• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

plasma
କାମ ଦେଉଛି ପ୍ଲାଜମା, ରାଜ୍ୟର ପ୍ରଥମ ରୋଗୀ ସୁସ୍ଥ

ଭୁବନେଶ୍ୱର: ଗୋଟିଏ ପଟେ ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ମିଳିଛି। ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ନୂଆ ଜୀବନ ଦେଇଛି। ରାଜ୍ୟରେ ପ୍ଲାଜମା ନେଇଥିବା ପ୍ରଥମ ରୋଗୀ ପୂରା ସୁସ୍ଥ ହୋଇଛନ୍ତି।...

ipl
ଖୁସି ଖବର, ସେପ୍ଟେମ୍ବର ୧୯ରୁ ଆଇପିଏଲ୍

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ପାଇଁ ଏବେ ବାଟି ଫିଟିଛି। ଆଇପିଏଲର ୧୩ଶ ସଂସ୍କରଣ ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍ ନଭେମ୍ବର ୮ ତାରିଖରେ ଖେଳାଯିବା...

electricity
ସ୍ୱାଧୀନତାର ୭୨ ବର୍ଷ ପରେ ଗାଁରେ ପହଞ୍ଚିଲା ବିଜୁଳୀ

ପୁନେ: ଭାରତକୁ ସ୍ୱାଧୀନ ହେବାର ୭୨ ବର୍ଷ ବିତିଗଲାଣି। ଏହା ମଧ୍ୟରେ ଦେଶ ବହୁ ଆଗକୁ ମଧ୍ୟ ବଢ଼ିସାରିଲାଣି। କିନ୍ତୁ ଆଜିବି କିଛି କ୍ଷେତ୍ରରେ ଉନ୍ନତି ହୋଇନଥିବା ଦେଖିବାକୁ ମିଳିଛି। ଆମେ କହୁଛୁ ମହାରାଷ୍ଟ୍ରର ଏକ ଗାଁ କଥା। ସ୍ୱାଧୀନତା ପରଠାରୁ ହିଁ ଏହି ଗାଁ ଅନ୍ଧକାରରେ ବିତାଉଥିଲା।...

vaccine
୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଦିଆଗଲା କରୋନା ଭ୍ୟାକସିନର ପ୍ରଥମ ଡୋଜ୍

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ କରୋନା ଭ୍ୟାକସିନ୍ ‘କୋଭାକ୍ସିନ୍’ର ହ୍ୟୁମାନ୍ ଟ୍ରାଏଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଭ୍ୟାକସିନର ପ୍ରଥମ ଡୋଜ୍ ଜଣେ ୩୦ ବର୍ଷୀୟ ସୁସ୍ଥ ପୁରୁଷଙ୍କୁ ଦିଆଯାଇଛି। ପ୍ରାରମ୍ଭିକ ଯାଞ୍ଚ ଓ ପରୀକ୍ଷା ପରେ ଏହି ବ୍ୟକ୍ତିଙ୍କୁ ଟ୍ରାଏଲ୍ ପାଇଁ ଚୟନ କରାଯାଇଥିଲା। ଟ୍ରାଏଲର ପ୍ରଥମ ଫେଜରେ ୩୭୫...

cinema-hall
ଅନଲକ୍-୩ରେ ଖୋଲିବ ସିନେମା ହଲ୍!

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଅନଲକ୍-୨ ଚାଲିଛି। ଏହା ମଧ୍ୟରେ ଅନଲକ୍-୩ ପାଇଁ ଏସଓପି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁଲାଇ ୩୧ ତାରିଖରେ ଅନଲକ୍-୨ ଶେଷ ହେବାକୁ ଯାଉଛି। ଅନଲକ୍-୧ ଏବଂ ୨ରେ କିଛି କ୍ଷେତ୍ରରେ କୋହଳ କରାଯାଇଥିବା ବେଳେ ଅନଲକ୍-୩ରେ ସାମାଜିକ ଦୂରତା ସହ ସିନେମା...

lekha
ଧର୍ମଶାଳା ବିଡିଓ ମିଥ୍ୟା ସତ୍ୟାପାଠ ଦାଖଲ କରିଛନ୍ତି: ଲେଖାଶ୍ରୀ

ଯାଜପୁର: ଯାଜପୁର ଧର୍ମଶାଳା ବିଡିଓଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ବିଡିଓ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସହ ୨୦ହଜାର ଯୋଗ୍ୟ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦେଇଛନ୍ତି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହେବା ପରେ ବି...

ambulance
ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର: କେହି ଆସିଲେନି ସହାୟତା କରିବାକୁ, ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ସାଜିଲେ ଦେବଦୂତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ। ହସ୍ପିଟାଲରେ ଜଣେ ରୋଗୀଙ୍କୁ ରକ୍ତ ଅଭାବ ପଡ଼ିବାର ସୁମିତ୍ ଏସ୍ ନାମକ ଜଣେ ଆମ୍ବୁଲାନ୍ସ...

tesing
ଏଣିକି ଦୈନିକ ୧୦ଲକ୍ଷ ଟେଷ୍ଟିଂ!

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୪ଲକ୍ଷ ଛୁଇଁଛି। ଏହା ମଧ୍ୟରେ ଆଇସିଏମଆର୍ କରୋନା ଟେଷ୍ଟିଂର ସଂଖ୍ୟା ବଢ଼ାଇବା ନେଇ ଯୋଜନା କରୁଛି। ଆଇସିଏମଆର୍ ଏବେ ଦୈନିକ ୧୦ଲକ୍ଷ କରୋନାଭାଇରସ୍ ଟେଷ୍ଟିଂ କରାଯିବ ବୋଲି...

mahesh-bhatt
ସୁଶାନ୍ତଙ୍କ ମୃତ୍ୟୁ ମାମଲା, ମହେଶ ଭଟ୍ଟଙ୍କୁ ୨ ଘଣ୍ଟା ଜେରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଜେରା ଜାରି ରହିଛି। ଏହି ମାମଲାରେ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଆଜି ମୁମ୍ବାଇ ସ୍ଥିତ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ବୟାନ୍ ରେକର୍ଡ ହୋଇଛି। ସୋମବାର ସକାଳ ୧୧ଟା ବେଳେ ମହେଶ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ, ଯେଉଁଠାରେ...

cp-joshi
ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ରାଜସ୍ଥାନ ବାଚସ୍ପତି

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି ବାଚସ୍ପତି ସିପି ଯୋଶୀ। ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ବାଚସ୍ପତି ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଆଜି ସେ ନିଜର ଅପିଲକୁ ପ୍ରତ୍ୟାହାର କରିଛନ୍ତି। ଏବେ ଏହି ମାମଲାରେ ଶୁଣାଣି ଜୟପୁର ହାଇକୋର୍ଟରେ ଜାରି...

apps
ଭାରତରେ ବ୍ୟାନ୍ ହେଲା ଆଉ ୪୭ ଚାଇନିଜ୍ ଆପ୍ସ

ନୂଆଦିଲ୍ଲୀ: ଚୀନ୍ ଉପରେ ଆଉଏକ ଜିଡିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଭାରତ ସରକାର ବଡ଼ ପଦକ୍ଷେପ ଉଠାଇ ଚୀନର ଆଉ ୪୭ଟି ଆପ୍ସକୁ ବ୍ୟାନ୍ କରିଛନ୍ତି। ଏହା ପୂର୍ବରୁ ଭାରତ ସରକାର ଚୀନର ୫୯ଟି ଆପ୍ସକୁ ବ୍ୟାନ୍ କରିଥିଲେ। କେବଳ ଏତିକି ନୁହେଁ, ସରକାରଙ୍କ ନଜରରେ ଏମିତି ୨୫୦...

rahul
କେଉଁଠି ଅଛନ୍ତି ରାହୁଲ୍ ଗାନ୍ଧି? ଜବାବ ମାଗିଲା ବିଜେପି

ନୂଆଦିଲ୍ଲୀ: କରୋନାଭାଇରସ୍ ହେଉ କି ରାଜସ୍ଥାନ ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ହେଉ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଭିଡିଓ ଜରିଆରେ ନିଜର ମତ ସାବ୍ୟସ୍ତ କରିଆସୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ରାହୁଲ୍‌ ସାମ୍ନାକୁ ଆସି ସିଧାସଳଖ କୌଣସି ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିନାହିଁ। ତେବେ କାହିଁକି ରାହୁଲ୍...

corona
ଏଣିକି ୩୬ ମିନିଟରେ ଆସିବ କରୋନା ରିପୋର୍ଟ!

ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣ ବଢ଼ିବାର ପ୍ରମୁଖ କାରଣ ହେଉଛି କମ୍ ଟେଷ୍ଟିଂ ଓ ପରୀକ୍ଷଣର ପରିମାଣ। ଏଭଳି ସଙ୍କଟଜନକ ସ୍ଥିତିରେ ସିଙ୍ଗାପୁରର ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏମିତି ଏକ ଟେକନିକ୍ ବିକଶିତ କରିଛନ୍ତି, ଯେଉଁଥିରେ ମାତ୍ର ୩୬ ମିନିଟରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି କି ନାହିଁ,...

kumkum`
ଆଉ ନାହାନ୍ତି ବର୍ଷୀୟାନ୍ ଅଭିନେତ୍ରୀ କୁମକୁମ୍

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ କୁମକୁମଙ୍କର ପରଲୋକ ହୋଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କୁମକୁମଙ୍କର ଦେହାନ୍ତ ନେଇ ପ୍ରକ୍ୟାତ କମେଡିଆନ୍ ଜନ୍ନି ୱାକରଙ୍କ ପୁଅ ନାସିର୍ ଖାନ୍ ଟ୍ୱିଟରରେ ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ସାୟା ଖେଳିଯାଇଛି। କୁମକୁମ୍...

vaccine
ଏକାଥରକେ ୩୦ହଜାର ଲୋକଙ୍କୁ ଦିଆଗଲା କରୋନା ଭ୍ୟାକସିନ୍

ୱାଶିଂଟନ୍: ଗୋଟିଏ ପରେ ସାରା ଦୁନିଆରେ କରୋନାଭାଇରସ୍ ବଢ଼ିଚାଲିଥିବା ବେଳେ ଆମେରିକାରେ ଏହାକୁ ନେଇ ଆଶ୍ବସ୍ତିକର ଖବର ମିଳିଛି। ଆମେରିକାରେ ଏକାସାଙ୍ଗରେ ୩୦ହଜାର ଲୋକଙ୍କ ଉପରେ କରୋନାଭାଇରସ୍ ଭ୍ୟାକସିନର ଟ୍ରାଏଲ୍ କରାଯାଇଛି, ଯାହା ଦୁନିଆର ସବୁଠାରୁ ବଡ଼ କୋଭିଡ୍-୧୯ ଭ୍ୟାକସିନ୍ ପରୀକ୍ଷଣ ବୋଲି କୁହାଯାଉଛି। ସମସ୍ତ ଭଲ୍ୟୁଣ୍ଟିୟରଙ୍କୁ ମଡର୍ନା...

abhilash
ଅନ୍ତର୍ଜାତୀୟ ସ୍ତରରେ ଚମକିଲା ୩ ମିନିଟ୍‌ର ଓଡ଼ିଆ ଫିଲ୍ମ

ଭୁବନେଶ୍ୱର: କରୋନା ସଂକ୍ରମଣ ବେଳେ ଲକ୍‌ଡାଉନ୍ ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଓଡ଼ିଆ କଳାତ୍ମକ ଚଳଚ୍ଚିତ୍ର “ଅଭିଳାଷ” ଉଭୟ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଚମକିଛି। ମାତ୍ର ୩ ମିନିଟ୍‌ ୨୬ ସେକେଣ୍ଡରେ ନିର୍ମିତ ଏହି ଫିଲ୍ମଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ୬ ବିଜେତାଙ୍କ ମଧ୍ୟରେ...

broad
୫୦୦ ୱିକେଟ୍‌ କ୍ଲବରେ ଷ୍ଟୁଆର୍ଟ ବ୍ରଡ୍

ମାଞ୍ଚେଷ୍ଟର୍: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର୍ ଷ୍ଟୁଆର୍ଟ ବ୍ରଡ୍ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ବ୍ରଡ୍ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଅନ୍ତିମ ଦିବସରେ ବ୍ରଡ୍ ଭ୍ରମଣକାରୀ ଦଳର ଓପ୍ନର କ୍ରେଗ୍ ବ୍ରାଥୱେଟଙ୍କୁ ଆଉଟ୍...

susa
ସୁଶାନ୍ତ ମୃତ୍ୟୁର ରହସ୍ୟ ଖୋଲୁଛି, ରିଆ ମୁଖ୍ୟ ଷଡ଼ଯନ୍ତ୍ରକାରୀ କି?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଟୁଇଷ୍ଟ। ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାଁରେ ବିହାର ପୋଲିସ୍ ମାମଲା ରୁଜୁ କରିଛି। ରିଆଙ୍କ ବିରୋଧରେ ଆଉ କେହି ନୁହନ୍ତି ବରଂ ସୁଶାନ୍ତଙ୍କ ପିତା କେ.କେ. ସିଂ ଏହି ଏଫଆଇଆର୍ ଦାଖଲ କରିଛନ୍ତି। ସେ ପାଟଣାର...

eng-vs-wi
ଲକଡାଉନ୍ ବ୍ରେକ୍ ପରେ ପ୍ରଥମ ସିରିଜ୍ ଜିତିଲା ଇଂଲଣ୍ଡ

ମାଞ୍ଚେଷ୍ଟର୍: ଷ୍ଟୁଆର୍ଟ ବ୍ରଡଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୨୬୯ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। କୋଭିଡ୍‌-୧୯ କାରଣରୁ ଲମ୍ବା ବ୍ରେକ୍ ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ଥିଲା,...

susant
ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଖାରଜ କଲେ ସୁପ୍ରିମ୍ କୋର୍ଟ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟରେ କରାଯାଇଥିବା ଯାଚିକାକୁ ଖାରଜ କରିଦିଆଯାଇଛି। ଅର୍ଥାତ୍ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ନାହିଁ। ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଛନ୍ତି, ଏବେ ଏହି ମାମଲାର ତଦନ୍ତ ମୁମ୍ବାଇ...