• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

attack
ଏଲ୍‌ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବୋଲାଣିପସି-କଣ୍ଟିଆପୋଡ଼ା ରାସ୍ତାରେ ଏଲ୍ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ଭୀମସେନ ମହାନ୍ତ। ଗତକାଲି ଦିନ ୩ଟା ବେଳେ ଭୀମସେନ ସାହାରାପୋଡ଼ାର ଦିଗପସିରୁ କେନ୍ଦୁଝର ଯିବାବେଳେ ୨ ଜଣ ଦୁର୍ବୃତ୍ତ ପଲସର ବାଇକ୍‌ରେ ଆସି ତାଙ୍କୁ ଠେଲି ଦେଇଥିଲେ। ଏହାସହ ବ୍ଲେଡ୍‌ ମଧ୍ୟ ମାରି ଦେଇଥିଲେ। ତେବେ ଭୀମସେନ...

0
ପୁଅର ଠେଙ୍ଗା ମାଡ଼ରେ ଗଲା ମା’ର ଜୀବନ

ରାଇରଙ୍ଗପୁର(ରାଜେଶ ଶର୍ମା): ପୁଅର ଠେଙ୍ଗା ମାଡ଼ରେ ମା‘ର ମୃତ୍ୟୁ ହୋଇଛି। ମୟୂର‍ଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଧଳପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କୁନ୍ତୀ ଆଲଡା। ଅଭିଯୁକ୍ତ ନାଁ ଜେରେଇ ଅଲଡା। ତାକୁ ପୁଲିସ୍‌ ଗିରଫ କରିଛି। ମାଆକୁ ହତ୍ୟା କରିଥିବା ଘଟଣାକୁ ସେ ସ୍ୱୀକାର କରିଛି। ଗତ...

ଖରା ଦିନେ ଅସୁସ୍ଥ ଲାଗୁଥିଲେ ଆପଣାନ୍ତୁ ଏହି ସବୁ ଟିପ୍ସ୍‌

ଭୁବନେଶ୍ୱର : ଖରା ଦିନ ହେଲେ ତାତିରେ ଅତିଷ୍ଠ ହୋଇପଡନ୍ତି ଲୋକେ। ଏଥିରେ ଛଟପଟ  ହେବା ସହ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି।  ଏହି ଦିନେ ସାଧାରଣତଃ ଇମ୍ୟୁନିଟି ସିଷ୍ଟମ ପ୍ରଭାବିତ ହୋଇଥାଏ। ପାଚନ ଓ ତ୍ୱଚା ସମ୍ବନ୍ଧିତ ସମସ୍ୟା ସହ ଫ୍ଲୁ ଓ ସଂକ୍ରମଣର ଆଶଙ୍କା...

6
କ୍ୱାଲିଫାୟର ରାଉଣ୍ଡକୁ ପ୍ରବେଶ କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଆଇପିଏଲ୍-୨୦୧୯ର କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ। ଏଲିମିନେଟର ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ରାଉଣ୍ଡକୁ ପ୍ରବେଶ କରିଛି ଦିଲ୍ଲୀ। ପୃଥ୍ୱୀ ସ ଓ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଦିଲ୍ଲୀ ଏହି ରାଉଣ୍ଡକୁ ପ୍ରବେଶ କରିଛି। ଆସନ୍ତାକାଲି ଚେନ୍ନାଇ ବିପକ୍ଷରେ ଖେଳି ଫାଇନାଲକୁ ଯିବା...

4
ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ୨୦ ବର୍ଷ ଜେଲ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୨୦୧୩ ମସିହାରେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଜଣେ ଅଟୋ ଚାଳକଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡ ହୋଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଶିଖାରାଣୀ ରଥ ୪ ଜଣଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ...