• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

main
କରୋନା ବାଣ୍ଟୁଛନ୍ତି କି ସୁପର୍ ସ୍ପ୍ରେଡର? ୬୧ ନମ୍ବର ଆକ୍ରାନ୍ତଙ୍କୁ ନେଇ ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାକୁ ଏବେ ସୁପର୍ ସ୍ପ୍ରେଡର ଚିନ୍ତା। ସପ୍ତାହକ ଭିତରେ ରାଜ୍ୟରେ ପ୍ରାୟ ଏକ ତୃତୀୟାଂଶ କେଶ୍‌ ବଢ଼ିବା ପଛରେ ରହିଛି ସୁପର ସ୍ପ୍ରେଡରଙ୍କ ବଡ଼ ଭୂମିକା। ରାଜଧାନୀର ବମିଖାଲ ଓ ସୂର୍ଯ୍ୟନଗର ପରେ ଏବେ ବାଲେଶ୍ୱର ଓ ସୁନ୍ଦରଗଡ଼ରେ ବି ସଂକ୍ରମଣ ବ୍ୟାପିବା ପଛରେ କେହି ନା କେହି ସୁପର୍ ସ୍ପ୍ରେଡର ଥିବା ଜଣାପଡ଼ିବା ପରେ ଏହା ଏବେ ପୂରା ରାଜ୍ୟ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ଦକ୍ଷିଣ କୋରିଆର କରୋନା କେଶ୍ ନମ୍ବର […]

  • Wednesday, 14 July 2021
ration
ରାଜ୍ୟ ଫେରନ୍ତାଙ୍କୁ ମିଳିବ ରାସନ

ଭୁବନେଶ୍ୱର: ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ମିଳିବ ରାସନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଯୋଗେ ବୈଠକ କରି କରୋନା ମୁକାବିଲା ନେଇ ନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଫେରୁଥିବା ସବୁ ଯୋଗ୍ୟ ଶ୍ରମିକ, ରାସନ କାର୍ଡ ଥାଉ ବା ନଥାଉ ସମସ୍ତଙ୍କୁ ଯେପରି ରାସନ ସାମଗ୍ରୀ ମିଳିବ, ଶ୍ରମିକମାନେ ଯେମିତି ଅସୁବିଧା ନଭୋଗନ୍ତି ତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୮ରୁ ୧୦ ଦିନକୁ ଦୃଷ୍ଟିରେ ରଖି […]

  • Wednesday, 14 July 2021
emp
ଜୁଲାଇ ୩୧ ପର୍ଯ୍ୟନ୍ତ ଘରୁ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଭିନ୍ନ ରାଜ୍ୟର ଆଇଟି ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଘରୁ କାମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ଆମ ସମସ୍ତଙ୍କ ପାଇଁ ନୂଆ ଚ୍ୟାଲେଂଜ ସୃଷ୍ଟି ହୋଇଛି। ତେଣୁ ଘରୁ କାମ କରିବା ପ୍ରକ୍ରିୟାକୁ ଅଧିକ ଲୋକପ୍ରିୟ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଘରୁ କାମ […]

  • Wednesday, 14 July 2021
patient
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ସମ୍ପୃକ୍ତ ସୁସ୍ଥ ବ୍ୟକ୍ତି ଜଣକ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ସୂଚନା। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଏମାନେ ଭୁବନେଶ୍ୱରର ବୋଲି ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେଶ ୭୯ ଓ କେବଳ ଭୁବନେଶ୍ୱରରେ ଆକ୍ଟିଭ କେଶ […]

  • Wednesday, 14 July 2021
liquor
ବାହାର ବନ୍ଦ ଭିତରେ ବେପାର, ଧରିଲା ପୋଲିସ୍

ଦିଗପହଣ୍ଡି: ବାହାର ପଟେ ସିଲ, ହେଲେ ପଛ ପଟେ ଚାଲିଥିଲା ଚୋରା ମଦ ଭାଟି। ପୋଲିସର ଚଢ଼ାଉ କରି ବିପୁଳ ପରିମାଣର ମଦ ଓ ପୋଚ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମ ନିକଟରେ ଏକ ଦେଶୀମଦ ଭାଟିକୁ କିଛି ଦିନ ତଳେ ଅବକାରୀ ବିଭାଗ ପକ୍ଷରୁ ସିଲ  କରାଯାଇଥିଲା। ହେଲେ ଆଗ ପାଖେ ସିଲ ଥିବା ବେଳେ ମଦ ଭାଟି ପଛପଟୁ […]

  • Wednesday, 14 July 2021
main-quanrntine
କରୋନା ଲକ୍ଷଣ ଦେଖାଗଲେ ଘରେ କେଉଁ ସବୁ ନିୟମ ପାଳନ କରିବେ?

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଲାଗି ଜାରି ହେଲା ହୋମ୍ କ୍ୱାରେଣ୍ଟାଇନ୍‌ ଗାଇଡ୍ ଲାଇନ୍। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଛି। ଏଥିରେ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ହୋମ୍ କ୍ୱାରେଣ୍ଟିନରେ ରହିବା ଲାଗି ସୂଚନା ଦିଆଯାଇଛି। ସାମାନ୍ୟ ଲକ୍ଷଣ ଥିବା ରୋଗୀ ଡାକ୍ତରଙ୍କ ପରାମର୍ଶ ପରେ କ୍ୱାରେଣ୍ଟିନରେ ରହିପାରିବେ। ସଙ୍ଗରୋଧ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ। ପରିବାର ଲୋକଙ୍କ ସଂସ୍ପର୍ଶରେ ଯେପରି ନଆସିବେ ସେଥିଲାଗି […]

  • Wednesday, 14 July 2021
3-districts
କରୋନା ସଂକ୍ରମିତ ଅଞ୍ଚଳରେ ଚାଲିଛି ସ୍ୱାବ ସଂଗ୍ରହ, ଆହୁରି ଅଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଆଜି ବାସୁଦେବପୁରରୁ ୨ ଓ ବନ୍ତ ବ୍ଲକର ଜଣକଠାରେ ପଜିଟିଭ୍ ରିପୋର୍ଟ ଆସିଛି। ଏହି ୩ ଜଣ ଅଲଗା ଅଲଗା ପଞ୍ଚାୟତର ଓ ସେହି ପଞ୍ଚାୟତକୁ ତତକ୍ଷଣାତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ କହିଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୩୨ଟି ପଞ୍ଚାୟତକୁ ଇଣ୍ଟେନସିଭ୍ ସର୍ଭେଇଲାନ୍ସ ଜୋନ୍ କରାଯାଇଛି। ଏହି ଅଞ୍ଚଳରେ ୧୦ […]

  • Wednesday, 14 July 2021
police
ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ କୋଭିଡ୍ ସହ ଲଢେଇ କରୁଥିବା ପୋଲିସ୍‌ କର୍ମଚାରୀଙ୍କ ଏହି ସମୟରେ ସେମାନଙ୍କ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ପୋଲିସ ଡିଜି ଅଭୟ ଟ୍ୱିଟ୍ ଜରିଆରେ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟମାନଙ୍କ ଭଳି ରାଜ୍ୟର ପୋଲିସ କର୍ମଚାରୀମାନେ ବି କୋଭିଡ ସହ ଲଢେଇ କରିବାରେ ଆଗଧାଡ଼ିରେ ରହୁଥିବାରୁ ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର।

  • Wednesday, 14 July 2021
coronaa
କରୋନା କବଳରେ ବିଶ୍ୱ: ଜାଣନ୍ତୁ, କେଉଁ ଦେଶରେ କେତେ ଆକ୍ରାନ୍ତ?

ନ୍ୟୁୟର୍କ: ବିଶ୍ୱରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମୃତ୍ୟୁ। ଅଦ୍ୟାବଧି ୨ ଲକ୍ଷ ୭ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ କେବଳ ଆମେରିକାରେ ୫୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତାସହ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାଖାପାଖି ପହଞ୍ଚିଛି। ଆମେରିକା ତଳକୁ ରହିଛି ସ୍ପେନ୍। ସ୍ପେନ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୨୯ ହଜାର ପାର ସହ ମୃତ୍ୟୁ ସଂଖ୍ୟା ୨୩ ହଜାର ୫ ଶହ ଛୁଇଁଛି। ସେହିଭଳି ଇଟାଲୀରେ […]

  • Wednesday, 14 July 2021
china
ଚୀନରୁ ଟେଷ୍ଟିଂ କିଟ୍‌ ଆଣିବାକୁ ମନା କଲା ଭାରତ

ନୂଆଦିଲ୍ଲୀ: ଚୀନର ଦୁଇ କମ୍ପାନୀ ଯୋଗାଇଥିବା ସମସ୍ତ ରାପିଡ୍ ଟେଷ୍ଟ କିଟ୍ ବାତିଲ କରିଛି କେନ୍ଦ୍ର ଭାରତକୁ ଚୀନ ତ୍ରୁଟିଯୁକ୍ତ କିଟ୍ ଯୋଗାଇଥିବା ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଭାରତ ସରକାରଙ୍କର ଗୋଟିଏ ବି ଟଙ୍କା ନଷ୍ଟ ହେବନି ବୋଲି କେନ୍ଦ୍ର ସରକାର କହିଛନ୍ତି। ତେଣୁ ରାପିଡ୍ ଟେଷ୍ଟ କିଟ୍‌ରେ ପରୀକ୍ଷା ବନ୍ଦ ସହ ସମସ୍ତ କିଟ୍ ଫେରାଇବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। RT-PCR ଜରିଆରେ […]

  • Wednesday, 14 July 2021
patient
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮୬ ଛୁଇଁଲା

ନୂଆଦିଲ୍ଲୀ: ଆଜି ଗୋଟିଏ ଦିନରେ ୬୦ ଜଣଙ୍କ ମୃତ୍ୟୁ ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮୬ରେ ପହଞ୍ଚିଛି। ମହାରାଷ୍ଟ୍ରରେ  ସର୍ବାଧିକ ୩୪୨ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ମଧ୍ୟପ୍ରଦେଶ ମୃତ୍ୟୁ ସଂଖ୍ୟା ୧୦୬, ଗୁଜରାଟରେ ୫୧, ରାଜଧାନୀ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୫୪ ରହିଛି। ସେପଟେ ୬ ହଜାର ୩୬୧ ଜଣ ସୁସ୍ଥ ହୋଇଥିବାରୁ ଦେଶରେ ଏବେ ଆକ୍ଟିଭ୍ କେଶ୍ ୨୧ ହଜାର ୧୩୨ ରହିଛି। ଆଜି କରୋନା ଅପଡେଟ୍ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା […]

  • Wednesday, 14 July 2021
didi
ପୁଣି ରୁଷିଲେ ଦିଦି! କହିଲେ, ଆମ କଥା କେନ୍ଦ୍ର ଶୁଣୁନି

କୋଲକାତା: କରୋନା ଗାଇଡଲାଇନକୁ ନେଇ କେନ୍ଦ୍ରକୁ ସମାଲୋଚନା କଲେ ମମତା। କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ନେଇ ପଶ୍ଚିମବଂଗର ଆପତ୍ତି। କରୋନା ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ମତାମତ ନେବା ଆବଶ୍ୟକ ରହିଛି। ହେଲେ କେନ୍ଦ୍ର ଏଭଳି ନକରି ତରବରିଆ ନିଷ୍ପତ୍ତି ନେଉଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଗୋଟିଏ ପଟେ ଲକଡାଉନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ […]

  • Wednesday, 14 July 2021
bus
ସୁରତରୁ ଗଡ଼ିଲା ବସ୍‌, ଫେରିଲେ ଓଡ଼ିଆ

ସୁରତ:  ଗୁଜୁରାଟ ସୁରତରୁ ଗଂଜାମ ବାହାରିଲା ୪ ବସ୍। ଗୁଜରାଟ ସୁରତରୁ ୪ଟି ବସ୍ ଓଡ଼ିଶା ବାହାରିଛି। ସୁରତରେ ଫସିଥିବା ଓଡ଼ିଆ ଲୋକଙ୍କୁ ଧରି ବାହାରିଲା ବସ୍। ପ୍ରତି ବସ୍‌ରେ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ଗାଡ଼ି ଛାଡ଼ିଲା। ଯାତ୍ରୀ ଓ ବସ୍‌କୁ ଯିବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଛନ୍ତି। ଯାତ୍ରୀମାନେ ନିଜ ଖର୍ଚ୍ଚରେ ବସ୍ ରିଜର୍ଭ କରି ଆସୁଥିବା ଜଣାପଡିଛି। ସମସ୍ତ ଯାତ୍ରୀ ଗଂଜାମ ଜିଲ୍ଲାକୁ ଆସୁଛନ୍ତି। ତେବେ ଦୀର୍ଘ ଦିନ ପରେ ନିଜ ମାଟିକୁ […]

  • Wednesday, 14 July 2021
contement
ଷ୍ଟାଫନର୍ସ କରୋନା ଆକ୍ରାନ୍ତ ପରେ କୋରାପୁଟରେ କଣ୍ଟେନମେଣ୍ଟ

କୋରାପୁଟ: ଷ୍ଟାଫନର୍ସ କରୋନା ଆକ୍ରାନ୍ତ ପରେ କୋରାପୁଟରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ପୋଡ଼ାଗଡ଼ର ୩ କିମି ପରିଧି ଅଞ୍ଚଳ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି ୭ କିମି ପରିବ୍ୟାପ୍ତ ଅଞ୍ଚଳ ବଫର ଜୋନ୍ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉଥିବା କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରକାଶଥାଉକି,  ରାଜ୍ୟରେ ଆଜି ଗୋଟିଏ ଦିନରେ  ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂଣ୍ଣ କଥା ହେଲା, […]

  • Wednesday, 14 July 2021
city
କଟକ ପାଇଁ କ'ଣ ରହିଛି କଟକଣା? CMC ଦେଲା ତାଲିକା

କଟକ: କରୋନା କଟକଣା ସମୟରେ କଟକ ସହରରେ ସକାଳ ୭ରୁ ୧୧ଟା ଯାଏ ଖୋଲିବ ହୋଲସେଲ୍ ଓ ରିଟେଲ ଦୋକାନ। ସେହିଭଳି ଗଳି ଦୋକାନ, ଗୋଟିକିଆ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ସିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଦୋକାନ ୩ ଫୁଟର ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିଭଳି ଦୋକାନ ଖୋଲିବା ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି। ଖିଲାପ କଲେ ଆଇନ ଅନୁଯାୟୀ […]

  • Wednesday, 14 July 2021
modi33
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଲେନି ୨ ରାଜ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ହୋଇଥିବା ଆଲୋଚନାରେ ଭାଗ ନେଲେନି କେରଳ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ତାଲିକାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନାଁ ନଥିବା ଯୋଗୁଁ ସେ ବୈଠକରେ ଯୋଗ ଦେଇନାହାନ୍ତି। ଏନେଇ କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ରାଜ୍ୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କାଯର୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି […]

  • Wednesday, 14 July 2021
boat
ଜଳପଥରେ ଚେନ୍ନାଇରୁ ଚିକିଟି ଆସିଲେ ୩୯, ଅଧାବାଟରୁ ମତ୍ସ୍ୟଜୀବୀ ଗାଏବ!

ବ୍ରହ୍ଣପୁର: ପୁଣି ସମୁଦ୍ର ରାସ୍ତାରେ ଗଞ୍ଜାମକୁ ଫେରିଲେ ମତ୍ସ୍ୟଜୀବୀ। ଚେନ୍ନାଇରୁ ଡଙ୍ଗା ଯୋଗେ ଚିକିଟି ବ୍ଲକ ରାମେୟାପାଟଣା କୂଳରେ ପହଞ୍ଚିଛନ୍ତି ୧୦ରୁ ୧୨ ଜଣ ମତ୍ସ୍ୟଜୀବୀ। ତେବେ ବଡ଼ କଥା ହେଉଛି, ଡଙ୍ଗାରେ ୩୯ ଜଣ ଫେରୁଥିବା ବେଳେ ଅଧା ବାଟରେ ଅନ୍ୟମାନେ ଓହ୍ଲାଇପଡ଼ିଥିବା ସନ୍ଦେହ କରାଯାଉଛି। ସେମାନେ ଆନ୍ଧ୍ର ପ୍ରଦେଶ ଏବଂ ସୋନପୁର ଅଞ୍ଚଳରେ ଓହ୍ଲାଇଥିବା ସୂଚନା ମିଳିଛି। ପୂର୍ବରୁ ଲକଡାଉନ୍ ଭାଙ୍ଗି ଚେନ୍ନାଇରୁ ଗଞ୍ଜାମ ଆସିଥିଲେ ବହୁ ମତ୍ସ୍ୟଜୀବୀ। ସମୁଦ୍ର ପଥରେ ମତ୍ସ୍ୟଜୀବୀ ଏବଂ […]

  • Wednesday, 14 July 2021
virys
ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ଦିନକରେ ହେଲେଣି ୮ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ହୋଇଥିବା ନେଇ ଟ୍ୱିଟ୍‌ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ସେ ୩୪ ବର୍ଷିୟ ଯୁବକ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ଛୁଇଁଲା। ତାଙ୍କର ବେଙ୍ଗଲ ଲିଙ୍କ୍ ଥିବା ଜଣାପଡ଼ିଛି। ଆଜି ସକାଳେ ୫, ଅପରାହ୍ଣରେ ୨ ପରେ ଏବେ ଜଣଙ୍କୁ ମିଶାଇ ଗୋଟିଏ ଦିନରେ ଓଡ଼ିଶାରେ ୮ଜଣ ଚିହ୍ନଟ ହେଲେଣି। 4th Health Update, 27th April […]

  • Wednesday, 14 July 2021
migrans
ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଆଣିବା ପାଇଁ ଓଡ଼ିଶାରେ ନାହିଁ ଯଥେଷ୍ଟ ବସ୍‌

ଭୁବନେଶ୍ୱର: ରାଜ୍ୟକୁ କେମିତି ଫେରିବେ ୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ। ଏନେଇ ଚିନ୍ତାରେ ରାଜ୍ୟ ସରକାର।  ପାଖରେ ମାତ୍ର ୧୪ରୁ ୧୫ ହଜାର ବସ୍ ଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ କେମିତି ଅଣାଯିବ ସେନେଇ ପରିବହନ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ବିକଳ୍ପ ପାଇଁ ଅନ୍ୟ ରାଜ୍ୟ ସହ ଆଲୋଚନା ଚାଲିଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଲକଡାଉନ୍ ଚାଲିଥିବା ବେଳେ ରାଜ୍ୟ ବାହାରେ ଫସିଛନ୍ତି ଲକ୍ଷ ଲକ୍ଷ ଶ୍ରମିକ। ଟ୍ରେନ୍ ଓ ବିମାନ ସେବା […]

  • Wednesday, 14 July 2021
bmc
ଭୁବନେଶ୍ୱରକୁ ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ଆଗନ୍ତୁକଙ୍କ ତଥ୍ୟ ଦିଅ। ଘରକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍। ରାଜଧାନୀ ଭୁବନେଶ୍ୱରେ ଘରକୁ ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲାଗି ଗାଇଡଲାଇଡ ଜାରି କରିଛି ବିଏମସି। ଏଥିଲାଗି ଭୁବନେଶ୍ୱରରେ ଘରକୁ ଘର ବୁଲି ଚାଲିଛି ସର୍ଭେ। ବାହାର ରାଜ୍ୟରେ ଥିବା ବ୍ୟକ୍ତି ଯଦି ଘରକୁ ଫେରିବାକୁ ଚାହୁଁଥିବେ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ତଥ୍ୟ ପ୍ରଦାନ କରିବେ ପରିବାର ଲୋକେ। ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତିଙ୍କ ନାମ, ଠିକଣା, ଆଧାର ନମ୍ବର ଏବଂ ମୋବାଇଲ […]

  • Wednesday, 14 July 2021
modi
ମୋଦିଙ୍କ ଆଗରେ ୩ଟି ଦାବି ରଖିଲେ ନବୀନ

କରୋନା ମୁକାବିଲା ନେଇ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନସିଂରେ ଆଲୋଚନାବେଳେ ମୁଖ୍ୟତଃ ୩ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଗୁଡ଼ିକ ହେଲା ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକମାନଙ୍କର ସେଠାରେ ଉଚିତ୍ ଯତ୍ନ ନିଆଯାଉ। ତାସହ  ଫସିଥିବା ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ ଓ ରୋଗୀଙ୍କ ସହ କର୍ମଜୀବୀଙ୍କ ଫେରିବା ଲାଗି ଜାତୀୟସ୍ତରରେ SOP କରିବାକୁ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା ନମୁନା ପରୀକ୍ଷଣ ବ୍ୟବସ୍ଥା ବଢ଼ାଇବାକୁ ମଧ୍ୟ ଦାବି କରିଛନ୍ତି […]

  • Wednesday, 14 July 2021
cov
ଆଉ ୨ କରୋନା ପଜିଟିଭ ଚିହ୍ନଟ, ସ୍ୱାସ୍ଥ୍ୟକର୍ମୀ ବି ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ। ଗୁରୁତ୍ୱପୂଣ୍ଣ କଥା ହେଲା ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି। କୋରାପୁଟର ଏହା ପ୍ରଥମ କରୋନା କେସ୍। ସେ କୋଲକାତାରୁ ଫେରି କୋରାପୁଟରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେଇନଥିଲା କିନ୍ତୁ ରିପୋର୍ଟ ପଜିଟିଭ ଆସିଛି। 2nd Health Update, 27th April 02 New Positive cases. […]

  • Wednesday, 14 July 2021
cor
ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ୨ ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

  • Wednesday, 14 July 2021
challange
୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବା ଯଥେଷ୍ଟ କି? ସରକାର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତଥ୍ୟ କହୁଛି ୧୪ ଦିନିଆ କ୍ୱାରେଣ୍ଟିନରେ ରହିବା ପରେ ୫୦ ପ୍ରତିଶତଙ୍କ ଠାରେ କୋଭିଡ୍  ଭୂତାଣୁ ଠାବ ହୋଇଛି। ଯାହା କରୋନା ମୁକାବିଲାରେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କାମ ଦେଉନି କି ୧୪ ଦିନ କ୍ୱାରେଣ୍ଟିନ୍ ନିୟମ କାରଣ। ସେପଟେ ଲକଡାଉନ୍ ପରେ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିବାକୁ ଥିବା ବେଳେ ସରକାର ତାମିଲନାଡୁ ଭଳି ୨୮ ଦିନିଆ କ୍ୱାରେଣ୍ଟାଇନ୍ ମଡେଲ୍ ଆପଣାଇବେ କି ବୋଲି […]

  • Wednesday, 14 July 2021