• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

kovind
ନବମ ଶ୍ରେଣୀ ଛାତ୍ରଙ୍କୁ ଖାସ୍ ଉପହାର ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାଇକ୍ଲିଷ୍ଟ ହେବାର ସ୍ୱପ୍ନ ଦେଖୁଥିବା ନବମ ଶ୍ରେଣୀ ଛାତ୍ର ରିୟାଜଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାସ୍ ଉପହାର ଦେଇଛନ୍ତି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଆଉ କିଛି ନୁହେଁ ବରଂ ରିୟାଜଙ୍କୁ ଏକ ରେସିଂ ସାଇକେଲ୍ ଉପହାର ସ୍ୱରୂପ ଦେଇଛନ୍ତି। ଏହି ଖାସ୍ ଉପହାର ପାଇବା...

noida
ଭୁଶୁଡ଼ିଲା କୋଠା, ୪ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ନୋଏଡାରେ ଘଟିଛି ବଡ଼ ଦୁର୍ଘଟଣା। ନୋଏଡା ସେକ୍ଟର-୧୧ରେ ଏକ ବହୁତଳ ବିଶିଷ୍ଟ ଏକ କୋଠା ଭୁଶୁଡ଼ି ଯାଇଛି। ଏହି କୋଠା ଭୁଶୁଡ଼ିବା ଯୋଗୁ ଏହା ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୁଲିସ୍, ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ଏନଡିଆରଏଫ୍...

Untitled-1
ପିଲାଙ୍କ ପାଠପଢ଼ା ପାଇଁ ବିକିଦେଲେ ମଙ୍ଗଳସୂତ୍ର

ବେଙ୍ଗାଲୁରୁ: କରୋନାଭାଇରସ୍ ଲକଡାଉନ୍ ଯୋଗୁ ସାରା ଦେଶରେ ସ୍କୁଲ ଓ କଲେଜ୍ ମାସ ମାସ ଧରି ବନ୍ଦ ରହିଛି। ଏଭଳି ସ୍ଥିତିରେ ପିଲାଙ୍କର ପାଠପଢ଼ା ଟିଭି ଏବଂ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ହେଉଛି। ଅନଲାଇନ୍ କ୍ଲାସ୍ ପାଇଁ ଅତ୍ୟାଧୁନିକ ଟିଭି ଓ ମୋଇବାଲର ଆବଶ୍ୟକତା ରହିଛି। ଯେଉଁମାନଙ୍କ ପାଖରେ...

gunjan-saxena
ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଫିଲ୍ମ 'ଗୁଞ୍ଜନ ସକ୍ସେନା'ର ଟ୍ରେଲର୍

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ ଟ୍ରେଲର୍। ଭାରତୀୟ ବାୟୁ ସେନାରେ ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଏକ ସାଧାରଣ ଘରର ଝିଅର ସଂଘର୍ଷ ଓ ପାଇଲଟ୍ ହେବା କାହାଣୀକୁ ଦର୍ଶାଯାଇଛି। ଏହି ଫିଲ୍ମରେ...

108
ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ୧୦୮ ଡ୍ରାଇଭର୍

ରେଢ଼ାଖୋଲ: ବଦାନ୍ୟତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର୍। ଥାଲେସେମିଆ ରୋଗରେ ଆକ୍ରାନ୍ତ ଥିବା ଜଣେ ୫ ବର୍ଷୀୟ ଶିଶୁକୁ ଆମ୍ବୁଲାନ୍ସ ଡ୍ରାଇଭର୍ ଦେଇଛନ୍ତି ନୂଆ ଜୀବନ। ରେଢ଼ାଖୋଲ ବ୍ଲକର ରେଙ୍ଗାଲି ପଞ୍ଚାୟତ କସରଡ଼ା ଗାଁର ନିରଞ୍ଜନ ମିର୍ଧାଙ୍କ ୫ ବର୍ଷର ଶିଶୁପୁତ୍ର ଅନୁଭବ ମିର୍ଧା ଗୁରୁତର ଭାବରେ ଥାଲେସେମିଆ ରୋଗରେ...

golak
କାହିଁକି ବନ୍ଦ ହେଲା OSTF? ଜବାବ ମାଗିଲା ବିଜେପି

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ୍‌) ବନ୍ଦ ନେଇ ସରକାରଙ୍କୁ ଘେରିଛି ବିଜେପି। ଏକ ପ୍ରେସ୍ ମିଟରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଗତକାଲି ଓଡ଼ିଶା ସରକାର ରାଜ୍ୟ Odisha State Tretment Fund (ଓଏସଟିଏଫ୍)କୁ ବନ୍ଦ କରିଛନ୍ତି।...

amar-singh
ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି ସମାଜବାଦୀ ପାର୍ଟି (ଏସପି)ର ପୂର୍ବତନ ନେତା ଓ ରାଜ୍ୟସଭା ସାଂସଦ ଅମର ସିଂ। ଅସୁସ୍ଥତା କାରଣରୁ ସିଙ୍ଗାପୁରରେ ଏକ ହସ୍ପିଟାଲରେ ତାଙ୍କର ଗତ ୬ ମାସ ଧରି ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ୬୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।...

dog
ପ୍ରଥମଥର କରୋନା ନେଲା କୁକୁର ଜୀବନ

ନୂଆଦିଲ୍ଲୀ: କରୋନାଭାଇରସ୍ ନେଲାଣି ଲକ୍ଷାଧିକ ଲୋକଙ୍କ ଜୀବନ। ଏହି ମହାମାରୀ ଏବେ ସାରା ଦୁନିଆକୁ ଆତଙ୍କିତ କରି ରଖିଛି। କିନ୍ତୁ ଏବେ ଏହି ଭୂତାଣୁ ମଣିଷ ଭିତରେ ଆଉ ସୀମିତ ହୋଇ ରହିନାହିଁ। ଏବେ ଏହା ପଶୁମାନଙ୍କ ଭିତରେ ଦେଖାଗଲାଣି। ଆମେରିକାରେ କୋଭିଡ୍-୧୯ରେ ସଂକ୍ରମିତ ‘ଜର୍ମାନ୍ ଶେଫର୍ଡ’ ପ୍ରଜାତିର...

rhea-1
ରିଆଙ୍କୁ ଖୋଜୁଛି ବିହାର ପୋଲିସ୍

ମୁମ୍ବାଇ: ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଜୀବନକୁ ବାଜି ଲଗାଇଦେବୁ। ସତ ସାମ୍ନାକୁ ଆସିବ। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କିଛି ଏପରି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିହାର ପୋଲିସ୍ ଡିଜି ଗୁପ୍ତେଶ୍ୱର ପାଣ୍ଡେ। ମୁମ୍ବାଇରେ ତଦନ୍ତକୁ ତ୍ୱରାନିତ କରାଯାଇଛି। ମାମଲାରେ ସୁଶାନ୍ତଙ୍କ ଭଉଣୀ, ଚିକିତ୍ସା କରୁଥିବା...

railway
ଟ୍ରାଏଲ୍ ରନ୍‌ରେ ବାଧା ନଦେବାକୁ ଲୋକଙ୍କୁ ଅନୁରୋଧ କଲା ରେଲୱେ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ଲାଇନରେ ରେଳସେବା ପୂର୍ବରୁ ଟ୍ରାଏଲ୍ ରନ୍ ସମୟରେ ରେଳରୋକ କରାଯିବା ଅନୁଚିତ୍। ଟ୍ରାଏଲ୍ ରନ୍‌କୁ ଯଦି ବାଧା ଦିଆଯାଏ ତେବେ ପାସେଞ୍ଜର ଟ୍ରେନ୍ ଚଳାଚଳରେ ବିଳମ୍ବ ହେବ। ଯଦି ନିୟମିତ ଟ୍ରେନ୍ ଚଳାଚଳ କରିବ, ତାପୂର୍ବରୁ ମାଲବାହୀ ଟ୍ରେନର ଟ୍ରାଏଲ୍ ରନ୍...

kidna
ହ୍ୱାଟ୍ସଆପରେ ଭାଇରାଲ୍ ହେଉଛି ପରୀର ପ୍ରେତାତ୍ମା ଭିଡିଓ!

ନୟାଗଡ଼: ନୟାଗଡ଼ ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା। ଏହି ଭିଡିଓରେ ଜଣେ ମହିଳାଙ୍କ ଠାରେ ପରୀର ପ୍ରେତାତ୍ମା ସବାର୍ ହୋଇଥିବା ସଂପୃକ୍ତ ମହିଳା ଜଣକ କହୁଛନ୍ତି।...

RAM-MANDIR
ଅଯୋଧ୍ୟାରେ ପହଞ୍ଚିଲା ଜଳ ଓ ମାଟି

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମି ପୂଜନ ପାଇଁ ସଜେଇ ହେଉଛି ଅଯୋଧ୍ୟା। ସହରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଗଳି କନ୍ଦି ସବୁଠି ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେଭଳି...

mitabh
ସୁସ୍ଥ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି। ରବିବାର ତାଙ୍କ ତଥା ଅଭିନେତା ଅଭିଷେକ ବଚ୍ଚନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଅମିତାଭଙ୍କ ସୁସ୍ଥ ହେବା ଦ୍ୱାରା ତାଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରି ଖେଳିଯାଇଛି। 🙏🏽 my father, thankfully, has...

ankita
କାହିଁକି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରକୁ ଯାଇନଥିଲେ ଅଙ୍କିତା?

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହା ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଜଣାପଡ଼ିନାହିଁ। ସୁଶାନ୍ତଙ୍କ ପିତା କେକେ ସିଂ ରିଆ ଚକ୍ରବର୍ତ୍ତୀ ତାଙ୍କ ପରିବାର ନାଁରେ ଏଫଆଇଆର୍ ଦାଖଲ କରିଥିଲେ ଏବଂ କିଛି ଗୁରୁତର ଅଭିଯୋଗ ମଧ୍ୟ ଆଣିଥିଲେ।...

DISHA
ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ପରିବାରକୁ ପଚରାଉଚୁରା କରିବ ବିହାର ପୋଲିସ୍!

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ପରିବାରକୁ ବିହାର ପୋଲିସ୍ ପଚରାଉଚୁରା କରିପାରେ। ଏନେଇ ବିହାର ପୋଲିସ୍ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଦିଶାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଦିଶାଙ୍କ...

sanjay
ଅସହାୟ ସଞ୍ଜୟଙ୍କ ପାଇଁ ଚାନ୍ଦା ଆଦାୟ କଲେ ଗ୍ରାମବାସୀ

ରାୟଗଡ଼ା: ମିଳିଲାନି ସରକାରୀ ସହାୟତା। ପ୍ରତିଶ୍ରୁତି ବି କାମ କଲାନି। ଶେଷରେ ଅପେକ୍ଷା କରି କରି ଗ୍ରାମବାସୀ ହିଁ ରୋଗାକ୍ରାନ୍ତ ନାବାଳକଙ୍କୁ ନେଇ ହସ୍ପିଟାଲ୍ ଗଲେ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ନୂଆଗାଁର କଟକ ଫେରନ୍ତା ରୋଗାକ୍ରାନ୍ତ ବାଳକ ସଞ୍ଜୟ ମିଣିଆକାଙ୍କୁ ପ୍ରଶାସନ ଚିକିତ୍ସା ପାଇଁ ସହାୟତା ନ...

oca
ଓଡ଼ିଶାରେ ହେବ ଅନ୍ତର୍ଜାତୀୟସ୍ତରର କ୍ରିକେଟ୍ ଏକାଡେମୀ

କଟକ: ଉନ୍ନତମାନର ଏବଂ ଆନ୍ତର୍ଜାତିକସ୍ତରର କ୍ରିକେଟ୍ ଏକାଡେମୀ ସ୍ଥାପନ କରିବ ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)। କଟକ-ଭୁବନେଶ୍ୱର ଟୁଇନ ସିଟି ମଧ୍ୟବର୍ତ୍ତୀ କୌଣସି ଅଞ୍ଚଳରେ ଏହି ଏକାଡେମୀ ପ୍ରତିଷ୍ଠା କରିବାକୁ ଓସିଏ ଯୋଜନା କରୁଛି। ୨୦ ରୁ ୪୦ ଏକର ପରିମିତ ସ୍ଥାନରେ ଏହି ଏକାଡେମୀ ତିଆରି କରାଯିବ।...

IPL
ସେପ୍ଟେମ୍ବର ୧୯ରୁ ଆଇପିଏଲ୍, ଗ୍ରୀନ୍ ସିଗନାଲ୍‌ ଦେଲେ ଭାରତ ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ। ଏହି ବ୍ୟୟବହୁଳ କ୍ରିକେଟ୍‌ ଲିଗର ଆୟୋଜନ ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଭାରତ ସରକାରଙ୍କ ତରଫରୁ ଅନୁମତି ମିଳିଛି। ଦେଶ...

INDIA
ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଭାରତକୁ ଆସିବାକୁ ଥିବା ବିଦେଶ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏବେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଭାରତରେ ପହଞ୍ଚିବା ପରେ ୭ ଦିନ ପାଇଁ ପେଡ୍ ଇନଷ୍ଟିଚ୍ୟୁସନାଲ୍‌ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଏହା ପରେ ଆଉ ୭ ଦିନ...

corona
୨୪ ଘଣ୍ଟାରେ ସବୁ ଦେଶକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି କରୋନାଭାଇରସ୍। ଗତ ୨୪ ଘଣ୍ଟାରେ ଦେଶରେ ୫୨ହଜାର ୯୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୭୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ମାମଲାରେ ଭାରତ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇ ଦେଇଛି।...