• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

mo bus
ରୁଟ୍ ନଂ ୨୯କୁ ଛାଡ଼ି ଆଜିଠୁ ସବୁ ରୁଟ୍‌ରେ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ଆଜିଠାରୁ ସ୍ୱାଭାବିକ ହେବ ମୋ ବସ୍ ସେବା। କେବଳ ରୁଟ୍ ନଂ ୨୯କୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଚଳାଚଳ କରିବ। ଏ ସମ୍ପର୍କରେ ପରିଚାଳନାକାରୀ ସଂସ୍ଥା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। କରୋନା କଟକଣା ଯୋଗୁ କିଛି ମାସ...

rahul roy
କେମିତି ଅଛି ‘ଆଶିକୀ’ ହିରୋ ରାହୁଲ ରୟଙ୍କ ସ୍ୱାସ୍ଥ୍ୟାବସ୍ଥା ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ହିଟ୍‌ ଫିଲ୍ମ ‘ଆଶିକୀ’ ହିରୋ ରାହୁଲ ରୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖିବାକୁ ମିଳିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିିଗିଡ଼ିବାରେ ଲାଗିଛି। ତାଙ୍କୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି। ପ୍ରତି ୬ ଘଣ୍ଟାରେ ଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରିବା ସହ ବିଭିନ୍ନ...

ଗଭୀର ନିଦ୍ରାରେ ଶୋଇ ପଡ଼ିଥିଲେ ଯାତ୍ରୀ, ଦେବଦୂତ ସାଜି ୩୫ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର

ମୁମ୍ବାଇ: ମହାରାଷ୍ଟ୍ରର ବୁଲଧାନାରେ ପୁଣେ-ନାଗପୁର ଯାଉଥିବା ଏକ ଯାତ୍ରୀବାହୀ ଲକ୍‌ଜୁରୀ ବସ୍ ଜଳି ଯାଇଛି। ଗତକାଲି ବିଳମ୍ବିତ ରାତି ୩ଟାରେ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ସୂଚନା ଅନୁସାରେ, ପୁଣେ-ନାଗପୁର ଯାଉଥିବା ଏହି ଲକଜୁରୀ ବସ୍‌ଟି ମେହେକର ବାଇପାସ୍‌ରେ ହଠାତ ଜଳି ଯାଇଥିଲା। ଏହି ସମୟରେ ବସ୍‌ରେ...

ଜଳିଗଲା ୩୦ ଲକ୍ଷ ଟଙ୍କାର ମୋବାଇଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍ ବକ୍ସି ଛକରେ ଥିବା ଗୋଟିଏ ମୋବାଇଲ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୩୦ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜଳି ଯାଇଛି। ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମୋବାଇଲ୍ ଦୋକାନରେ ନିଆଁ ଲାଗି...

sanitizer
ସାନିଟାଇଜର୍‌ ଢାଳି ସାମ୍ବାଦିକଙ୍କ ଦେହରେ ନିଆଁ ଲଗାଇଦେଲେ

ଲକ୍ଷ୍ନୌ: ଜଣେ ୩୭ ବର୍ଷୀୟ ସାମ୍ବାଦିକଙ୍କ ଶରୀରରେ ଆଲକ୍‌ହଲ୍‌ ମିଶିଥିବା ହ୍ୟାଣ୍ଡ୍‌ ସାନିଟାଇଜର ଢାଳି ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ। ସାମ୍ବାଦିକଙ୍କୁ ହତ୍ୟା କରିବା ଘଟଣାରେ ପୋଲିସ୍‌ ଗାଁ ମୁଖିଆଙ୍କ ପୁଅଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଗତ ସପ୍ତାହରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ଘଟଣା ଘଟିଥିଲା।...

ifs
ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍‌, ଡ୍ରାଇଭରଙ୍କୁ ଜେରା

ଭୁବନେଶ୍ୱର: ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କ ଡ୍ରାଇଭର ଆଜି ଭିଜିଲାନ୍ସରେ ହାଜର ହୋଇଛନ୍ତି। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଚଢ଼ାଉ କରାଯାଇଛି। ଅଭୟକାନ୍ତଙ୍କ ସମ୍ପତ୍ତି ନେଇ ଭିଜିଲାନ୍ସ SIT ଖୋଳତାଡ଼ କରୁଥିବା ଜଣାପଡ଼ିଛି।...

pavitra
Big Boss: ବିବାହ କରିଛନ୍ତି ପବିତ୍ରା ! ହୋଟେଲ୍‌ ମାଲିକ କଲେ ବଡ଼ ଖୁଲାସା

ମୁମ୍ବାଇ: ବିଗ୍‌ ବସ୍ ୧୪ରୁ ବିଦାୟ ନେଇଛନ୍ତି ପବିତ୍ରା ପୁନିଆ। ନଭେମ୍ବର ୨୯ରେ ସେ ବିଗ୍‌ ବସ୍‌ ହାଉସ୍‌ରୁ ବାହାରକୁ ଆସିଛନ୍ତି। ପବିତ୍ରା ବିଗ୍‌ ବସ୍‌ରୁ ବାହାରକୁ ଆସିବା ପରେ ତାଙ୍କୁ ନେଇ ଆଶ୍ଚର୍ଯ୍ୟ କରି ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ହୋଟେଲ୍‌ ମାଲିକ ସୁମିତ ମହେଶ୍ୱରୀ...

gaur
ଏହିଦିନ ଜେଦ୍‌ଙ୍କ ଦୁଲ୍‌ହନ୍‌ ହେବେ ଗୌହର

ମୁମ୍ବାଇ: ବିବାହକୁ ନେଇ ବିଗ୍‌ ବସ୍‌ ୭ର ବିଜେତା ତଥା ଅଭିନେତ୍ରୀ ଗୌହର ଖାନ୍ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଖୁବ୍‌ ଶୀଘ୍ର ଜେଦ୍‌ ଦରବାର୍‌ଙ୍କୁ ବିବାହ କରିବେ ବୋଲି ଖୋଦ୍‌ ଗୌହର ଏହା ଘୋଷଣା କରିଥିଲେ। ଆଉ ଏବେ ବିବାହ ତାରିଖ ସାମ୍ନାକୁ ଆସିଛି। ଇନ୍‌ଷ୍ଟାଗ୍ରାମରେ ଗୌହର...

cyclone
୪ରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ବୁରେଭି’, ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍ ବାତ୍ୟା ‘ବୁରେଭି’ର ରୂପ ନେଇଛି। ଆଜି ସନ୍ଧ୍ୟା କିମ୍ବା ରାତିରେ ‘ବୁରେଭି’ ଶ୍ରୀଲଙ୍କା ଉପକୂଳ ତ୍ରିନକୋମାଲି ଦେଇ ଅତିକ୍ରମ କରିପାରେ। ଏହି ସମୟରେ ଘଣ୍ଟା ପ୍ରତି ୭୫-୮୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।  ଆସନ୍ତାକାଲି ‘ବୁରେଭି’ ଗଲ୍ଫ ଅଫ୍...

abhay
ଯେତେ ଖୋଳିଲେ ସେତେ ବାହାରୁଛି ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି, ପୁଅ ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ଟଙ୍କା

ଭୁବନେଶ୍ୱର: ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତି ଏତେ ଯେ, ଯେତେ ଖୋଳିଲେ ସେତେ ବାହାରୁଛି। ପୁଅ ‌ଆକାଶଙ୍କ ନାଁରେ ଭୁବନେଶ୍ୱର ଏବଂ ପୁଣେରେ ୩ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡ଼ିଛି। ଯେଉଁଥିରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ରହିଛି। ଭିଜିଲାନ୍ସ ପକ୍ଷରୁ ଏହି...

ବାହାଘର ପୂର୍ବ ଦିନ ବର ଉପରକୁ ଗୁଳିମାଡ଼

ଖଲ୍ଲିକୋଟ: ବାହାଘର ପୂର୍ବ ଦିନ ବର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଏହି ଘଟଣା ଘଟିଛି। ଆହତ ଯୁବକ ହେଲେ ଭାଲିଆଝର ଗାଁର ଜିତେନ୍ଦ୍ର ବାରିକ। ମିଳିଥିବା ସୂଚନା ଅନୁସାରେ, ଆଜି ଜିତେନ୍ଦ୍ରଙ୍କ ବିବାହ ହେବ। ହେଲେ ବିବାହ...

sunny deol
ବଲିଉଡ୍‌ ଅଭିନେତା ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସନ୍ନି ଦେଓଲ କରୋନା ଆକ୍ରାନ୍ତ ନେଇ ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ତୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେ ଏବେ ଆଇସୋଲେସନ୍‌ରେ ଅଛନ୍ତି। ସନ୍ନି...

accident
କାର୍‌ ଉପରେ ଓଲଟି ପଡ଼ିଲା ଟ୍ରକ୍, ୮ ମୃତ

ଲକ୍ଷ୍ନୌ: ରାସ୍ତାକଡ଼ରେ ଛିଡ଼ା ହୋଇଥିବା କାର୍‌ ଉପରେ ବାଲି ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ କୌଶମ୍ବି ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କାର୍‌ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ବାଲି ବୋଝେଇ ଟ୍ରକ୍‌ କାର୍‌ ଉପରେ ଓଲଟି...

aditya narayan marriage
୧୦ ବର୍ଷର ସମ୍ପର୍କକୁ ବିବାହର ରୂପ ଦେଲେ ଆଦିତ୍ୟ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁମ୍ବାଇରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହରେ ୫୦ରୁ ଅଧିକ ଲୋକ ଯୋଗ ଦେଇନଥିଲେ।   View this post on...

Chef Lost Job
ଦିନେ ପଞ୍ଚ ତାରକା ହୋଟେଲ୍‌ରେ ସେଫ୍‌ ଥିଲେ, ଆଜି ରାସ୍ତାକଡ଼ରେ ବିକ୍ରି କରୁଛନ୍ତି ବିରିୟାନୀ

ମୁମ୍ବାଇ: ମହାମାରୀ କରୋନା ଯୋଗୁ ବଦଳି ଯାଇଛି ଅନେକ ଲୋକଙ୍କ ଜୀବନ ଜୀବିକା। କିଏ ଚାକିରି ହରାଇଛି ତ ଆଉ କାହାର ବଦଳି ଯାଇଛି ପେଶା। ଆମେ ଏଠି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କଥା କହିବୁ, ଯାହାଙ୍କର ଜୀବନଶୈଳୀ ବଦଳାଇ ଦେଇଛି କରୋନା। ଯିଏ ଦିନେ ପଞ୍ଚ...

corona
ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୪୮୦ ଆକ୍ରାନ୍ତ ଚିହ୍ନଟ, ୬ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୫୮୩ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୫୦ରେ ପହଞ୍ଚିଛି। ଚିହ୍ନଟ ୪୮୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ...

corona test
ଘରୋଇ ଲ୍ୟାବ୍‌ରେ RTPCR ଟେଷ୍ଟ ପାଇଁ ସର୍ବାଧିକ ଫି’ ୪୦୦ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ କମିଲା କରୋନା ପାଇଁ କରାଯାଉଥିବା RTPCR ଟେଷ୍ଟର ମୂଲ୍ୟ। ଏଣିକି ଘରୋଇ ଲ୍ୟାବ୍‌ରେ RTPCR ପରୀକ୍ଷା ପାଇଁ ସର୍ବାଧିକ ୪ ଶହ ଟଙ୍କା ଦେବାକୁ ପଡ଼ିବ। ଜିଏସ୍‌ଟି ସହ ଟେଷ୍ଟ ଫି’ ବାବଦରେ ସର୍ବାଧିକ ୪ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଫି...

man died
ସ୍ୱାମୀର ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ ନେଲା ଏମିତି ଚରମ ପଦକ୍ଷେପ

ସାଲେପୁର: ସ୍ୱାମୀର ଆତ୍ମହତ୍ୟା ଖବର ଜାଣିବା ପରେ ଦୁଃଖରେ ମ୍ରିୟମାଣ ହୋଇ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାହାଙ୍ଗା ଥାନା ଅନ୍ତର୍ଗତ ପୋତରା-ପ୍ରହରାଜପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ଦୋକାନରୁ ମିଳିଥିଲା। ସ୍ୱାମୀର ମୃତ୍ୟୁ...

ଏଣିକି ସବୁ ଜରୁରୀ ସେବା ପାଇବା ପାଇଁ ଗୋଟିଏ ହେଲ୍‌ପ୍‌ଲାଇନ୍‌, ଡାଏଲ୍‌ ୧୧୨

ଭୁବନେଶ୍ୱର: ସବୁ ଜରୁରୀ ସହାୟତା ପାଇଁ କେବଳ ଗୋଟିଏ ହେଲ୍‌ପ୍‌ଲାଇନ୍ ନମ୍ବର। ଏଣିକି ସାଧାରଣ ଲୋକେ କେବଳ ୧୧୨ ନମ୍ବରକୁ ଫୋନ୍ କରି ସହାୟତା ମାଗି ପାରିବେ କିମ୍ବା ଅଭିଯୋଗ ମଧ୍ୟ ଜଣାଇପାରିବେ। ଫଳରେ ପୋଲିସ୍‌, ଆମ୍ବୁଲାନ୍ସ, ଦମକଳ, ମହିଳା ହେଲପ୍ ଲାଇନ ଭଳି ବିଭିନ୍ନ ଜରୁରୀ ସେବା...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।