• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

pari-sharma
ଧୋନିଙ୍କୁ ଟକ୍କର ଦେଲେ ୭ ବର୍ଷୀୟା କୁନି ଝିଅ! ମାରିଲେ ଜବରଦସ୍ତ ହେଲିକପ୍ଟର ଶଟ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ନିଜର ହେଲିକପ୍ଟର ଶଟ୍ ପାଇଁ ଖୁବ୍ ପରିଚିତ। ଧୋନିଙ୍କର ଏହି ଚିରାଚରିତ ଶଟ୍ ମାରିବାକୁ ଅନେକ କ୍ରିକେଟର ପ୍ରୟାସ କରୁଛନ୍ତି। ତେଣିକି ସେ ହାର୍ଦ୍ଦିକ ପାଣ୍ଡ୍ୟା ହୁଅନ୍ତୁ କି ରାଶିଦ୍ ଖାନ୍, ସମସ୍ତେ ହେଲିକପ୍ଟର ଶଟ୍ ମାରିବା...

virat-kohli
ଧୋନିଙ୍କ ପାଇଁ ଭାବବିହ୍ୱଳ ହେଲେ ବିରାଟ୍ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡବାଏ କହିଛନ୍ତି। ଧୋନିଙ୍କ ସନ୍ନ୍ୟାସକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ମିଳିଛି। ତେବେ ଧୋନିଙ୍କ ଅବସର ଘୋଷଣା କରିବା ପରେ ବର୍ତ୍ତମାନର ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଖୁବ୍ ଭାବବିହ୍ୱଳ ହୋଇପଡ଼ିଛନ୍ତି। ସେ...

chetan-chouhan
ପରଲୋକରେ ପୂର୍ବତନ କ୍ରିକେଟର୍ ଚେତନ ଚୌହାନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଉତ୍ତର ପ୍ରଦେଶ ସରକାରରେ କ୍ରୀଡ଼ା ମନ୍ତ୍ରୀ ଚେତନ ଚୌହାନଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି। କରୋନାରେ ସଂକ୍ରମିତ ହେବା କାରଣରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ କିଡନୀ ଫେଲ୍...

msd
"ମୁଁ ଜାଣିଛି ତୁମେ ତୁମର ଆଖିର ଲୁହକୁ ରୋକି ଦେଇଥିବ"

ନୂଆଦିଲ୍ଲୀ: ଶନିବାର ସାରା ଦେଶ ଯେତେବେଳେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଥିଲା। ଏହି ସମୟରେ ସନ୍ଧ୍ୟାରେ ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ ଦେଇଥିଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଧୋନିଙ୍କ ଏହି ନିଷ୍ପତ୍ତି ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଭାବୁକ କରିଦେଇଥିଲା।...

independecnde-day
ନୂଆଦିଲ୍ଲୀରୁ ନ୍ୟୁୟର୍କ, ସାରା ବିଶ୍ୱରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ: ବିଦେଶରେ ଭାରତର ସ୍ୱାଧୀନତା ଦିବସର ଧୂମ୍ ଦେଖିବାକୁ ମିଳିଛି। ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ କୁହାଯାଉଥିବା ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ ସ୍କୋୟାରରେ ପ୍ରଥମଥର ପାଇଁ ତରଙ୍ଗାୟିତ ହୋଇଛି ତ୍ରିରଙ୍ଗା। ଆମେରିକାର ଥିବା ପ୍ରବାସୀ ଭାରତୀୟମାନେ ଏକାଠି ହୋଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଂଗୀତ...

bihar
ଏହି ରାଜ୍ୟରେ ପୁଣି ବଢ଼ିଲା ଲକଡାଉନ୍

ପାଟନା: ସାରା ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟ କିଛି କଡ଼ା ପଦକ୍ଷେପ ଉଠାଇଛନ୍ତି। ଏହିକ୍ରମରେ ବିହାରରେ ମଧ୍ୟ କରୋନା ମାମଲା ଲଗାତର ବଢ଼ିଚାଲିଛି। ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିସାରିଥିବା ବେଳେ ଏହାକୁ ଆଖି ଆଗରେ ରଖି...

chahcha
ଧୋନିଙ୍କ ଅବସରର ପ୍ରଭାବ, 'ପାକିସ୍ତାନୀ ଚାଚା' ବି ନେଲେ ରିଟାୟର୍ଡ!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଧୋନିଙ୍କ ଅବସର ପରେ ତାଙ୍କ ପ୍ରଶଂସକଙ୍କ ମନରେ ନିରାଶ ଖେଳିଯାଇଛି। ସାରା ବିଶ୍ୱରେ ଧୋନିଙ୍କର ଅଗଣିତ ପ୍ରଶଂସକ ଅଛନ୍ତି। ଧୋନିଙ୍କ ପ୍ରଶଂସକଙ୍କ ତାଲିକାରେ ପାକିସ୍ତାନ କରାଚୀରେ ଜନ୍ମିତ ମହମ୍ମଦ ବଶିର୍ ବୋଜାଇ...

nishikant
ପରଲୋକରେ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ୍

ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ। ୫୦ ବର୍ଷ ବୟସରେ ସେ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ନିଶିକାନ୍ତଙ୍କ ପରଲୋକ ନେଇ ରିତେଶ ଦେଶମୁଖ ଟ୍ୱିଟ୍ କରି ସୂଚନା...

malyasia
ମାଲେସିୟାରେ ୧୦ଗୁଣ ଅଧିକ ମାରାତ୍ମକ ହେଲା କରୋନାଭାଇରସ୍!

ନୂଆଦିଲ୍ଲୀ: ପୂରା ଦୁନିଆରେ କରୋନା ତା’ର କାୟା ବିସ୍ତାର କରିଚାଲିଛି। ଏଭଳି ଏକ ସଙ୍କଟ ସମୟରେ ଏହି ଭାଇରସକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାକୁ ବଢ଼ାଇ ଦେଇଛି। ମାଲେସିୟାରେ କରୋନାର ଏଭଳି ଷ୍ଟ୍ରେନ୍ ମିଳିଛି, ଯାହା ୧୦ଗୁଣ ଅଧିକ ମାରାତ୍ମକ। କରୋନାଭାଇରସର...

chennai
ଆଉ ନାହାନ୍ତି '୫ ଟଙ୍କିଆ ଡାକ୍ତର'

ଚେନ୍ନାଇ: ଆଉ ନାହାନ୍ତି ‘୫ ଟଙ୍କିଆ ଡାକ୍ତର’। ‘୫ ଟଙ୍କିଆ ଡାକ୍ତର’ ଭାବେ ଖୁବ୍ ଲୋକପ୍ରିୟ ବ୍ୟାସରପାଡ଼ିର ଡାକ୍ତର ଭି. ଥିରୁଭେଙ୍ଗାଡମଙ୍କର ଶନିବାର ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଅଗଷ୍ଟ ୧୩ ତାରିଖରେ ଡାକ୍ତର ଥିରୁଭେଙ୍ଗାଡମ ଛାତିରେ ଯନ୍ତ୍ରଣା ଅନୁଭୂତ...

rohit
ଏଥର ୪ ଖେଳାଳିଙ୍କୁ ମିଳିବ 'ଖେଳ ରତ୍ନ'

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳ ରତ୍ନ’ ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି। ଭାରତର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସମେତ ଚାରିଜଣ ଖେଳାଳିଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ରୋହିତଙ୍କ ବ୍ୟତୀତ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ରେସଲର୍ ଭିନେଶ...

ipl
ଆଇପିଏଲରେ 'ଭିଭୋ' ସ୍ଥାନ ନେଲା 'ଡ୍ରିମ୍ ଇଲେଭେନ୍'

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ଟାଇଟଲ୍ ସ୍ପୋନ୍ସରର ଘୋଷଣା କରାଯାଇଛି। ୨୦୨୦ ଆଇପିଏଲରୁ ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋକୁ ହଟାଯିବା ପରେ ଏବେ ଏହି ସ୍ଥାନରେ ଡ୍ରିମ୍ ଇଲେଭେନକୁ ଆଇପିଏଲର ଟାଇଟଲ୍ ସ୍ପୋନ୍ସରଶିପ୍ ମିଳିଛି। ଆଇପିଏଲର ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ ଏହି ଘୋଷଣା...

covid19
ଆସନ୍ତାକାଲିଠାରୁ କରୋନା ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଦେଖାଦେଇଛି ଦ୍ରୁତ ଅଗ୍ରଗତି। ଗୋଟିଏ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆସନ୍ତାକାଲିଠାରୁ ଆରମ୍ଭ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ. ପଲ। ଅନ୍ୟ ୨ ଟିକାର ଟ୍ରାଏଲ୍ ଷ୍ଟେଜ୍ ଟୁରେ ଅଛି। ଏହି ୩ ଟିକା ସଂପର୍କରେ ସ୍ୱାଧୀନତା ଦିବସରେ...

himachal-pradesh
ମୁଖ୍ୟମନ୍ତ୍ରୀଙ୍କ ୧୨ ସୁରକ୍ଷାକର୍ମୀଙ୍କୁ କରୋନା

ଶିମ୍‌ଲା: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷାରେ ମୁତୟନ ଥିବା ୧୨ଜଣ ସୁରକ୍ଷାକର୍ମୀ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର୍ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଶିମ୍‌ଲାର ମୁଖ୍ୟ ମେଡିକାଲ୍ ଅଫିସର୍ ଡାକ୍ତର ସୁରେଖା ଚୋପ୍ରା ଏହି ସୂଚନା ଦେଇଛନ୍ତି। Total 13...

ishant1
ଈଶାନ୍ତ ଶର୍ମାଙ୍କ ସମେତ ୨୯ ଖେଳାଳିଙ୍କ ନାଁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମାଙ୍କ ସମେତ ୨୯ ଜଣ ଖେଳାଳିଙ୍କ ନାଁ ଚଳିତ ବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ମଙ୍ଗଳବାର କ୍ରୀଡ଼ା ମନ୍ତ୍ରାଳୟର ପୁରସ୍କାର ଚୟନ କମିଟି ଏହି ଖେଳାଳିମାନଙ୍କ ନାଁ ସୁପାରିସ୍ କରିଛି। ପୁରୁଷ ରିକର୍ଭ...

study
ଗଛ ଉପରେ ଗଢ଼ା ହେଉଛି ଆସନ୍ତାକାଲିର ଭବିଷ୍ୟତ!

ମୁମ୍ବାଇ: କରୋନା ମହାମାରୀ ଯୋଗୁ ସ୍କୁଲ୍ ବନ୍ଦ ରହିଛି ଏବଂ ଶିକ୍ଷକମାନେ ବିଦ୍ୟାର୍ଥୀଙ୍କୁ ଅନଲାଇନ୍ କ୍ଲାସ୍ ଦେଉଛନ୍ତି। କିନ୍ତୁ ଯେଉଁମାନେ ସୁଦୂର ଗାଁରେ ରହୁଛନ୍ତି, ସେମାନେ କିପରି ପାଠ ପଢ଼ୁଛନ୍ତି କରୁଛନ୍ତି, ତାହା ହୁଏତ କେହି ଭାବୁନଥିବେ। ଏପରିକି ସେଭଳି ସ୍ଥାନକୁ ମୋବାଇଲ୍ ନେଟୱର୍କ ଆସିବା କଷ୍ଟକର। ଯାହା...

sani
ପୁଣି କମଳଙ୍କ କମାଲ୍‌: ତିଆରି କଲେ ମନି ପର୍ସ ସାନିଟାଇଜର୍

ଭଦ୍ରକ: ପ୍ରଥମେ ହାଇବ୍ରିଡ୍ କାର ପରେ ଗିନିଜ ବୁକ ରେକର୍ଡ ପାଇଁ ମିନି ଭେକ୍ୟୁମ୍ କ୍ଲିନର ପରେ ଫୁଟ୍ ଅପରେଟ୍ ସାନିଟାଇଜର ତିଆରି ଚର୍ଚ୍ଚାରେ ଥିବା କମଳ ଏବେ ପୁଣି ଚର୍ଚ୍ଚାରେ। ବର୍ତ୍ତମାନ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି ଭଦ୍ରକ ଜିଲ୍ଲାର କମଳ କିଶୋର ମାଝି।...

sushant 11
୩ ବର୍ଷରେ ସୁଶାନ୍ତଙ୍କ ଆୟ ଥିଲା କେତେ?

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ଆକାଉଣ୍ଟରୁ ହେରଫେର ହୋଇଥିବା ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଇଡି ଅନୁଯାୟୀ, ସୁଶାନ୍ତ ସିଂହ ଗତ ୨ରୁ ୩ ବର୍ଷ...

odisha
କରୋନା ନେଲାଣି ୧୩ ଶିକ୍ଷକଙ୍କ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ୍ ମାମଲା ଲଗାତର ବଢ଼ିବାରେ ଲାଗିଛି। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୩୭୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏଥିମଧ୍ୟରୁ କରୋନାରେ ଏପର୍ଯ୍ୟନ୍ତ ୧୩ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଯେଉଁ ୧୩ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଛି,...

manohar
ବିଧାୟକଙ୍କ ଚାଷ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ୱିଟ୍ କରି ଓଡ଼ିଶାର ବିଧାୟକ ମନୋହରଙ୍କୁ ପ୍ରଶଂସା କରିଥିଲେ। ତେବେ ତାଙ୍କର ଏହି ଟ୍ୱିଟ୍ ଉପରେ ମୁଖ୍ୟମନ୍ତ୍ରୀ ରିଟ୍ୱିଟ୍ କରିଛନ୍ତି।...