ନୂଆଦିଲ୍ଲୀ: କାର୍ଯ୍ୟସ୍ଥଳୀରେ ଟିକାକରଣକୁ ଅନୁମତି ଦେଲେ କେନ୍ଦ୍ର ସରକାର। ୧୦୦ ଜଣରୁ ଅଧିକ ହିତାଧିକାରୀ ଥିଲେ କାର୍ଯ୍ୟସ୍ଥଳୀରେ ଟିକା ଦିଆଯାଇପାରିବ। ଏପ୍ରିଲ ୧୧ ସୁଦ୍ଧା କାର୍ଯ୍ୟସ୍ଥଳୀରେ ଟିକାକରଣ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର କହିଛନ୍ତି, ଯେଉଁ ଅଫିସରେ ୧୦୦ରୁ ଅଧିକ ହିତାଧିକାରୀ ଥିବେ, ସେଠାରେ ହିଁ ଟିକାକରଣ ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ହିଁ ଟିକା ଦିଆଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର […]
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କରୋନା ତାର କାୟା ବିସ୍ତାର କରୁଛି। ବିଷେଶ କରି ୧୦ ଜିଲ୍ଲାରେ ମହାମାରୀ ଉଗ୍ର ରୂପ ଧାରଣ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୧୦ ଜିଲ୍ଲାରେ ଜାରି କରାଯାଇଥିଲା ନାଇଟ୍ କର୍ଫ୍ୟୁ। କଟକଣା ନିୟମ ନ ମାନିବାରୁ ବିଭିନ୍ନ ଜିଲ୍ଲାରେ ଚାଲିଛି ପୋଲିସ୍ର ସ୍ପେଶାଲ ଡ୍ରାଇଭ୍। ଆଉ ଏଥିରେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। Special Drive on "Awareness and Enforcement" regarding Use Of Mask, maintaining […]
ନୂଆଦିଲ୍ଲୀ: ମହାମାରୀର ଦ୍ୱିତୀୟ ଲହର ଭିତରେ ସବୁ ବର୍ଗର ଲୋକଙ୍କୁ ଟିକା ନେବାକୁ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜେଶ ଭୂଷଣ କହିଛନ୍ତି ଯେ ଟିକାକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟସେବାର ସୁରକ୍ଷା। ଏହି ଦୁଇଟି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଲୋକଙ୍କୁ ଟିକା ଦିଆଯାଉଛି। ଯେଉଁମାନେ ଚାହୁଁଛନ୍ତି ସେମାନଙ୍କୁ ନୁହେଁ, ବରଂ ଯେଉଁମାନଙ୍କ ଆବଶ୍ୟକ ସେମାନଙ୍କୁ ଟିକା ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି […]
ଭୁବନେଶ୍ୱର: ୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ। ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଖାଲି ସେତିକି ନୁହେଁ, ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୋଲିସ ମୁତୟନ ପାଇଁ କୁହାଯାଇଛି। ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ନେଇ ସୂଚନା ଓ ପ୍ରସାରଣ ବିଭାଗ ସଚେତନତା କରିବ। […]
ନୂଆଦିଲ୍ଲୀ: ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍ବେଗଜନକ। ଏକଥା କହିଛନ୍ତି ରାଜେଶ ଭୂଷଣ। କରୋନା ସ୍ଥିତି ନେଇ ସେ କହିଛନ୍ତି ଯେ ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍ବେଗଜନକ। ୭ ଜିଲ୍ଲା ମହାରାଷ୍ଟ୍ରର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀର ଗୋଟିଏ ଲେଖାଏଁ ଜିଲ୍ଲା ରହିଛି। ଦେଶର ମୋଟ ଆକ୍ଟିଭ କେସ୍ ୫୮% ମହାରାଷ୍ଟ୍ରରେ ରହିଛି। ମୋଟ ମୃତ୍ୟୁର ୩୪% କେବଳ ମହାରାଷ୍ଟ୍ରର। ମହାରାଷ୍ଟ୍ରରେ RTPCR ଟେଷ୍ଟ ୭୦%କୁ ବଢ଼ାଇବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ଛତିଶଗଡ଼ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କର୍ତ୍ତୃପକ୍ଷ କ୍ୟାମ୍ପସରେ ଛାତ୍ରଛାତ୍ରୀ ତଥା ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନଙ୍କ ପାଇଁ ନୂତନ ସର୍କୁଲାର ଜାରି କରିଛନ୍ତି କର୍ତ୍ତୃପକ୍ଷ। କ୍ୟାମ୍ପସର ପୁନଃ ଖୋଲିବା ଏବଂ ବିଶ୍ୱବିଦ୍ୟାଳୟ ପରିସରରେ କରୋନା ବୃଦ୍ଧି ଦେଖି ବିଶ୍ୱବିଦ୍ୟାଳୟ ବିଜ୍ଞପ୍ତି ଜାରି କରିଛି। ବିଶ୍ୱବିଦ୍ୟାଳୟ ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ନିମ୍ନଲିଖିତ ନିଷ୍ପତ୍ତି ନିଆଯାଇଛି। ମାସ୍କ ପିନ୍ଧି ନ ଥିବା ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ହଷ୍ଟେଲ / ପ୍ରଶାସନିକ […]
ଭୁବନେଶ୍ୱର: ଆଉ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦିଅ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଏସିଏସ୍। ରାଜ୍ୟରେ ମହଜୁଦ କରୋନା ଟିକା ସମ୍ପର୍କରେ କହିଛନ୍ତି ଯେ ଏପ୍ରିଲ ୫ ସକାଳ ୮ଟା ସୁଦ୍ଧା ମହଜୁଦ ଥିବା ଟିକା ନେଇ ଜଣାଇଥିଲେ। କୋଭିସିଲ୍ଡ ୬,୦୨, ୪୩୦ ଡୋଜ୍ ଓ କୋଭାକ୍ସିନ ୧,୪୮, ୫୫୦ ଡୋଜ ଅଛି। ରାଜ୍ୟରେ ମୋଟ ୭, ୫୦, ୯୮୦ ଡୋଜ୍ ଟିକା ମହଜୁଦ ରହିଛି। ରାଜ୍ୟରେ ଦୈନିକ ୨ ଲକ୍ଷରୁ […]
ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଟିକାକରଣ ସମୟରେ ପରିବର୍ତ୍ତନ। ସକାଳ ୮ରୁ ଦିନ ୧୨ଟା, ଦିନ ୩ରୁ ସଂଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ। ଏ ନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍ କର୍ପୋରେସନ୍ର କମିଶନର୍ଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଭ୍ୟାକ୍ସିନେସନ୍ ସେଣ୍ଟରଗୁଡ଼ିକରେ ପିଇବା ପାଣିର ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି ଜିଲ୍ଲାରେ ଟିକାକରଣ ସଂପର୍କିତ ଦୈନିକ ରିପୋର୍ଟ ସଂଧ୍ୟା ସାଢ଼େ ୬ଟା ସୁଦ୍ଧା ଦେବାକୁ ନିର୍ଦ୍ଦେଶ ରହିଛି। […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ହୋଇ ବଢିଲାଣି। ଆଜି ଦେଶରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ଲୋକେ ସାମାନ୍ୟ ଆଶ୍ୱସ୍ତ ହେଉଥିବାବେଳେ ଏବେ ପୁଣି ଚିନ୍ତା ବଢାଇଛି। ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ସେହିପରି ଦିଲ୍ଲୀ, ଗୁଜରାଟ ଓ ହରିଆଣାରେ ଗ୍ରାଫ ଉପର ମୁହାଁ ହେଉଛି। ସେଥିପାଇଁ ଆସନ୍ତା ୮ରେ […]
ମୁମ୍ବାଇ: ଦେଶରେ ଅଣାୟତ କରୋନାର ଦ୍ୱିତୀୟ ଲହର। କରୋନା ସଂକ୍ରମଣ ବଢୁଥିବା ବେଳେ ମହାରାଷ୍ଟ୍ରରେ କଠୋର ହୋଇଛି କଟକଣା। ରାଜ୍ୟରେ ସଂପୂର୍ଣ୍ଣ ଲକ୍ଡାଉନ୍ ଜାରି ହୋଇନଥିଲେ ବି ଓ୍ୱିକ୍ ଏଣ୍ଡ ଲକ୍ଡାଉନ୍ ଜାରି ହୋଇଛି। ଅର୍ଥାତ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍ଡାଉନ୍ ରହିବ ରାଜ୍ୟ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ସବୁ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବେ। ମହାମାରୀର ପୂର୍ବ […]
ରାୟଗଡ଼ା: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ରାୟଗଡାର ମା ମଝି ଘରିଆଣିଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାୟଗଡା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ପ୍ରତ୍ୟେକ ମଙ୍ଗଳବାର, ବୁଧବାର ଓ ରବିବାର ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। କିନ୍ତୁ ମନ୍ଦିରର ପୂଜାବିଧି ରୀତିନୀତି ଅନୁଯାୟୀ ଚାଲିବ। ଏହାବ୍ୟତୀତ ଆଗକୁ ଚୈତ୍ର ପର୍ବଥିବାରୁ ଏପ୍ରିଲ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ଭକ୍ତଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। ଆଜି ଜିଲ୍ଲା […]
କେନ୍ଦୁଝର: ମା ତାରିଣୀଙ୍କ ଚଇତି ପର୍ବ ଉପରେ କଟକଣା। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୯ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ ସାଢ଼େ ୧୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ ଭକ୍ତ ଦର୍ଶନ କରିପାରିବେ। ଚଇତି ପର୍ବରେ ମନ୍ଦିର ପରିସରରେ ଥିବା […]
ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତାହା ସହ ସପ୍ତାହନ୍ତ ୨ ଦିନ ଲକ୍ଡାଉନ୍ ଘୋଷଣା କରାଯାଇଛି। ଶନିବାର ଓ ରବିବାର ଲକ୍ଡାଉନ୍ କରିବା ନେଇ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନାଇଟ୍ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ରେଷ୍ଚୁରାଣ୍ଟରେ କେବଳ ପାର୍ସଲ ଆଣିବାକୁ ଅନୁମତି ମିଳିବ। […]
ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଣେ ୨୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୨କୁ ବୃଦ୍ଧି ପାଇଛି। Regret to inform the demise of 29 years old female Covid positive patient of Khordha district who was also suffering from Sickle Cell […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭୧ ପଜିଟିଭ ମଧ୍ୟରୁ ୫୬ ଲୋକାଲ କେସ୍ ରହିଛି। ୧୫ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ ଆକ୍ଟିଭ୍ କେସ୍ ସଂଖ୍ୟା ୪୦୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାକୁ ମିଶାଇ ୩ ଜିଲ୍ଲାରେ ୭୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ବ୍ରହ୍ମପୁର: ଦଣ୍ଡ ନାଚ ନେଇ କଟକଣା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। ଦଣ୍ଡ ନାଚରେ କେବଳ ୨୫ ଜଣଙ୍କୁ ଅନୁମତି ମିଳିବ। ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମନା କରିଛି ଜିଲ୍ଲା ପ୍ରଶାସନ। ମା ତାରାତାରିଣୀ ପୀଠରେ ମୁଣ୍ଡନ ବାରଣ କରାଯାଇଛି। ଦୋକାନୀଙ୍କୁ ପଞ୍ଚସୂତ୍ରୀ ଗାଇଡଲାଇନ ମାନିବାକୁ ଚ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ। ଗଞ୍ଜାମ ଜିଲ୍ଲାପାଳଙ୍କ କହିବାନୁସାରେ, ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବର୍ତ୍ତମାନ ଭଲ ସ୍ଥିତିରେ ଅଛି। ସବୁ […]
ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ। କରୋନା ସଂକ୍ରଣକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର। ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ:- ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ଆସନ୍ତା ୫ ତାରିଖରୁ ଅନ୍ୟାଦେଶ ଯାଏଁ ଲାଗୁ ହେବ ନାଇଟ୍ […]
ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତିରେ ପୁଣି ଥରେ ଆମେ ପୂର୍ବାବସ୍ଥାକୁ ଯାଉଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହ ଆଲୋଚନା ବେଳେ କ୍ୟାବିନେଟ ସଚିବ ଏହି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସତର୍କ କରାଇ କହିଦେଇଛନ୍ତି ଯେ, ସେପ୍ଟେମ୍ବରରେ ପିକ୍ ଯାଇଥିଲା ଦୈନିକ ସଂକ୍ରମଣ। ସେହି ମାସରେ ଦୈନିକ ୯୭ ହଜାର ଆକ୍ରାନ୍ତଙ୍କ ତଥ୍ୟ ମିଳୁଥିଲା। କିନ୍ତୁ ଆଜିର ସ୍ଥିତିରେ ଦୈନିକ ୮୮ ହଜାର କେସ୍ ଚିହ୍ନଟ ହେଉଛି। ଅର୍ଥାତ ଆମେ […]
ମୁମ୍ବାଇ: ମହାରାଷ୍ଟ୍ରରେ ମହାମାରୀ କରୋନାର ପୁଣି ଭୟଙ୍କର ରୂପ। ଦିନକୁ ଦିନ ସାଂଘାତିକ ସ୍ଥିତି ଆଡ଼କୁ ଯାଉଛି ସଂକ୍ରମଣ ଟ୍ରେଣ୍ଡ୍। କେବଳ ମୁମ୍ବାଇରେ ଆଜି ଚିହ୍ନଟ ହୋଇଛନ୍ତି ୮୬୪୬ ନୂଆ ପଜିଟିଭ୍। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ବାହାରିଛନ୍ତି ୪୩ ହଜାରରୁ ଅଧିକ ସଂକ୍ରମିତ। ଯଦି ସ୍ଥିତିରେ ସୁଧାର ନଆସେ ତାହାହେଲେ ମହାରାଷ୍ଟ୍ରରେ ଲକ୍ଡାଉନ୍ ଲାଗୁ କରାଯିବା ନେଇ ଏଡାଇ ଦିଆଯାଇପାରିବ ନାହିଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି। ଲୋକମାନେ ନିୟମ ମାନିବାକୁ ସେ […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ। ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଟ୍ୱିଟ୍ କରି ଝାରସୁଗୁଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅନ୍ୟତ୍ର ବିକ୍ରି ବ୍ୟବସ୍ଥା ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। […]
ନୂଆଦିଲ୍ଲୀ: କିଛି ଜିଲ୍ଲା ପାଇଁ ଦେଶ ସଂକଟରେ। ଏକଥା କହିଛନ୍ତି ଡାକ୍ତର ଭିକେ ପଲ୍। ଦେଶରେ କରୋନା ସ୍ଥିତି ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି ଦେଶର କିଛି ଜିଲ୍ଲାରେ ଅବସ୍ଥା ଚିନ୍ତାଜନକ। କିଛି ଜିଲ୍ଲା ପାଇଁ ସାରା ଦେଶ ସଂକଟରେ ପଡ଼ିବା ଆଶଙ୍କା ରହିଛି। ସେହିପରି ଦେଶର ୧୦ଟି ଜିଲ୍ଲାରେ ସର୍ବାଧିକ ଆକ୍ଟିଭ କେସ୍ ଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ସେ କହିଛନ୍ତି ଯେ ୧୦ଟିରୁ କେବଳ ମହାରାଷ୍ଟ୍ରର […]
ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ। ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୩୬ ହଜାର ୬୧୫ ଜଣଙ୍କୁ ଟିକାକରଣ ହୋଇଛି। ଏହା ମଧ୍ୟରୁ ୧୩ ଲକ୍ଷ ୪୭ ହଜାର ୭୮୭ ଜଣ ବରିଷ୍ଠ ଏବଂ ବହୁବିଧ ରୋଗାକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ପହଞ୍ଚି ସାରିଛି। ଏବେ ଓଡିଶାରେ ୧୭ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ କରାଯିବ। […]
ଉହାନ୍: ଚୀନ୍ର ଉହାନ୍ ଲାବ୍ରୁ କରୋନା ଭୂତାଣୁ ଲିକ୍ ଆଶଙ୍କା ଅତି କ୍ଷୀଣ। ବହୁ ପ୍ରତୀକ୍ଷିତ କୋଭିଡ୍ ଉତ୍ପତ୍ତିସ୍ଥଳ ସଂପର୍କିତ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉଲ୍ଲେଖ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଉହାନ୍ ଆମିଷ ମାର୍କେଟ୍ ଏବଂ ପରେ ସେଠାରେ ଥିବା ଚୀନ୍ ସରକାରଙ୍କ ଅଧିକୃତ ଏକ ପ୍ରୟୋଗଶାଳାରୁ କରୋନା ସଂକ୍ରମଣ ବ୍ୟାପିଥିବା ଚର୍ଚ୍ଚା ହେଉଥିଲା। ଲ୍ୟାବ୍ରୁ ଭୂତାଣୁର ଉତ୍ପତ୍ତି ନେଇ ବହୁ ବୈଜ୍ଞାନିକ ଓ ଗବେଷକ ମଧ୍ୟ ଦାବି […]
ଭୁବନେଶ୍ୱର: ୫ ଦିନ ହେବ ୨ଶହ ଉପରେ ଟ୍ରେଣ୍ଡ ରାଜ୍ୟରେ ବଢି ଚାଲିଥିବା କରୋନାର ଦୈନିକ ସଂକ୍ରମଣ ହାର ଚିନ୍ତା ବଢାଇଛି। ଆଜି ଚିହ୍ନଟ ୨୦୮ ଜଣଙ୍କ ମଧ୍ୟରୁ ୩୬ ଜଣ କେବଳ ନୂଆପଡ଼ା ଜିଲ୍ଲାର ଛତିଶଗଡ ସୀମାକୁ ଲାଗିଥିବା ନୂଆପଡା ଜିଲ୍ଲା ଧୀରେ ଧୀରେ ହଟ୍ସ୍ପଟ୍ ପାଲଟିବାରେ ଲାଗିଛି। ସିନାପାଲି ପରେ କୋମନା ବ୍ଲକରେ ସଂକ୍ରମଣ ବ୍ୟାପୁଛି। ଫଳରେ ଦୁଇଟି ଗାଁରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ସ୍ଥାନୀୟ ସରପଞ୍ଚ ଘରକୁ ଘର ବୁଲି ଲୋକଙ୍କୁ […]