ ଏୟାର୍‌ ଷ୍ଟ୍ରାଇକୁ ନେଇ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ:  ବାଲାକୋଟ ଏୟାର୍ ଷ୍ଟ୍ରାଇକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ ଦୀର୍ଘଦିନ ଧରି ଶାସନ କରିଥିବା ଏକ ଦଳର ବରିଷ୍ଠ ନେତା ସେନାବାହିନୀର କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ୨୬/୧୧ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ସେହି ନେତା କ୍ଲିନ୍‌ ଚିଟ ଦେଇଥିବା ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି। ମଧ୍ୟପ୍ରଦେଶରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରି ଏପରି ମନ୍ତବ୍ୟ ଦେଇଛନ୍ତି। […]