ଗାନ୍ଧିନଗର: ଗୁଜରାଟର ଜଣେ କଂଗ୍ରେସ ବିଧାୟକ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଭୂତାଣୁ ଚିହ୍ନଟ ପରେ ତାଙ୍କୁ ରାଜକୋଟର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଜାମଯୋଧପୁର ବିଧାୟକ ଚିରାଗ କଲାରିୟା ଗାନ୍ଧିନଗରରୁ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା। ଏହାପରେ ସନ୍ଦେହରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଗୁରବାର ତାଙ୍କ ରିପୋର୍ଟ ପଜିଟିଭ ବାହାରିଛି। ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଦେବାକୁ ସେ ଗାନ୍ଧିନଗର ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଠାରେ କରୋନା […]
ନୂଆଦିଲ୍ଲୀ: ୧୨ ସେନା ଯବାନଙ୍କୁ କରୋନା। ନାଗାଲାଣ୍ଡର କୋହିମା ଜିଲ୍ଲାରେ କାର୍ଯ୍ୟରତ ୧୨ ଜଣ ସେନା ଯବାନଙ୍କ ଠାରେ କୋଭିଡ୍ ୧୯ ଭୂତାଣୁ ଚିହ୍ନଟ ହୋଇଛି। ଜଖମା ଆର୍ମୀ କ୍ୟାମ୍ପରେ କ୍ୱାରେଣ୍ଟିନ୍ ସେଣ୍ଟର୍ରେ ଥିବା ଏହି ୧୨ ଯବାନ ବୁଧବାର କୋରନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରୁ ଆର୍ମି ଯାବାନମାନେ ଜଖମାକୁ ଆର୍ମି କ୍ୟାମ୍ପକୁ ଆସିଥିଲେ। ମିଲିଟାରୀ ଏସ୍ଓପି […]
ନୂଆଦ୍ଲିଲୀ: ଦେଶରେ ବୃଦ୍ଧି ପାଉଥିବା କୋଭିଡ୍ ମାମଲା ଏବଂ କରୋନା କଟକଣାକୁ ଦୃଷ୍ଟିରେ ରଖି ସବୁ ୟୁନିଭରସିଟିର ଫାଇନାଲ ପରୀକ୍ଷା ବାତିଲ କରିବାକୁ ପରାମର୍ଶ ଦେଇଛି ୟୁସିଜି। ସମସ୍ତ ୟୁନିଭରସିଟି ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏ ବର୍ଷ ଫାଇନାଲ ପରୀକ୍ଷା ନ କରିବାକୁ ୟୁଜିସିର ଏକ୍ସପର୍ଟ ପ୍ୟାନେଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତା ବଦଳରେ ଗତ ସେମିଷ୍ଟରର ପ୍ରଦର୍ଶନକୁ ଆଧାର କରି ଓ ଇଣ୍ଟରନାଲ ପ୍ରଦର୍ଶନ ଅନୁସାରେ ମାର୍କ ଦେବାକୁ ପରାମର୍ଶ ଦିଆଯାଇଛି। ଯଦି ପରୀକ୍ଷା କରାଯାଏ, […]
କୋଲକାତା: କରୋନା ସହିତ ଲଢ଼ିବାରେ ପଶ୍ଚିମବଙ୍ଗ ପୁଲିସ ଏକ ନୂଆ ଉପାୟ ପାଇଛି। ସୋରିଷ ତେଲ, ଉଷୁମ ଲେମ୍ବୁ ପାଣି ଓ କେତେକ ଘରୋଇ ପ୍ରତିକାର ଆପଣାଇ ନିଜକୁ ସୁସ୍ଥ ରଖିବା ସହିତ କରୋନାକୁ ଉପଚାର ମଧ୍ୟ କରି ହେବ ବୋଲି ବେଙ୍ଗଲ ପୁଲିସ୍ ଦାବି କରିଛି। ସିଲିଗୁଡ଼ି ପୁଲିସ୍ କିମିଶନରେଟ୍ର ଜଣେ ବରିଷ୍ଠ ପୁଲିସ୍ ଅଫିସର୍ ଏ ଦିଗରେ ସଫଳ ପରୀକ୍ଷଣ କରି ଅନେକ ଲୋକ ଏଥିରେ ସୁସ୍ଥ ହେବା ପରେ ପୁଲିସ ପକ୍ଷରୁ ଏପରି […]
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ସର୍ବାଧିକ ୧୭ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୨୨ରେ ପହଞ୍ଚିଛି। ଗୁରବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪. ୭୩ ଲକ୍ଷରେ ରହିଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୪୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ଗୁରୁବାର ସକାଳ ସୁଦ୍ଧା ୧୪,୮୯୪ରେ […]
ନୂଆଦିଲ୍ଲୀ: ମହାକାଶ କାର୍ଯ୍ୟକ୍ରମ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରୀକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଭାରତରେ ମହାକାଶ ସହ ଜଡ଼ିତ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ଘରୋଇ ସଂସ୍ଥା ଅଂଶଗ୍ରହଣ କରିପାରିବେ ବୋଲି ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହାକାଶ କ୍ଷେତ୍ରରେ ଏହି ଐତିହାସିକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ମହାକାଶ କାର୍ଯ୍ୟକ୍ରମକୁ ଏହି ପଦକ୍ଷେପ ଦ୍ୱାରା ନୂଆ ଶକ୍ତି ମିଳିବ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ କ୍ଷେତ୍ରରେ […]
ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଜମାରାଶି ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଏବେ ରିଜର୍ଭ ବ୍ୟାଙ୍କ ସ୍କାନରରେ ରହିବେ ଦେଶର ୧୫ଶହ ୪୦ଟି ସମବାୟ ବ୍ୟାଙ୍କ। ଏଗୁଡ଼ିକ ମଧ୍ୟରେ ରହିଛି ୧୪ ଶହ ୮୨ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ। ଏବଂ ୫୮ଟି ବହୁ ରାଜ୍ୟ ସମବାୟ ବ୍ୟାଙ୍କ। ଏହି ବ୍ୟାଙ୍କର ସିଧାସଳଖ ତଦାରଖ ପାଇଁ ରିଜର୍ଭ ବ୍ୟାଙ୍କକୁ କ୍ଷମତା ଦିଆଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି […]
ନୂଆଦିଲ୍ଲୀ: ପତଞ୍ଜଳି ସଂସ୍ଥା ପକ୍ଷରୁ କରୋନାର ଚିକିତ୍ସା ପାଇଁ ଓଷଧ ବାହାର କରାଯାଇଥିବା ଦାବି ପରେ ନୋଟିସ ଜାରି କରିଛି ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗ। ଇମ୍ୟୁନିଟି ବୁଷ୍ଟର, କାଶ ଓ ଜ୍ୱର ପାଇଁ ମେଡିସିନ୍ ପ୍ରସ୍ତୁତ ଲାଗି ପତଞ୍ଜଳିକୁ ଅନୁମତି ଦିଆଯାଇଥିଲା। କିନ୍ତୁ ସେମାନେ କରୋନା କିଟ୍ କେମିତି ପ୍ରସ୍ତୁତ କଲେ ବୋଲି ପ୍ରଶ୍ନ କରିଛନ୍ତି ଲାଇସେନ୍ସ ଅଧିକାରୀ। ପତଞ୍ଜଳି ପକ୍ଷରୁ ଦେଶ ପାଇଁ ନୂଆ ମେଡିସିନ୍ ପ୍ରସ୍ତୁତ କରାଯାଇଛି। ତେବେ ଏହା ପ୍ରଥମେ ଆୟୂଷ ମନ୍ତ୍ରାଳୟକୁ […]
ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ଜଗତ ପାଇଁ ପୁଣି ଖରାପ ଖବର ଆସିଛି। ଇଂଲଣ୍ଡ ଗସ୍ତ ପୂର୍ବରୁ ପାକ୍ର ଆଉ ୭ କ୍ରିକେଟର୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୋମବାର ପାକିସ୍ତାନର ୩ କ୍ରିକେଟର୍ ଯଥା ଅଲ୍ରାଉଣ୍ଡର ଶାଦାବ ଖାନ, ବ୍ୟାଟ୍ସମ୍ୟାନ୍ ହାଇଦର ଅଲି ଏବଂ ଫାଷ୍ଟ ବୋଲର ହରିଶ ରୌଫ୍ଙ୍କୁ କରୋନା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ। ଆଜି ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ- […]
ନୂଆଦିଲ୍ଲୀ: ଗବେଷଣା ତଥ୍ୟ ଯାଞ୍ଚ ନହେଲା ପର୍ଯ୍ୟନ୍ତ ପତଞ୍ଜଳି ଆବିଷ୍କାର କରିଥିବା ଔଷଧର ପ୍ରସାର ପ୍ରଚାର କରିବା ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର। ଏନେଇ ଆୟୁଷ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରି କମ୍ପାନୀକୁ ଗବେଷଣାର ସମସ୍ତ ତଥ୍ୟ ମାଗିବା ସହିତ ଔଷଧର କମ୍ପୋଜିସନ୍, ଆନୁଷ୍ଠାନିକ ଏଥିକ କମିଟି କ୍ଲିୟରାନ୍ସ, ସିଟିଆର୍ଆଇ ପଞ୍ଜିକରଣ, ପରୀକ୍ଷଣ କରାଯାଇଥିବା ଡାକ୍ତରଖାନା ବିଷୟରେ ତଥ୍ୟ ଓ ପରୀକ୍ଷଣର ସମ୍ପୂର୍ଣ୍ଣ ତଥ୍ୟ ମାଗିଛି। ତେବେ ଏହା ପୂର୍ବରୁ ଔଷଧର ପ୍ରଚାର ପ୍ରସାର […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲା ଗିରଫ ହୋଇଥିବା ଜାମିଆ ୟୁନିଭର୍ସିଟି ଛାତ୍ରୀ ବିକ୍ଷୋଭକାରୀ ସଫୋରା ଜାରଗରଙ୍କୁ ମିଳିଲା ବେଲ୍ । ସଫୋରା ଗର୍ଭବତୀ ଥିବାରୁ ତାଙ୍କୁ ବେଲ୍ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହିଂସା ମାମଲାରେ ତାଙ୍କ ବିରୋଧରେ ୟୁଏପିଏର କଠୋର ‘ଆଣ୍ଟି ଟେର୍ର୍ ଲ’ ଅଧୀନରେ ମାମଲା ହୋଇଛି। ସଲିସିଟର ଜେନେରାଲ୍ ତୁଷାର ମେହଟ୍ଟା ମାନବିକତା ଦୃଷ୍ଟିରୁ ବେଲ୍ ଆବେଦନକୁ ବିରୋଧ ନ କରିବାରୁ ସଫୋରାଙ୍କୁ ବେଲ୍ ମିଳିଛି। ସଫୋରା ଜାରଗର ହେଛନ୍ତି ଜାମିଆ ମିଲିଆ […]
ହରିଦ୍ୱାର: କରୋନା ଭାଇରସ ପାଇଁ ଦୁଇଟି ଔଷଧ ଲଞ୍ଚ୍ କଲା ଦେଶର ଆୟୁରବେଦିକ କମ୍ପାନୀ ପତଞ୍ଜଳି। ଏହି ଔଷଧର ନାଁ କୋରୋନିଲ ଓ ଶ୍ୱାସରି ରଖାଯାଇଛି। ଔଷଧର ସଫଳ ପରୀକ୍ଷଣ ହୋଇଥିବା କମ୍ପାନୀ କହିବା ସହିତ ୭ ଦିନ ଭିତରେ କରୋନା ରୋଗ ଭଲ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ମଙ୍ଗଳବାର ଉତ୍ତରାଣ୍ଡରର ହରିଦ୍ୱାରରେ ଥିବା କମ୍ପାନୀର ମୁଖ୍ୟାଳୟରେ ଏହି ଔଷଧକୁ ଲଞ୍ଚ କରିଛନ୍ତି ଯୋଗ ଗୁରୁ ରାମ ଦେବ। ପୂର୍ବରୁ କରୋନା ଔଷଧ […]
ନୂଆଦିଲ୍ଲୀ: ପ୍ରବାସୀଙ୍କ ପାଇଁ ଲାଗୁ ହୋଇଥିବା H-1B, H-2B,J, L ଏବଂ ଅନ୍ୟ ଅସ୍ଥାୟୀ ଅନୁମତି ପତ୍ରକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ଟ୍ରମ୍ପ। ଜୁନ୍ ୨୪ ତାରିଖ ଠାରୁ ଏହା ଲାଗୁ ହେବ। ଆମେରିକା ନାଗରିକଙ୍କ ପାଇଁ ବଢ଼ୁଥିବା ବେକାରୀ ସମସ୍ୟା ଯୋଗୁ ଏପରି ନଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି। ୨୦ ମିଲିୟିନ ଆମେରିକୀୟ ଚାକିରି ହରାଇଛନ୍ତି। ସେମାନଙ୍କୁ କାମ ଯୋଗାଇ ଦେବାକୁ […]
ଇସ୍ଲାମାବାଦ: ପାକିସ୍ତାନର ୩ କ୍ରିକେଟର କୋଭିଡ୍-୧୯ ପଜିଟିଭ ଚିହ୍ନଟ ନେଇ ସୂଚନା ଦେଇଛି ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ)। ଅଲ୍ରାଉଣ୍ଡର ଶାଦବ ଖାନ, ବ୍ୟାଟ୍ସମ୍ୟାନ୍ ହାଇଦର ଅଲି ଏବଂ ଫାଷ୍ଟ ବୋଲର ହରିଶ ରୌଫ୍ଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଛି ପିସିବି। ରାୱଲ୍ପିଣ୍ଡିରେ କୋଭିଡ୍ ଟେଷ୍ଟ କରିବା ପୂର୍ବରୁ ଏହି ତିନି ଖେଳାଳିଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା ବୋଲି ପିସିବି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ଏହାପରେ […]
ଭୋପାଳ: ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଭୋପାଳ ଏମ୍ପି ସାଧ୍ୱୀ ପ୍ରଜ୍ଞା ଠାକୁର୍। ମଙ୍ଗଳବାର ଭୋପାଳରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକି ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ପ୍ରଜ୍ଞା ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ରବିବାର ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ନିଜ ଅସୁସ୍ଥତା ପାଇଁ କଂଗ୍ରେସକୁ ଦାୟୀ କରିଥିଲେ ସାଧ୍ୱୀ ପ୍ରଜ୍ଞା। କଂଗ୍ରେସ ଶାସନ ସମୟରେ ନିର୍ଯାତନା ଯୋଗୁ […]
ନୂଆଦିଲ୍ଲୀ: ଦେଶର ଅଖଣ୍ଡତା କାଏମ୍ ରଖିବା ପାଇଁ ଚୀନ ଯବାନଙ୍କ ସହିତ ସଂର୍ଷ କରି ଆହତ ହୋଇଥିବା ଭାରତୀୟ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ଲଦାଖର ଲେହ ସ୍ଥିତ ୧୪ କର୍ପସକୁ ଯାତ୍ରା କରିବେ ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରଭଣେ। ଆଜି ଅପରାହ୍ନରେ କମାଣ୍ଡରମାନଙ୍କ ସହିତ ଆଲୋଚନା ସାରିବା ପରେ ଲଦାଖ ଗସ୍ତ କରିବେ ସେନା ମୁଖ୍ୟ। ନରଭଣେଙ୍କ ଦୁଇଦିନିଆ ଲଦାଖ ଗସ୍ତରେ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ସୀମାରେ ବର୍ତ୍ତମାନର ସ୍ଥିତି […]
ଶ୍ରୀନଗର: ଆଜି ପୁଣି ୩ ଜଣ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କଲା ସେନା। ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଥିବା ଜଦିବାଲ ଅଞ୍ଚଳରେ ଏହି ଏନ୍କାଉଣ୍ଟର ହୋଇଛି। କାଶ୍ମୀର ଅଞ୍ଚଳର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମସ୍ତ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିଲେ। ଆଇଜି କାଶ୍ମୀର ଭିଜୟ କୁମାରଙ୍କ ସୂଚନାନୁସାରେ, ମେ ୨୦ ତାରିଖ ରମଦାନ ସମୟରେ ପଣ୍ଡାଚ ଚୌକ୍ ନିକଟରେ ଯେଉଁ ଦୁଇ ବିଏସ୍ଏପ୍ ଯବାନ ସହିତ ହୋଇଥିଲେ ତା ପଛରେ ଏହି ଆତଙ୍କବାଦୀମାନେ ସାମିଲ […]