• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

representational image
ବିଦ୍ୟୁତ୍‌ ଟ୍ରାନ୍ସଫରମର୍‌ ଫାଟି ୨ ଗୁରୁତର

ଭୁବନେଶ୍ୱର: ବିଦ୍ୟୁତ୍‌ ଟ୍ରାନ୍ସଫରମର୍‌ ଫାଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ସାଇବର ସିଟି ନିକଟରେ ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ହେଲେ ଶୁଭାଶିଷ ସାହୁ ଏବଂ ଅଜୟ ନାୟକ। ଗତକାଲି ସାଇବର ସିଟି ନିକଟରେ ଏକ ଟ୍ରାନ୍ସଫରମର୍‌ ଚାର୍ଜ ଦିଆଯାଇଥିଲା। ଏହି ସମୟରେ ଶୁଭାଶିଷ ଓ ଅଜୟ ବାଇକ୍‌ରେ...

2
‘ଫୋନି’ ଦ୍ୱାରା ରାଜଧାନୀର ୧୦ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଦ୍ୱାରା ଭୁବନେଶ୍ୱରରେ ୧ଲକ୍ଷ ୫ ହଜାର ପରିବାରର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ହଜାର ଲୋକଙ୍କୁ ୨୫୦୦ ଟଙ୍କା ଓ ୫୦ କିଲୋ ଲେଖାଏ ଚାଉଳ ଯୋଗାଇ ଦିଆଯାଇଛି। ବାକି ଲୋକଙ୍କୁ ୨ ଦିନ ମଧ୍ୟରେ...

1
ବାତ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍‌ ପହଞ୍ଚି ନଥିବାରୁ ରାଜ୍ୟ ସରକାରଙ୍କୁ ନୋଟିସ୍‌

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍ ପହଞ୍ଚିନଥିବାରୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ ନୋଟିସ୍‌ କରିଛନ୍ତି। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ‘ଫୋନି’ ପ୍ରଭାବିତଙ୍କ ପାଖରେ ଠିକ୍‌ରେ ରିଲିଫ୍ ପହଞ୍ଚୁନଥିବା ଏବଂ ଏଥିପାଇଁ ଲୋକମାନେ ରାସ୍ତାକୁ ଆସି ବିକ୍ଷୋଭ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର...

xx
ଓଡ଼ିଶା ପୁଲିସ୍‌ର ଫ୍ରି କିଚେନ୍

ପୁରୀ: ବାତ୍ୟା ‘ଫୋନି’ ଅନେକ ଦୁଃଖ ଦେଇ ଯାଇଛି। ‘ଫୋନି’ ପ୍ରଭାବରେ ଅନେକଙ୍କ ଘର ଭାଙ୍ଗିଯାଇଥିବା ବେଳେ ନା ମିଳୁଛି ପିଇବା ପାଇଁ ପାଣି, ନା ମିଳୁଛି ଖାଇବା ପାଇଁ ଓଳିଏ ଖାଦ୍ୟ। ଅସହାୟଙ୍କ ମୁହଁରେ ମୁଠାଏ ଖାଦ୍ୟ ଦେବା ପାଇଁ ପୁରୀରେ ଓଡ଼ିଶା ପୁଲିସ୍‌ ଫ୍ରି କିଚେନ୍...