• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

17
ଅକ୍ଷୟ ତୃତୀୟା ଉପଲକ୍ଷେ ଅଖିମୁଠୀ ଅନୁକୂଳ କଲେ ଚାଷୀ

ମୟୁରଭଞ୍ଜ: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଚାଷୀମାନେ ଅଖି ମୁଠି ଅନୁକୂଳ କରିଛନ୍ତି। ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପୂଜା ପାଉଥିବା ଜାଗାକୁ ଯାଇ ଚାଷୀ ନିଜ ଘରୁ ଆଣିଥିବା ନୂଆ କୋଦାଳରେ ମାଟିକୁ ଖୋଳି ସେଥିରେ ପୂଜାର୍ଚ୍ଚନା କରିବା ସହ ଭୋଗ, ବସ୍ତ୍ର ଆଦି ସର୍ମପଣ କରି ଘରୁ...

MINOR
ଦୁଇ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଆସିକା: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଜଣେ ଦୁଇ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏକ ବାହାଘର ଭୋଜିରୁ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଏକ ନିଛାଟିଆ ରାସ୍ତାରେ ଦୁର୍ବୃତ୍ତମାନେ ଫୋପାଡ଼ି ଦେଇଥିଲେ। ପରେ ଗାଁ ଲୋକ ନାବାଳିକାକୁ ଉଦ୍ଧାର କରି ପୁଲିସ୍‌କୁ...

16
ଶଳା ବାହାଘରରେ ଚାଲିଗଲା ୨ ଭିଣୋଇଙ୍କ ଜୀବନ

ଭଦ୍ରକ: ଶଳା ବାହାଘରରେ ୨ ଭିଣୋଇଙ୍କ ଜୀବନ ଯାଇଛି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଅସ୍ତଳର ରମେଶ ଦାସ ଏବଂ ପାଳିଆର କଦମ୍ବବନ୍ଧୁ ମିଶ୍ର। ଭଦ୍ରକ ଜିଲ୍ଲା ତିହିଡ଼ି ଗୋଳା ପୋଖରୀ ଛକରେ ପ୍ରୋସେସନ ବାହାରିବା ସମୟରେ ଦୁର୍ଘଟଣା ହୋଇଥିଲା।

train
ବାତ୍ୟା ଯୋଗୁ ରେଳସେବା ବାଧାପ୍ରାପ୍ତ, ପୁଣି ୭ଟି ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାତ୍ୟା ଯୋଗୁ ପୁଣି ରେଳସେବା ବାଧାପ୍ରାପ୍ତ ହୋଇଛି। ପୂର୍ବତଟ ରେଲେୱ ଆଜି ପୁଣି ୭ଟି ଟ୍ରେନ୍‌ ବାତିଲ କରିଛି। ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍, ନୀଳାଚଳ ଏକ୍ସପ୍ରେସ୍, ପୁରୀ-ସାଲିମାର ଏକ୍ସପ୍ରେସ, ପୂର୍ବରୁ ୬ରେ ବାହାରିବାକୁ ଥିବା ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ ବାତିଲ ହୋଇଛି। ଏହାବ୍ୟତୀତ  ଆସନ୍ତାକାଲି ଯିବାକୁ ଥିବା...

15
ନାଇଜେରିଆରେ ଜଳଦସ୍ୟୁଙ୍କ ଦ୍ୱାରା ୫ ଭାରତୀୟ ନାବିକ ଅପହୃତ

ନୂଆଦିଲ୍ଲୀ: ନାଇଜେରିଆରେ ୫ ଭାରତୀୟଙ୍କୁ ଜଳଦସ୍ୟୁ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ତୁରନ୍ତ ଠାବ କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଅପହର୍ତ୍ତାଙ୍କ କବଳରୁ ମୁକ୍ତ କରିବା ପାଇଁ ନାଇଜେରିଆର ସର୍ବୋଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଭାରତୀୟ ହାଇକମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।...

14
ଗାଁକୁ ଚାଲିଆସିଲେ ହାତୀ: ଲୋକେ ଆତଙ୍କିତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ କୋନାବିରା, ପେଣ୍ଡରାବନ, ବିଲେଇଅଞ୍ଚର, ଝାକ୍ରିପଡ଼ା ଗାଁକୁ ଚାଲି ଆସିଛନ୍ତି। ଗାଁକୁ ହାତୀପଲ ଚାଲିଆସିଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୨୮ଟି ହାତୀ ଗାଁ ନିକଟକୁ ଚାଲି ଆସିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବିଦ୍ୟୁତ କାଟ କରାଯାଇଛି।

c3
ରିଲିଫ୍‌ରେ ପୋକରା ଚାଉଳ ମିଳିଥିବା ଅଭିଯୋଗ

ପୁରୀ: ବାତ୍ୟା ‘ଫୋନି’ରେ ପୁରୀ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବହୁ ଅଞ୍ଚଳରେ ଲୋକେ ବାସହରା ହୋଇଛନ୍ତି। ଏହି ଅବସ୍ଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସ୍ଥିତି ସମୀକ୍ଷା ଲାଗି ପୁରୀ ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ପେଣ୍ଠକଟା  ନିକଟରେ ବାତ୍ୟା ବିପନ୍ନଙ୍କୁ ରିଲିଫ୍ ବାଣ୍ଟିଥିଲେ।...

12
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ ଲାଗି ବହୁ କ୍ଷୟକ୍ଷତି ହୋଇଛି। ଏହାର ପ୍ରାଶାସନିକ ବିଲ୍ଡିଂରେ ନିଆଁ ଲାଗିଛି। ତେବେ ଅଗ୍ନିକାଣ୍ଡରେ କେତେ କ’ଣ କ୍ଷୟକ୍ଷତି ହୋଇଛି, ତାହାର ସ୍ପଷ୍ଟ ସୂଚନା ମିଳି ନାହିଁ। ଏହା ସହ କେଉଁ କାରଣରୁ ନିଆଁ ଲାଗିଛି, ତାହା ମଧ୍ୟ ସ୍ପଷ୍ଟ...

11
ପୁରୀର ଅଣ୍ଟା ଭାଙ୍ଗି ଦେଇଛି ବାତ୍ୟା ‘ଫୋନି’

ପୁରୀ: ବାତ୍ୟା ‘ଫୋନି’ ପୁରୀର ଅଣ୍ଟା ଭାଙ୍ଗି ଦେଇଛି। ମାତ୍ର କେଇ ଘଣ୍ଟା ତାଣ୍ଡବରେ ପୁରୀର ପର୍ଯ୍ୟଟନ ଶିଳ୍ପ ଦୋହଲି ଯାଇଛି। ଦୀର୍ଘ ବର୍ଷର ହୋଟେଲ, ଲଜ୍, ଯାତ୍ରୀଙ୍କ ରହଣୀ ସ୍ଥାନରେ ଏବେ ଖାଲି ବାତ୍ୟା ପରର କରାଳ ଚିହ୍ନ ପଡ଼ି ରହିଛି। ପୁରୀ ସହରର ସମୁଦ୍ର କୂଳରେ...