• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

katrina
ବ୍ରାଇଡାଲ୍‌ ଲୁକ୍‌ରେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ‘ଭାରତ’ରେ ଅଭିନୟ କରିଥିବା କ୍ୟାଟ୍ରିନା କୈଫ୍‌ ଏବେ ଚର୍ଚ୍ଚାରେ। ଏମିତିରେ କ୍ୟାଟ୍ରିନା ତାଙ୍କ ଗ୍ଲାମରସ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ତାଙ୍କର ଏକ ବ୍ରାଇଡାଲ୍‌ ଲୁକ୍‌ର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହା ସହ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଖ୍ରୀଷ୍ଟିଆନ୍‌ ସମ୍ପଦାୟର ବ୍ରାଇଡାଲ୍‌ ଲୁକ୍‌ରେ କ୍ୟାଟ୍ରିନା ନିଜକୁ ସଜାଇଛନ୍ତି ଓ ବହୁତ ସୁନ୍ଦର ମଧ୍ୟ ଦେଖା […]

  • Sunday, 11 July 2021
bmw
BMWରେ ତେଲ ପକାଇବା ପାଇଁ କୁକୁଡ଼ା, ବତକ ଚୋରି

ଚୀନ୍‌: ଚୀନର ଜଣେ ଧନୀ ଚାଷୀଙ୍କୁ BMW ଚଲାଇବାକୁ ବହୁତ ସଉକ୍‌ ଥିଲା। ଏଥିପାଇଁ ସେ ଏହି ଦାମିକା ଗାଡ଼ି ତ କିଣିଦେଲେ ହେଲେ ଅଧିକା ଦିନ ପର୍ଯ୍ୟନ୍ତ ଚଲାଇପାରିଲେ ନାହିଁ। କାହିଁକି ନା ସେହି ଗାଡ଼ି ପାଇଁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଆପଣ ଭାବୁଥିବେ ସେ ସେହି ଗାଡ଼ି ଚୋରି କରି ଆଣିଥିବେ। ନା ଏପରି କିଛି ହୋଇନାହିଁ। ତାହାଲେ ଜାଣନ୍ତୁ ପୂରା ଘଟଣା କ’ଣ ଥିଲା। ଚୀନ୍‌ର ସିଚୁଆନ୍‌ ନାମକ ସ୍ଥାନରେ ରହୁଥିବା […]

  • Sunday, 11 July 2021
salman
ନୂଆ ସରପ୍ରାଇଜ୍ ନେଇ ଆସୁଛନ୍ତି ସଲମାନ

ମୁମ୍ବାଇ: ବି-ଟାଉନ୍‌ରେ ଏବେ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚା। ଭାଇଜାନଙ୍କ ଫିଲ୍ମ ବକ୍ସ  ଅଫିସ୍‌ରେ କମାଲ କରୁଛି। ମାତ୍ର ୪ ଦିନରେ ଫିଲ୍ମ ୧୧୮ କୋଟି ଟଙ୍କା ଆୟ କରିସାରିଲାଣି।ଭାଇଜାନଙ୍କ ଏହି ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି। ଏବେ ପୁଣି ସଲମାନ ଆଉ ଏକ ସରପ୍ରାଇଜ୍‌ ନେଇ ଆସୁଛନ୍ତି। ଏହାର ସୂଚନା ସେ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଦେଇଛନ୍ତି। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।  ଏଥିରେ ଫ୍ୟାନଙ୍କ ରିଆକ୍ସନ ମଧ୍ୟ […]

  • Sunday, 11 July 2021
yami
ଆଜି ଭୁବନେଶ୍ୱର ଆସୁଛନ୍ତି ୟମି; ‘ଫୋନି’ ପ୍ରଭାବିତଙ୍କୁ ବଢ଼ାଇବେ ସହାୟତାର ହାତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ୟମି ଗୌତମ। ଭୁବନେଶ୍ୱର ଜନପଥ ରୋଡ୍‌ରେ ଥିବା ଏକ ଶୋ’ରୁମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ୟମି ଯୋଗଦେବେ। ଆଜି ଅପରାହ୍ନ ୩ଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବାତ୍ୟା ‘ଫୋନି’ରେ ହୋଇଥିବା କ୍ଷୟକ୍ଷତି ଏବଂ ଏଥିରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭାଗ ନେବା ପାଇଁ ୟମି ଲୋକଙ୍କୁ ଅନୁରୋଧ ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ନାଁ ‘ଗୋ-ରନ୍‌‘ ଚ୍ୟାଲେଞ୍ଚ ରହିଛି। […]

  • Saturday, 10 July 2021
salil
ସଲିଲ୍‌ଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା

ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସଲିଲ୍‌ଙ୍କ ମୃତ୍ୟୁକୁ ନେଇ ବର୍ଷୀୟାନ୍‌ ଅଭିନେତା ଅଜିତ୍‌ ଦାସ କହିଛନ୍ତି, ‘ସଲିଲ୍‌ ଜଣେ ଭଲ ମଣିଷ ଓ ଅଭିନେତା ଥିଲେ। ତାଙ୍କର କେହି ଶତ୍ରୁ ନଥିଲେ। ସେ କେବେବି କାହା ବିଷୟରେ ଖରାପ କଥା କୁହନ୍ତି ନାହିଁ।’ ଅଭିନେତା ଦେବୁ ବ୍ରହ୍ମା କହିଛନ୍ତି, ‘ସଲିଲ୍‌ ସମସ୍ତଙ୍କୁ ହସାଇ […]

  • Saturday, 10 July 2021
salil mitra
ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକ। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତ ୧୨ ତାରିଖରେ କେନ୍ଦୁଝର ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଓ ପରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଲିଲ୍‌ ଜଣେ ଲୋକପ୍ରିୟ ହାସ୍ୟ […]

  • Saturday, 10 July 2021
katrina
’କାମ ଉପରେ କମ୍, ରଣବୀରଙ୍କ ଉପରେ ଥିଲା ଅଧିକ ଧ୍ୟାନ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ତେଣୁ ବିଭିନ୍ନ ସାକ୍ଷାତକାରରେ ତାଙ୍କୁ ଦେଖିବାକୁ ମିଳୁଛି। ନିକଟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା। ଏହି ସାକ୍ଷାତକାରରେ ନିଜ ପୂର୍ବ ରିଲେସନ୍‌ସିପ୍‌କୁ ନେଇ କିଛି ଖୁଲାସା କରିଥିଲେ କ୍ୟାଟ୍ରିନା। ରଣବୀର କପୁରଙ୍କୁ ଇସାରା କରି କ୍ୟାଟ୍ରିନା କହିଥିଲେ, ‘ଏମିତି ଏକ ଦିନ ଥିଲା ଯେତେବେଳେ ମୋର ଧ୍ୟାନ କାମ ଉପରେ […]

  • Saturday, 10 July 2021
ananya
‘ରାଇଜିଂ ଷ୍ଟାର୍‌’ ଟପ୍‌-୬ରେ ଓଡ଼ିଆ ଝିଅ ଅନନ୍ୟା

ଭୁବନେଶ୍ୱର: ଓଡ଼ିଶାକୁ ପୁଣିଥରେ ଗର୍ବିତ କରିବାକୁ ଯାଉଛନ୍ତି ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ। ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟର ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା କଣ୍ଠଶିଳ୍ପୀ ଅନନ୍ୟା ଆଉ ଏକ ବିଜୟ ଅପେକ୍ଷାରେ। କଲର୍ସ ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ ଶୋ’ ‘ରାଇଜିଂ ଷ୍ଟାର୍‌-୩’ର ଟପ୍‌ ୬ରେ ସେ ନିଜର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। କଲର୍ସ ଟିଭିରେ ପ୍ରତି ଶନିବାର ଓ ରବିବାର ରାତି ୯ଟାରୁ ୧୧ଟାରେ ପ୍ରସାରିତ ହେଉଥିବା ଏହି ଶୋ’ ଆଉ […]

  • Saturday, 10 July 2021
rakhi
ଦୀପକଙ୍କ ସହ ବିଗ୍‌ବସ୍‌ରେ ଏଣ୍ଟ୍ରି କରିବେ ରାକ୍ଷୀ!

ମୁମ୍ବାଇ: ବିଗ୍‌ବସ୍‌ର ନୂଆ ସିଜିନ୍‌ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ବିଗ୍‌ବସ୍‌ରେ କେଉଁ କେଉଁ ମାନେ ଭାଗ ନେବେ ତାକୁ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ଥର ବିଗ୍‌ବସ୍‌ରେ ସେଲିବ୍ରିଟି ପ୍ରତିଯୋଗୀଙ୍କ ମଧ୍ୟରେ ରାକ୍ଷୀ ସାୱନ୍ତ-ଦୀପକ କଲାଲଙ୍କ ପରି ଚର୍ଚ୍ଚିତ ଯୋଡ଼ି, ମିଥୁନ୍‌ ରକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ, ନେହା କକ୍କରଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ନାମ ଶୁଣିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ରାକ୍ଷୀ ଓ ଦୀପକ ବିଗ୍‌ବସ୍‌ ଯିବା ନିଶ୍ଚିନ୍ତ ହୋଇଯାଇଥିବା ଜଣାପଡ଼ିଛି। ରାକ୍ଷୀ […]

  • Saturday, 10 July 2021
salman
ଦିଶାଙ୍କ ଟେନ୍‌ସନ୍‌ ଦୂର କଲେ ସଲମାନ

ମୁମ୍ୱାଇ: ବଲିଉଡ୍‌ ବିୟୁଟି ଦିଶା ପଟାନୀଙ୍କ ଲାଗି ଏବେ ତାଙ୍କ ବୟସ କାଳ ହୋଇଛି। ହାତୀ ମୁଣ୍ଡରେ ସୁନା କଳସ ଢାଳିବା ପରି କ୍ୟାରିଅର ଆରମ୍ଭରେ ଦବଙ୍ଗ ଖାନଙ୍କ ସହ କାମ କରି ଦିଶାଙ୍କ ମନ ଗଗନେ ଉଡୁଥିଲା। ହେଲେ ଉଭୟଙ୍କ ମଧ୍ୟରେ ବୟସ ତାରତମ୍ୟ  ଢେର ଅଧିକ ହୋଇଥିବାରୁ ଏପରି ସୁଯୋଗ ପୁଣି ତାଙ୍କ ଭାଗ୍ୟରେ ଜୁଟିବ କି ନାହିଁ ତାକୁ ନେଇ ଟେନସନରେ ଦିଶା। ସଲମାନ କିନ୍ତୁ ଚୁଟକିରେ ଦିଶାଙ୍କ ଏହି ଟେନସନ ଦୂର […]

  • Saturday, 10 July 2021
malaika...
ନ୍ୟୁଡ୍‌ ଡ୍ରେସ୍‌ ପିନ୍ଧି ଟ୍ରଲ୍‌ ହେଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ, ରିଅଲ୍‌ ଲାଇଫ୍‌ ଏବଂ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର୍‌ଙ୍କ ସହ ରିଲେସନ୍‌ସିପ୍‌କୁ ନେଇ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ଏବେ ସେ ପୁଣି ଥରେ ଏକ ଫଟୋ ଶେଆର୍‌ କରି ଚର୍ଚ୍ଚାକୁ ଆସିବା ସହ ତାଙ୍କୁ ଟ୍ରଲ୍‌ ହେବାକୁ ପଡ଼ିଛି। ସେ ସୋଶାଲ୍‌ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେଆର୍‌ କରିଛନ୍ତି, ଯେଉଥିରେ ସେ ଏକ ନ୍ୟୁଡ୍‌ ଡ୍ରେସ୍‌ ପିନ୍ଧି କାଖ […]

  • Saturday, 10 July 2021
Sunill
ଓଡ଼ିଆ ଅଭିନେତା ସୁନୀଲଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତା ସୁନୀଲ ନାୟକଙ୍କ ପରଲୋକ ହୋଇଛି। ହୃଦ୍‌ଘାତରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ଏକ କମେଡି ଧାରାବାହିକର ସୁଟିଂ ସେଟ୍‌ରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବହୁ ଟେଲି କଳାକାର ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ସୁନୀଲଙ୍କ ମୃତ୍ୟୁକୁ ନେଇ ଓଡ଼ିଆ ଟେଲି ଓ […]

  • Saturday, 10 July 2021
1234
ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ିଲେ ସାରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ସାରା ଅଲି ଖାନଙ୍କ ଚୁଲ୍‌ବୁଲି ହସ୍, ଚୁଲ୍‌ବୁଲି କାମକୁ ବେଶ ପସନ୍ଦ କରନ୍ତି ତାଙ୍କର ଫ୍ୟାନ୍ସ। ଆଉ ଖାସ୍‌ ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସାରା ଅଲି ଖାନ୍‌ଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ସାରା ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ୁଛନ୍ତି। ଆଜିକାଲି ସାରା ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘କୁଲି ନମ୍ବର ୱାନ’ କୁ ନେଇ ବ୍ୟସ୍ତ ଅଛନ୍ତି। ତାଙ୍କର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ […]

  • Saturday, 10 July 2021
1234
କପିଲ ଶର୍ମାଙ୍କ ପ୍ରଶ୍ନରେ ଭଜିଙ୍କ ହୋସ୍‌ ଉଡ଼ିଗଲା

ନୂଆଦିଲ୍ଲୀ:କମେଡି କିଙ୍ଗ କପିଲ ଶର୍ମାଙ୍କ ଧମାକାଦାର କାର୍ଯ୍ୟକ୍ରମ ‘ଦ କପିଲ ଶର୍ମା ଶୋ’ କେବଳ ଟିଭିରେ ନୁହେଁ, ସୋଶାଲ ମିଡିଆରେ ବି ଖୁବ୍‌ ଧମାଲ କରିଛି। କପିଲ ଶର୍ମାଙ୍କ ଏହି କାର୍ଯ୍ୟକ୍ରମକୁ ହରଭଜନ ସିଂ ଏବଂ ତାଙ୍କ ପତ୍ନୀ ଆସିଥିଲେ। କପିଲ ଶର୍ମା ଏମିତି ପ୍ରଶ୍ନ ପଚାରିଥିଲେ, ପତ୍ନୀଙ୍କ ଉପସ୍ଥିତିରେ ଉତ୍ତର ଦେବା ପୂର୍ବରୁ ଚିନ୍ତାରେ ପଡି ଯାଇଥିଲେ ଭଜି (ହରଭଜନ ସିଂ) । ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଶୋ’ରେ କପିଲ ଶର୍ମା […]

  • Saturday, 10 July 2021
2323
ଝୁମ୍ପୁଡ଼ି ଘରୁ ଶିକ୍ଷା ପାଇଲେ ଆକ୍ସନ ହିରୋଙ୍କ ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ର ଆକ୍ସନ୍‌ ହିରୋ ଅକ୍ଷୟ କୁମାରଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୁଏ। ସ୍ୱାସ୍ଥ୍ୟକୁ ନେଇ ସବୁବେଳେ ବେଶ୍‌ ଯତ୍ନବାନ୍‌ ଥା’ନ୍ତି ସେ। ନିଜେ ଫିଟ୍‌ ରହିବା ସହ ସେ ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ଜୀବନ ବଞ୍ଚିବାର ପରାମର୍ଶ ଦିଅନ୍ତି ସେ। ପ୍ରତିଦିନ ସେ ତାଙ୍କ ପିଲାଙ୍କୁ ଧରି ମର୍ଣ୍ଣିଂ ୱାକ୍‌ରେ ଯା’ନ୍ତି। ତେବେ ଗୁରୁବାର ଦିନର  ମର୍ଣ୍ଣିଂ ୱାକ୍‌ ତାଙ୍କ ଝିଅ ନିତାରାଙ୍କ […]

  • Saturday, 10 July 2021
ssssssssssss
ନିର୍ଦ୍ଦେଶକଙ୍କୁ ଏମିତି ଧମକ ଦେଇ ଗିରଫ ହୋଇଥିଲେ ଶାହରୁଖ୍‌

ମୁମ୍ୱାଇ: ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ ନିକଟରେ ଆମେରିକାର ଟିଭି ହୋଷ୍ଟ୍‌ ଡେଭିଡ୍‌ ଲେଟରମ୍ୟାନ୍‌ଙ୍କ ଚାଟ୍‌ ଶୋ’ ‘ମାଇଁ ନେକ୍ସଟ୍‌ ଗେଷ୍ଟ୍‌ ନିଡ୍‌ ନୋ ଇଣ୍ଟ୍ରୋଡକ୍ସନ୍‌’ରେ ଭାଗ ନେଇଥିଲେ। ଏହି ଶୋ’ରେ ସେ ତାଙ୍କ ଜୀବନ ସହିତ ଜଡ଼ିତ ଥିବା ଅନେକ କଥା କହିଥିଲେ, ଯାହା ହୁଏତ ଆପଣମାନେ ପୂର୍ବରୁ ଜାଣି ନଥିବେ। ଶାହରୁଖ୍‌ କହିଥିଲେ ଯେ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଏପରିକି ଜେଲ୍‌ରୁ ବାହାରିବା […]

  • Saturday, 10 July 2021
343323
ସୈଫ-କରୀନାଙ୍କ ଦିୱାଲି ପାର୍ଟିରେ ବଲିଉଡ୍‌ ଷ୍ଟାର: କ୍ୟୁଟ୍‌ ଲାଗୁଥିଲେ ତୈମୁର୍‌

ମୁମ୍ବାଇ:ବଲିଉଡ ଇଣ୍ଡଷ୍ଟ୍ରିରେ ଦୀପାବଳି ଧୁମ୍‌ଧାମ୍‌ରେ ମନାଉଛନ୍ତି ସେଲିବ୍ରିଟି। ଲାଗୁଛି ଫିଲ୍ମ ଜଗତର ସବୁ ଷ୍ଟାର ଯେମିତି ଫେଷ୍ଟିଭ୍‌ ମୁଡ୍‌ରେ। ଚାରିଆଡ଼େ ଉତ୍ସବର ମାହୋଲ। ଦୀପାବଳିର ଏହି ଖାସ୍‌ ଅବସରରେ ସୈଫ୍‌ ଅଲି ଖାନ ଏବଂ କରୀନା କପୁର ମଧ୍ୟ ନିଜ ଘରେ ନିଜ ଫ୍ୟାମିଲି ମେମ୍ବରଙ୍କ ପାଇଁ କରିଥିଲେ ଡିନର ପାର୍ଟି। କରୀନା ଏବଂ ସୈଫଙ୍କ ଡିନର ପାର୍ଟିରେ ଦେଖିବାକୁ ମିଳିଥିଲେ ସାରା ଅଲି ଖାନ, ଇବ୍ରାହିମ୍ ଅଲି ଖାନ। ପାର୍ଟିରେ ପୁରା ପଟୌଦି ପରିବାରକୁ ଦେଖିବାକୁ […]

  • Saturday, 10 July 2021
Untitled-2 copy
ନଭେମ୍ବରରେ ଆସୁଛି ’ମାଲ ମହୁ ଜୀବନ ମାଟି’

ଭୁବନେଶ୍ୱର:ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ  ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ନିର୍ମଳ ନାୟକ ଏଥିରେ ସଂଳାପ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ମୁକ୍ତିଲାଭ ପୂର୍ବରୁ ଚଳଚ୍ଚିତ୍ର ’ମାଲ ମହୁ ଜୀବନ ମାଟି’ ନୂଆ ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରଥମ ଥର ପାଇଁ ଅଭିନବ ଶୈଳୀରେ ଉପସ୍ଥାପିତ […]

  • Saturday, 10 July 2021
34343434
ଡ୍ରେସ୍‌ରୁ ପ୍ରାଇସ୍‌ ଟ୍ୟାଗ୍‌ କାଢିବାକୁ ଭୁଲିଗଲେ ଜାହ୍ନବୀ

ମୁମ୍ବଇ:ବଲିଉଡ ଷ୍ଟାରଙ୍କ ଷ୍ଟାଇଲ୍‌, ଫ୍ୟାସନ ତାଙ୍କର ଫ୍ୟାନ୍ସଙ୍କୁ ବେଶ ପ୍ରଭାବିତ କରିଥାଏ। ଫ୍ୟାନ୍ସମାନେ ବିଶେଷକରି ଅଭିନେତ୍ରୀଙ୍କ ପରିଧାନ ଉପରେ ସେମାନେ ସବୁବେଳେ ନଜର ରଖିଥାନ୍ତି । ଆଉ ଏହି କାରଣରୁ ସୋଶାଲ ମିଡିଆରେ ଆଜି ଶ୍ରୀଦେବୀ ତନୟା ଜାହ୍ନବୀ କପୁରଙ୍କ ମଜାକ୍‌ ଉଡାଇଛନ୍ତି ଫ୍ୟାନ୍ସ।  ଜାହ୍ନବୀ ଭୁଲ୍‌ରେ ତାଙ୍କ ଡ୍ରେସ୍‌ରୁ ପ୍ରାଇସ୍‌ ଟ୍ୟାଗ୍‌ କାଢି ନ ଥିଲେ। ତାଙ୍କର ଏହି ଭୁଲ୍‌ ମିଡିଆ କ୍ୟାମେରା ଆଗରେ ଧରା ପଡ଼ି ଯାଇଥିଲା। ଆଉ ଏହା ପରେ ଫ୍ୟାନ୍ସମାନେ ଆରମ୍ଭ […]

  • Saturday, 10 July 2021
234
ଲାଜକୁଳା ପ୍ରଭାସଙ୍କ ପାଇଁ କେତେ ବାହାଘର ପ୍ରସ୍ତାବ ଆସିଲାଣି ଜାଣନ୍ତି ?

ମୁମ୍ବାଇ: ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ଲୋକପ୍ରିୟତା ଏବେ ଆକାଶ ଛୁଇଁବାକୁ ଲାଗିଲାଣି। ଏବେ ସେ ଆଉ କେବଳ ସାଉଥ୍‌ ସୁପରଷ୍ଟାର୍ ହୋଇ ରହିନାହାନ୍ତି। ଏବେ ସେ ବଲିଉଡ୍‌ ପ୍ରେମୀଙ୍କର ବି ସୁପରଷ୍ଟାର୍‌ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ଫିଲ୍ମ ‘ବାହୁବଳୀ’ରେ ତାଙ୍କର ଦମଦାର ଅଭିନୟ ଦେଖି ସାରା ଦୁନିଆରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଛି। ନିକଟରେ ଲଣ୍ଡନରେ ମଧ୍ୟ ଏହି ଫିଲ୍ମକୁ ଷ୍ଟାଣ୍ଡିଂ ଓଭେଶନ୍‌ ମିଳିଥିଲା। ଆଜି ହେଉଛି ପ୍ରଭାସଙ୍କର ଜନ୍ମ ଦିନ। ଆଜି ସେ ୪୦ ବର୍ଷର […]

  • Saturday, 10 July 2021
gaga
ସଂସ୍କୃତ ଶ୍ଲୋକ ଟ୍ୱିଟ୍‌ କଲେ ହଲିଉଡ୍‌ ଷ୍ଟାର୍; ଏବେ ଭାଇରାଲ୍

ନୂଆଦିଲ୍ଲୀ: ହଲିଉଡ୍‌ରେ ଲୋକପ୍ରିୟ ଅଭିନେତ୍ରୀ ତଥା ପପ୍‌ ସିଙ୍ଗର୍‌ ଲେଡି ଗାଗା ସୋଶାଲ୍ ମିଡିଆରେ ଖୁବ୍‌ ସକ୍ରିୟ ରୁହନ୍ତି। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଶୋସାଲ୍‌ ମିଡିଆରେ ମାଧ୍ୟମରେ ସେ ସବୁବେଳେ ଫ୍ୟାନ୍‌ଙ୍କ ଗହଣରେ ରୁହନ୍ତି। କିନ୍ତୁ ନିକଟରେ ସେ ଏକ ଟ୍ୱିଟ୍‌ କରିଛନ୍ତି ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ଟ୍ୱିଟ୍‌ ଦେଖିବାମାତ୍ରେ ତାଙ୍କ ଫ୍ୟାନ୍‌ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ସେତିକି ଖୁସି ବି ହେଉଛନ୍ତି। କାରଣ ଗାଗା […]

  • Saturday, 10 July 2021
11111
ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

ନୂଆଦିଲ୍ଲୀ:ବଲିଉଡର ମହାନାୟକ ଅମିତାଭଙ୍କ ନାଁ ହିଁ ଯଥେଷ୍ଟ ସୋଶାଲ ମିଡିଆରେ ଚର୍ଚ୍ଚା ପାଇଁ। ଅମିତାଭ ବି ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ଥା’ନ୍ତି। ଏପରିକି ନିଜର ଫଟୋ, କବିତା, ଭିଡିଓ ଆଦି ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କ ପାଖରେ ନିଜର ଉପସ୍ଥିତି ଜାହିର କରିଥାନ୍ତି। ନିକଟରେ ଏକ ଫଟୋ ଅମିତାଭ ତାଙ୍କ ଟ୍ୱିଟର ହ୍ୟାଣ୍ଡଲ ଜରିଆରେ ପୋଷ୍ଟ କରିଛନ୍ତି ଯେଉଁଥିରେ  ସେ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ଏହି ଫଟୋ ତାଙ୍କର ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ […]

  • Saturday, 10 July 2021
222222
‘ସୋଲମେଟ ଫର ଏଭର’-ମାଧୁରୀଙ୍କ ଏ ରୋମାଣ୍ଟିକ ମେସେଜ୍‌ କାହାପାଇଁ

ନୂଆଦିଲ୍ଲୀ: ଏକଥା ସତ, ବଲିଉଡ ଦୁନିଆରୁ ଦୂରରେ ଅଛନ୍ତି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ହେଲେ ବଲିଉଡ୍‌ରେ ତାଙ୍କର ଦବ୍‌ଦବା ଏବେ ବି ରହିଛି। ଅବଶ୍ୟ ଟିକେ ଭିନ୍ନ ଅନ୍ଦାଜରେ।  ନିକଟରେ ମାଧୁରୀ ତାଙ୍କର ୨୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହାର କିଛି ଫଟୋ ବି ସୋଶାଲ ମିଡିଆରେ ସେୟାର କରିଛନ୍ତି। ଡାକ୍ତର ଶ୍ରୀରାମ ନେନେଙ୍କ ସହ ମାଧୁରୀ ବେଶ୍‌  ରୋମାଣ୍ଟିକ୍‌ ଅନ୍ଦାଜରେ ଏହି ଫଟୋ ଉଠାଇଛନ୍ତି। ଏଥିମଧ୍ୟରୁ ଅନେକ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ […]

  • Saturday, 10 July 2021
444434
ବାପାଙ୍କ ବାହାଘର କଥା ଶୁଣିବା ପରେ ଏମିତି କହିଥିଲେ ସାରା

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ଷ୍ଟାର୍‌ କିଡ୍‌ଙ୍କ ଟ୍ରେଣ୍ଡ। ଗତ ଦୁଇ ବର୍ଷ ଭିତରେ ଅନେକ ଷ୍ଟାର୍‌ କିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରି ସାରିଲେଣି। ହେଲେ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସୈଫ୍ ଲଳନା ସାରା ଅଲି ଖାନ୍‌, ଯିଏ ନିଜ ଡେବ୍ୟୁ ଫିଲ୍ମ ‘କେଦାରନାଥ’ରୁ ହିଁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ସାରା ନିଜ ଫିଲ୍ମି ଲାଇଫ୍‌ ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ନିଜ ରିଲେସନ୍‌ଶିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଏବେ […]

  • Saturday, 10 July 2021
234567788
ଖୁବ୍‌ ଶୀଘ୍ର ଏକାଠି ହେବେ ହ୍ରିତିକ୍‌-ଅନୁଷ୍କା !

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ଏବେ ‘ୱାର୍‌’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍ ହୋଇଛି। ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି। ତେବେ ଫିଲ୍ମଟି ଥିଏଟର୍‌ରୁ ନ ହଟୁଣୁ ଏବେ ହ୍ରିତିକ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି। ସୂଚନା ଅନୁଯାୟୀ,  ଫର୍‌ହା ଖାନ୍‌ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍ କାମ କରିବେ। ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବେ ଅନୁଷ୍କା। ଯଦି ଏ ଖବର ସତ ହୁଏ, […]

  • Saturday, 10 July 2021