• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

train
ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ରେ ନିଆଁ, ଭୟରେ ଡେଇଁପଡ଼ିଲେ ଯାତ୍ରୀ

ରାଞ୍ଚି: ଏକ୍ସପ୍ରେସ୍‌ରେ ନିଆଁ। ମୁମ୍ବାଇ-ହାୱଡା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏକ୍ସପ୍ରେସ୍‌ର ସେକେଣ୍ଡ କ୍ଲାସ୍‌ ସ୍ଲିପର ଏସ୍-୧୧ ବଗି ତଳୁ ଧୂଆଁ ବାହାରିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ମୁମ୍ବାଇରୁ ହାୱଡାକୁ ଯାଉଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ ଝାଡ଼ଖଣ୍ଡର ଲୋଟପାହାଡ଼ ଓ ଚକ୍ରଧରପୁର ମଝିରେ ଥିବାବେଳେ ଏସ୍-୧୧ ବଗି ତଳୁ ଧୂଆଁ ବାହାରୁଥିବା  ଦେଖିବାକୁ ମିଳିଥିଲା। ଫଳରେ ଯାତ୍ରୀମାନେ ଚେନ୍ ଟାଣି ଲୋଟପାହାଡ଼ ନିକଟରେ ଟ୍ରେନ୍‌କୁ ଅଟକାଇବା ସହ ଭୟରେ ଡେଇଁ […]

saklman
ସଲ୍‌ମାନ୍‌ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ ଏଇ ବଲିଉଡ୍‌ ସୁନ୍ଦରୀ

ମୁମ୍ବାଇ: ବଲିଉଡ୍‌ରେ ଯଦି ସବୁଠୁ ଅଧିକ କେଉଁ ବଲିଉଡ୍‌ ଷ୍ଟାର ଚର୍ଚ୍ଚାରେ ରୁହନ୍ତି, ସେ ହେଉଛନ୍ତି ଦବଙ୍ଗ ଖାନ୍‌ ସଲ୍‌ମାନ୍। ଫିଲ୍ମ ହେଉ କି ବିବାହ କିମ୍ବା ଅନ୍ୟ କୌଣସି କାରଣ ହେଉ,  ତାଙ୍କୁ ନେଇ ଚର୍ଚ୍ଚାରେ ସବୁବେଳେ ଲାଗି ରହିଥାଏ । ଏବେ ପୁଣି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟୁପୁରୁ ଟାପୁରୁ ଆରମ୍ଭ ହୋଇଯାଇଛି। ସଲ୍‌ମାନ୍‌ ସାରାଦୁନିଆ ପାଇଁ ଭାଇଜାନ୍‌ ହୋଇଥିଲେ ବି କ୍ୟାଟ୍ରିନାଙ୍କ ଲାଗି ସେ ‘ମେରି ଜାନ’। ଏକଥା ନିଜେ କହିଛନ୍ତି […]

sonu
ରାଜନୀତିକୁ ଆସିବା ପାଇଁ ବର୍ତ୍ତମାନ ପ୍ରସ୍ତୁତ ନାହିଁ : ସୋନୁ ନିଗମ୍‌

ମୁମ୍ୱାଇ : ଏଥର ଲୋକସଭା ନିର୍ବାଚନରେ ଅନେକ ଅଭିନେତା ଓ ଅଭିନେତ୍ରୀ ଏପରି ଥିଲେ, ଯେଉଁମାନେ ଫିଲ୍ମରୁ ସିଧାସଳଖ ରାଜନୀତି ମଇଦାନରେ ଲଢ଼େଇ କରିଥିଲେ। ବଲିଉଡ୍‌ ଠାରୁ ଆରମ୍ଭ କରି ସାଉଥ୍‌ର ସୁପରଷ୍ଟାରମାନେ ମଧ୍ୟ ଏଥର ନିର୍ବାଚନ ମଇଦାନରେ ଭାଗ ଦେଇଥିଲେ। ଏଥିରେ କିଛି କଳାକାର ଜିତିଥିବା ବେଳେ ଅନେକଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ନିକଟରେ ସିଙ୍ଗର୍‌ ସୋନୁ ନିଗମ୍‌ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ତାଙ୍କୁ ରାଜନୀତିକୁ ଆସିବା ପାଇଁ ଅଫର୍‌ ମିଳିଥିଲା , କିନ୍ତୁ […]

11
ଭାରତର ନୂଆ ସରକାର ସହିତ ଆଲୋଚନା କରିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସହିତ ଥିବା ସବୁ ଦ୍ଵିପାକ୍ଷିକ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ କଥାବାର୍ତ୍ତା କରିବାକୁ ଚାହୁଁଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଶାହା କୁରେସି କହିଛନ୍ତି। ସରକାରୀ ରେଡିଓ ପାକିସ୍ତାନର ଖବର ଅନୁସାରେ ଶନିବାର ଇଫତାର୍‌ ପାର୍ଟିକୁ ସମ୍ୱୋଧିତ କରି କୁରେସି କହିଥିଲେ, ଭାରତ ଓ ପାକିସ୍ତାନରେ ସମୃଦ୍ଧି ଓ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଆଲୋଚନାର ଆବଶ୍ୟକତା ରହିଛି। କୁରେସିଙ୍କର ଏହି ମନ୍ତବ୍ୟର ଦୁଇଦିନ ପୂର୍ବରୁ ହିଁ ଭାରତୀୟ ଜନତା ପାର୍ଟି ଲୋକସଭା […]

34-1-750x421
ହିରୋଇନ୍‌ଙ୍କ ମୁଣ୍ଡରେ ବନ୍ଧୁକ ରଖି ବାହା ହେବା ପାଇଁ ବାଧ୍ୟ କଲା ପ୍ରେମିକ

ଲକ୍ଷ୍ନୌ: ଫିଲ୍ମ ଶୁଟିଂ ବେଳେ ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ। ଅଭିନେତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ବାହା ହେବାକୁ ବାଧ୍ୟ କରିବା ସହିତ ବୁଝାଇବାକୁ ଆସିଥିବା ଏସ୍‌ପିଙ୍କ ଉପରକୁ ଚଳାଇଲା ଗୁଳି। ଗତକାଲି ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଉତ୍ତର ପ୍ରଦେଶର ସୋନଭଦ୍ରରେ। ଏଠାରେ ଏକ ହୋଟେଲ୍‌ରେ ଭୋଜପୁରୀ ଫିଲ୍ମ ‘ଅଭାଗୀନ ବିଟିଆ’ର ଶୁଟିଂ ଚାଲିଥିବା ବେଳେ ହଠାତ୍ ଜଣେ ଯୁବକ ସେଠାରେ ପହଞ୍ଚି ଗୁଳି ଫୁଟାଇବା ସହିତ ହିରୋଇନ୍ ରିତୁ ସିଂହଙ୍କୁ ନିଜ କବଜାକୁ ନେଇ […]

Rahul-Gandhi-mmmmmmmmmmmmm-750x430
“ଏମାନଙ୍କ ପାଇଁ ପୁଅ ଆଗ, ଦଳ ପଛ”

ନୂଆଦିଲ୍ଲୀ: ଏଥର ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ସଭାପତି ପଦ ଛାଡ଼ିବାକୁ ଜିଦ୍ ଧରିଥିବା ରାହୁଲ ଗାନ୍ଧି ଦଳର ତିନି ବରିଷ୍ଠ ନେତାଙ୍କ ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି। ଗତକାଲି ଦିଲ୍ଲୀରେ ବସିଥିବା କଂଗ୍ରେସ୍ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକରେ ରାହୁଲ ଏହି ତିନି ନେତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥିଲେ। ସେ କହିଥିଲେ, “ଯେଉଁ ରାଜ୍ୟଗୁଡ଼ିକରେ କଂଗ୍ରେସ କ୍ଷମତାରେ ଅଛି, ଦଳ ସେଠାରେ ବହୁତ ଖରାପ ପ୍ରଦର୍ଶନ […]

pm modi
ନୂଆ ସାଂସଦଙ୍କୁ ମୋଦିଙ୍କ ଟିପ୍ସ

ନୂଆଦିଲ୍ଲୀ: ୧୯ରେ ଧମାକାଦାର ବିଜୟ ପରେ କେନ୍ଦ୍ରରେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ। ନୂଆଦିଲ୍ଲୀରେ ଗତକାଲି ଏନ୍‌ଡିଏର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବ ନିର୍ବାଚିତ ସାଂସଦଙ୍କୁ  ସ୍ୱାଗତ କରିବା ସହିତ ଆଗାମୀ ଦିନରେ କିପରି ଜନତାଙ୍କର ସେବା କରିବେ,ଏହାକୁ ନେଇ କିଛି ଟିପ୍ସ ଦେଇଥିଲେ। ଛୋଟ ଭୁଲ୍ ଯୋଗୁ ସାରା ଜୀବନର ତପସ୍ୟା ନଷ୍ଟ ହୋଇଯାଏ, ତେଣୁ ଦେଖି ରଖି କଥା କହିବେ, […]

fire-1..
ଜୀବନ ବଞ୍ଚାଇବା ପାଇଁ ୩ ମହଲାରୁ ଡେଇଁବାକୁ ବାଧ୍ୟ ହୋଇଥିଲୁ

ଅହମ୍ମଦାବାଦ: ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଲା କୋଚିଂ ସେଣ୍ଟରରେ ଗତକାଲି ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏସିରୁ ବାହାରିଥିବା ନିଆଁ ଏପରି ଭୟଙ୍କର ରୂପ ଧାରଣ କଲା ଯେ, ଏଥିରେ ୨୩ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଲା। ମୃତକଙ୍କ ମଧ୍ୟରେ ୧୫ ଝିଅ ବି ଅଛନ୍ତି। ଏପରି ନିଆଁକୁ ପାଖରୁ ଦେଖି ଭୟଭୀତ ହୋଇଯାଇଥିବା ବହୁ ଛାତ୍ରଛାତ୍ରୀ ନିଜକୁ ବଞ୍ଚାଇବା ଲାଗି ଅନ୍ୟ କୌଣସି ବାଟ ନ ପାଇ ତିନି […]

Karan-Johar
ଆଜି କରନ୍‌ ଜୋହରଙ୍କ ଜନ୍ମଦିନ

ମୁମ୍ବାଇ: ୪୭ବର୍ଷରେ ପାଦ ଥାପିଛନ୍ତି ଫିଲ୍ମ ମେକର କରନ ଜୋହର୍‌। ୧୯୭୨ ମସିହା ମେ ୨୫ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସେ। କରନଙ୍କ ପାଠପଢା ଆରମ୍ଭ ହୋଇଥିଲା ଗ୍ରୀନ୍ ଲନ୍ସ ହାଇସ୍କୁଲ୍‌ରେ। ଏହାପରେ ସେ ଏଚ୍‌ ଆର କଲେଜ ଅଫ୍‌ ଇକୋନୋମିକ୍ସରେ ପାଠ ପଢିଥିଲେ । ଏକଥା ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କରନଙ୍କ ପାଖରେ ଫ୍ରେଞ୍ଚ ଭାଷାରେ ମାଷ୍ଟର ଡିଗ୍ରୀ ରହିଛି। ୧୯୮୯ରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ସିରିଏଲ୍‌ ଇନ୍ଦ୍ରଧନୁସ୍‌ରେ ସେ ଶ୍ରୀକାନ୍ତ […]

surat-coaching-centre
ପରୀକ୍ଷାଫଳ ଜାଣିବା ଆଗରୁ ଚାଲିଗଲା ଜୀବନ

ସୁରତ: ଗୁଜରାଟ ସୁରତର ଥିବା ତକ୍ଷଶୀଳା କୋଚିଂ ସେଣ୍ଟରରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏବେ ୨ ଜଣ ଛାତ୍ର ଭେଣ୍ଟିଲେଟରରେ ଥିବା ବେଳେ ୫ ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଗତକାଲି ଅପରାହ୍ନରେ ସୁରତର ସରଥଣା ଅଞ୍ଚଳରେ ଥିବା ତକ୍ଷଶୀଳା କୋଚିଂ ସେଣ୍ଟରର ୪ ମହଲା କୋଠାରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ମୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ନିକଟରେ ପ୍ରକାଶ ପାଇବାକୁ ଥିବା ଦ୍ୱାଦଶ […]