• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

nitish
ତେଜସ୍ୱୀ ହେବେ ମୁଖ୍ୟମନ୍ତ୍ରୀ?? ନୀତିଶ ହେବେ ପ୍ରଧାନମନ୍ତ୍ରୀ?

ପାଟଣା: ଥମିବାରେ ନା ନେଉ ନାହିଁ ବିହାର ରାଜନିତୀରେ ଚର୍ଚ୍ଚା। ମେଣ୍ଟ ସରକାର ଗଠନ ହେବାର ମାତ୍ର ୨ ମାସରେ ବଡ ଫାଟ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଅରୁଣାଚଳ ପ୍ରଦେଶର ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହୋଇଯିବା ପରେ ଏହାକୁ ବିହାର ଜେଡିୟୁ...

Gold-Rate
୨୦୨୧ରେ ଏତିକି ବଢିବ ସୁନା ଦର !!

ହୁ ହୁ ହୋଇ ବଢିବାରେ ଲାଗିଛି ସୁନା ଦର। ସୁନା କିଣିବାକୁ ଏଣିକି ଲାଗୁଛି ଡର। କହିବାକୁ ଗଲେ, ବର୍ତ୍ତମାନ ସମୟରେ ୧୦ ଗ୍ରାମ ସୁନାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କାରୁ ଅଧିକ ରହିଛି। କିନ୍ତୁ ଲୋକମାନେ ସୁନା କିଣିବାରେ କମ କରୁନଥିବା ଅନେକ ରିପୋର୍ଟ ପ୍ରକାଶ...

bhadrak bridge
ସମୟ ସରିଗଲାଣି କିନ୍ତୁ ସରିପାରୁନାହିଁ ବିଜୁ ସେତୁ...

ଅବଧି ପରେ ବି ସରୁନି ୪ କୋଟିରୁ ଉର୍ଧ୍ୱ ଟଙ୍କାର ବିଜୁ ସେତୁ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର ନଦୀ ମଧ୍ୟରେ ସେତୁ ନିର୍ମାଣ କରି ଯୋଗାଯୋଗର ସୁବିଧା କରୁଥିବା ବେଳେ ଏଠି କିନ୍ତୁ ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି ।

Bjp-sib sena
ୟୁପିରେ ବି ବିଜେପି ସାଙ୍ଗରେ ଟକ୍କର ଦେବ ଶିବସେନା

ଦେଶର ରାଜନୀତିରେ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରୁଛି ଶିବସେନା। ମହାରାଷ୍ଟ୍ରରେ ମେଣ୍ଟ ସରକାର କରିବା ପରେ ଧୀରେ ଧୀରେ ଅନ୍ୟ ରାଜ୍ୟ ଦଖଲ କରିବା ଚିନ୍ତାରେ ଶିବସେନା। ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା...

Politics
ଜାତୀୟ ସ୍ତରରେ ୨୦ ମସିହାରେ କେଉଁ ନେତା ଥିଲେ ଚର୍ଚ୍ଚାରେ?

ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। କରୋନା ମହାମାରୀର ପରିଚାଳନା କେତେ ସୁନ୍ଦର ଭାବରେ ମୋଦି କରିଥିଲେ ତାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚା ବି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ...

PURI-SRIMANDIRA-NEW
ବିନା ଅନୁମତିରେ ପ୍ରବେଶ କରିବାରୁ ୪ ଏଏନଏମ ସସପେଣ୍ଡ

ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ ମହଙ୍ଗା ପଡିଲା। ସସପେଣ୍ଡ ହେଲେ ୪ ଏଏନଏମ। ମିଳିଥିବା ସୂଚନା ଅନୁସାରେ, ମନ୍ଦିର ବାହାରେ ଡ୍ୟୁଟି କରିବା ସମୟରେ ଏମାନେ ସମସ୍ତେ ଦାୟିତ୍ୱ ପାଇଥିଲେ। ଯେଉଁମାନେ ମନ୍ଦିରକୁ ଯିବା ଲାଗି ଅନୁମତି ପାଇଥିଲେ ସେମାନଙ୍କର ଥର୍ମାଲ ଚେକିଂ କରୁଥିଲେ କିନ୍ତୁ ପ୍ରବେଶ ଅନୁମତି...

nitish kumar
ବିନା ଇଚ୍ଛାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର?

ମୋର ମୁଖ୍ୟମନ୍ତ୍ରୀ ହେବା ଲାଗି ଇଚ୍ଛା ନଥିଲା, କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ହେଲି। ଯେହେତୁ ବିହାରରେ ନିର୍ବାଚନରେ ଆମେ ଏକତ୍ରୀତ ଲଢୁଥିଲୁ ତେଣୁ ବିଜେପି ନିଜ ନେତାକୁ ବାଛିପାରିବେ ବୋଲି ମୁଁ କହିଥିଲି ବୋଲି ନୀତିଶ କହିଛନ୍ତି।  ତେବେ ନୀତିଶ କାହିଁକି ଏପରି ମନ୍ତବ୍ୟ ଦେଲେ ତାହାକୁ ନେଇ...

vigilance
ରାଜ୍ୟର ଏକାଧିକ ସ୍ଥାନରେ ଭିଜିଲାନ୍ସ ରେଡ୍: ଜାଣନ୍ତୁ କେଉଁ ଅଧିକାରୀଙ୍କ ଘରେ ହେଲା ଚଢାଉ

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ। କଳାହାଣ୍ଡି ଧର୍ମଗଡ଼ରେ ପଞ୍ଚାୟତ ପିଇଓଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ହୋଇଛି। ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଯାଞ୍ଚ ହୋଇଥିବା ଜଣାପଡ଼ିଛି। ପିଇଓ...

Rahul Gandhi
ପ୍ରତିଷ୍ଠା ଦିବସ ପୂର୍ବରୁ କାହିଁକି ବିଦେଶ ଗସ୍ତ କଲେ ରାହୁଲ ଗାନ୍ଧୀ?

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଲେ କୁଆଡେ?  କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସର ଗୋଟିଏ ଦିନ ପୂର୍ବରୁ ରାହୁଲ୍‌ ଗାନ୍ଧୀ ବିଦେଶ ଯାତ୍ରା କରିଛନ୍ତି। ତେବେ ଏନେଇ ସଠିକ ସୂଚନା ମିଳିପାରିନଥିବା ବେଳେ ଦଳର ଜାତୀୟ ମୁଖପାତ୍ର କହିଛନ୍ତି ଯେ,  ସ୍ୱଳ୍ପକାଳୀନ ବ୍ୟକ୍ତିଗତ ଗସ୍ତରେ ରାହୁଳ ଗାନ୍ଧୀ ବିଦେଶ...

loot
ଗୁଳି ମାରିଲେ,୩ ଲକ୍ଷ ୨୦ ହଜାର ଲୁଟି ନେଲେ

ଦିନ ଦ୍ୱିପ୍ରହରରେ ଲୁଟ୍। ବାଲେଶ୍ୱର ସଦର ଥାନା ଖାନନଗରରୁ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍ ହୋଇଛି। ବାଇକରେ ଟଙ୍କା ଡିପୋଜିଟ୍ ପାଇଁ ନେଉଥିବା ବେଳେ ଲୁଟେରାମାନେ ଗୁଳିମାରିଥିଲେ। ବାଇକ ଚାଳକଙ୍କ ଗୋଡରେ ଗୁଳି ବାଜିବାରୁ ସେ ଗାଡିରୁ ଖସି ପଡିଥିଲେ। ଏହା ପରେ ଲୁଟେରାମାନେ ୩ଲକ୍ଷ...

Temple milk
ବିଶ୍ୱାସ : ମନ୍ଦିର ଖୋଳାଯାଉଥିବା ସ୍ଥାନରେ ଢଳାଗଲା ୧୧ ହଜାର ଲିଟର କ୍ଷୀର

ଭଗବାନଙ୍କ ଉପରେ ପ୍ରତିଟି ମଣିଷ ବିଶ୍ୱାସ କରେ। କାହିଁକି ନା କୌଣସି ବିପଦ ହେଉ କିମ୍ବା କେଉଁ ଆଡେ ଯାତ୍ରା କରୁ ଭଗବାନଙ୍କୁ ଆମେ ପ୍ରତିଟି ମୁହୂର୍ତ୍ତରେ ସ୍ମରଣ କରୁ। ତେବେ ରାଜସ୍ଥାନରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି।

Modi
ଚାଳକବିହୀନ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଚାଳକ ବିହୀନ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ରେ ଦେଶର ପ୍ରଥମ ତଥା ସମ୍ପୂର୍ଣ୍ଣ-ସ୍ୱୟଂଚାଳିତ ଚାଳକବିହୀନ ରେଳ ସେବାର ଶୁଭାରମ୍ଭ କରିଛନ୍ତି ମୋଦି

12pm-khabar
ବସ ଦୁର୍ଘଟଣା: ୩ମୃତ, ୬ ଆହତ....ବିନା ଚିହ୍ନାରେ ଥାନା ଓ ଡାକ୍ତରଖାନା ମନା??

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୨ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ। ମନ କି ବାତରେ ମୋଦି ବିଭିନ୍ନ ପ୍ରସଙ୍ଗରେ ମନର କଥା କହିଛନ୍ତି। ଏହା ପୂର୍ବରୁ ମନର କଥାରେ କେଉଁ ପ୍ରସଙ୍ଗ ଆଲୋଚନା କରିବେ, ସେନେଇ ଶୁକ୍ରବାର ଦିନ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଥିଲେ ମୋଦି।

Chintu
ପୁଣି ଏକ ଶିଶୁ ନିଖୋଜ: ଚିଣ୍ଟୁକୁ ନେଲା କିଏ?

୪ ବର୍ଷର ନାତି ଦାଣ୍ଡରେ ଖେଳୁଥିଲା। କିଛି ସମୟ ପରେ ଦେଖିଲା ବେଳକୁ କୁଆଡ଼େ ଗାଏବ୍ ହୋଇଗଲା। ସେଦିନଠୁ ଘରେ ଚୁଲି ଜଳୁନି। ଫଟୋ ଧରି କାନ୍ଦୁଛନ୍ତି ଜେଜେ ମାଆ, ବାପା ଓ ମାଆ। ସେମାନଙ୍କ କାନ୍ଦ ଶୁଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ। ଦର୍ଶକବନ୍ଧୁ ଏ ଭିଡିଓଟିକୁ...

2020 Politics
୨୦୨୦ରେ ରାଜ୍ୟରେ କେଉଁ ନେତା ଥିଲେ ଚର୍ଚ୍ଚାରେ?

୨୦୨୦ ମସିହାରେ ରାଜ୍ୟଠୁ ଦେଶର ରାଜନୀତି ବେଶ ଚର୍ଚ୍ଚିତ ଓ ଘଟଣାବହୁଳ ଥିଲା। କରୋନା ମହାମାରୀ ବି ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣି ପାରିନଥିଲା। ତେବେ କେଉଁ ନେତା ନିଜ କାମ ଲାଗି ଚର୍ଚ୍ଚାରେ ରହିଥିଲେ ତ ଆଉ କେଉଁ ନେତା ନିଜ ବିବାଦୀୟ ମନ୍ତବ୍ୟ ଓ ବିବାଦୀୟ କାମ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି