ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।
୨୦୨୧ ମସିହା, ନଭେମ୍ବର ମାସ ୨୫ ତାରିଖ, ଗୁରୁବାର, ବିଛା ୧୦ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଟପିଗଲେ ସବୁ ସୀମା, ସାଜିଲେ ପିଶାଚ। ଲିଫ୍ଟ ଦେବା ବାହାନାରେ ଚଳନ୍ତା କାର୍ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ଦୁର୍ବୃତ୍ତମାନେ ତାଙ୍କୁ ମାର୍ପିଟ୍ କରିଥିବା ଅଭିଯୋଗ ହୋଇଛି।
ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଥିବା ବିବାଦର ସମାଧାନ ପାଇଁ କମିଟି ଗଠନ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ପଦାରେ ପଡ଼ିଲା ରସିକିଆ ସ୍ୱାମୀର କଳା କାରନାମା। ଏକାଧିକ ଯୁବତୀଙ୍କୁ ବିବାହ କରି ଅଲଗା ଅଲଗା ରଖିଥିଲା। କେହି କାହା ବିଷୟରେ ଜାଣିନଥିଲେ। ଯେତେବେଳେ ଜାଣିଗଲେ, ସ୍ୱାମୀର ଅକଲ ଗୁଡ଼ୁମ।
ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ସିଧାସଳଖ ଭାବେ ବିରୋଧ କରିବ ବୋଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ନିକଟକୁ ଧସେଇ ପଶି ୨ ଜଣ ଯୁବକ ଅଣ୍ଡା ମାଡ଼ କରିଛନ୍ତି।
ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି। ‘ISIS କାଶ୍ମୀର’ ତାଙ୍କୁ ଏହି ଧମକ ଦେଇଥିବା ଗମ୍ଭୀର ଅଭିଯୋଗ ଆଣିଛନ୍ତି।
୨୦୨୧ ମସିହା, ନଭେମ୍ବର ମାସ ୨୪ ତାରିଖ, ବୁଧବାର, ବିଛା ୯ ଦିନ, ମାର୍ଗଶୀର ମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ସୂଚନା ମିଳିଛି।
ଅଭିନେତା ସାହିଦ୍ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର୍ ରିଲିଜ୍ ହେଉ ହେଉ ସୋସିଆଲ୍ ମିଡିଆରେ ଏହା ଧୁମ୍ ମଚାଇଛି।
ନିଜକୁ ବୋହୂ ବୋଲି ଦାବି କରି ଶ୍ୱଶୁର ଘରେ ପ୍ରବେଶ ଜିଦ୍ରେ ଅଟଳ ଯୁବତୀ। ୩ ଦିନ ହେଲାଣି ବଧୂ ବେଶ ସାଜି ଶ୍ୱଶୁର ଘର ସାମ୍ନାରେ ବସିଛନ୍ତି ଯୁବତୀ। ହେଲେ ଯୁବତୀ ଜଣକ କରୁଥିବା ଦାବି ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ।
ପିକ୍ନିକ୍ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଦୁର୍ଘଟଣାରେ ଆଉ ଜଣଙ୍କ ଜୀବନ ଚାଲି ଯାଇଛି। ବଲାଙ୍ଗିରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ମହାମାରୀ କରୋନା ଭାଇରସ୍ ପରେ ଏବେ ଆଉ ଏକ ଫଙ୍ଗସ୍କୁ ନେଇ ଚିନ୍ତା ବଢ଼ିଛି। ଦିଲ୍ଲୀ ଏମ୍ସ ଡାକ୍ତରମାନେ ନୂଆ ପ୍ରାଣ ଘାତକ ଫଙ୍ଗସ୍ ‘Aspergillus Lentulus’ ଚିହ୍ନଟ କରିଛନ୍ତି।
ପ୍ରଶ୍ନକାଳ ସମୟରେ, ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋହାଲ୍ଲା କରିପାରିବେ ନାହିଁ। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି।
ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ବୁର୍ଲା ଭୀମସାର୍ରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ ଓ ସୁନ୍ଦରଗଡ଼ରେ ଥିବା ଏକ ବାଳିକା ବିଦ୍ୟାଳୟରେ କିଛି ଛାତ୍ରୀ ପଜିଟିଭ୍ ଚିହ୍ନଟ ପରେ ଚିନ୍ତା ବଢ଼ିଛି।
ଠିକା ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ସେମାନଙ୍କୁ ନିୟମିତ କରିବା ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବୟସ ୯୨ ପାର୍ ହେଲାଣି... ନା ଆଖିକୁ ଭଲ ଭାବେ ଦିଶୁଛି ନା ପାରାଲିସିସ୍ ଯୋଗୁ ଠିକ୍ ଭାବେ ଛିଡ଼ା ହୋଇପାରୁଛନ୍ତି। ଏଭଳି ଅବସ୍ଥାରେ ମାତ୍ର ୭୦୦ ଟଙ୍କା ପାଇଁ ଟ୍ରଲିରେ ୫ କି.ମି. ବୁହା ହୋଇ ବ୍ୟାଙ୍କ ପର୍ଯ୍ୟନ୍ତ ଯିବାକୁ ପଡ଼ିଛି ଜଣେ ୯୨ ବର୍ଷୀୟ ବୃଦ୍ଧଙ୍କୁ।...