• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

hardik
ବାପା ହେଲେ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନତାଶା ସାଣ୍ଟୋଭିକ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ହାର୍ଦ୍ଦିକ ନିଜ ନବଜାତ ପୁଅର ହାତକୁ ନିଜ ହାତରେ ଧରିଥିବାର ଫଟୋ ଇନଷ୍ଟାଗ୍ରାମରେ...

swamy
'ଆତ୍ମହତ୍ୟା ନୁହେଁ, ସୁଶାନ୍ତଙ୍କୁ ହତ୍ୟା କରାଯାଇଛି'

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ବରିଷ୍ଠ ବିଜେପି ସାଂସଦ ସୁବମଣ୍ୟମ ସ୍ୱାମୀ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ରଖିଛନ୍ତି। ଏହାସହ ସୁଶାନ୍ତଙ୍କୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଥିବା ନେଇ ସେ ଦୃଢ଼ତାର ସହ କହିଛନ୍ତି।...

sushant
ସୁଶାନ୍ତଙ୍କ ପାଇଁ ବମ୍ବେ ହାଇକୋର୍ଟ ଗଲେ ସାର୍ଥକ ନାୟକ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟରେ କରାଯାଇଥିବା ଯାଚିକାକୁ ଖାରଜ କରିଦିଆଯିବା ପରେ ଏବେ ଏହି ମାମଲା ବମ୍ବେ ହାଇକୋର୍ଟରେ ପହଞ୍ଚିଛି। ସୁପ୍ରିମ୍ କୋର୍ଟ ଆଇନଜୀବୀ ସାର୍ଥକ ନାୟକ ଏବେ ସୁଶାନ୍ତଙ୍କ ମାମଲାକୁ ମାମଲାକୁ ସିବିଆଇଇକୁ ଦେବାକୁ...

ram-mandir
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣସ୍ଥଳୀରେ ପଶିଲା କରୋନା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ରୀତିନୀତିରେ ସାମିଲ ଥିବା ଜଣେ ପୂଜକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାସହ ଭୂମିପୂଜା ସ୍ଥଳରେ ମୁତୟନ ଥିବା ୧୬ ଜଣ ପୋଲିସ କର୍ମୀଙ୍କଠାରେ ମଧ୍ୟ କରୋନା ଭୂତାଣୁ ପରିଲକ୍ଷିତ ହୋଇଛି। ଆଣ୍ଟିଜେନ୍ କିଟ୍‌ରେ ସେମାନଙ୍କର ପରୀକ୍ଷଣ କରାଯାଇଥିଲା।...

modi
ମରିସସ୍ ସୁପ୍ରିମ୍ କୋର୍ଟର ନୂଆ ବିଲ୍ଡିଂର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଲୋକାର୍ପିତ ହେଲା ମରିସସ ସୁପ୍ରିମକୋର୍ଟର ନୂଆ କୋଠା। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଭାବେ ଏହି ନୂଆ ବିଲ୍ଡିଂର ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ନୂଆଦିଲ୍ଲୀରୁ ଏହାର ଲୋକାର୍ପଣ କରିଥିବାବେଳେ ମରିସସ ପ୍ରଧାନମନ୍ତ୍ରୀ ପୋର୍ଟ ଲୁଇସରେ...

osd
ଫାଇନାଲ୍ ଷ୍ଟେଜରେ ୩ଟି କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ଦ୍ରୁତ ଗତିରେ ତା’ର କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ପକ୍ଷରୁ ଆଶ୍ୱସ୍ତି କଲା ଭଳି ଖବର ମିଳିଛି। ସାରା ବିଶ୍ୱରେ ୩ଟି କରୋନା ଭ୍ୟାକସିନର ପରୀକ୍ଷଣ ଫାଇନାଲ୍ ଷ୍ଟେଜରେ ପହଞ୍ଚିସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ସୂଚନା...

bbsr
ଆସନ୍ତାକାଲି ଠାରୁ ଖୋଲିବ ୟୁନିଟ୍-୪ ମାର୍କେଟ୍

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଖୋଲିବ ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ୍। ଏଥିପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଆଜି ଅନୁମତି ପ୍ରଦାନ କରିଛି। ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁ ୟୁନିଟ୍-୪ ମାର୍କେଟ୍ ଦୀର୍ଘଦିନ ଧରି ବନ୍ଦ ରହିଥିଲା। କିନ୍ତୁ ବିଏମସି ପରିସ୍ଥିତିକୁ ଆଖି ଆଗରେ ରଖି ମାର୍କେଟକୁ ଖୋଲିବାକୁ ଅନୁମତି...

tamilnadu
ଅଗଷ୍ଟ ୩୧ ଯାଏ ଏହି ରାଜ୍ୟ ଲକଡାଉନ୍

ଚେନ୍ନାଇ: କରୋନା ସଂକ୍ରମଣ ବ୍ୟାପୁଥିବାର ଦେଖି ତାମିଲନାଡୁ ସରକାର ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ ଏକ ଲକଡାଉନକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ଏହି ଲକଡାଉନରେ କିଛିଟା କୋହଳ ମଧ୍ୟ କରାଯାଇଛି। ବର୍ତ୍ତମାନ ଯେଉଁ ଅଫିସରେ ୫୦ ପ୍ରତିଶତ କର୍ମଚାରୀ କାମ କରୁଛନ୍ତି, ତାକୁ...

ganguly
ପରଲୋକରେ ସୌରଭ ଗାଙ୍ଗୁଲିଙ୍କ କୋଚ୍

କୋଲକାତା: ଭାରତର ପୂର୍ବତନ କ୍ୟାପଟେନ୍ ଏବଂ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପିଲାଦିନର କୋଚ୍ ଅଶୋକ ମୁସ୍ତାଫିଙ୍କର ୮୬ ବର୍ଷ ବୟସରେ ପରଲୋକ ହୋଇଛି। ଗାଙ୍ଗୁଲିଙ୍କୁ ପ୍ରଶିକ୍ଷଣ ଦେଇଥିବା ମୁସ୍ତାଫି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅଶୋକ ହୃଦଜନିତ ରୋଗରେ ଆକ୍ରାନ୍ତ...

ipl
ଆଇପିଏଲ୍: ୨ ସପ୍ତାହରେ ଖେଳାଳିଙ୍କ ୪ଟି କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡ କପ୍ ସ୍ଥଗିତ ହେବା ପରେ ବିସିସିଆଇ ଆଇପିଏଲ୍ ପ୍ରସ୍ତୁତିରେ ଲାଗି ପଡ଼ିଛି। ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲ୍ ଏବେ ସେପ୍ଟେମ୍ବରରୁ ଆରମ୍ଭ ହେବ। କରୋନାଭାଇରସ୍ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଜିଜ୍ୟୋର୍ (ଏସଓପି) ପ୍ରସ୍ତୁତ କରୁଛି। ଏସଓପିରେ କିଛି...

swamy1
ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସ୍ ଉପରକୁ ଅଙ୍ଗୁଳି ଉଠାଇଲେ ବିଜେପି ସାଂସଦ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ଦେଢ଼ମାସରୁ ଅଧିକ ସମୟ ବିତି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ତଥ୍ୟ ସାମ୍ନା ଆସୁପାରୁନାହିଁ। ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି। କିନ୍ତୁ କିଛି ବି ଠୋସ୍ ପ୍ରମାଣ ମିଳିପାରିନାହିଁ। ତେବେ...

alchol
ମଦ ନେଲା ୨୧ ଜୀବନ

ଚଣ୍ଡୀଗଡ଼: କରୋନା ମହାମାରୀ ସମୟରେ ପଞ୍ଜାବରେ ଘଟିଛି ଅଭାବନୀୟ ଘଟଣା। ପଞ୍ଜାବର ଅମୃତସର ଏବଂ ତରନତାରନ ସହରରେ ବିଷାକ୍ତ ମଦ ପିଇ ୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ପୋଲିସ୍ ନକଲି ମଦ ତିଆରି କରୁଥିବା କିଛି ଲୋକଙ୍କୁ ଗିରଫ କରିଛି। ଏହି ମାମଲାର ତଦନ୍ତ...

jaleswar
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଗଲା ସୁବର୍ଣ୍ଣରେଖା ନଦୀର ଜଳ ଓ ମାଟି

ଜଳେଶ୍ୱର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶର ପବିତ୍ର ନଦୀରୁ ପାଣି ଯାଉଛି। ଏହିକ୍ରମରେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବି ଜଳ ଓ ମାଟି ଅଯୋଧ୍ୟା ପଠାଯାଇଛି। ଆସନ୍ତା ୫ ତାରିଖରେ ରାମ ମନ୍ଦିରରେ ଭୂମି ପୂଜା ଅବସରରେ ଏହା ଲାଗିବ। ଏଥିପାଇଁ ନମସ୍ତେ ଅଯୋଧ୍ୟା...

FLIGHT
ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାପୁଥିବାର ଦେଖି ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିବା ନେଇ ଘୋଷଣା କରିଛି ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)। ଶୁକ୍ରବାର ଅପରାହ୍ଣରେ ଏହି ଘୋଷଣା କରାଯାଇଛି। କରୋନା ଲକଡାଉନ୍ ଯୋଗୁ ସମସ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ...

ram-mandir
ସଜେଇ ହେଲାଣି ଅଯୋଧ୍ୟା, ଭୋଗରେ ଲାଗିବ ୧ଲକ୍ଷ ୧୧ହଜାର ଲଡ଼ୁ

ନୂଆଦିଲ୍ଲୀ: ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ପାଇଁ ତୈୟାର ହେଉଛି ଶ୍ରୀରାମଙ୍କ ସହର। ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଧିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର...

rhea
ଶେଷରେ ମୁହଁ ଖୋଲିଲେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ। ଦୀର୍ଘଦିନ ଧରି ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ରିଆ କହିଛନ୍ତି, ତାଙ୍କ ନ୍ୟାୟିକ ବ୍ୟବସ୍ଥା ଓ ଭଗବାନଙ୍କ ଉପରେ ପୂରା ଭରସା ରହିଛି। ସୁଶାନ୍ତଙ୍କ ପିତା କେକେ ସିଂହ ରିଆଙ୍କ...

mask
ଏଣିକି ମାସ୍କ ନପିନ୍ଧିଲେ ୫ହଜାର ଜରିମାନା

ଭୁବନେଶ୍ୱର: କରୋନା ପାଇଁ କଟକଣା ଓ ଜରିମାନାକୁ ଆହୁରି କଡ଼ା କଲେ ରାଜ୍ୟ ସରକାର। ଏଣିକି ମାସ୍କ ନପିନ୍ଧିଲେ ୫ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବେ ଅମାନିଆ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ରାଜ୍ୟରେ ଦିନକୁ ଦିନ କରୋନା...

shotdown
୪ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର: କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଅଗଷ୍ଟ ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ରାଜ୍ୟ ସରକାର ଲକଡାଉନ୍ ନିୟମରେ ସାମାନ୍ୟ କୋହଳ କରିବା ସହ ଚାରୋଟି ଜିଲ୍ଲା ସମେତ ରାଉରକେଲା ସହରରେ ସପ୍ତାହାନ୍ତ ସଟଡାଉନ ନେଇ ଘୋଷଣା କରିଛନ୍ତି।...

odisha-corona
ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ଆଉ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ସୁସ୍ଥ ସଂଖ୍ୟା ଏବେ ୨୦,୫୧୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଆଜି ରାଜ୍ୟରେ ସୁସ୍ଥ ହୋଇଥିବା...