• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

j-and-k
ଜାମ୍ମୁ-କଶ୍ମୀରରେ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ!

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଜଣେ ଯବାନଙ୍କ ନିଖୋଜ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହି ଯବାନଙ୍କୁ ଆତଙ୍କବାଦୀ ଅପହରଣ କରିଥିବା ଆଶଙ୍କା କରାଯାଉଛି। ଏହାସହ ଯବାନଙ୍କ ଗାଡ଼ିକୁ ମଧ୍ୟ ପୋଡ଼ି ଦିଆଯାଇଛି। ଯାହା ପରେ ପୋଡ଼ିଯାଇଥିବା ଗାଡ଼ିକୁ ପୋଲିସ୍ ଉଦ୍ଧାର କରିଛି। ନିଖୋଜ ଯବାନଙ୍କ ପତ୍ତା...

sushant
ସୁଶାନ୍ତଙ୍କ ବାପା ଦେଲେ ବିସ୍ଫୋରକ ବୟାନ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା କେକେ ସିଂହ ବିସ୍ଫୋରକ ବୟାନ୍ ଦେଇଛନ୍ତି। ସୁଶାନ୍ତଙ୍କ ବାପା କେକେ ସିଂହ କହିଛନ୍ତି, ମୋ ପୁଅ ନିଜ ଜୀବନ ପ୍ରତି ବିପଦ ଥିବା...

amar-singh
ପଞ୍ଚଭୂତୀରେ ଲୀନ ହେଲେ ସାଂସଦ ଅମର ସିଂହ

ନୂଆଦିଲ୍ଲୀ: ଦିଲ୍ଲୀର ଛତରପୁରଠାରେ ଆଜି ରାଜ୍ୟସଭା ସାଂସଦ ଅମର ସିଂହଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅମର ସିଂହଙ୍କ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଅଗଷ୍ଟ ୧ ତାରିଖରେ ସିଙ୍ଗାପୁରରେ ଅମର ସିଂହଙ୍କର ଦେହାନ୍ତ ହୋଇଥିଲା। ରବିବାର ତାଙ୍କ ପାର୍ଥିବ ଶରୀର ସିଙ୍ଗାପୁରରୁ ଦିଲ୍ଲୀ ଅଣାଯାଇଥିଲା। କରୋନା ସଂକ୍ରମଣ...

amit-shah
ଅମିତ୍ ଶାହଙ୍କ ପାଇଁ ରୋଜା ରଖିବେ ଏହି ନେତା

ଶ୍ରୀନଗର: ଗୃହମନ୍ତ୍ରୀ ଅମିତ୍ ଶାହଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ରବିବାର ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଦେଶ ଏବେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହା ମଧ୍ୟରେ ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ଗୁଫତାର ଅହମ୍ମଦ...

corona-vaccine
ଖୁବଶୀଘ୍ର ଭାରତରେ ହେବ ଅକ୍ସଫୋର୍ଡ କରୋନା ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ, ଦୈନିକ ୫୦ହଜାରରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି। ଏହା ମଧ୍ୟରେ କରୋନା ଭ୍ୟାକସିନ୍ ବାହାର କରିବା ପାଇଁ ସାରା ଦୁନିଆରେ ଦ୍ରୁତ ଗତିରେ କାମ ଜାରି ରହିଛି। ଏହିକ୍ରମରେ ଅକ୍ସଫୋର୍ଡ...

ncert
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି ନୂଆ ଏକାଡେମିକ କ୍ୟାଲେଣ୍ଡର୍

ନୂଆଦିଲ୍ଲୀ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶିତ ହୋଇଛି। ଆସନ୍ତା ୮ ସପ୍ତାହ ଲାଗି ଏହି ଶିକ୍ଷା କ୍ୟାଲେଣ୍ଡରରେ ଅନଲାଇନ୍ ପାଠପଢ଼ା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ବିସ୍ତୃତ ଗାଇଡଲାଇନ୍ ରହିଛି। ପିଲାଙ୍କୁ ଶିକ୍ଷା ପ୍ରଦାନ ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ...

afghan
ଜେଲ୍ ଭିତରେ ଆଖିବୁଜା ଗୁଳିମାଡ଼, ୨୯ ମୃତ

କାବୁଲ: ଆଫଗାନିସ୍ତାନର ଗୋଟିଏ ଜେଲରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ଓ ବନ୍ଧୁକଧାରୀ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଯେଉଁଥିରେ ୨୯ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣରୁ ଅଧିକ ଆହତ ହୋଇଛି। ଏହି ଆକ୍ରମଣ ପାଇଁ ବିଦ୍ରୋହୀ ସଂଗଠନ ଆଇଏସଆଇଏଲ ନିଜକୁ ଦାୟୀ କରିଛି। ଆଫଗାନିସ୍ତାନର ଜଲାଲାବାଦଠାରେ ରବିବାର...

ddd
ଦୁନିଆର ସବୁଠାରୁ ମହଙ୍ଗା କାର୍ କିଣିଲେ ରୋନାଲ୍ଡୋ

ରୋମ୍: ପର୍ତ୍ତୁଗାଲ୍ ଟିମର ଷ୍ଟାର୍ ଫୁଟବଲର ତଥା ନାମୀ ଫୁଟବଲ୍ କ୍ଲବ୍ ଜୁଭେଣ୍ଟସର ମୁଖ୍ୟ ଖେଳାଳି କ୍ରିଷ୍ଟିଆନୋ ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଥାନ୍ତି। ଏବେ ରୋନାଲ୍ଡୋ ଏବେ ଦୁନିଆର ସବୁଠାରୁ ମହଙ୍ଗା କାର୍ Bugatti La Voiture Noire କିଣିଛନ୍ତି। ରୋନାଲ୍ଡୋ ଯେଉଁ କ୍ଲବ୍...

rhea
ସୁଶାନ୍ତ ମୃତ୍ୟୁର ସିବିଆଇ ତଦନ୍ତକୁ ବିରୋଧ କଲେ ରିଆଙ୍କ ଓକିଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଜୋର୍ ଧରିଛି। କିନ୍ତୁ ସିବିଆଇ ତଦନ୍ତ ସୁପାରିଶକୁ ରିଆ ଚକ୍ରବର୍ତ୍ତିଙ୍କ ଓକିଲ ସତୀଶ ମାନସିନ୍ଦେ ବିରୋଧ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇପାରିବନି ବୋଲି ରିଆଙ୍କ ଓକିଲ କହିଛନ୍ତି। ସତୀଶ କହିଛନ୍ତି, କୌଣସି...

vi
ଚୀନ୍‌କୁ ଆଉଏକ ଝଟ୍‌କା, ଆଇପିଏଲ୍ ସ୍ପନସରଶିପରୁ ହଟିଲା 'VIVO'

ନୂଆଦିଲ୍ଲୀ: ଭାରତ-ଚୀନ୍ ବିବାଦର ପ୍ରଭାବ ୨୦୨୦ ଆଇପିଏଲ୍ ଉପରେ ପଡ଼ିଛି। ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ‘VIVO’ ଟାଇଟଲ୍ ସ୍ପନସରରୁ ହଟିଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଚାଇନିଜ୍ ସ୍ପନସରକୁ ରିଟେନ୍ କରିବା ପରେ ଚାରିଆଡ଼ୁ ଏହାର ବିରୋଧ କରାଯାଉଥିଲା। ତେବେ ଲଗାତର ବିରୋଧ ପ୍ରଭାବରେ...

rajesh-bhusan
ଖୁସି ଖବର, ଦେଶରେ କମୁଛି ମୃତ୍ୟୁ ହାର

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ, ଯାହାକି ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ତିଆରି ହେଉଛି, ତାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ଅନୁମୋଦନ ମିଳିଛି। ଏକ ସପ୍ତାହ ମଧ୍ୟରେ ଏହା ଦେଶର ୧୭ଟି ସ୍ଥାନରେ ଟ୍ରାଏଲ କରାଯିବ ବୋଲି କହିଛନ୍ତି ଇଣ୍ଡିଆନ...

covid-fighers
କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଆସନ୍ତାକାଲି ନୀରବ ପ୍ରାର୍ଥନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଆସନ୍ତାକାଲି ସଂଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଠି ଥିଲେ ବି ଏକ ମିନିଟ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘର ଭିତରେ ହେଉ କିମ୍ବା ବାହାରେ, ଯେଉଁଠି...

pakistan
ପାକିସ୍ତାନ ଜାରି କଲା ବିବାଦୀୟ ନକ୍ସା, କାଶ୍ମୀରକୁ ନିଜର କହିଲା

ଇସଲାମାବାଦ: ନେପାଳ ରାସ୍ତାରେ ଚାଲିଲା ପାକିସ୍ତାନ। ପାକିସ୍ତାନର ଇମ୍ରାନ୍ ଖାନ୍ ସରକାର ବିବାଦୀୟ ନକ୍ସାକୁ ମଞ୍ଜୁରୀ ଦେଇଛନ୍ତି। ନକ୍ସାରେ ପାକିସ୍ତାନ କଶ୍ମୀରକୁ ନିଜର ବୋଲି ଦର୍ଶାଇଛି। ପ୍ରଥମେ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି କହିଆସୁଥିଲା, କିନ୍ତୁ ଏବେ ନୂଆ ନକ୍ସାରେ କଶ୍ମୀରକୁ ସାମିଲ୍‌ କରିଛି। ପାକିସ୍ତାନ ତା’ର...

aditya
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ…

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ କାହା ସହ ବ୍ୟକ୍ତିଗତ ସମ୍ପର୍କରେ ରହିବା ଅପରାଧ ନୁହେଁ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ର ସରକାରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ନାଁକୁ ନେଇ ଚର୍ଚ୍ଚା ପରେ ଏପରି କହିଛନ୍ତି ଆଦିତ୍ୟ ଠାକରେ।...

sushant
ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କ ସହମତି

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ତରଫରୁ ହୋଇଥିବା ସୁପାରିଶରେ ସହମତି ପ୍ରକାଶ କରିଛନ୍ତି ରାଜ୍ୟପାଳ। ଏହା ପୂର୍ବରୁ ସୁଶାନ୍ତଙ୍କ ପିତା କେକେ ସିଂହ ରାଜପୁତ ସିବିଆଇ ତଦନ୍ତ ଦାବି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିବେଦନ କରିଥିଲେ। ଯାହା...

jay-panda1
ଜାମ୍ମୁ ଓ କାଶ୍ମୀରର ନୂଆ ଉପ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ) ଭାବେ ନିଯୁକ୍ତ ହେବା ପରେ ମନୋଜ ସିହ୍ନାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମନୋଜ ସିହ୍ନା ଜଣେ ଭଦ୍ର, ବିଚକ୍ଷଣ, ଉଚ୍ଚ ଶିକ୍ଷିତ, ରାଜନୈତିକ ଓ ପ୍ରାଶାସନିକ ଭାବେ ବେଶ୍...

rbi
'୨୦୨୦-୨୧ ଆର୍ଥିକ ବର୍ଷରେ ନେଗେଟିଭ୍ ରହିବ ଜିଡିପି ଅଭିବୃଦ୍ଧି ହାର'

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ସମୟରେ ଦେଶର ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ପାଇଁ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସ୍ କନଫରେନ୍ସ କରି ବଡ଼ ଘୋଷଣା କରିଛନ୍ତି। ଶକ୍ତିକାନ୍ତ ଦାସ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ନେଗେଟିଭ ରହିବ।...

binika
ପୋଲ ଉପରେ ଆଣ୍ଠୁଏ ପାଣି, ଯାତାୟତ ଠପ୍

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ରାସ୍ତା ମଝିରେ ଥିବା ପୋଲ ଉପରେ ବୋହୁଛି ଆଣ୍ଠୁଏ ଉଚ୍ଚର ପାଣି। ଫଳରେ ସେଠାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତ ଦୁଇଦିନ ହେଲା ତୁହାକୁ ତୁହା ବର୍ଷା ଲାଗି ରହିଛି I ଯେଉଁଥିପାଇଁ ଏହି ପୋଲ ଉପରେ ବର୍ଷା...

ipl
ଚାଇନିଜ୍ କମ୍ପାନୀ 'VIVO'କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦର ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲର ପରବର୍ତ୍ତୀ ସିଜନ୍ ପାଇଁ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ସ୍ପନସର୍ ଥିବା ଚାଇନିଜ୍ ମୋବାଇଲ୍ କମ୍ପାନୀ ‘VIVO’କୁ ସସପେଣ୍ଡ କରିଛି। ମଙ୍ଗଳବାର ଚାଇନିଜ୍ ମୋବାଇଲ୍...

ipl2020
ଆଇପିଏଲ୍: ଘନଉଛି ବୋର୍ଡ ଓ ଫ୍ରାଞ୍ଚାଇଜି ବିବାଦ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)କୁ ନେଇ ଏପର୍ଯ୍ୟନ୍ତ ବିସିସିଆଇ ଓ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇପାରିନାହିଁ। ତେବେ ‘ଆର୍ଥିକ’ କାରଣରୁ ଫ୍ରାଞ୍ଚାଇଜି ଓ ବୋର୍ଡ ମଧ୍ୟରେ ଏହି ମତଭେଦ ହୋଇଥିବା କୁହାଯାଉଛି। ଗୋଟିଏ ପଟେ ଫ୍ରାଞ୍ଚାଇଜିମାନେ ସେମାନଙ୍କର କ୍ଷତିର ଭରଣ କରିବାକୁ ଚାହୁଁଛନ୍ତି, କିନ୍ତୁ ବୋର୍ଡ...