ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ଶ୍ରମ ଆଇନ୍ ଏବଂ କୃଷି ଓ କୃଷକ ସମ୍ପର୍କିତ ଆଇନ ପ୍ରତ୍ୟାହାର ସହିତ ଅନ୍ୟାନ୍ୟ ଦାବିକୁ ନେଇ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ୧୦ଟି ଟ୍ରେଡ୍ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬...
ନୂଆଦିଲ୍ଲୀ: ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇ ଗତକାଲି ବିଳମ୍ବିତ ରାତିରେ ପୁଡୁଚେରୀ ନିକଟରେ ବାତ୍ୟା ‘ନିଭାର’ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ପରେ ‘ନିଭାର’ ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହେଉଛି। ନିଭାର ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦...
ସୁରତ: ଦାମୀ କାର୍ରେ ସୁନାର ପ୍ରଲେପ ଦେଇ ଚର୍ଚ୍ଚାରେ ଗୁଜରାଟ ସୁରତର ଜଣେ ବ୍ୟକ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଫ୍ରାନ୍ସର ଟେକ୍ନୋଲୋଜି ବ୍ୟବହାର କରି ତାଙ୍କର ଦାମୀ କାର୍ରେ ସୁନାର ପ୍ରଲେପ ଦେଇଛନ୍ତି। ସୋସିଆଲ୍ ମିଡିଆରେ ଏହାର ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ବଡ଼ କଥା,...
ଭୁବନେଶ୍ୱର: ବଢ଼ୁଛି ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ପାଇଁ ଅଡ଼ୁଆ। ମୁମ୍ବାଇରେ ରହୁଥିବା ଅଭୟଙ୍କ ପୁଅଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ୍ ପଚରାଉଚରା କରୁଛି। ତାଙ୍କୁ ମୁମ୍ବାଇରୁ ଭୁବନେଶ୍ୱରକୁ ଅଣାଯାଇଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି, ମୁମ୍ବାଇରେ ଲକ୍ଷାଧିକ ଟଙ୍କା ଭଡ଼ା ଦେଇ ସେ ଏକ ଫ୍ଲାଟ୍...
କଟକ: କଟକ ବାଦାମବାଡିରେ ଏକ ଘରୋଇ ବସ୍ ଜଳି ଯାଇଥିବା ସୂଚନା ମିଳିଛି। ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ବସ୍ଟି ଛିଡ଼ା ହୋଇଥିବା ବେଳେ ଆଜି ଅପରାହ୍ଣରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ କେଉଁ କାରଣ ପାଇଁ ବସ୍ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ବସ୍ରେ ନିଆଁ...
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲା କେନ୍ଦ୍ର। ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ସରକାର। ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ୍ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କାର୍ଗୋ ବିମାନ ଚଳାଚଳ ଉପରେ...
ମୁମ୍ବାଇ: ଯଦିଓ ‘ବିଗ୍ ବସ୍ ୧୪’ରୁ ପ୍ରଖ୍ୟାତ ବଲିଉଡ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ୍ କୁମାର ସାନୁ ବାହାରି ଯାଇଛନ୍ତି, ହେଲେ ବ୍ୟକ୍ତିଗତ ଜୀବନରେ ସେ ଚର୍ଚ୍ଚାରେ ଅଛନ୍ତି। କିଛି ଘଟଣାକୁ ନେଇ କୁମାର ସାନୁ ଓ ଜାନ୍ କୁମାର ମୁହାଁମୁହିଁ ହୋଇଛନ୍ତି। ଏପରିକି ଜାନ୍ କୁମାରଙ୍କୁ...