• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

ramesh
ରମେଶଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ପୁରୀ: ପୁରୀ ବାସେଳିସାହି ପୋଲିସ୍‌ ହେପାଜତରେ ପ୍ରାଣ ହରାଇଥିବା କେ. ରମେଶଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରମେଶଙ୍କୁ ସାଂଘାତିକ ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି ଯେ, ମୃତ୍ୟୁ ପୂର୍ବରୁ ରମେଶଙ୍କ ଶରୀରରେ ୧୬ଟି କ୍ଷତ ଚିହ୍ନ ଥିଲା। ଏହି...

corona vaccine
ଟିକା ନେଇଥିବା ମନ୍ତ୍ରୀଙ୍କୁ କରୋନା

ଚଣ୍ଡୀଗଡ଼: ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ୍‌ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଥାଉ କି, ନଭେମ୍ବର ୨୦ରେ ଅମ୍ବାଲାର ଏକ ହସ୍ପିଟାଲ୍‌ରେ...

ସପ୍ତାହକ ପରେ ସାମ୍ନାକୁ ଆସିଲା ‘ତାରକ ମେହଟା କା ଉଲଟା ଚଷମା’ର ଲେଖକଙ୍କ ଆତ୍ମହତ୍ୟା ଘଟଣା

ମୁମ୍ବାଇ: କମେଡି ଶୋ ‘ତାରକ ମେହଟା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ମିରର୍‌ର ରିପୋର୍ଟ ଅନୁସାରେ, ନଭେମ୍ବର ୨୭ରେ ମୁମ୍ବାଇର କାନ୍ଦିବଲି ସ୍ଥିତ ଘରେ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଅଭିଷେକଙ୍କ ମୃତଦେହ ମିଳିଥିଲା। ତେବେ ମୃତ୍ୟୁର ସପ୍ତାହକ ପରେ ତାଙ୍କର ମୃତ୍ୟୁ...

‘ବାହାରକୁ ଆସିଲା ପରେ ସବୁ କଥା କହିବି’

ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଏହାପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଜେଲ୍ ଯିବା ବେଳେ ଅଭୟକାନ୍ତ ପ୍ରତିକ୍ରିୟା ରଖି କହିଛନ୍ତି, ସବୁ ପ୍ରମାଣ ଦେବି,...

lockdown
ଜୁଲାଇ ୧୬ ଯାଏ ବଢ଼ିଲା ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ୱର:ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ଜୁଲାଇ ଗାଇଡଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ୧୭ ଜିଲ୍ଲାରେ ସଂଧ୍ୟା…

heat wave
୪୯ ଡିଗ୍ରୀ ଉପରେ ପହଞ୍ଚିଲା ତାପମାତ୍ରା, ଚାଲିଗଲା ୧୦୦ରୁ ଅଧିକ ଲୋକଙ୍କ ଜୀବନ

ଓଟ୍ଟୱା: ଭାରତର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବା ବେଳେ କାନାଡାରେ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହୋଇଛି। ଏପରିକି ୧୦୦ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ କାନାଡାର Vancouver…

dutee chand
ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଜଲ୍‌ୱା ଦେଖାଇବେ ଦୌଡ଼ରାଣୀ ଦୂତୀ ଚାନ୍ଦ। ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସ୍‌ରେ ଭାଗ ନେବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ୱାର୍ଲଡ ରାଙ୍କିଙ୍ଗ…

mandira bedi husband
ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ୍‌ କୌଶଲଙ୍କ ପରଲୋକ

ମୁମ୍ବାଇ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଡ୍ୟୁସର ରାଜ୍‌ କୌଶଲଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ବୁଧବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ରାଜ୍‌ କୌଶଲଙ୍କ ସହ ଫିଲ୍ମ ‘My Brother…

odisha
ମହଙ୍ଗା ପଡ଼ିଲା ମ୍ୟାଟ୍ରିମୋନିଆଲ୍‌ ପ୍ରେମ: ମିଠା ମିଠା କଥା କହି ଗିଫ୍ଟ ବାହାନାରେ ଲୁଟି ନେଲେ

ସାଲେପୁର: ମହଙ୍ଗା ପଡ଼ିଲା ମ୍ୟାଟ୍ରିମୋନିଆଲ୍‌ ପ୍ରେମ। ମିଠା ମିଠା କଥା କହି ଓ ବିବାହର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଚଳୁ କରିନେଲେ ଯୁବତୀ। ଠକାମିର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ୍ ଅନ୍ତର୍ଗତ…

woman raped
ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକଙ୍କ ପୁଅକୁ ବାନ୍ଧିଲା ପୋଲିସ୍‌

ଅନୁଗୁଳ: ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଏଭଳି ଅଭିଯୋଗ ଆସିଛି। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ,…

corona
କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌, ରାଜ୍ୟରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳକୁ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ଗତକାଲି ତୁଳନାରେ ଆଜି ଅଧିକ ରହିଛି। ଗତ ୨୪ ଘଣ୍ଟାରେ…

wearing mask
କୋଭିଡ୍ ପରିଚାଳନା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ଯାହାକୁ ଅନୁସରଣ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା…

drone
୨ ଦିନ ଭିତରେ ଜମ୍ମୁରେ ୪ ଥର ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ

ଶ୍ରୀନଗର: ପୁଣି ଜମ୍ମୁରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ। ସୋମବାର ଓ ମଙ୍ଗଳବାର ମଧ୍ୟ ରାତ୍ରରେ ଜମ୍ମୁର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ସନ୍ଦିଗ୍ଧ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଥମ ଡ୍ରୋନ କାଲୁଚକ୍‌ କ୍ୟାଣ୍ଟନମେଣ୍ଟ…

jewellery shop
ଓଡ଼ିଶାର ୮ ଜିଲ୍ଲାରେ ଲାଗୁ ହେଲା ବାଧ୍ୟତାମୂଳକ ହଲ୍‌ମାର୍କିଂ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲ୍‌ମାର୍କିଂକୁ ଓଡ଼ିଶାର ୮ଟି ଜିଲ୍ଲାରେ ଲାଗୁ କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା-ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର। ଏହିି ଜିଲ୍ଲା ଗୁଡ଼ିକର ସୁନା ଦୋକାନୀମାନେ…

accident
ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଖାଇ ତଳକୁ ଖସିଲା ଜିପ୍‌, ୧୦ ମୃତ

ଶିମ୍‌ଲା: ଖାଇ ତଳକୁ ଜିପ୍‌ ଖସି ପଡ଼ି ୧୦ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ସୋମବାର ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ…

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।