• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

saha
ବେଆଇନ୍‌ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରାଯିବ: ଶାହ

ନୂଆଦିଲ୍ଲୀ: ଦେଶର କୌଣସି କୋଣରେ ବେଆଇନ ଅନୁପ୍ରବେଶକାରୀ ବସବାସ କରୁଥିଲେ ତାଙ୍କୁ ଚିହ୍ନଟ କାରାଯିବା ସହ ଦେଶରୁ ବିତାଡ଼ିତ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୁଧବାର ରାଜ୍ୟସଭାରେ ଶାହ କହିଛନ୍ତି ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇଦିଆଯିବ। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏନ୍‌ଆରସି ଲାଗୁ କରାଯିବା ନେଇ ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲ୍ଲୀ ଖାନ୍‌ଙ୍କ ପ୍ରଶ୍ନରେ ଗୃହମନ୍ତ୍ରୀ ଶାହ ଏହି ଉତ୍ତର ରଖିଛନ୍ତି। ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ […]

chandrayan 2
ଜୁଲାଇ ଶେଷକୁ ମହାକାଶ ଯିବ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୨ ର ଜୁଲାଇ ଶେଷ ଭାଗରେ ମହାକାଶ ଯିବ। ଗତ ଜୁଲାଇ ୧୫ ତାରିଖରେ ଉତକ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୨ କେତେକ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାର ଉଡ଼ାଣ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଏଥିରେ ଥିବା ତ୍ରୁଟିକୁ ସଜଡ଼ା ଯିବା ପରେ ଏହାର ଉତକ୍ଷେପଣ ଶୀଘ୍ର ହେବ ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ସବୁ ଯାନ୍ତ୍ରିକ ସମସ୍ୟାର ସମାଧାନ କରିପାରିଛି। […]

Untitled-1
ସୋମବାର ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୨୦୧୯ ମସିହା ପାଇଁ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥିବା ପଦ୍ମ ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ସୋମବାର ରାଷ୍ଟ୍ରପତି ଭବନଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ଦିଆଯିବ। ଗତ ଜାନୁଆରୀ ୨୬ ତାରିଖରେ ୧୧୨ ଜଣଙ୍କ ନାମ ଘୋଷଣା କରାଯାଇଥିଲା। ପ୍ରଥମ ଭାଗରେ ମାର୍ଚ୍ଚ ୧୧ ତାରିଖରେ ୫୬ ଜଣଙ୍କୁ ସମ୍ମାନିତ କରାଯିବ ଏବଂ ଦ୍ୱିତୀୟ ଭାଗରେ […]

ambani
ପୁଅ ବାହାଘରକୁ ୫୦ ହଜାର ପୁଲିସ୍‌ଙ୍କୁ ନିମନ୍ତ୍ରଣ କଲେ ଅମ୍ୱାନୀ

ନୂଆଦିଲ୍ଲୀ: ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀଙ୍କ ବଡ଼ ପୁଅ ଆକାଶ ଅମ୍ୱାନୀଙ୍କ ବାହାଘରକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଅମ୍ବାନୀଙ୍କ ବଡ଼ ପୁଅ ବାହାଘର ହୀରା ବ୍ୟବସାୟୀ ରସଲ୍‌ ମେହଟ୍ଟାଙ୍କ ଝିଅ ଶ୍ଲୋକାଙ୍କ ସହିତ ହେବାକୁ ଯାଉଛି। ଏହି ଖୁସିରେ ମୁକେଶ ଅମ୍ୱାନୀ ମୁମ୍ୱାଇରେ କାର୍ଯ୍ୟ କରୁଥିବା ୫୦ ହଜାର ପୁଲିସ୍‌ କର୍ମୀଙ୍କୁ ମିଠା ପ୍ୟାକେଟ୍‌ ପଠାଇଛନ୍ତି। ରିଲାଏନ୍ସ ପକ୍ଷରୁ ମୁମ୍ୱାଇରେ ଥିବା ସମସ୍ତ ପୁଲିସ୍‌ ଷ୍ଟେସନ୍‌କୁ ମିଠା ପ୍ୟାକେଟ୍‌ ପଠା ଯାଇଛି।  ସେତିକି […]

Capture
ଦେବାଳିଆ ହୋଇଯିବ କି ପାକିସ୍ତାନ ?

ଇସ୍ଲାମାବାଦ: ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ଦେଶକୁ ଏକ ବଡ଼ ଝଟ୍‌କା ଲାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଅଟୋ ଶିଳ୍ପ ମାନ୍ଦା ଅବସ୍ଥାରେ ରହିଥିବାରୁ ସବୁ ବଡ଼ ବଡ଼ ଅଟୋମୋବାଇଲ କମ୍ପାନୀ ଉତ୍ପାଦନ ବନ୍ଦ କରିଦେଇଛନ୍ତି। ଅନ୍ୟପଟେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପାକିସ୍ତାନ(ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ପାକିସ୍ତାନ୍) ମଧ୍ୟ ଋଣ ପାଇଁ ସୁଧ ହାର ବଢ଼ାଇଛି। ଦୀର୍ଘ ୮ ବର୍ଷ ପରେ ଋଣ ଉପରେ ସୁଧ ହାର ୧୩.୨୫ ପ୍ରତିଶତ ହୋଇଛି। ଯାହାକୁ ନେଇ […]

avi
ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପରମବୀର ଚକ୍ର ପ୍ରଦାନ ଦାବି

ଚେନ୍ନାଇ: ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପରମବୀର ଚକ୍ର ପାଇଁ ଦାବି କରିଛି ତାମିଲନାଡୁ ସରକାର। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ସୂଚନାଯୋଗ୍ୟ, ପରମବୀର ଚକ୍ର ହେଉଛି ସେନାର ସର୍ବୋଚ୍ଚ ସମ୍ମାନ। ଆକାଶମାର୍ଗରେ ପାକିସ୍ତାନ ବାୟୁସେନାର ଏଫ-୧୬ ବିମାନକୁ ଖସାଇବା ପରେ ପାକିସ୍ତାନ ଅଧିକୃତ କଶ୍ନୀରରେ ଖସିପଡ଼ିଥିଲେ ଅଭିନନ୍ଦନ। ଘଟଣାର ୫୬ ଘଣ୍ଟା ପରେ ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ସ୍ଵଦେଶ ଫେରିବା ପାଇ ଅନୁମତି ଦେଇଥିଲେ। ଦେଶ […]