• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

69646438
ନେହରୁଙ୍କ ବିଷୟରେ ଟିପ୍ପଣୀ ଦେଇ ଥାନାକୁ ଗଲେ ବଲିଉଡ୍‌ ଅଭିନେତ୍ରୀ

ଜୟପୁର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଜବାହାରଲାଲ୍‌ ନେହରୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମଡେଲ୍‌ ତଥା ବଲିଉଡ୍‌ ଆକ୍ଟ୍ରେସ୍‌ ପାୟଲ ରୋହତଗୀ ଥାନାରେ ଅଟକ। ଆଜି ରାଜସ୍ଥାନର ବୁନ୍ଦୀ ପୁଲିସ୍ ପାୟଲଙ୍କୁ ଥାନାରେ ଅଟକ ରଖିଛି। ଏହି ସୂଚନା ଦେଇଛନ୍ତି ବୁନ୍ଦୀ ଏସ୍‌ପି ମମତା ଗୁପ୍ତା। ଅକ୍ଟୋବର ୨୦୧୯ରେ ପାୟଲଙ୍କ ବିରୋଧରେ ଏକ କ୍ୟାସ୍‌ ଫାଇଲ୍‌ ହୋଇଥିଲା। ପାୟଲ ଫେସ୍‌ବୁକରେ ଏକ ଭିଡିଓ ଜାରି କରି ମୋତିଲାଲ ନେହରୁଙ୍କ ପରିବାର ବିରୋଧରେ […]

MISS
ବିସ୍ୱ ସୁନ୍ଦରୀ ଟୋନି ଅନ୍ ସିଂ

ନୂଆଦିଲ୍ଲୀ: ଚଳିତ ବର୍ଷର ବିଶ୍ୱ ସୁନ୍ଦରୀ ହୋଇଛନ୍ତି ଜମାଇକା ଗର୍ଲ ଟୋନି ଅନ୍ ସିଂ। ବିଶ୍ୱର ୧୭ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଶ୍ୱ ସୁନ୍ଦରୀ ଟାଇଟାଲ୍‌କୁ ନିଜ ନାଁରେ କରିଛନ୍ତି ଟୋନି।  ଆମେରିକା ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ୨୩ ବର୍ଷିୟ ଫିଜିଓଲୋଜି ଛାତ୍ରୀ ହେଉଛନ୍ତି ଟୋନି। ଏହାସହ କାରବିଆନ୍ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ବି ସେ ଅଧ୍ୟକ୍ଷ ଥିଲେ। ଟାଇଟାଲ୍ ଜିତିବା ପରେ ହଲିଉଡରେ କାମ କରିବାକୁ ଇଚ୍ଛୁକ ଥିବା କହିଛନ୍ତି ଟୋନି। ପ୍ରତିଯୋଗିତାରେ ପ୍ରାନ୍ସର ଓଫେ […]

milk
ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ୁଛି। ସରକାର କିନ୍ତୁ କହୁଛନ୍ତି ଅଚ୍ଛେଦିନ ଆସୁଛି। ପେଟ୍ରୋଲ୍‌ ଡିଜେଲ୍‌ ପନିପରିବା ପରେ ଏବେ କ୍ଷୀର ଦର ବି ବଢ଼ିଛି। ଲିଟର ପିଛା ୨ରୁ ୩ ଟଙ୍କା ବଢ଼ିଛି। ଦିଲ୍ଲୀର ମଦର ଡାଏରୀ କମ୍ପାନୀ ଟୋଣ୍ଡ (ମଇଁଷି କ୍ଷୀର ଏକ ବିଶେଷ ପ୍ରସ୍ତୁତି ) କ୍ଷୀର ଦାମ୍‌ ଲିଟର ପିଛା ୩ ଟଙ୍କା ବଢ଼ାଇଥିବା ବେଳେ ଅମୁଲ ୨ ଟଙ୍କା ଦାମ୍ ବଢ଼ାଇଛି। ଦିଲ୍ଲୀରେ ପୂର୍ବରୁ […]

od
ସିଏଏକୁ ବିରୋଧ: ୫ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି ପଶ୍ଚିମବଙ୍ଗରେ ବ୍ୟାପକ ପୋଡ଼ାଜଳା ହୋଇଛି। ବିକ୍ଷୋଭକାରୀମାନେ ଲାଲଗୋଲା ଷ୍ଟେସନରେ ଅଟକି ରହିଥିବା ୫ଟି ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଥମେ ବିକ୍ଷୋଭକାରୀ ଏହି ଟ୍ରେନ୍‌ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଏଥିରେ କେହି ଯାତ୍ରୀ ନଥିବାରୁ ସେମାନେ ଏଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଗତକାଲି ଭଳି ଆଜି ମଧ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଲାଲଗୋଲା […]

savarkar
ବଢ଼ିଲା ଫାରୁକ୍‌ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ

ଶ୍ରୀନଗର: ବଢ଼ିଲା ଫାରୁକ୍‌ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ। ଆହୁରି ୩ ମାସ ନିଜ ଘରେ ବନ୍ଦୀ ରହିବେ ଫାରୁକ୍‌ ଅବଦୁଲ୍ଲା। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଅଟକ ଅବଧି ୩ ମାସ ବଢ଼ାଇ ଦିଆଯାଇଛି। ୩ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଥିବା ଫାରୁକ୍‌ଙ୍କ ଅଟକ ଅବଧି ବୃଦ୍ଧି ନେଇ ଶନିବାର ନିଷ୍ପତ୍ତି ହୋଇଛି। ସେ ସବ୍‌-ଜେଲ ଘୋଷିତ ତାଙ୍କ ଘରେ ହିଁ ଗୃହବନ୍ଦୀ ରହିବେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ୫ ଥର ସାଂସଦ […]

ce
ଦୁଇ ଦିନ ଧରି ଆସାମରେ ଫସିରହିବା ପରେ ଓଡ଼ିଶା ଫେରିଲେ କ୍ରିକେଟ୍‌ ଟିମ୍

ଭୁବନେଶ୍ୱର: ଆସାମରୁ ଫେରିଲେ ଓଡ଼ିଶା ଅଣ୍ଡର ୧୯ କ୍ରିକେଟ ଟିମ୍ ଓ ସପୋର୍ଟିଂ ଷ୍ଟାଫ୍। ୨ ଦିନ ଧରି ଆସାମରେ ଫସିରହିବା ପରେ ଗତକାଲି ସଂଧ୍ୟାରେ ଓଡ଼ିଶା ଫେରିଛନ୍ତି ଏମାନେ। କୁଚବିହାର ଟ୍ରଫି ଖେଳିବା ପାଇଁ ଆସାମ ଯାଇଥିବା ଓଡ଼ିଶା ଟିମ୍ ଗୌହାଟିରୁ ୧୦ କିଲୋମିଟର ଦୂର ଏକ ହୋଟେଲରେ ଫସିରହିଥିଲା। ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଆସାମରେ ବ୍ୟାପକ ହିଂସା ଯୋଗୁ ଗୌହାଟିରୁ ୧୦ କିଲୋମିଟର ଦୂର ଏକ ହୋଟେଲରେ ୨ ଦିନ ରହିଥିଲେ […]

smsung
ସାମସଙ୍ଗ Galaxy A71 ଓ Galaxy A51 ଲଞ୍ଚ୍

ନୂଆଦିଲ୍ଲୀ: ସାମ୍‌ସଙ୍ଗମ କମ୍ପାନୀ ଗ୍ୟାଲେକ୍ସି ସିରିଜ୍‌ର Galaxy A71 ଓ Galaxy A51 ଦୁଇଟି  ଜବରଦସ୍ତ ଫୋନ୍ ଲଞ୍ଚ୍ କରିଛି। ଦୁଇଟି ଫୋନ୍‌ରେ ଇନଫିନିଟି-୦ ଡିସ୍‌ପ୍ଲେ ଡିଜାଇନ୍‌ ରହିଛି। ମୋବାଇଲ୍‌ରେ ରିୟର ସାଇଡ୍‌ରେ କ୍ୱାଡ କ୍ୟାମେରା ସେଟ୍‌ଅପ୍‌ ରହିଥବା ବେଳେ ଫ୍ରଣ୍ଟ ପଞ୍ଚ୍‌ ହୋଲ୍‌ ଫ୍ରଣ୍ଟ କ୍ୟାମେରା ରହିଛି। Galaxy A51 ଡିଭାଇସ୍‌ଟି Galaxy A50ର ସକ୍‌ସେସର ହୋଇଥିବା ବେଳେ Galaxy A71 ସ୍ମାର୍ଟଫୋନ୍‌ଟି Galaxy A70ର ସକ୍‌ସେସର। ଦୁଇଟି ଫୋନ୍‌ର ବିଶେଷତ୍ୱ Galaxy A51- ଏଥିରେ […]

Abhinas-Nayak
ଓଡ଼ିଆ ପୁଅଙ୍କ ଚିକେନ୍ ବେସର ଖାଇ ଜଜ୍‌ କହିଲେ 'ଜୟ ହୋ ଓଡ଼ିଶା'

ମୁମ୍ବାଇ ଓଡ଼ିଆ ଖାଦ୍ୟ ଖୁଆଇ ଜଜ୍‌ଙ୍କ ମନଜିତିଲେ ବ୍ରହ୍ମପୁର ଆସ୍‌କାର ଅବିନାଶ ନାୟକ। ସେ ଖୁବ୍‌ କମ୍‌ ସମୟରେ ଏକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ତିଆରି କରି ଜଜ୍‌ମାନଙ୍କୁ ଇମ୍ପ୍ରେସ୍ କରିପାରିଥିଲେ। ଫଳରେ ସେ  ଷ୍ଟାର ପ୍ଲସ୍‌ରେ ଚାଲୁଥିବା ‘ମାଷ୍ଟର ସେଫ୍‌ ଇଣ୍ଡିଆ’ ପ୍ରତିଯୋଗିତାର କ୍ୱାଲିଫାଇଂ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅବିନାଶଙ୍କର ଏହି ସଫଳତା ପରେ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ଥମିବାରେ ନାଁ ନେଉ ନାହିଁ। ଏକ ମଲ୍‌ଟି ନ୍ୟାସନାଲ୍‌ କମ୍ପାନୀରେ କାର୍ଯ୍ୟରତ ଅବିନାଶ ଏହି ରିୟାଲିଟି ଶୋ’ରେ […]