• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

bikas
ଶହେ ଦିନରେ ୨ କୋଟି ଲୋକଙ୍କୁ ଖାଇବାକୁ ଦେଲେ ବିକାଶ ଖାନ୍ନା

ନୂଆଦଲ୍ଲୀ: କରୋନା ମହାମାରୀ ବେଳେ ଶହେ ଦିନରେ ୨ କୋଟି ଲୋକଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାରେ ଷ୍ଟାର୍ ସେଫ୍ ବିକାଶ ଖାନ୍ନା। ବଡ଼ କଥା ହେଉଛି ନ୍ୟୁୟର୍କରେ ଥାଇ ସେ କୋଟି କୋଟି ଭାରତୀୟଙ୍କ ପାଖରେ ଖାଦ୍ୟ ପହଞ୍ଚାଇ ପାରିଛନ୍ତି। ଫିଡ୍ ଇଣ୍ଡିଆ କ୍ୟାମ୍ପେନ୍ ଜରିଆରେ ଲକ୍‌ଡାଉନ୍ ବେଳେ ସେ ଗରିବ ଅସହାୟଙ୍କୁ ଖାଇବା ଯୋଗାଇଛନ୍ତି। ଏକ ସାକ୍ଷାତକାରରେ ସେ ଏଭଳି ନିଆରା ପ୍ରୟାସର ଉଦ୍ଦେଶ୍ୟ ବିଷୟରେ କହିଛନ୍ତି। ତେବେ ତାଙ୍କର ଏଭଳି ପ୍ରୟାସ ପଛରେ ତାଙ୍କ  […]

building collaps
ଚାହୁଁ ଚାହୁଁ କଡ଼କଡ଼ ଶବ୍ଦ କରି ଗଳିପଡ଼ିଲା ୩ ମହଲା କୋଠା

ମୁମ୍ବାଇ: ଚାହୁଁ ଚାହୁଁ କଡ଼କଡ଼ ଶବ୍ଦ କରି ଭୁଶୁଡ଼ିପଡ଼ିଲା ୩ ମହଲା କୋଠା। ମହାରାଷ୍ଟ୍ର ବୁଲଡାନା ଜିଲ୍ଲା ନାନ୍ଦୁରା ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ଘଟଣାର କୌଣସି କ୍ଷୟକ୍ଷତି ହୋଇନାହିଁ କି ଧନଜୀବନ ନଷ୍ଟ ହୋଇନାହିଁ। ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଲଗାତାର ଦୁଇଦିନ ହେଲା ବର୍ଷା ଜାରି ରହିଛି। ରାସ୍ତାଘାଟ ପ୍ରବଳ ପାଣି ଜମିବା ସହିତ ଟ୍ରାଫିକ୍‌ ସମସ୍ୟା ଉପୁଜିଛି। କାଲି ସକାଳଠାରୁ ମହାରାଷ୍ଟ୍ରରେ ବୁଲଡାନା ଜିଲ୍ଲାରେ ବି ପ୍ରବଳ ବର୍ଷା ହୋଇଥିଲା। […]

pm-modi
'ଆମ ପାଇଁ ସଂଗଠନ କେବଳ ନିର୍ବାଚନ ଜିତିବାର ଯନ୍ତ୍ର ନୁହେଁ, ବରଂ ସେବା'

ପ୍ରଧାନମନ୍ତ୍ରୀ: ଆମ ପାଇଁ ସଂଗଠନ କେବଳ ନିର୍ବାଚନ ଜିତିବାର ଯନ୍ତ୍ର ନୁହେଁ, ବରଂ ଆମ ପାଇଁ ସଂଗଠନର ଅର୍ଥ ହେଉଛି ସେବା। ସଂଗଠନର ଅର୍ଥ ସମସ୍ତଙ୍କ ସହ ଏବଂ ସମସ୍ତଙ୍କ ସୁଖ ସମୃଦ୍ଧି। ବିଜେପି ପକ୍ଷରୁ ଆଜି ଦେଶବ୍ୟାପୀ ଆୟୋଜିତ ହେଉଥିବା ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏଭିଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ସବୁ ରାଜ୍ୟର ବିଜେପି ନେତୃବୃନ୍ଦ ଓ କର୍ମକର୍ତ୍ତା […]

karo
କରୋନା ଅପ୍‌ଡେଟ୍: ୨୪ଘଣ୍ଟାରେ ଗଲା ୩୭୯ ଜୀବନ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ କରୋନା ଯୋଗୁ ଦେଶରେ ୩୭୯ ଜଣଙ୍କ ଜୀବନ ଯାଇଛି। ଏହାସହ ୨୦ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୧୩କୁ ବୃଦ୍ଧି ପାଇଛି। ସେହିପରି ୬ ଲକ୍ଷ ୨୫ ହଜାର ୫୪୪କୁ ବୃଦ୍ଧି ପାଇଛି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା। ସବୁଠୁ ଅଧିକ ବିଗିଡ଼ିବାରେ ଲାଗିଛି ମହାରାଷ୍ଟ୍ରର […]

neet-jee
ଘୁଞ୍ଚିଲା ଜେଇଇ ଏବଂ ନିଟ୍‌ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ଘୁଞ୍ଚିଲା ଜେଇଇ ଏବଂ ନିଟ୍‌ ପରୀକ୍ଷା। ୨ଟି ଯାକ ପ୍ରବେଶିକା ପରୀକ୍ଷାକୁ ସେପ୍ଟେମ୍ବରକୁ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇଇ ମେନ୍ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୭ରେ ହେବ ଜେଇଇ ଆଡଭାନ୍ସ। ସେପଟେ ନିଟ୍ ସେପ୍ଟେମ୍ବର ୧୩ରେ ହେବ ବୋଲି ନିଷ୍ପତ୍ତି ହୋଇଛି। ନିଟ୍‌ ଓ ଜେଇଇ ପରୀକ୍ଷା କେବେ ହେବ, ସେନେଇ ମାନବ ସମ୍ବଳ […]

third-gender
ଚୀନର ଏକପାଖିଆ ନିଷ୍ପତି ବିରୋଧରେ ଜାତିସଂଘରେ ଫେରାଦ ହେଲା ଭାରତ

ନୂଆଦିଲ୍ଲୀ : ହଂକଂର ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ ତଥା ଏସ୍ଏଆର୍ ପାଇଁ ଚୀନ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ କରିବା ପରେ ଆପତ୍ତି ଉଠାଇଛି ଭାରତ। ଜାତିସଂଘ ପାଖରେ ଏନେଇ ଆପତ୍ତି ଉଠାଇ ଭାରତ କହିଛି ଯେ ହଂକଂରେ ବହୁଳ ସଂଖ୍ୟାରେ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି। ଚୀନର ଏହି ପଦକ୍ଷେପ ପରେ ଏହା ବାଣିଜ୍ୟ କେନ୍ଦ୍ରର ସ୍ୱତନ୍ତ୍ରତା ଏବଂ ସ୍ୱାୟତ୍ତତାକୁ କ୍ଷତି ପହଞ୍ଚାଇବ। ଜାତିସଂଘରେ ଅବସ୍ଥାପିତ ଭାରତ ରାଷ୍ଟ୍ରଦୂତ ରାଜୀବ କେ.ଚନ୍ଦର ଏକ ସାମ୍ବାଦିକ ସମ୍ମିଳନୀରେ […]