ଢେଙ୍କାନାଳ: ସରକାରୀ କ୍ୱାର୍ଟର୍ସରୁ ଜଣେ ଠିକା ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ। ଢେଙ୍କାନାଳ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବେକରେ ଗାମୁଛା ବନ୍ଧା ହୋଇଥିବା ଅବସ୍ଥାରେ ଝରକା ରେଲିଂରୁ ସୂର୍ଯ୍ୟକାନ୍ତଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଥିଲା।...
ଭୁବନେଶ୍ୱର: ପାଠକ ବାପ-ପୁଅଙ୍କ ଅମାପ ସମ୍ପତ୍ତିର ଫିଟୁଛି ଗୁମର। ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୁଣି ମିଳିଛି ୧ କୋଟି ୨୮ ଲକ୍ଷ ଟଙ୍କା। ଭୁବନେଶ୍ୱର ଏବଂ ପୁଣେରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ମିଳିଛି। ତଦନ୍ତର ଅଗ୍ରଗତି...
କଟକ: କଟକ ଟାଙ୍ଗି ଥାନା ଅଧିନ ଦଳଯୋଡ଼ି ଜଙ୍ଗଲରୁ ଚୋରା ଚନ୍ଦନ କାଠ ଜବତ ହୋଇଛି। କ୍ରାଇମ୍ବ୍ରାଞ୍ଚ STF ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୦ କିଲୋଗ୍ରାମର ଚନ୍ଦନ କାଠ ଜବତ କରିଛି। ଏହି ଘଟଣାରେ STF ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହେମନ୍ତ ଛାଟୋଇ,...
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଆହୁରି ବର୍ଷେ ଯାଏ ରହିପାରେ କରୋନାର ପ୍ରଭାବ। ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଜିଡିପି ଅଭିବୃଦ୍ଧି ହାର ନେଗେଟିଭ ରହିବ ବୋଲି ଆକଳନ କରିଛି RBI। RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇ କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର...
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୬୦ରେ ପହଞ୍ଚିଛି। ଚିହ୍ନଟ ୩୭୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରରୁ...
ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ କଲେଜ ଖୋଲିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ +୨ କଲେଜ କ୍ୟାମ୍ପସ୍କୁ ସାନିଟାଇଜ୍ ଓ ସଫା କରିବାକୁ ସମସ୍ତ ସରକାରୀ ଓ ଘରୋଇ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗତକାଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା...
ଉମରକୋଟ: ଭିନ୍ନ ଜାତିରେ ବିବାହ କଲେ ବୋଲି କଙ୍ଗାରୁ କୋର୍ଟରେ ଜଣେ ଯୁବକଙ୍କୁ ସାମାଜିକ ବାସନ୍ଦ ହେବାକୁ ପଡ଼ିଛି। ଏପରିକି ତାଙ୍କୁ ତାଙ୍କ ପତ୍ନୀଙ୍କଠୁ ବି ଅଲଗା ହେବାକୁ ପଡ଼ିଛି। ଶେଷରେ ନ୍ୟାୟ ପାଇଁ ବାରଦୁଆର ହେଉଥିଲେ ବି କେହି ତାଙ୍କ ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର...
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ Dearness Allowance (DA) ବୃଦ୍ଧି ପାଇବା ପୂର୍ବରୁ ଏହି ମାସ ଶେଷ ସୁଦ୍ଧା କର୍ମଚାରୀମାନଙ୍କର ଦରମା ବୃଦ୍ଧି ପାଇବ ବୋଲି ଶୁଣିବାକୁ ମିଳୁଛି। ଲାଟେଷ୍ଟ୍ ରିପୋର୍ଟ ଅନୁସାରେ, ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ(7th Central Pay Commission) ଅନୁସାରେ କେନ୍ଦ୍ର ସରକାରୀ କର୍ମଚାରୀ...