• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

namaj
ଚଳିତ ରମ୍‌ଜାନ ମାସରେ ହେବନି ସମୁହ ନମାଜ ପାଠ

ଭୁବନେଶ୍ୱର: ଚଳିତ ରମ୍‌ଜାନ ମାସରେ ହେବନି ସମୁହ ନମାଜ ପାଠ। ମସଜିଦ୍‌ରେ ସମୁହ ନମାଜ ପାଠ ଉପରେ କଟକଣା ଲାଗିଛି। ଏନେଇ  ଆଜି କମିଶନରେଟ୍ ପୋଲିସ୍ ସହ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ମସଜିଦ୍‌ର ମୁଖ୍ୟଙ୍କ ସହ  ଆଲୋଚନା ହୋଇଛି। ରମଜାନ୍ ପାଳନ ହେବ। ହେଲେ ସମୁହ ନମାଜ ପାଠ ହେବନି। ଲୋକେ ଘରେ ରହି ନମାଜ ପାଠ କରିବେ। ଏହାସହ ଇଫ୍‌ତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଭୁବନେଶ୍ୱରରେ ଛୋଟ ବଡ଼ […]

  • Monday, 26 July 2021
903105-civil-new
ବିମାନ ଚଳାଚଳ ମନ୍ତ୍ରାଳୟର କର୍ମଚାରୀଙ୍କୁ କରୋନା; କାର୍ଯ୍ୟାଳୟ ସିଲ୍‌

ନୂଆଦିଲ୍ଲୀ: ରାଜୀବଗାନ୍ଧି ଭବନ ପରିସରରେ ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ୱିଙ୍ଗ୍‌ କୁ ସିଲ୍‌ କରାଯାଇଛି। ଗତ ୧୫ ତାରିଖରେ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।  ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଥମ ମନ୍ତ୍ରାଳୟ ଭାବେ ଏହି କାର୍ଯ୍ୟାଳୟ ସିଲ୍‌ ହୋଇଛି। ଏହା ପୂର୍ବରୁ […]

  • Monday, 26 July 2021
homeguard
ପାସ୍‌ ମାଗିବାରୁ ହୋମଗାର୍ଡଙ୍କୁ ବସ୍‌ଉଠ କଲେ କୃଷି ଅଧିକାରୀ, ନିଲମ୍ୱନ ହେଲେ ଏଏସଆଇ

ବିହାର: ତଳିଆ କର୍ମଚାରୀ ନିଜ କର୍ତ୍ତବ୍ୟବୋଧ ପ୍ରତି ଯେତିକି ସଚେତନ ବରିଷ୍ଠ ଅଧିକାରୀମାନେ ସେତିକି ସଚେତନ ନୁହଁନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ଜଣେ ହୋମଗାର୍ଡ ତାଙ୍କ କର୍ତ୍ତବ୍ୟକୁ ବୁଝି ଲକ୍‌ ଡାଉନବେଳେ ଗାଡି ଚାଳକଙ୍କୁ ପାସ୍ ମାଗିଛନ୍ତି। ଆଉ ଏଥିପାଇଁ ଗାଡିରେ ବସିଥିବା କୃଷି ବିଭାଗର ଜଣେ ଅଫିସର ତାଙ୍କୁ ଉଠବସ୍‌ କରାଉଛନ୍ତି। ସବୁଠାରୁ ଦୁଃଖର କଥା ହେଉଛି, ବରିଷ୍ଠ ପୋଲିସ ଅଧିକାରୀ ସେଠାରେ ଉପସ୍ଥିତି ରହି ଏହାକୁ ଦେଖୁଥିଲ ମଧ୍ୟ କିଛି […]

  • Monday, 26 July 2021
corona testing
‘କରୋନା ଲକ୍ଷଣ ଥାଉ ବା ନଥାଉ ପରୀକ୍ଷା କର’

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ସେମାନଙ୍କର ନମୁନା ପରୀକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ପ୍ରତିଶତଙ୍କ ଠାରେ କୌଣସି ଲକ୍ଷଣ ନଥିଲା କିନ୍ତୁ ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ କରୋନା ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ନିଜର ଓ ପରିବାରର ସୁରକ୍ଷାପାଇଁ […]

  • Monday, 26 July 2021
odisha
ରାଜ୍ୟରେ ରେକର୍ଡ, ଗୋଟିଏ ଦିନରେ ପରୀକ୍ଷା ହେଲା ଏତିକି ନମୁନା

ଭୁବନେଶ୍ୱର: ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଆରଟିପିସିଆର(RTPCR) ଟେଷ୍ଟ କରାଯାଇଛି। ରାଜ୍ୟରେ ୨୦୨୭ଟି ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆରଏମଆରସିରେ ୧୨୩୪, ଏମସ୍‌ରେ ୭୭, କଟକ ଏସସିବିରେ ୩୭୮, ବ୍ରହ୍ମପୁର ଏମକେସିଜିରେ ୪୧, ଭିମସାର ୩୩, ଇନଷ୍ଟିଚୁଟ୍‌ ଅଫ୍ ଲାଇଫ ସାଇନସ ୧୯୨, ଇସ୍ପାତ ଜେନେରାଲ ହସ୍ପିଟାଲରେ ୫୧ ଓ ଆପୋଲୋରେ ୨୧ ଟି ନମୁନା ପରୀକ୍ଷା କରାଯାଇଥିଲା।

  • Monday, 26 July 2021
pm modi
କରୋନା ଯୋଦ୍ଧାମାନଙ୍କ ପାଇଁ ଜୟ-ଜୟକାର କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପୃଥିବୀ ଦିବସ(International Earth Day)   ଅବସରରେ ଧରିତ୍ରୀ ମା’ଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ନିଜ ଟ୍ୱିଟ୍‌ରେ କହିଛନ୍ତି ଯେ ‘ଏହି ଦିବସରେ ଆମ ଗ୍ରହ ପୃଥିବୀ ମା’ ଅପାର ଦୟା କରୁଥିବାରୁ ଓ ଆମର ଯତ୍ନ ନେଉଥିବାରୁ  କୃତଜ୍ଞତା ଜଣାଉଛି। ଆସ,  ଆମେ ସମସ୍ତେ ମିଶି ଆମ ଗ୍ରହକୁ ଏକ ପରିଷ୍କାର, ସ୍ୱାସ୍ଥ୍ୟକର ଏବଂ ଅଧିକ ସମୃଦ୍ଧ ଗ୍ରହ କରିବାକୁ ସଙ୍କଳ୍ପ ନେବା। କରୋନା ପରି ବିଶ୍ୱ ମହାମାରୀକୁ […]

  • Monday, 26 July 2021
delhi
ଭଲ ଖବର: ୨୪ ଘଣ୍ଟାରେ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ଶୂନ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ କରୋନା ଭାଇରସ ଯୋଗୁ ଏପର୍ଯ୍ୟନ୍ତ ୬୦୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୯ହଜାର ଲୋକେ ଏଥିରେ ସଂକ୍ରମିତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧୫୬ରେ ପହଞ୍ଚିଛି। ହେଲେ ଏହା ଭିତରେ ଏକ ଭଲ ଖବର ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୫ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ କୌଣସି ଲୋକ ମୃତ୍ୟୁବରଣ କରିନାହାନ୍ତି। […]

  • Monday, 26 July 2021
dasna
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ସହାୟତା ଦେଲେ ଓଡ଼ିଶାର ବିଭିନ୍ନ ମଠ ଓ ମନ୍ଦିର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ କରୋନା ସହାୟତା କରିଛନ୍ତି ୬୨ଟି ମନ୍ଦିର ଓ ମଠ କର୍ତ୍ତୃପକ୍ଷ। ମୋଟ୍ ଏକ କୋଟି ୩୭ ଲକ୍ଷ ୭୨ ହଜାର ୮୧୮ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦିଆଯାଇଛି। କେନ୍ଦୁଝର ଘଟଗାଁ ତାରିଣୀ, ରାୟଗଡ଼ା ମଝି ଘରିଆଣି ମନ୍ଦିର ପକ୍ଷରୁ ୨୦ ଲକ୍ଷ ଲେଖାଏଁ ଦିଆଯିବା ନେଇ ଘୋଷଣା ହୋଇଛି।  ସେହିଭଳି ପୁରୀ ସତ୍ୟବାଦୀ ଗୋପୀନାଥ ଦେବ ୨୦ ଲକ୍ଷ, କାକଟପୁର ମଙ୍ଗଳା ମନ୍ଦିର ୧୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ […]

  • Monday, 26 July 2021
chasi
ଲକ୍‌ଡାଉନ୍‌ ଯୋଗୁ ଅଭାବୀ ବିକ୍ରିର ଶିକାରେ ହେଲେ ଚାଷୀ

ଗଞ୍ଜାମ: କରୋନାରେ ଲକ୍‌ଡାଉନ୍ ଓ ଗାଡ଼ି ମୋଟର ଯାତାୟତରେ ବାଧା ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି। ଅଭାବୀ ବିକ୍ରି ସାଙ୍ଗକୁ ମାଲ ପରିବହନ ଠିକ୍ ହେଉନଥିବାରୁ ଚାଷୀ ଆଉ ପନିପରିବା ବିକ୍ରି କରିପାରୁନାହାନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବୁରୁପଡ଼ା ଗାଁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଛରେ ବଢ଼ି ଗଛରେ ହିଁ ପାଚି ଝଡ଼ି ଯାଉଛି ପିକେଟର ଲଙ୍କା। ମାର୍କେଟରେ ଏହାର ଡିମାଣ୍ଡ ଅଧିକ ଥିଲେ ବି ଏବେ ଏହାକୁ ବ୍ୟବସାୟୀ କିଣୁନାହାଁନ୍ତି। ସେପଟେ […]

  • Monday, 26 July 2021
news
ତାମିଲ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ର ୨୭ କର୍ମଚାରୀଙ୍କୁ କରୋନା

ଚେନ୍ନାଇ: ଚେନ୍ନାଇ ସ୍ଥିତ ତାମିଲ ଚ୍ୟାନେଲ୍‌ରେ ୨୭ ଜଣ କର୍ମଚାରୀଙ୍କ ଠାରେ  କରୋନା ଭୂତାଣୁ ଚିହ୍ନଟ ହୋଇଛି। ତାମିଲ ନ୍ୟୁଜ୍ ଚ୍ୟାନେଲ୍ ସତିୟମ୍ ଟିଭିର ୨୭ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏହି ସମସ୍ତ ଆକ୍ରାନ୍ତ ଡେସ୍କ ଏବଂ ରିପୋର୍ଟର ରହିଛନ୍ତି। ୨୪ ବର୍ଷିୟ ଜଣେ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଫିସ୍‌ର ୯୪ ଜଣ କର୍ମଚରୀଙ୍କ କରୋନା ପରୀକ୍ଷା ହୋଇଥିଲା। ଯେଉଁଥିରୁ ୨୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ […]

  • Monday, 26 July 2021
balasore
ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଚିନ୍ତାରେ ସରକାର

ବାଲେଶ୍ୱର: ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ଅଭୟ ଓ କେନ୍ଦ୍ରାଞ୍ଚଳ RDC ଅନୀଲ ସାମଲ। କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ତଦାରଖ କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ଆଲୋଚନା ହୋଇଛି। ଗତ ୨ ମାସ ଭିତରେ ଶତାଧିକ ଲୋକ ଆସିଛନ୍ତି। ସୀମା ଡେଇଁ ପଡ଼ୋଶୀ ରାଜ୍ୟରେ କାମ କରୁଥିବା ରାଜ୍ୟର ଅନେକ ଲୋକ ରାଜ୍ୟ ଭିତରେ ପ୍ରବେଶ କରିଛନ୍ତି। ଲକ୍‌ଡାଉନ୍ ପରେ ମଧ୍ୟ କିଛି ଲୋକ […]

  • Monday, 26 July 2021
mas
ଏବେ ମଦ ପିଇ ଅଫିସ୍ ଆସିଲେ ଚାକିରି ଯିବ

ଭୁବନେଶ୍ୱର: ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ହେବ ସ୍ୱତନ୍ତ୍ର ପ୍ରକୋଷ୍ଠ। ସମସ୍ତ ବିଧାୟକ ଓ ସାଂସଦ ସେମାନଙ୍କ ଅଞ୍ଚଳର ଲୋକଙ୍କ ସୁବିଧା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୁଝିବେ। କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ରାଜ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଲୋଚନା କରିବା ଏହି ସୂଚନା ଦେଇଛନ୍ତି। ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଲୋକଙ୍କୁ ଉଦ୍ଧାର ପାଇଁ ସେହି ରାଜ୍ୟର ବାଚସ୍ପତି ଏବଂ ସରକାରଙ୍କୁ ଏନେଇ […]

  • Monday, 26 July 2021
odishja
ଆସିଲା ରାଜ୍ୟରେ ୬ କରୋନା ରୋଗୀଙ୍କ ଭ୍ରମଣ ତାଲିକା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୬ ଜଣ କରୋନା ରୋଗୀଙ୍କ ଭ୍ରମଣ ତାଲିକା ଜାରି ହୋଇଛି। ରୋଗୀ ନମ୍ବର ୬୧, ୬୨, ୬୩, ୬୪ ,୬୫ ଏବଂ ୬୬ ନମ୍ବର ଆକ୍ରାନ୍ତଙ୍କ ଭ୍ରମଣ ଇତିହାସ ସାମ୍ନାକୁ ଆସିଛି। ୬୧ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୧୩ରେ ଝାଡ଼ଖଣ୍ଡରୁ ଫେରିଥିଲେ। ୭ ଏପ୍ରିଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଗତ ୧୩ରେ ବାଲେଶ୍ୱରରୁ ଭୁବନେଶ୍ୱର ଆପୋଲୋ ଆସିଥିଲେ।  ସେହିଦିନ ଆପୋଲୋରୁ କିମ୍ସ ଆସିଥିଲେ। ୧୪ରୁ ୧୬ ଯାଏ ଭୁବନେଶ୍ୱର […]

  • Monday, 26 July 2021
covid
ମୁରାଦାବାଦ ଡାକ୍ତରୀ ଟିମ୍‌ ଉପରେ ପଥର ଫିଙ୍ଗା ଘଟଣାରେ ୫ ଅଭିଯୁକ୍ତ କରୋନା ପଜିଟିଭ୍‌ ଚିହ୍ନଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁରାଦାବାଦ୍‌ରେ ଡାକ୍ତରୀ ଟିମ୍‌ ଉପରେ ପଥର ଫିଙ୍ଗିବା ଘଟଣାରେ ଗିରଫ୍‌ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏନେଇ ମଙ୍ଗବାର ସରକାରୀ ଭାବେ ସୂଚନା ଦିଆଯାଇଛି। ଏମାନଙ୍କ ବ୍ୟତୀତ ଜିଲ୍ଲାରେ ଆଉ ୧୦ ଜଣଙ୍କଠାରେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ଗତ ସପ୍ତାହରେ କେତେକ କରୋନା ରୋଗୀଙ୍କ ପରିବାରକୁ ଆଇସୋଲେସନ୍‌ ନେବାକୁ ଏକ ଡାକ୍ତରୀ ଟିମ୍‌ ମୁରାଦାବାଦର  ନୱାବ୍‌ପୁର ଅଞ୍ଚଳକୁ ଯାଇଥିଲା। […]

  • Monday, 26 July 2021
coc
କରୋନା ରାପିଡ୍ ଟେଷ୍ଟ କିଟ୍‌ରେ ତ୍ରୁଟି ଅଭିଯୋଗ: ଦୁଇଦିନ ଟେଷ୍ଟ ବନ୍ଦ ରଖିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଟେଷ୍ଟ ପାଇଁ ଭାରତକୁ ଆସିଥିବା ରାପିଡ୍ ଟେଷ୍ଟ କିଟ୍‌ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏନେଇ ICMR(ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ଦୁଇଦିନ ପାଇଁ ସମସ୍ତ ରାଜ୍ୟରେ କରୋନା ଟେଷ୍ଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି।  ଏଥିସହିତ ତ୍ରୁଟିପୂର୍ଣ୍ଣ ରାପିଡ୍ ଟେଷ୍ଟ କିଟ୍‌ର ତଦନ୍ତ କରାଯିବ ବୋଲି ଆଇସିଏମ୍‌ଆର୍‌ କହିଛି। ସୂଚନା ଅନୁଯାୟୀ, ପ୍ରାୟ ୫ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ସରକାରଙ୍କ ଦ୍ୱାରା କିଣାଯାଇଥିଲା। ହଟ୍‌-ସ୍ପଟ୍ ଅଞ୍ଚଳ ବା ବହୁ ସଂଖ୍ୟକ […]

  • Monday, 26 July 2021
odisha-corona
ରାଜ୍ୟରେ ୪୪ ନମ୍ବର କରୋନା କେସ୍‌ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗୋଟିଏ ପଟେ ୫ କରୋନା ରୋଗୀ ସୁସ୍ଥ ହେବା ଭଳି ଖୁସି ଖବର ଆସିଥିବା ବେଳେ ଏପଟେ ଏକ ଦୁଃଖ ଖବର ଆସି ପହଞ୍ଚିଛି। ଓଡ଼ିଶାରେ ୪୪ ନମ୍ବର କରୋନା କ୍ୟାସ୍‌ ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି। ତାଙ୍କର କରୋନାରେ ମୃତ୍ୟୁ ହୋଇନଥିବା ସ୍ପଷ୍ଟ ହୋଇଛି। ମୃତ ରୋଗୀଙ୍କର ବୟସ ୭୦ ଏବଂ ସେ  ୪୪ ନମ୍ବର କରୋନା ରୋଗୀ ଥିଲେ। ଏହି ସୂଚନା ଦେଇଛି […]

  • Monday, 26 July 2021
sixx
କରୋନା ଔଷଧ ତିଆରି କରିବେ ଭାରତର ୬ କମ୍ପାନୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅଧୀନରେ ଥିବା ନୀତି ଆୟୋଗର ସିଇଓ ଅମିତାଭ କାଣ୍ଟ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟୁଇଟ୍ କରି କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ଭାରତର ୬ଟି କମ୍ପାନୀ ଭ୍ୟାକ୍ସିନ୍‌ ତିଆରି କରିବାରେ ସାମିଲ୍‌ ହୋଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି ଯେ କରୋନା ଭାଇରସ(CoVID-19) ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ପାଇଁ ଭାରତର ପ୍ରଥମ ୬ଟି କମ୍ପାନୀ ସାମିଲ୍‌ ହୋଇଛି। ବିଶ୍ୱରେ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ପାଇଁ ଭାରତ ହେଉଛି କେନ୍ଦ୍ରସ୍ଥଳି। ଭାରତ […]

  • Monday, 26 July 2021
ko
ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର ଆସ୍ୱସ୍ତିର ଖବର। ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ। ଏମାନେ ହେଲେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡିର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରିଛି। ଏହି ୫ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ୪ ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୪୯ ଜଣ ରାଜ୍ୟରେ ବିଭିନ୍ନ […]

  • Monday, 26 July 2021
panipaga bibgaga
ରାଷ୍ଟ୍ରପତି ଭବନ ଓ ଲୋକସଭା ସଚିବାଳୟ ପରେ ପାଣିପାଗ ବିଭାଗକୁ ବ୍ୟାପିଲା କରୋନା, ଜଣଙ୍କର ନେଲା ମୁଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ଏବଂ ଲୋକସଭା ସଚିବାଳୟ ପରେ ପାଣିପାଗ ବିଭାଗ ବିଭାଗକୁ ବ୍ୟାପିଲା କରୋନା। ଏଠାରେ ଜଣେ କର୍ମଚାରୀ କରୋନାରେ ମୃତ୍ୟୁବରଣ କରିଛନ୍ତି। ମଲ୍ଟି ଟାସ୍କିଂ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ପାଣିପାଗ ବିଭାଗର କର୍ମଚାରୀ ୧୭ ଏପ୍ରିଲରେ ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଏହା ପରେ ପାଣିପାଗ ବିଭାଗରେ ଭୟର ବାତାବରଣ ଦେଖାଦେଇଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅନେକ କର୍ମଚାରୀଙ୍କୁ ସଜାଗ ରହିବାକୁ ମଧ୍ୟ କୁହାଯାଇଛି। ଏହାପରେ ସାନିଟାଇଜିଂ ମଧ୍ୟ କରାଯାଇଥିଲା। ମୃତ […]

  • Monday, 26 July 2021
lokoseba bhaban
ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ଭବନରେ ପହଞ୍ଚିଲା କରୋନା

ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ସଚିବାଳୟରେ କରୋନା ଭାଇରସ ସଙ୍କଟ ଦେଖାଦେଇଛି। ସେଠାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେ ହାଉସ୍‌ କିପିଙ୍ଗ୍‌ ବିଭାଗରେ କାମ କରୁଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ରାମ ମନୋହର ଲୋହିଆ ହସ୍ପିଟାଲରେ ହେଉଛି। ଉକ୍ତ କର୍ମଚାରୀ ଜଣକ ଗତ କିଛି ଦିନ ହେଲା ଜ୍ୱର, କାଶ ଏବଂ ଶ୍ୱାସ ଜନିତ ସମସ୍ୟାରେ ଆକ୍ରାନ୍ତ ଥିଲେ। ସେ କିଛି ଦିନ ହେଲା କାର୍ଯ୍ୟାଳୟକୁ […]

  • Monday, 26 July 2021
nabalak
ଘର ଥିଲା ଆଉ ଅଳ୍ପ ବାଟ; ହେଲେ ଚାଲି ପାରିଲାନି, ଆଖି ବୁଜିଲା ୧୨ ବର୍ଷର ନାବାଳିକା

ବିଜାପୁର: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ର ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡର ବିଜାପୁର ଅଞ୍ଚଳରେ। ଜଣେ ୧୨ ବର୍ଷର ନାବାଳିକା(ଜମଲୋ ମଡକାମୀ)  କାମ ଅନ୍ୱେଷଣରେ ବିଜାପୁରର ଆଦେଡ଼ ଗ୍ରାମରୁ ତେଲେଙ୍ଗାନାର ପେରୁ ଗାଁକୁ ଯାଇଥିଲେ। ଲକ୍‌ଡାଉନ୍‌(୨)ର ଅବଧି ବଢ଼ାଇ ଦେବାରୁ ପିଲାଟି ନିଜ ଗାଁକୁ ଚାଲି ଚାଲି ଆସିବାକୁ ସ୍ଥିର କଲା। ସେଠାରେ ଥିବା ନିଜ ଗାଁର୧୧ଜଣ ସାଙ୍ଗମାନଙ୍କ ସହିତ ଜଙ୍ଗଲ ରାସ୍ତା ଦେଇ ଚାଲିଚାଲି ବିଜାପୁର […]

  • Monday, 26 July 2021
newdelhi pm
କେବେ ଖୋଲିବ ଆୟୁଷ୍ମାନ ଭାରତ କାର୍ଯ୍ୟାଳୟ, ଉତ୍ତର ରଖିଲେ ସିଇଓ

ନୂଆଦିଲ୍ଲୀ: ଦିଲ୍ଲୀର କନ୍ନାଟ୍ ପ୍ଲେସ୍‌ର ଜୀବନ ଭାରତ ବିଲଡିଂରେ ଥିବା ଆୟୁଷ୍ମାନ ଭାରତର(Ayushman Bharat) କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। କାରଣ ସେହି ଅଫିସ୍‌ର ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୫ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଯାଇଥିଲା। କାର୍ଯ୍ୟାଳୟକୁ ସିଲ୍ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟାଳୟକୁ ପାଞ୍ଚ ଦିନ ପୂର୍ବରୁ ସିଲ୍ କରାଯାଇଛି। କାର୍ଯ୍ୟାଳୟଟି ଏପ୍ରିଲ୍ ୨୪ରେ ଖୋଲାଯିବ ବୋଲି ଆୟୁଷ୍ମାନ ଭାରତର ସିଇଓ ଡକ୍ଟର ଇନ୍ଦୁ ଭୂଷଣ […]

  • Monday, 26 July 2021
president house
ରାଷ୍ଟ୍ରପତି ଭବନ ପରିସରରେ ରହୁଥିବା ମହିଳା କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ମହମାରୀ କରୋନା ଭାଇରସ ଭାରତର ରାଷ୍ଟ୍ରପତି ଭବନ ପରିସରରେ ପ୍ରବେଶ କରିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ କାର୍ଯ୍ୟ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ଏହି ମହାମାରୀ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ରାଷ୍ଟ୍ରପତି ଭବନ ପରିସର ମଧ୍ୟରେ ହିଁ ରହୁଥିଲେ। ହେଲେ ସେ ରାଷ୍ଟ୍ରପତି ଭବନର କର୍ମଚାରୀ ନୁହନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣା ପରେ […]

  • Monday, 26 July 2021
gajiabada
ଜ୍ୱର ହୋଇଥିବା ରୋଗୀଙ୍କ ଚିକିତ୍ସା କଲେନି ଡାକ୍ତର, ତା'ପରେ...

ଗାଜିଆବାଦ: କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌କୁ ନେଇ ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗାଜିଆବାଦରେ। ଅତ୍ୟଧିକ ଜ୍ୱରରେ ପୀଡିତ ବ୍ୟକ୍ତିଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବାକୁ ମନା କରିଥିଲେ ବୋଲି ଅଭିଯୋଗ ହୋଇଛି। ପରେ ବ୍ୟକ୍ତି ଜଣଙ୍କ ୨୭ କିଲୋମିଟର ଚାଲି ଚାଲି ତାଙ୍କ ଘରେ ପହଞ୍ଚିଥିଲେ। ବ୍ୟକ୍ତିଙ୍କ ପରିବାର ଲୋକ ଭୟ କରୁଛନ୍ତି ଯେ ତାଙ୍କ ପାଖରେ […]

  • Monday, 26 July 2021