• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ja11
ଜଗତସିଂହପୁରରେ ଏଥର ତ୍ରିମୁଖୀ ଲଢ଼େଇ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):ଆସନ୍ତା ୨୯ ତାରିଖରେ ଜଗତସିଂହପୁର ଜିଲ୍ଲାରେ ଅନୁଷ୍ଠିତ ହେବ ମତଦାନ। ୨୦୧୪ ନିର୍ବାଚନରେ ଜଗତସିଂହପୁର ବିଧାନସଭା କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା ଏବଂ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ବିଜେଡିର ବିଷ୍ଣୁ ଦାସଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ...

rahul
ହାତରେ ଦୁଇ ଦିନ ଥିବାରୁ ନେତାଙ୍କ ଘନ ଘନ ପ୍ରଚାର

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ସରିବ। ହାତରେ ଆଉ ମାତ୍ର ୨ ଦିନ ଥିବାରୁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି। ଆଜି ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ବାଲେଶ୍ୱର ରେମୁଣା ନିର୍ବାଚନମଣ୍ଡଳୀର ନରହରିପୁରରେ ଏକ ନିର୍ବାଚନୀ ସଭାରେ...

gun
ବ୍ୟବସାୟୀଙ୍କୁ ଗୁଳି କରି ଲୁଟି ନେଲେ ୧୫ ହଜାର ଟଙ୍କା

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝରରେ ଗୁଳିକରି ବ୍ୟବସାୟୀଙ୍କଠାରୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଦିଲୀପ ବେହେରା ନାମକ ଜଣେ ବ୍ୟବସାୟୀ ଦୋକନ ବନ୍ଦ କରି ଘରକୁ ଫେରୁଥିଲେ, ସେତେବେଳେ ରେଲ୍‌ୱେ ଓଭରବ୍ରିଜ୍ ତଳେ ହଠାତ ୪ଜଣ ଯୁବକ ଦୁଇଟି ପଲ୍‌ସରରେ ଆସି ତାଙ୍କୁ...

a2
ଜିଲ୍ଲା ପରିଷଦ ସଭ୍ୟାଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ

ଯାଜପୁର: ଯାଜପୁରର ସୁକିନ୍ଦାରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସୁକିନ୍ଦା ୩୯ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ରାଜ୍‌ଙ୍କ ଗାଡ଼ିକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଫଳରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଗାଡ଼ିର କିଛି...

a1
ଅପହୃତ ଠିକାଦାରଙ୍କୁ ଉଦ୍ଧାର କଲା ପୁଲିସ୍‌

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଆଲିପୁରରେ ଗତକାଲି ଜଣେ ଠିକାଦାର ଏବଂ ତାଙ୍କ ସହଯୋଗୀଙ୍କୁ ଅପହରଣ କରାଯାଇଥିବା ବେଳେ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିଛି। ସେମାନେ ହେଲେ ପ୍ରସନ୍ନ ଗୌଡ଼ ଏବଂ କାଳୁ ଜେନା। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଉଭୟେ କାମ ସାରି ଘରକୁ...

a11
ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ଗଞ୍ଜାମ/ରାୟଗଡ଼ା (ପ୍ରଦୀପ କୁମାର/ ମନୋଜ ପାତ୍ର): ଭଲକି ପିଇବା ପାଣି ଟୋପେ ବି ମିଳୁନି। ମାଇଲ୍ ମାଇଲ୍ ବାଟ ଚାଲି ଚାଲି ଗଲା ପରେ ବି ଯେଉଁ ଟୋପାଏ ପାଣି ମିଳୁଛି ତାହା ପ୍ରକୃତରେ ପିଇବା ଯୋଗ୍ୟ ନୁହେଁ।  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ କନ୍ଧସାରଳା...

a2
ଭଡ଼ା ଘରୁ ନବବଧୂଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଭଡ଼ା ଘରୁ ନବ ବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝିଅକୁ ହତ୍ୟା କରାଯାଇଥିବା ନେଇ ମୃତ ନବବଧୂଙ୍କ ବାପଘର ଲୋକେ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ତଦନ୍ତ କରି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ପୁଲିସ୍‌ ଶବ ବ୍ୟବଚ୍ଛେଦ...

a1
ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ୍‌ ଦେଲେ ୭୧.୬୧ % ନାଗରିକ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି। ସମ୍ବଲପୁର ଲୋକସଭା କ୍ଷେତ୍ରରେ ୭୬.୩୮ ପ୍ରତିଶତ ନାଗରିକ ନିଜର ମତ ସାବ୍ୟସ୍ତ କରିଥିବା ବେଳେ କେନ୍ଦୁଝରରେ ୭୮.୧୬, ଢେଙ୍କାନାଳରେ ୭୪.୯୮, କଟକରେ ୬୯.୬୫, ପୁରୀରେ ୭୨.୫୩ ଓ ଭୁବନେଶ୍ୱରରେ ୫୯.୬୦ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ...

4
ଶ୍ରୀଲଙ୍କାରୁ ଫେରିଲା ୪ ଭାରତୀୟଙ୍କ ମରଶରୀର

ବେଙ୍ଗାଲୁରୁ: ଶ୍ରୀଲଙ୍କାରେ ଘଟିଥିବା ଭୟାନକ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଭାରତୀୟଙ୍କ ମଧ୍ୟରୁ ଆଜି ଭୋର୍‌ରେ ୪ ଜଣଙ୍କ ମରଶରୀର ଭାରତ ଫେରିଛି। ସୂଚନା ଅନୁସାରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଆସି ମର ଶରୀର ପହଞ୍ଚିଥିଲା। ମୃତକମାନେ କର୍ଣ୍ଣାଟକର ଜେଡିଏସ ଦଳର କର୍ମୀ ହୋଇଥିବା ବେଳେ ସେମାନଙ୍କ ପରିବାର ବର୍ଗ...

2
ଚାରା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ : ଧର୍ମେନ୍ଦ୍ର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ଚାରା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତ। ମୟୂରଭଞ୍ଜରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି କହିଛନ୍ତି। ବିଜେଡ଼ି ସରକାରକୁ ସମାଲୋଚନା କରି ସେ କହିଛନ୍ତି, ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀ ବାଧକ ସାଜିଛନ୍ତି। ‘କାଳିଆ’ ଯୋଜନା ନାଁରେ...

1
ବେଦପ୍ରକାଶଙ୍କ ପୁଅ ଲଢ଼ି ପାରନ୍ତି ନିର୍ବାଚନ

ପାଟକୁରା: ପାଟକୁରାର ବିଜେଡ଼ି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ଏଠାରେ ସାନି ନିର୍ବାଚନ ହେବ। ଏଥିପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିବା ପରେ ଏହାକୁ ବରିଷ୍ଠ ବିଜେପି ନେତା ତଥା ବିଧାନସଭା ପ୍ରାର୍ଥୀ ବିଜୟ ମହାପାତ୍ର ସ୍ୱାଗତ କରିଛନ୍ତ। ସେ କହିଛନ୍ତି, ଚଳିତ ନିର୍ବାଚନ...