• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

bmc
ଭୁବନେଶ୍ୱରକୁ ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ଆଗନ୍ତୁକଙ୍କ ତଥ୍ୟ ଦିଅ। ଘରକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍। ରାଜଧାନୀ ଭୁବନେଶ୍ୱରେ ଘରକୁ ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲାଗି ଗାଇଡଲାଇଡ ଜାରି କରିଛି ବିଏମସି। ଏଥିଲାଗି ଭୁବନେଶ୍ୱରରେ ଘରକୁ ଘର ବୁଲି ଚାଲିଛି ସର୍ଭେ। ବାହାର ରାଜ୍ୟରେ ଥିବା ବ୍ୟକ୍ତି ଯଦି ଘରକୁ ଫେରିବାକୁ ଚାହୁଁଥିବେ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ତଥ୍ୟ ପ୍ରଦାନ କରିବେ ପରିବାର ଲୋକେ। ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତିଙ୍କ ନାମ, ଠିକଣା, ଆଧାର ନମ୍ବର ଏବଂ ମୋବାଇଲ […]

  • Wednesday, 14 July 2021
modi
ମୋଦିଙ୍କ ଆଗରେ ୩ଟି ଦାବି ରଖିଲେ ନବୀନ

କରୋନା ମୁକାବିଲା ନେଇ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନସିଂରେ ଆଲୋଚନାବେଳେ ମୁଖ୍ୟତଃ ୩ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଗୁଡ଼ିକ ହେଲା ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକମାନଙ୍କର ସେଠାରେ ଉଚିତ୍ ଯତ୍ନ ନିଆଯାଉ। ତାସହ  ଫସିଥିବା ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ ଓ ରୋଗୀଙ୍କ ସହ କର୍ମଜୀବୀଙ୍କ ଫେରିବା ଲାଗି ଜାତୀୟସ୍ତରରେ SOP କରିବାକୁ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା ନମୁନା ପରୀକ୍ଷଣ ବ୍ୟବସ୍ଥା ବଢ଼ାଇବାକୁ ମଧ୍ୟ ଦାବି କରିଛନ୍ତି […]

  • Wednesday, 14 July 2021
cov
ଆଉ ୨ କରୋନା ପଜିଟିଭ ଚିହ୍ନଟ, ସ୍ୱାସ୍ଥ୍ୟକର୍ମୀ ବି ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ। ଗୁରୁତ୍ୱପୂଣ୍ଣ କଥା ହେଲା ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି। କୋରାପୁଟର ଏହା ପ୍ରଥମ କରୋନା କେସ୍। ସେ କୋଲକାତାରୁ ଫେରି କୋରାପୁଟରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେଇନଥିଲା କିନ୍ତୁ ରିପୋର୍ଟ ପଜିଟିଭ ଆସିଛି। 2nd Health Update, 27th April 02 New Positive cases. […]

  • Wednesday, 14 July 2021
cor
ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ୨ ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

  • Wednesday, 14 July 2021
challange
୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବା ଯଥେଷ୍ଟ କି? ସରକାର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତଥ୍ୟ କହୁଛି ୧୪ ଦିନିଆ କ୍ୱାରେଣ୍ଟିନରେ ରହିବା ପରେ ୫୦ ପ୍ରତିଶତଙ୍କ ଠାରେ କୋଭିଡ୍  ଭୂତାଣୁ ଠାବ ହୋଇଛି। ଯାହା କରୋନା ମୁକାବିଲାରେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କାମ ଦେଉନି କି ୧୪ ଦିନ କ୍ୱାରେଣ୍ଟିନ୍ ନିୟମ କାରଣ। ସେପଟେ ଲକଡାଉନ୍ ପରେ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିବାକୁ ଥିବା ବେଳେ ସରକାର ତାମିଲନାଡୁ ଭଳି ୨୮ ଦିନିଆ କ୍ୱାରେଣ୍ଟାଇନ୍ ମଡେଲ୍ ଆପଣାଇବେ କି ବୋଲି […]

  • Wednesday, 14 July 2021
odishja
କରୋନା ମୁକାବିଲା ପାଇଁ ୨୨ଜଣ IASଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୨୨ IASଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି।  ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ ତିରୁମାଲା ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଓ ଭଦ୍ରକ ଦାୟିତ୍ୱରେ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତଙ୍କୁ ଦାୟିତ୍ୱ ଦିଆଯାଛି। କଟକ ସହର ଓ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲା ଦାୟିତ୍ୱରେ ଜି ମାଥିଭତନାନ ଓ କ୍ରିଷନ କୁମାର […]

  • Wednesday, 14 July 2021
iiiass
କରୋନା ମୁୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁୁକାବିଲା ପାଇଁ ବରିଷ୍ଠ ଆଇଏଏସ ମାନଙ୍କୁ ଦାୟିତ୍ୱ ବାଣ୍ଟିଲେ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ନୂଆ ଦାୟିତ୍ୱ। ରାଜ୍ୟରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ କୃଷି ସଚିବ ସୌରଭ ଗର୍ଗଙ୍କୁ ଦାୟିତ୍ୱ ଦିଆଯାଇଛି। ସାମାଜିକ ଦୂରତ୍ୱ ଗାଇଡଲାଇନ୍ସ ପ୍ରଣୟନ ପାଇଁ ପ୍ରଦୀପ୍ତ ମହାପାତ୍ର ଓ ବାହାର ରାଜ୍ୟରେ ଫସିଥିବା […]

  • Wednesday, 14 July 2021
acid
କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଘଟଣ, ସାମାନ୍ୟ କଥାରୁ ଦୁଇ ବ୍ୟବସାୟୀ କଲେ ଏପରି କାମ

ରାୟଗଡ଼ା: କ୍ୱାରେଣ୍ଟାଇନ୍‌ ସେଣ୍ଟରେ ଅଘଟଣ, ସାମାନ୍ୟ କଥାରୁ ଦୁଇ ବ୍ୟବସାୟୀ କଲେ ଏପରି କାମ, ଯେକେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କ୍ୱାରେଣ୍ଟଟିନ ସେଣ୍ଟରରେ ପରସ୍ପର ଉପରକୁ ଏସିଡ୍ ଫିଙ୍ଗିଲେ ଦୁଇ ଅନ୍ତେବାସୀ। ଏଭଳି ଘଟଣା ଘଟିଛି ରାୟଗଡ଼ା ଥାନା କୁମ୍ଭୀକୋଟା କ୍ୱାରେଣ୍ଟଟିନ ସେଣ୍ଟରରେ। ଗହଣା ବ୍ୟବସାୟ କରୁଥିବା ବିହାରର ଏଇ ଦୁଇ ବ୍ୟବସାୟୀ କୌଣସି କଥାକୁ ନେଇ ଝଗଡ଼ା କରିଥିଲେ। ପରେ ସୁନା ସଫା ପାଇଁ ବ୍ୟବହାର ହେଉଥିବା ଏସିଡରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏହି […]

  • Wednesday, 14 July 2021
history
୯୫ରୁ ୧୦୨ ଯାଏଁ ଆକ୍ରାନ୍ତଙ୍କ ଆସିଲା ତଥ୍ୟ, ୬ଜଣ ଅଛନ୍ତି ବେଙ୍ଗଲ ଫେରନ୍ତା

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ନୂଆ ୬ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡ଼ର ନୂଆ ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ସରକାର। କେସ୍ ନଂ ୯୫ରୁ ୧୦୨ ପର୍ଯ୍ୟନ୍ତ ୮ଜଣ ଆକ୍ରାନ୍ତଙ୍କ ତଥ୍ୟ ଦିଆଯାଇଛି। ସେଥିରୁ ଜଣାପଡ଼ିଛି ଯେ, ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା। କେବଳ ପଶ୍ଚିମବଙ୍ଗରୁ ଫେରିଥିବାରୁ ସେମାନଙ୍କ ନମୁନା ପରୀକ୍ଷା ହୋଇଥିଲା ଓ ସେମାନେ ପଜିଟିଭ ଜଣାପଡ଼ିଥିଲେ। ୯୫, ୯୬, ୯୭ […]

  • Wednesday, 14 July 2021
jajpur
ଯାଜପୁରର ୫ଟି ବ୍ଲକ ସଂପୂର୍ଣ୍ଣ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର: କରୋନା ଭୂତାଣୁର ପ୍ରାଦୁର୍ଭାବକୁ ଦେଖି ଯାଜପୁର ଜିଲ୍ଲାର ୫ଟି ବ୍ଲକ ସହ ଯାଜପୁର ପୌରପାଳିକାର ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ବ୍ଲକ ସମେତ ଦଶରଥପୁର ବ୍ଲକ, ବିଂଝାରପୁର ବ୍ଲକ, କୋରେଇ ବ୍ଲକ, ବରୀ ବ୍ଲକ ଏବଂ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି। ଆସନ୍ତାକାଲି ଦିନ ୧୨ଟାରୁ ୨୯ ତାରିଖ ସଂଧ୍ୟା ୬ଟା ଯାଏଁ ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖିବା ସହ ସଟଡାଉନ୍ ଭଳି […]

  • Wednesday, 14 July 2021
rsss
କରୋନା ପ୍ରକୋପ କମାଇବାର ୩ଟି ଅମୋଘ ଅସ୍ତ୍ର ଦେଲେ ଆରଏସଏସ ମୁଖ୍ୟ

ନାଗପୁର: କରୋନା ବିପତ୍ତି ବେଳେ ସ୍ୱାର୍ଥ ଛାଡ଼ି କାମ କରିବାକୁ ସ୍ୱୟଂ ସେବକମାନଙ୍କୁ ଆହ୍ୱାନ ଦେଇଛନ୍ତି ଆରଏସଏସ ସଂଘ ଚାଳକ ମୋହନ ଭାଗବତ। ଏହି ବିପତ୍ତିରେ ଭୟଭୀତ ନହୋଇ ଆମକୁ ଏକଜୁଟ୍ ହେବାକୁ ପଡ଼ିବ। ଅନ୍ୟମାନଙ୍କୁ ସାଙ୍ଗରେ ନେଇ କରୋନା ମୁକାବିଲାରେ ସାମିଲ ହେବାକୁ ପଡ଼ିବ। ଆଜିର ସଙ୍କଟରୁ ନିଜର ଭବିଷ୍ୟତ ଲାଗି ଶିକ୍ଷା କରିବା ଉଚିତ ବୋଲି ଭାଗବତ କହିଛନ୍ତି। ସ୍ୱଦେଶୀ ବ୍ୟବହାର, ଆଚରଣ, ଅନୁଶାସନ କରୋନା ପ୍ରକୋପ କମାଇବ ବୋଲି କହିଛନ୍ତି ଆରଏସ୍ଏସ୍ ମୁଖ୍ୟ। […]

  • Wednesday, 14 July 2021
coronavirus
ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୩୫ କରୋନା ସଂକ୍ରମିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୫୮୪ରେ ପହଞ୍ଚିଛି। Regret to inform the demise of thirty five numbers of Covid positive patients while under treatment in hospitals. 1.A 58 years old male of Angul district. 2.A 37 years old […]

cured
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଭଲ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ଆକ୍ରାନ୍ତ ଜଣକ ଘର ଭୁବନେଶ୍ୱରର।  ଆକ୍ରାନ୍ତ ଜଣକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ହେଲେ କରୋନାରୁ ମୁକ୍ତ ହୋଇଥିଲେ ମଧ୍ୟ ମେଡିକାଲରୁ ଡିସଚାର୍ଜ ହୋଇନାହାନ୍ତି। ସେ ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ ଭଲ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି। The #COVID19 positive case of Bhubaneswar who was under treatment […]

  • Wednesday, 14 July 2021
corona testing
କାଲି ହ୍ରାସ ପାଇଥିଲା, ଆଜି ପୁଣି ବଢ଼ିଲା: ଦିନକରେ ଓଡ଼ିଶାରେ ୧୧,୬୨୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜି ପୁଣି ସଂକ୍ରମଣ ହାର ବଢ଼ିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୧,୬୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।କ୍ୱାରେଣ୍ଟାଇନରୁ ୬୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟସ ୫୧୧୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୯୮ ଓ ସୁନ୍ଦରଗଡ଼ରୁ ୬୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ […]

  • Wednesday, 14 July 2021
odisha33
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୬ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ସେମାନଙ୍କର ବୟସ ୫୨, ୨୩, ୪୯, ୫୭, ୩୯ ଓ ୫୦ ବର୍ଷ ବୟସର । ଏମାନେ ସମସ୍ତେ ପୁରୁଷ। ଏହାର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି […]

  • Wednesday, 14 July 2021
odishja
ଆଉ ୫ ପଜିଟିଭ ଚିହ୍ନଟ ପରେ ବଦଳିଲା ଚିତ୍ର, କରୋନା ଆକ୍ରାନ୍ତରେ ଏହି ଜିଲ୍ଲା ରାଜ୍ୟରେ ଦ୍ୱିତୀୟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୫ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ତେବେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଭାବେ କରୋନା ଜିଲ୍ଲା ଯାଜପୁରରେ ହିଁ ବାହାରିଛି। ତେବେ ଏହାର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି କି ନାହିଁ ତାହା ଜଣାପଡ଼ିନାହିଁ। […]

  • Wednesday, 14 July 2021
wb
କେମିତି ଆସିଥିଲେ କୋଲକାତାରୁ ଭଦ୍ରକ, ତଥ୍ୟ ଦେଲେ ସରକାର

ଭୁବନେଶ୍ୱର: ଆଜି ୯୦ରୁ ୯୪ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ସରକାର। ୯୦ ନମ୍ବର ଆକ୍ରାନ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ରାହ୍ମଣୀ ଶାସନର। ସେ ଏପ୍ରିଲ ୧୬ରେ ଲକଡାଉନ ବଳବତ୍ତର ଥିବା ସତ୍ତ୍ୱେ କିପରି କୋଲକାତା ଖିଦିରପୁରରୁ ସକାଳ ୯ଟାରେ ବାହାରି ସ୍ପଷ୍ଟ ଦିବାଲୋକରେ ଗାଡ଼ି ଯୋଗେ ଦିନ ୧ଟା ୩୦ରେ ଗାଁରେ ପହଞ୍ଚିଥିଲେ। ସେନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ୯୧ରୁ ୯୪ ନମ୍ବର ଆକ୍ରାନ୍ତ ଭଦ୍ରକର। ୯୧ ନମ୍ବର ଆକ୍ରାନ୍ତ ମଧ୍ୟ […]

  • Wednesday, 14 July 2021
covid -19
ଆଉ ୫ କରୋନା ପଜିଟିଭ ଚିହ୍ନଟ, ଶହେର ନିକଟତର ହେଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୫ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ତେବେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଭାବେ କରୋନା ଜିଲ୍ଲା ଯାଜପୁରରେ ହିଁ ବାହାରିଛି। ତେବେ ଏହାର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି କି ନାହିଁ ତାହା ଜଣାପଡ଼ିନାହିଁ। […]

  • Wednesday, 14 July 2021
2-edt
ବିଏସ୍‌ଏନ୍ଏ‌ଲ୍‌ ଦେଲା ଚାଞ୍ଚଲ୍ୟକର ତଥ୍ୟ, ରାଜ୍ୟରେ କେଉଁଠି ଅଛନ୍ତି ବଙ୍ଗ ଫେରନ୍ତା!

ଭୁବନେଶ୍ୱର: ରାଜ୍ୟରେ କେତେ ଅଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ? ସେମାନଙ୍କ ଭିତରୁ କେତେ ସୁସ୍ଥ? କେତେ ଅଛନ୍ତି କରୋନା ପଜିଟିଭ୍? ବିଦେଶ ଓ ନିଜାମ୍ମୁଦ୍ଦିନ ଫେରନ୍ତାଙ୍କ ପରେ ଏବେ ବଙ୍ଗ ଫେରନ୍ତାଙ୍କୁ ନେଇ ଚିନ୍ତା। କାରଣ ମୋବାଇଲ୍ ଟ୍ରାକିଂ କରି ବିଏସ୍ଏନ୍ଏଲ୍ ପକ୍ଷରୁ ରାଜ୍ୟସରକାରଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ଅଛନ୍ତି ୨୯ଶହରୁ ଅଧିକ ବଙ୍ଗ ଫେରନ୍ତା। ଏମାନଙ୍କୁ ଯଥାଶୀଘ୍ର ଠାବ କରି କ୍ୱାରେଣ୍ଟିନରେ ରଖିବା ଏବଂ ସେମାନଙ୍କୁ ନମୁନା ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ […]

  • Wednesday, 14 July 2021
doctors
ଏମିତି ଡାକ୍ତରଙ୍କୁ ଶହେ ସଲାମ୍‌: ରିସ୍କ ଉଠାଇ କରୋନା ସଂକ୍ରମିତ ମହିଳାଙ୍କ ପ୍ରସବ କରାଇଲେ

କଲ୍ୟାଣସିଂହପୁର(ମାଉଡି ବାରିକ): ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ କୁହାଯାଏ । ଡାକ୍ତର ମଣିଷକୁ ମୃତ୍ୟୁ ମୁହଁରୁ ଉଦ୍ଧାର କରି ଏକ ନୂଆ ଜୀବନ ଦେଇଥାନ୍ତି। ମହାମାରୀ କରୋନା କାଳରେ ଡାକ୍ତରମାନେ ଭଗବାନଙ୍କ ଦେବଦୂତ ସାଜି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ରାୟଗଡ଼ାର ୨ ଜଣ ଡାକ୍ତର ଓ ସେମାନଙ୍କର ଟିମ୍‌। ଯେଉଁଠି ମହାମାରୀ କରୋନା କାଳରେ ଆପଣାର ଲୋକ ପର କରି ଦେଉଛନ୍ତି ଓ ସଂକ୍ରମଣ ଭୟରେ ପାଖ ମାଡ଼ୁ […]

  • Wednesday, 14 July 2021
corona
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ। ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ଜିଲ୍ଲାରେ ମୋଟ ୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ୨ ଜଣ ଓ ଆଜି ଜଣେ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ଆଉ ୫୯ ଜଣ ଚିକିତ୍ସାଧୀନ ଅଛନ୍ତି।

  • Wednesday, 14 July 2021
shpopp
ଗଞ୍ଜାମରେ ଦୈନିକ ୫ଘଣ୍ଟା ପାଇଁ ଖୋଲିବ ଦୋକାନ

ଗଞ୍ଜାମ: ଜିଲ୍ଲାରେ କେଉଁ ଦୋକାନ ଖୋଲାଯିବ, କେଉଁ ଦୋକାନ ବନ୍ଦ ରହିବ, ସେନେଇ ସରକାରଙ୍କ ନିର୍ଦ୍ଦେଶନାମା ପରେ ନିଜ ଜିଲ୍ଲା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗଂଜାମ ଜିଲ୍ଲାପାଳ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ରହିବ। ତାସହ ସମସ୍ତ ଅନୁମତିପ୍ରାପ୍ତ କିମ୍ବା ପଞ୍ଜିକୃତ ଦୋକାନଗୁଡ଼ିକ ସକାଳ ୭ରୁ ଅପରାହ୍ନ ୧୨ଟା ଯାଏଁ ଖୋଲା ରଖିବାକୁ ଗଂଜାମ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସୋସିଆଲ୍ ଡିଷ୍ଟାନ୍ସିଂ ପାଳନ କରିବାକୁ ବାଧ୍ୟ […]

  • Wednesday, 14 July 2021
3-districts
ବଢୁଛି କଣ୍ଟେନମେଣ୍ଟ ଜୋନ୍, କାଲି ସରୁଛି ସଟ୍‌ଡାଉନ୍ କଣ୍ଟ

ଭଦ୍ରକ: କରୋନାର ହଟସ୍ପଟ୍ ସାଜିଥିବା ଭଦ୍ରକ ଜିଲ୍ଲାରେ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ। ଧାମନଗର ବ୍ଲକର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଲ୍ୟାଣୀ ଓ ଖଡ଼ିପଦାର ସବୁ ଗାଁ ସହ ଆନନ୍ଦପୁରର ଉତ୍ତେଇପୁର ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି। ସେହିପରି ତିହିଡ଼ି ବ୍ଲକର ୨ଟି ପଞ୍ଚାୟତ ବାମନବିନ୍ଧା ଓ କାଁପଡ଼ାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବାମନବିନ୍ଧାର କାନପୁର, ଷଣ୍ଡକପୁର, ବାମନବିନ୍ଧା ଗାଁ, କାଁପଡ଼ାର […]

  • Wednesday, 14 July 2021
odisha
ଜଳପଥରେ ଆସିଲେ ଓଡ଼ିଶା, ଖର୍ଚ୍ଚ କରିଥିଲେ ୨ ଲକ୍ଷ ଟଙ୍କା

ବ୍ରହ୍ମପୁର: ଲକଡାଉନ ନିୟମକୁ ଉଲ୍ଲଂଘନ କରି ଚେନ୍ନାଇରୁ ସମୁଦ୍ର ପଥରେ ଆସିଲେ ଶ୍ରମିକ। ଆଜି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନପୁରରେ ଶ୍ରମିକମାନେ ପହଞ୍ଚିଛନ୍ତି। ୨ ଲକ୍ଷ ଟଙ୍କା ଭଡା ଦେଇ ଚେନ୍ନାଇରୁ ଏକ ଡଙ୍ଗା ଭଡା କରି ଏମାନେ ଆସି ଗଞ୍ଜାମ ସମୁଦ୍ର ଉପକୂଳରେ ପହଞ୍ଚିଛନ୍ତି। ତେବେ ଏମାନଙ୍କୁ ଆସିବା ପାଇଁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ଦୂର ଦୂର ପର୍ଯ୍ୟନ୍ତ ଅଥଳ ଜଳରାଶି, ଚାରିଦିଗ କିଟିକିଟି ଅନ୍ଧାର। ମଝିରେ ମଝିରେ ବଡ଼ ବଡ଼ […]

  • Wednesday, 14 July 2021
balasore
'କରୋନା' ବାଣ୍ଟିଥିଲେ ସୁପରସ୍ପ୍ରେଡର! ଜଣଙ୍କ ପାଇଁ ଆଉ ୭ ସଂକ୍ରମିତ

ଭୁବନେଶ୍ୱର: ସାମ୍ନାକୁ ଆସିଲା ସାଂଘାତିକ ଘଟଣା। ମୋଟ ୭ ଜଣ ନିକଟ ସଂପର୍କୀୟଙ୍କୁ କରୋନା ସଂକ୍ରମିତ କରାଇଛନ୍ତି ବାଲେଶ୍ୱରର ସୁପରସ୍ପ୍ରେଡର୍ ୬୧ ନମ୍ବର ଆକ୍ରାନ୍ତ। ବାଲେଶ୍ୱର ନେଳିଆବାଗର ଏହି ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ ୭୫ ରୁ ୭୯, ଅର୍ଥାତ୍ ୫ ଜଣ ସଂକ୍ରମିତ ହୋଇଥିବା ସରକାର ସୂଚନା ଦେଇଥିଲେ। ତେବେ ଆଉ ୨ଜଣ ଅର୍ଥାତ୍ ୮୮ ଓ ୮୯ ନମ୍ବର ଆକ୍ରାନ୍ତ ବି ତାଙ୍କ ନିକଟ ସଂପର୍କୀୟ ବୋଲି ସ୍ପଷ୍ଟ ହୋଇଛି। ଏହି […]

  • Wednesday, 14 July 2021