• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

0
ଏଟିଏମ୍‌ ଭାଙ୍ଗି ଲୁଟ୍ ଉଦ୍ୟମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ବଜାରରେ ଥିବା ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଏସ୍‌ବିଆଇ ଏଟିଏମ୍‌କୁ ଭାଙ୍ଗି ଦେଇଛନ୍ତି। କିନ୍ତୁ ଏଟିଏମ୍‌ରୁ ଲୁଟ୍‌ ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି।...

deadbody
ଯୁବକଙ୍କୁ ନିର୍ମମ ହତ୍ୟା

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଘଷିପୁରାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ଜଣକ ନିକଟସ୍ଥ ଟିକିରା ଗାଁର ବିଦ୍ୟାଧର ମୁଣ୍ଡା। କୋଳିମାଟି ଗାଁରୁ ଗୋଡ଼ ହାତ ବନ୍ଧା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ୍‌...

9
ଆରମ୍ଭ ହେଲା ପବିତ୍ର ରମଜାନ ମାସ

ଭୁବନେଶ୍ୱର: ଆରମ୍ଭ ହୋଇଛି ପବିତ୍ର ରମଜାନ ମାସ। ସଂଯୁକ୍ତ ଆରବ ଏମିରେଟ୍ସର ରମଜାନ ଚାନ୍ଦ ଦର୍ଶନ କମିଟିର ଘୋଷଣା ଅନୁସାରେ ଗତକାଲି ରମଜାନ ମାସର ପ୍ରଥମ ଚାନ୍ଦ ଦେଖିବାକୁ ମିଳିଥିଲା। ଏହାସହ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି, ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ରମଜାନ ମାସ...

representational image
ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଆନନ୍ଦପୁର(ମୁନା ସିଂହ): ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କେନ୍ଦୁଝର ଜିଲା ଆନନ୍ଦପୁର ଶୋଷ ଥାନା କୁସଟିକିରି ଗାଁର ଶୁକ ଖଣ୍ଡେଇ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ, ଆଜି ଭୋରରୁ ଶୁକ ଶୌଚ ପାଇଁ ସାଳନ୍ଦୀ ନଦୀକୁ ଯାଇଥିଲେ। ସେଠାରେ ହାତୀ ଆକ୍ରମଣର ଶିକାର...

6
ବାତ୍ୟାରେ ଧ୍ୱଂସ ବିଧ୍ୱଂସ ଭୁବନେଶ୍ୱର ରେଳ ଷ୍ଟେସନ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ଏପର୍ଯ୍ୟନ୍ତ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇପାରିନାହିଁ। ଟ୍ରେନ୍‌ ଚଳାଚଳ ପୁରା ସ୍ୱାଭାବିକ ହେବାକୁ ଆହୁରି ତିନି ଚାରି ଦିନ ସମୟ ଲାଗିବ। ଏଥିଯୋଗୁ ଅନେକ ଯାତ୍ରୀ ଷ୍ଟେସନ୍‌ରେ ଅଟକି ରହିଛନ୍ତି। ଅନ୍ୟପକ୍ଷରେ ଷ୍ଟେସନ୍‌ର ଆନୁଷଙ୍ଗିକ...

4
ବାତ୍ୟା ପରେ ଏଟିଏମ୍ ଆଗରେ ଲମ୍ବା ଲାଇନ୍

ଭୁବନେଶ୍ୱର: ବାତ୍ୟା ପରେ ଏଟିଏମ୍ ଆଗରେ ଲମ୍ବା ଲାଇନ୍‌ ଲାଗିଛି। ବାତ୍ୟା ଆଗରୁ ହାତରେ ଯେତେ କ୍ୟାସ୍ ଥିଲା, ତାହା ଶେଷ ହେବାକୁ ବସିଲାଣି। ନେଟ୍‌ଓ୍ୱର୍କ ନ ଥିବାରୁ ଅନ୍ ଲାଇନ୍ ପେମେଣ୍ଟ ବି ହୋଇ ପାରୁନାହିଁ। ଏହା ସହ ଛୋଟମୋଟ ଜିନିଷ କିଣିଲେ ଅନ୍ ଲାଇନ୍ ପେମେଣ୍ଟ...

3
ବିଜୁଳି ଯୋଗାଣକୁ ନେଇ ଅନ୍ଧାରରେ ଶକ୍ତି ବିଭାଗ

ଭୁବନେଶ୍ୱର: ‘ଫୋନି’ରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଓ ଭୁବନେଶ୍ୱରରେ ୪ ଦିନ ହେଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ବିଜୁଳି ବିନା ଜନଜବୀନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହେଲାଣି।...

2
‘ଫୋନି’ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ୱର: ସରକାରୀ ଭାବେ ‘ଫୋନି’ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର SEOC ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୫ଟି ଜିଲ୍ଲାରୁ ମୃତ୍ୟୁ ଖବର ଆସିଥିବା ବେଳେ କେବଳ ପୁରୀ ଜିଲ୍ଲାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଯାଜପୁର ଜିଲ୍ଲାରେ ୪,...

1
ରାଜଧାନୀରୁ ଆଉ ଏକ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଉ ଏକ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରୁ ଗଳିତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାଲିଆ ସାହିର କାର୍ତ୍ତିକ ରାଉତ। କାର୍ତ୍ତିକ ମାଷ୍ଟର କ୍ୟାଣ୍ଟିନରେ ଚା’ ଦୋକାନ କରିଥିଲେ। ବାତ୍ୟା ପରଠୁ ସେ ନିଖୋଜ...

Puri-Jagannath
ଆଜି ପବିତ୍ର ଅକ୍ଷୟ ତୃତୀୟା: ଶ୍ରୀଜିଉଙ୍କ ରଥକାଠ ହେବ ଅନୁକୂଳ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ ହେବ। ରଥଖଳାରେ ତିନିଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇ ରଥ କାମ ଅନୁକୂଳ କରାଯିବ। ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ରାଜଗୁରୁ ପୂଜାର୍ଚ୍ଚନା ସମ୍ପନ୍ନ କରିଥାନ୍ତି। ଏହାପରେ ମହାରଣା ସେବାୟତ...

6
ପୁରୀରେ ଲ୍ୟାଣ୍ଡଫଲ୍‌ କଲା ସାମୁଦ୍ରିକ ଝଡ଼ ‘ଫୋନି’

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ସହର ନିକଟରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ରହିଛି। ଏହା ଫଳରେ ଜୋରରେ ବର୍ଷା ହେବା ସହ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ବହୁ ଗଛ...

a1
ବାତ୍ୟା ଆଶ୍ରୟସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ: ସାମୁଦ୍ରିକ ଝଡ଼ ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଏହା ପୁରୀ ପାଖାପାଖି କୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ। ତେବେ ୟା ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ବାତ୍ୟା ଆଶ୍ରୟସ୍ଥଳରୁ ଏକ ଦୁଃଖଦ ଖବର ଆସିଛି। ଏଠାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ...