• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

modi
ଏବେ 'ହ୍ୱାଟ୍ ଟୁ ଥିଙ୍କ୍' ନୁହେଁ, 'ହାଓ ଟୁ ଥିଙ୍କ୍' ଉପରେ ଫୋକସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତୀୟ ଶିକ୍ଷା ନୀତି (ଏନଇପି) କନକ୍ଲେଭରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କନଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତିନି-ଚାରି ବର୍ଷର ବିଚାର ବିମର୍ଶ ପରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ମିଳିଛି। ଏହି ନୂଆ ଶିକ୍ଷା...

kerala
ଭୂସ୍ଖଳନରେ ଚାଲିଗଲା ୫ ଜୀବନ

କୋଚି: ପ୍ରବଳ ବର୍ଷା ଓ ବନ୍ୟା କାରଣରୁ କେରଳରେ ସ୍ଥିତି ସାଙ୍ଘାତିକ ହୋଇପଡ଼ିଛି। ଏହାର ପ୍ରଭାବରେ କେରଳର ଇଡୁକ୍କି ଜିଲ୍ଲାରେ ଭୁସ୍ଖଳନରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଭୁସ୍ଖଳନ ଜିଲ୍ଲାର ରାଜମାଲା ଅଞ୍ଚଳରେ ହୋଇଛି। #WATCH 5 dead in landslide in Idukki's Rajamala, #Kerala;...

santosh-saluja
'କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର'

ଭୁବନେଶ୍ୱର: କରୋନା ପରିଚାଳନାଗତ ତ୍ରୁଟି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଅଫିସରମାନେ ଲୋକସେବା ଭବନ ଯାଉନାହାନ୍ତି। ଜଣେ ଦୁଇଜଣ ପ୍ରମୁଖ ଶାସନ ସଚିବଙ୍କୁ ଛାଡ଼ି ଲୋକସେବା ଭବନରେ କାହାରି ଦେଖା ନାହିଁ। ସବୁ ବିଭାଗରେ ପିଅନ ବୁଲୁଛନ୍ତି। ବିଧାୟକ ସନ୍ତୋଷ...

corona
ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ମସ୍କୋ: କରୋନାଭାଇରସ୍ ଭ୍ୟାକସିନକୁ ନେଇ ସମସ୍ତଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। ଦୁନିଆର ପ୍ରଥମ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବା ନେଇ ଦାବି କରିଆସୁଥିବା ରୁଷ୍ ଖୁବଶୀଘ୍ର ବଜାରକୁ ଭ୍ୟାକସିନ୍ ଛାଡ଼ିବାକୁ ଯାଉଛି। ଆସନ୍ତା ସପ୍ତାହରେ ରୁଷ୍ ଦୁନିଆର ପ୍ରଥମ ଆଣ୍ଟି କୋଭିଡ୍ ଭ୍ୟାକସିନର ରେଜିଷ୍ଟ୍ରେସନ୍ କରିବାକୁ ଯୋଜନା...

PILLAI
ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ଆଇଜଲ୍: ମିଜୋରାମର ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ କରୋନାଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନରେ ସମୟ ବ୍ୟର୍ଥ ନକରି ନିଆରା କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଲକଡାଉନ୍ ସମୟରେ ରାଜଭବନରେ ପୁସ୍ତକ ଓ କବିତା ଲେଖି ନିଜର ଖାଲି ସମୟ...

akhtar
'ପାକିସ୍ତାନ ଆର୍ମି ପାଇଁ ଘାସ ଖାଇବାକୁ ପ୍ରସ୍ତୁତ'

ନୂଆଦିଲ୍ଲୀ: ପାକିସ୍ତାନର ପେସ୍ ବୋଲର ଶୋଏବ ଅଖତରଙ୍କ କ୍ରିକେଟ୍‌ କ୍ୟାରିୟର ବିବାଦପୂର୍ଣ୍ଣ ରହିଆସିଛି। ଅବସର ପରେ ମଧ୍ୟ ଅଖତର ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସମାଲୋଚନାର ଶିକାର ହୋଇଆସୁଛନ୍ତି। ଏବେ ଅଖତରଙ୍କର ଆଉଏକ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ପାକିସ୍ତାନରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ଅଖତର...

lokayukta
ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର: ପିପିଇ ଓ ମାସ୍କ କିଣାର କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗର ଶୁଣାଣି ଘୁଞ୍ଚିଛି। କାରଣ ସେତେବେଳେ ପ୍ରୋକ୍ୟୁରମେଣ୍ଟ କମିଟିର ଅଧ୍ୟକ୍ଷ ଥିବା ଆଇଏଏସ୍ ହେମନ୍ତ ଶର୍ମା ଆଜି ଲୋକାୟୁକ୍ତଙ୍କ ନିକଟରେ ନିଜେ ହାଜର ହେଲେ ନାହିଁ କି ନିଜ ପକ୍ଷ ରଖିଲେ ନାହିଁ। ଯେଉଁଥିପାଇଁ ଆଜି...

PATANJALI
ଚାଇନିଜ୍ କମ୍ପାନୀ 'ଭିଭୋ'ର ସ୍ଥାନ ନେବ ବାବା ରାମଦେବଙ୍କ 'ପତଞ୍ଜଳି'!

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ଆଉ ଦେଢ଼ ମାସରୁ କମ୍ ସମୟ ବାକି ରହିଲା। କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ସ୍ପନସର୍ କିଏ ହେବ, ତାହା ଧାର୍ଯ୍ୟ ହୋଇପାରିନାହିଁ। ଆଇପିଏଲର ୧୩ଶ ସଂସ୍କରଣରୁ ଚାଇନିଜ୍ ମୋବାଇଲ୍‌ କମ୍ପାନୀ ‘ଭିଭୋ’ ହଟିବା ପରେ ଏବେ...

sanju
ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ନିଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭତ୍ତି ହୋଇଥିବା ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସୁସ୍ଥ ହୋଇ ଘରେ ପହଞ୍ଚିଛନ୍ତି। ନିଶ୍ୱାସ ନେବାରେ ସମସ୍ୟା ହେବାରୁ ସଞ୍ଜୟ ଦତ୍ତଙ୍କୁ ୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କର କୋଭିଡ୍ ଟେଷ୍ଟ...

modi
ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରକୁ ହାଇ ସ୍ପିଡ୍ ସବମରିନ ଅପ୍ଟିକ ଫାଇବର କେବୁଲ ସଂଯୋଗ କରାଯାଇଛି। ଚେନ୍ନାଇ ସହିତ ଅପଟିକ ଫାଇବରରେ ଯୋଡ଼ି ହେଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହା ସହିତ ସେଠାରେ ଟେଲି ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ସ୍ପିଡ୍ ଯେତେ ଅଛି, ତାହା...

rahul
ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ନୂଆଦିଲ୍ଲୀ: ହାତୀ-ମଣିଷ ଲଢ଼େଇକୁ କେମିତି ହ୍ରାସ କରାଯାଇ ପାରିବ, ସେ ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଆଜି ଏକ ଡକ୍ୟୁମେଣ୍ଟର ଉନ୍ମୋଚନ କରିଛନ୍ତି। ଏହି ଡକ୍ୟୁମେଣ୍ଟରେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି। ଏହାକୁ ଅନୁସରଣ କଲେ ହାତୀ ମଣିଷ ଲଢ଼େଇ କମିବ ଓ ଜୀବନହାନୀ ମଧ୍ୟ ହ୍ରାସ...

nz
ଏହି ଦେଶରେ ୧୦୦ ଦିନ ହେବ ଗୋଟିଏ ବି ପଜିଟିଭ୍ ଚିହ୍ନଟ ହୋଇନି!

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠାରେ ଗତ ୧୦୦ ଦିନ ହେବ, କୌଣସି କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ। ସେହି ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ। ଯେଉଁଠାରେ ଗତ ୧୦୦...

bs
ହସ୍ପିଟାଲରୁ ଡିସଚାର୍ଜ ହେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କରୋନା ଭାଇରସ୍ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଛି। ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ଏବଂ ତାଙ୍କୁ ସୋମବାର ଏକ ପ୍ରାଇଭେଟ୍ ହସ୍ପିଟାଲରୁ...

jaddu
ମାସ୍କ ପାଇଁ ମହିଳା କନଷ୍ଟେବଳଙ୍କ ସହ ଯୁକ୍ତିତର୍କ କଲେ କ୍ରିକେଟର୍ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ!

ରାଜକୋଟ୍: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଏକ ନୂଆ ବିବାଦରେ ଫସି ଯାଇଛନ୍ତି। ଜାଡେଜାଙ୍କ ପତ୍ନୀ ରିଭାବା ବିନା ମାସ୍କରେ ଯାଉଥିବା ବେଳେ ଜଣେ ପୁଲିସ୍ କନଷ୍ଟେବଳ ତାଙ୍କୁ ଅଟକାଇଥିଲେ ଏବଂ ଜୋରିମାନା ଦେବାକୁ କହିଥିଲେ। ଯାହା ପରେ ରିଭାବା ଉକ୍ତ...

meetu
ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଜାରି ରହିଛି। ମଙ୍ଗଳବାର ଇଡିରେ ପ୍ରଥମ ଥର ପାଇଁ ମୁମ୍ବାଇରେ ରହୁଥିବା ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କୁ ଡକାଯାଇଛି। ଇଡି ମିତୁଙ୍କୁ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ପଚାରିପାରେ। ମିତୁ ମୁମ୍ବାଇରେ ରୁହନ୍ତି, ଏବଂ...

bmc
ଭୁବନେଶ୍ୱରରୁ ଆଉ ୧୦୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲା ଭୁବନେଶ୍ୱର। ଆଜି ରାଜଧାନୀରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୦ଜଣ କ୍ୱାରେଣ୍ଟିନରେ ଥିଲା ବେଳେ ୪୯ଜଣ ଲୋକାଲ୍ ମାମଲା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected & cured...

pranab
ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ସେ ଦିଲ୍ଲୀର ଆର୍ମି ହସ୍ପିଟାଲର ଭେଣ୍ଟିଲେଟରରେ ଅଛନ୍ତି, ଯେଉଁଠାରେ ତାଙ୍କର ବ୍ରେନ୍ ସର୍ଜରୀ କରାଯାଇଛି। ତେବେ ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହୋଇଯାଇଛି, ଯାହା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏକ...

modi
'କରୋନା ସଂକ୍ରମିତଙ୍କ ପାଇଁ ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ'

ନୂଆଦିଲ୍ଲୀ: କରୋନା ପାଇଁ ୭୨ ଘଣ୍ଟାର ମହୌଷଧି। କୌଣସି ବ୍ୟକ୍ତି ସଂକ୍ରମିତ ହେବାର ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଓ କୋଭିଡ ନିୟମ ମାନିଲେ କରୋନାକୁ ସହଜରେ ହରାଇ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କରୋନାରେ ସବୁଠୁ ଅଧିକ ଆକ୍ରାନ୍ତ...

nabarangpur
କୁଷ୍ଠରୋଗୀ କହି ବାସନ୍ଦ କରିଦେଲେ, ପାଇପ୍ ଭିତରେ ବିତୁଛି ଜୀବନ

ନବରଙ୍ଗପୁର: ହଜିଯାଇଛି ମାନବିକତା। ଜଣେ ବୃଦ୍ଧାଙ୍କୁ ବିନା ଡାକ୍ତରୀ ରିପୋର୍ଟରେ କୁଷ୍ଠ ରୋଗୀ ବୋଲି ସନ୍ଦେହ କରି ପରିବାର ଲୋକେ ଏବଂ ସମାଜ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ା ଗାଁର ୮ ନଂ ୱାର୍ଡରେ। ଅନ୍ୟ ଉପାୟ ନପାଇ...

police-DG
କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ୍ ଡିଜି

ଭଦ୍ରକ: ପୋଲିସ କର୍ମଚାରୀମାନଙ୍କୁ କୋଭିଡ ସମୟରେ କାମ କରିବାକୁ ଉତ୍ସାହିତ କରିବା ଓ ସେମାନଙ୍କ ସହିତ ଆଲୋଚନା ପାଇଁ ପୋଲିସ ଡିଜି ଅଭୟ ଭଦ୍ରକ ଗସ୍ତ କରିଛନ୍ତି। ସେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମେ ଜିଲ୍ଲାର କୋଭିଡ ସ୍ଥିତି ଓ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ...