ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟେଷ୍ଟିଂ, ନମୁନା ସଂଗ୍ରହ କଣ୍ଟାକ୍ଟ ଟ୍ରେସିଂକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ –ICMR। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି। ଅଧିକ ସଂକ୍ରମଣ ହେଉଥିବା ସ୍ଥାନମାନଙ୍କରେ ଲକ୍ଷଣ ଥିବା ବ୍ୟକ୍ତିଙ୍କଠାରୁ ଅଧିକ ସଂଖ୍ୟକ ନମୁନା ସଂଗ୍ରହ କରିବା ପାଇଁ କୁହାଯାଇଛି। ଏଥିପାଇଁ କ୍ୟାମ୍ପ ପ୍ରତିଷ୍ଠା କରିବା ଏବଂ ମୋବାଇଲ୍ […]
ନୂଆଦିଲ୍ଲୀ: ମାସେ ଭିତରେ ସରକାରୀ ବଙ୍ଗଳା ଛାଡ଼ିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ ମିଳିଛି। ଆସନ୍ତା ଅଗଷ୍ଟ ୧ ତାରିଖ ସୁଦ୍ଧା ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ। ଯଦି ସେ ସରକାରୀ ନିର୍ଦ୍ଦେଶକୁ ନମାନି ସେଠାରେ ରୁହନ୍ତି, ତେବେ ତାଙ୍କୁ ଫାଇନ ଦେବାକୁ ହେବ। ଏସ୍ପିଜି ସୁରକ୍ଷା ହଟିବା ପରେ ତାଙ୍କୁ ଏହି ବଙ୍ଗଳା ଖାଲି କରିବା ପାଇଁ କୁହାଯାଇଛି। ଦିଲ୍ଲୀ […]
ନୂଆଦିଲ୍ଲୀ: ଚୀନର ୫୯ଟି ଆପ୍କୁ କେନ୍ଦ୍ର ସରକାର ନିଷିଦ୍ଧ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଏକ ଚାଇନିଜ ଆପ୍ ୱିବୋକୁ ବାଏ ବାଏ କରିଛନ୍ତି। ୱିବୋରେ ଥିବା ତାଙ୍କ ଆକାଉଣ୍ଟରୁ ମୋଦି ତାଙ୍କ ଫଟୋ ଓ ସମସ୍ତ ପୋଷ୍ଟ ଡିଲିଟ କରିଦେଇଛନ୍ତି। ୱିବୋ ହେଉଛି ଟୁଇଟର ଭଳି ଏକ ମାଇକ୍ରୋ-ବ୍ଲଗିଂ ଆପ। ଯାହା ଚୀନରେ ଉପଲବ୍ଧ ହୋଇଥାଏ। ମୋଦି ଏଥିର ଚାଇନିଜ ଭାଷାରେ ତାଙ୍କ ମେସେଜ ପୋଷ୍ଟ କରୁଥିଲେ। ୨୦୧୫ରେ ଚୀନ ଗସ୍ତ ପୂର୍ବରୁ […]